Breaking News

ଆଜିର ରାଶିଫଳ : 19 jun 2022 ରବିବାର କେମିତି କଟିବ ଆଜିର ଦିନ |

ମେଷ ରାଶି
ଚିକିତ୍ସା ଯୋଗୁଁ ଆପଣଙ୍କ ଘର ଲୋକଙ୍କ ଖର୍ଚ୍ଚ ବଢ଼ି ପାରେ| ଆଜି ଯଦିବା ଆପଣଙ୍କ ପାଇଁ କୌଣସି ଆର୍ଥିକ ସମସ୍ୟା ନ ଉପୁଜିପାରେ ତଥାପି ଯଦି କୌଣସି ଏମିତି ସମସ୍ୟା ଆସିବା ତାହା ଆପଣ ଆପଣଙ୍କର ପ୍ରତିଭାରେ ସେହି ହାନୀକୁ ଲାଭରେ ପରିବର୍ତ୍ତନ କରିପାରିବେ | ଯେଉଁ ଲୋକ ମାନଙ୍କ ସହିତ ଆପଣଙ୍କ ବହୁତ କାମ ଦେଖା ସାକ୍ଷାତ ହୁଏ ତାଙ୍କ ସହିତ କଥା ବାର୍ତା ହେବା ପାଇଁ ଆଜି ଉତ୍ତମ ଦିନ ଅଟେ |

ବୃଷ ରାଶି
ପ୍ରତ୍ୱେକଟି ମଣିଷକୁ ଧ୍ୟାନ ଦେଇ ଶୁଣନ୍ତୁ, ହେଇ ପାରେ କି ଆପଣଙ୍କୁ ଆପଣଙ୍କ ସମସ୍ୟାର ସମାଧାନ ମିଳି ପାରେ | ଭଲଭାବରେ ମନେରଖନ୍ତୁ ଯେ ଦୁଃଖ ସମୟରେ ଆପଣଙ୍କ ସଞ୍ଚିତ ଧନ ହିଁ ଆପଣଙ୍କ କାମରେ ଆସିବ | ସେଥିପାଇଁ ଆଜିଠାରୁ ଧନ ସଞ୍ଚୟର ଉପାୟ କରନ୍ତୁ | ଘରୋଇ ଜୀବନ ଶାନ୍ତି ଓ ଖୁସି ଭରା ରହିବ | କେହି ଆପଣଙ୍କୁ ଆପଣଙ୍କ ପ୍ରେମଠୁ ଅଲଗା କରି ପାରିବ ନାହିଁ |

ମିଥୁନ ରାଶି
ପ୍ରକୃତି ଆପଣଙ୍କୁ ବିଶେଷ ସାହସ ଓ ବୁଦ୍ଧିର ଉପହାର ପ୍ରଦାନ କରିଛି- ତାହାର ଲାଭ ଉଠାନ୍ତୁ | ଆଜି ଆପଣକୁ ଅର୍ଥ ହାନି ହୋଇ ପାରେ ଯଦି ଅନ୍ୟ କଥାରେ ପଡିକି ନିବେଶ କରିବେ | ଆପଙ୍କ ଧ୍ୟାନ ପାଇଁ ପିପାସା ଆପଣଙ୍କୁ ନୂଆ ବନ୍ଧୁ ବନେଇବାରେ ସାହାଯ୍ୟ କରିବ | ଆଜି ଆପଣଙ୍କ ପ୍ରେମୀ/ପ୍ରେମିକ କେବଳ ତାଙ୍କ କଥା କହିବେ | ଆପଣଙ୍କ କଥା ଶୁଣିବେ ନାହିଁ |

