Breaking News

ଆଜିର ରାଶିଫଳ : 24 jun 2022 ଶୁକ୍ରବାର କେମିତି କଟିବ ଆଜିର ଦିନ |

ମେଷ ରାଶି
କିଛି ଏମିତି ଘଟଣା ଆପଣଙ୍କ ଚିନ୍ତାର କାରଣ ବନି ପାରେ ଯାହାକୁ ଅଦେଖା କରିବା ସମ୍ଭବ ନୁହେ କିନ୍ତୁ ଆପଣ ନିଜକୁ ଶାନ୍ତ ରଖନ୍ତୁ ଓ ସ୍ଥିତିଠୁ ନିଜାତ ପାଇବା ପାଇଁ ଅତିଶୀଘ୍ର ପ୍ରତିକ୍ରିୟା ଦିଅନ୍ତୁ ନାହିଁ | ଜୀବନରେ ଅର୍ଥ ଖରାପ ପରିସ୍ଥିତିର ସାମ୍ନା କରିବା ପାଇଁ ସଂଚୟ କରାଯାଏ | ତେଣୁ ଏବେଠାରୁ ପଇସା ସଞ୍ଚୟ କରନ୍ତୁ ନହେଲେ ଭବିଷ୍ୟତରେ ଅସୁବିଧାରେ ପଡ଼ିପାରନ୍ତି | ପିଲାଙ୍କୁ ନିଜର ଆଶା ଅନୁସାରରେ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରନ୍ତୁ |

ବୃଷ ରାଶି
ନିଜର ଓଜନ ଉପରେ ନଜର ରକଃନ୍ତୁ ଓ ଆବଶ୍ୟକତାରୁ ବେଶୀ ଖାଇବା ପରିହାର କରନ୍ତୁ ଯେଉଁମାନେ ଅତୀତରେ କୋୖଣସି ଧାନ ନିବେଶ କରିଥିଲେ ଆଜି ସେହି ଧାନ ଲାଭ ହେବାର ସମ୍ଭାବନା ଅଛି | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ | ଆପଣଙ୍କ ପ୍ରିୟଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିୟନ୍ତୁ ନାହିଁ | ଦିନର ଆରମ୍ଭ ଟିକେ କ୍ଲାନ୍ତଭରା ହେଲେ ମଧ୍ୟ ଧୀରେ ଧୀରେ ଆପଣଙ୍କୁ ଭଲ ଫଳ ମିଳିବ |

ମିଥୁନ ରାଶି
ଆଶାବାଦୀ ରୁହନ୍ତୁ ଓ ଉଜ୍ବଳ ପକ୍ଷକୁ ଦେଖନ୍ତୁ ଆପଣଙ୍କ ବିଶ୍ୱାସ ଓ ଆଶା ଆପଣଙ୍କ ଇଚ୍ଛା ପୁରୁଣ ହେବ ପାଇଁ ନୂତନ ଦ୍ୱାର ଖୋଲିବ ଆର୍ଥିକ ଅବସ୍ଥାରେ କେବଳ ଗୋଟିଏ ହିଁ ସ୍ତ୍ରୋତରୁ ଲାଭ ମିଳିବ ଆଜି ଆପଣ ଅଧର୍ଯ୍ୟ ହୋଇ ପାରନ୍ତି | ସେଥିପାଇଁ ଧର୍ଯ୍ୟ ରଖନ୍ତୁ ନଚେତ ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କ ବ୍ୟବହାର ଯୋଗୁଁ ଦୁଖୀ ହୋଇ ପାରନ୍ତି | ପ୍ରେମର ଜ୍ୱାଳା ଅନୁଭବ କରିବା ଅତି କଷ୍ଟ, କିନ୍ତୁ ଆଜି ଆପଣ ପ୍ରେମର ଏହି ପାଗଳାମୀର କିଛିଟା ସୁଗନ୍ଧ ଅନୁଭବ କରିବେ |

