ଦର୍ଶକବନ୍ଧୁ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ଅନୁଚିନ୍ତା ନେଇକି ଆସିଛୁ ପ୍ରଥମ ଅନୁଚିନ୍ତା ଝାଡା ଗଲାବେଳେ ଦାନ୍ତ ଘସନ୍ତୁ ନାହିଁ ଝାଡା ବସିଲା ବେଳେ ଏହା କଲେ ଆପଣଙ୍କ ପାଇଁ ଅମଙ୍ଗଳ ହେବ | ଖାଇଲା ବେଳେ 32 ଥର ଚୋବାନ୍ତୁ ଏହା ଦ୍ୱାରା ଭଲ ହଜମ ହେବ | ଯଦି ଆପଣଙ୍କର ଅଣ୍ଟା କାଟୁଛି ତେବେ ଆପଣ ପ୍ରତେକ ଦିନ ସକାଳୁ ଓ ସାନ୍ଧ୍ୟ ସମୟରେ ଅଧା ଚାମଚ ଶୁଣ୍ଠୀ ଓ ଅସୁଗନ୍ଧ କୁ ଉଷୁମୁ ପାଣିରେ ପିଇବା ଦ୍ୱାରା ଅଣ୍ଟା ବିନ୍ଧିବା ସମସ୍ୟାରୁ ମୁକ୍ତି ମିଳି ପାରିବ |
ଆଣ୍ଠୁ ଗଣ୍ଠି ବିନ୍ଧା ହେଉଥିଲେ ମେଥି ଗୁଣ୍ଡ ଏକ ଚାମଚ ସନ୍ଧ୍ୟା ରେ ଏବଂ ସକାଳେ ଖାଇଲେ ଏହି ସମସ୍ୟା ଆପଣଙ୍କର ଦୂର ହୋଇଥାଏ | ଦାନ୍ତ ବିନ୍ଦା ହେଉଥିଲେ ଜୁଆଣି ପାଣି ଦିନକୁ 3 ଥର କୁଲି କଲେ ତାହା ମଧ୍ୟ ଦୂର ହୋଇଥାଏ | ଅନ୍ୟକୁ ଗାଳି ଗୁଲଜ କଲେ ଦରିଦ୍ରତା ଆସିଥାଏ ଆପଣ ଖରାପ ଶବ୍ଦ ବେବହାର କଲେ ଆପଣଙ୍କର ପିଲାଙ୍କର ବୁଦ୍ଧି ହାନି ଘଟିଥାଏ | ନିତ୍ୟ ଜୀବନରେ କିଛି ଅସୁବିଦା ଦେଖା ଯାଉଥିଲେ ଅସ୍ତ ଗଛକୁ ପୂଜା କରନ୍ତୁ ଓ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରନ୍ତୁ |
ଜାତକରେ ଯଦି ରବି ନିଚ୍ଚରେ ଥାନ୍ତି ତେବେ ମାତା ପିତାଙ୍କ ସହ ଝଗଡା ହୁଏ ଏବଂ ଆଖି ମଧ୍ୟ ଖରାପ ହୋଇଥାଏ ମଙ୍ଗଳ ନିଚ୍ଚରେ ଥିଲେ ରକ୍ତ ଚାପ ଦେଖା ଦେଇଥାଏ | ନଡ଼ିଆକୁ ଯଦି ନିଜ ମୁଣ୍ଡ ଚାରିପଟେ ଘୁରାଇ ଦେବତାଙ୍କ ପାଖରେ ବାଡେଇ ଦେବେ ଆପଣଙ୍କର ସମସ୍ତ ପ୍ରକାରର ଦୂର ହୋଇଯିବ | ନଡ଼ିଆ ତେଲରେ ଅଁଳା ଗୁଣ୍ଡ ମିଶାଇ ଛୁଟିରେ ଲଗାଇବା ଦ୍ୱାରା ଛୁଟି କଲା ହୋଇଥାଏ |
ବେସନରେ ଲେମୁ ରସ ମିଶାଇ ମହୁ ସହ ମାରିଲେ ମୁଖ ବର୍ଣ ଦୂର ହୋଇଥାଏ ଓ ମୁହଁର ଚମକ ଆସେ | ମହୁରେ ଲେମ୍ବୁ ମିଶାଇ ଲଗାଇବା ଦ୍ୱାରା ମୁହଁରେ ଥିବା କଲା ରଙ୍ଗ ଦୂର ହୋଇଥାଏ | ସକାଳେ ଖରାରେ 3 ମିନିଟି ସମୟ କାଟିବା ଉଚିତି ଏହା ଦ୍ୱାରା ଶରୀର ପୀଡା ଦୂର ହେବା ସହ ଜୀବ ସାର ଓ ଭିଟାମିନି ମଧ୍ୟ ମିଳିଥାଏ | ମୁହଁ ର କଲାଜାଇ ଦୂର କରିବାକୁ ହେଲେ ଧନିଆ ପତ୍ରକୁ ବାଟି ପ୍ରତି ଦିନ ଲଗାଇଲେ ଆପଣଙ୍କ ମୁହଁରେ ଥିବା କାଜାଇ ତାହା ଦୂର ହୋଇଯିବ |