କର୍କଟ ରାଶି
ଭଲ ଜୀବନ ପାଇଁ ନିଜର ସ୍ୱାସ୍ଥ୍ୟ ଓ ବ୍ୟକ୍ତିତ୍ୱରେ ଉନ୍ନତି ଆଣିବାକୁ ଚେଷ୍ଟା କରନ୍ତୁ | ଆଜି କୌଣସି ନିକଟ ସମ୍ପର୍କୀୟଙ୍କ ସହିତ ଝଗଡା ହୋଇପାରେ, ଯାହାଦ୍ୱାରା ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇପାରେ ଓ ଆପଣଙ୍କର ଅନାବଶ୍ୟକ ଭାବରେ ଗୁଡ଼େ ଖର୍ଚ୍ଚ ହୋଇପାରେ | ଗୃହ-ପ୍ରବେଶ ପାଇଁ ଅତି ଶୁଭ ଦିନ ଅଟେ | ପ୍ରେମ ସମ୍ବନ୍ଧରେ ଦାସ ପରି ବ୍ୟବହାର କରନ୍ତୁ ନାହିଁ |

ସିଂହ ରାଶି
ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ | ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ | ନୂଆ ପ୍ରେମ ସମ୍ବନ୍ଧ ଆପଣଂକ ମନରେ ଖୁସି ଭାବନା ଆଣିବ ଓ ମନ ଭଲ ରହିବ|

କନ୍ୟା ରାଶି
ଆଜି ଦିନଟା ଭଲରେ କଟିବନି ,ଛୋଟ-ଛୋଟ କଥାରେ ବିରକ୍ତ ହେବେ | ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ମନେ ରଖିକି ସମସ୍ତଙ୍କର ସ୍ୱୀକୃତି ନେବା ଭୁଲନ୍ତୁ ନାହିଁ | ବାହାର ଜିନିଷ ପ୍ରତି ଆପଣଙ୍କ ରୁଚି ଆଉ ନାହିଁ,କାରଣ ଆପଣ ନିଜକୁ ସର୍ବଦା ପ୍ରଥମ ଭଲ ପାନ୍ତି |

ତୁଳା ରାଶି
ଜିତିବାର ଉତ୍ସାହ ଆପଣଙ୍କ ହୃଦୟକୁ ଖୁସିରେ ଭରି ଦେବ | ଏହି ଉତ୍ସହାକୁ ଦୁଇଗୁଣ କରିବା ପାଇଁ ଆପଣ ନିଜ ଖୁସିରେ ନିଜ ସାଙ୍ଗ ମାନଙ୍କୁ ଭାଗିଦାର ବନେଇ ପାରନ୍ତି | କୌଣସି ନିକଟ ସମ୍ପର୍କୀୟଙ୍କ ଭେଟ କରିବା ଆପଣଙ୍କର ଖର୍ଚ୍ଚ ବଢ଼ିପାରେ | ଆଜି ସାଙ୍ଗ ମାନଙ୍କଠୁ ଅନପେକ୍ଷିତ ଉପହାର ମିଳି ପାରେ | ଖୁସିରେ ରୁହତୁ ଓ ପ୍ରେମ ରାସ୍ତାରେ ଆସୁଥିବା କୌଣସି ବାଧାକୁ ସ୍ମୁଖିଣ ହେବାକୁ ପ୍ରସ୍ତୁତ ରୁହନ୍ତୁ |

ବିଛା ରାଶି
ନିଜକୁ ସୁଧାରିବା ଯୋଜନା ଯୋଗୁଁ ଦୁଇଟି ପକ୍ଷରୁ ଲାଭ ମିଳି ପାରେ ଓ ଆପଣ ନିଜକୁ ନଇୟିକି ଆତ୍ମବିଶ୍ୱାସୀ ଓ ତୁଳନାତ୍ମକ ଅନୁଭବ କରିବେ | ଆଜି ଆପଣ ସାଙ୍ଗସାଥୀଙ୍କ ମେଳାରେ ବହୁତ ଅର୍ଥ ଖର୍ଚ୍ଚ କରିପାରନ୍ତି କିନ୍ତୁ ତା ସତ୍ତ୍ବେ ଆପଣଙ୍କ ପାଖରେ ଧାନର ଅଭାବ ହେବ ନାହିଁ | ଭାବି ଚିନ୍ତିକି କଥା ବାର୍ତା ଓ ସହୋଦ୍ୟୋଗ ସାହାଯ୍ୟରେ ନିଜର ଜୀବନ ସାଥି ସହ ସମ୍ପର୍କରେ ସୁଧାର ଆସି ପାରେ |

ଧନୁ ରାଶି
ଘରୋଇ ବିବାଦ ଆପଣଙ୍କୁ ଚାପ ଦେଇ ପାରେ | ଆଜି ଆପଣ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଯେଉଁଥିରୁ ବାହାରିବା ପାଇଁ ପୀତା ଅଥବା ପୀତାତୁଲ୍ୟ କୌଣସି ବ୍ୟକ୍ତିଙ୍କର ସହାୟତା ନେବେ | ଆପଣଙ୍କ ବେଖାତିର ବ୍ୟବହାର ଆପଣଙ୍କ ମାତା-ପିତାଙ୍କୁ ଦୁଖୀ କରି ପାରେ | କୌଣସି ନୂତନ ଯୋଜନା ଆରମ୍ଭ କରିବା ପୂର୍ବରୁ ତାଙ୍କ ବିଚାର ବି ଜାଣି ନିଅନ୍ତୁ |

ମକର ରାଶି
ପୁରୁଣା ଯୋଜନାରେ ସଫଳତା ଆତ୍ମବିଶ୍ଵାସରେ ବୃଦ୍ଧି ଆଣିବ | ଆଜି ଭୁଲରେ ମଧ୍ୟ କାହାକୁ ପଇସା ଦିଅନ୍ତୁ ନାହିଁ | ଯଦି ଦେଉଛନ୍ତି ତାହେଲେ ତାଙ୍କ ଠାରୁ ଲିଖିତ ଆକାରରେ ନେଇନିଅନ୍ତୁ | ପରିବାରର କୌଣସି ସଦସ୍ୟଙ୍କ ବ୍ୟବହାର ଆପଣଙ୍କୁ ବ୍ୟଥିତ କରିପାରେ | ଆପଣ ତାଙ୍କ ସହିତ କଥାହେବା ଦରକାର | ନିଜର ପ୍ରିୟକୁ ବୁଝିବାକୁ ଚେଷ୍ଟା କରନ୍ତୁ, ନଚେତ ବିପଦରେ ପଡ଼ି ପାରନ୍ତି |

କୁମ୍ଭ ରାଶି
ଆଜି ଶାନ୍ତ ଓ ମାନସିକ ଚାପରୁ ମୁକ୍ତ ରୁହନ୍ତୁ | ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ଆପଣଙ୍କ ନିଷ୍ପତିରେ ମତ-ପିତାଙ୍କ ସାହାଯ୍ୟ ମହତ୍ଵପୁର୍ଣ ପ୍ରମାଣିତ ହେବ | ଆଜି ଆପଣ ସବୁଠୁ ଉତ୍ତମ ଆଚରଣରେ ରୁହନ୍ତୁ ନଚେତ ଆପଣଙ୍କ ପ୍ରିୟର ମନ ଖରାପ ହୋଇ ପାରେ | ଆଜି କେବଳ ମହତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦିଅନ୍ତୁ |

ମୀନ ରାଶି
ଅଦରକାରୀ ବିଚାର ମନ ଭିତରେ ଛାଇ ପରି ଲାଗି ରହିବ | ନିଜକୁ ଶାରୀରିକ ବ୍ୟୟାମର ମଜା ନେବାକୁ ଦିଅନ୍ତୁ,କାରଣ ଖାଲି ମୁଣ୍ଡ ରାକ୍ଷସର ଘର ଥାଏ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ଅତିଥି ମାନଙ୍କ ସହିତ ଆନନ୍ଦ ନେବା ପାଇଁ ଆଜି ବହୁତ ଶୁଭ ଦିନ | ନିଜର ଅତିଥି ମାନଙ୍କ ସହିତ ମିଶିକି କିଛି ବିଶେଷ କରିବାକୁ ଯୋଜନା ବନାନ୍ତୁ |

About odisha news

Check Also

ଆଜିର ରାଶିଫଳ : 28 jun 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଦିନଟା ଆରାମ କରିବା ପାଇଁ ଅତି ଆବଶ୍ୟକ ପ୍ରମାଣିତ ହେବ କାରଣ ଆପଣ କିଛି ଦିନରୁ …

Leave a Reply

Your email address will not be published.