କର୍କଟ ରାଶି
ସନ୍ଦେହ କରିବା ସ୍ଵଭାଵ କାରଣରୁ ଆପଣଙ୍କୁ ପରାଜୟ ହେବାକୁ ପଡି ପାରେ | ଅର୍ଥ ଅବସ୍ଥାରେ ନିହାତି ଭାବରେ ଉନ୍ନତି ହେବ | ସନ୍ଧ୍ୟାରେ ରୋଷେଇ ହେବ ଜିନିଷର କିଣା କିଣି କାରଣରୁ ଆପଣ ବ୍ୟସ୍ତ ରହିବେ | ଆଉ ଟିକେ ଚେଷ୍ଟା କରନ୍ତୁ | ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି କାରଣ ଆଜି ଆପଣଙ୍କ ଦିନ | ଆଜି ବହୁତ ଲୋକ ଆପଣଙ୍କୁ ପ୍ରଶଂସା କରିବେ ଯାହା ଆପଣ ବହୁତ ଦିନରୁ ଶୁଣିବାକୁ ଚାହୁଁଥିଲେ |

ସିଂହ ରାଶି
ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | ଆପଣଙ୍କ ମାତା-ପିତାଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତା ଓ ଉତ୍ତେଜନାରେ କାରଣ ହୋଇ ପାରେ | ନିଜର ପ୍ରେମର ଭାବନାକୁ ସମସ୍ତଙ୍କ ସାମନାରେ ପ୍ରକାଶିତ କରନ୍ତୁ ନାହିଁ | ଆଜି ଆପଣ ଖାଲି ସମୟରେ ମାତାଙ୍କର ସେବା କରିବାକୁ ଚାହିଁବେ |କିନ୍ତୁ କୌଣସି ଜରୁରୀ କାମ ପାଇଁ ଆପଣ ଏହା ନ କରିପରିବାରୁ ଦୁଃଖିତ ହେବେ |

କନ୍ୟା ରାଶି
ମନୀଷିକ ଶାନ୍ତି ପାଇଁ ବିବାଦ ସ୍ତୃଷ୍ଟି କରୁଥିବା କାରଣର ସମାଧାନ କରନ୍ତୁ | ଯେଉଁମାନେ ବିନା ଚିନ୍ତାରେ ଅର୍ଥ ଖର୍ଚ୍ଚ କରନ୍ତି ସେମାନଙ୍କୁ ଆଜି ଅର୍ଥର ଆବଶ୍ୟକତା ପଡ଼ିପାରେ ଏବଂ ଆଜି ଆପଣ ଆବଶ୍ୟକତା ସମୟରେ ଅର୍ଥର ମହତ୍ୱ ବୁଝିପାରିବେ | ପିଲାମାନଙ୍କର ସଫଳତା ଯୋଗୁ ଆପଣ ଗର୍ବିତ ଅନୁଭବ କରିବେ | ସାବଧାନ ରୁହନ୍ତୁ,କାରଣ ପ୍ରେମରେ ପଡ଼ିବା ଆଜିକା ଦିନରେ ଆପଣଙ୍କ ପାଇଁ ଅନ୍ୟ ବାଧା ସୃଷ୍ଟି କରି ପାରେ |

ତୁଳା ରାଶି
ଯଦି ଆପଣ ବହୁତ ଦିନରୁ ଆରାମ କରି ନାହାନ୍ତି ତାହେଲେ ଆଜି ଟିକେ ଦୁର୍ବଳ ଅନୁଭବ କରିବେ ତେଣୁ, ଆରାମ କରିବା ଅତି ଜରୁରି | ନୂତନ ଚୁକ୍ତି ଲାଭକାରୀ ଦେଖା ଦେଇ ପାରେ ,କିନ୍ତୁ ଆଶା ହିସାବରେ ଲାଭ ମିଳିବ ନାହିଁ | ନିବେଶ କରିବା ସମୟରେ ତରବରିଆ ହୋଇ ନିଷ୍ପତି ନିଅନ୍ତୁ ନାହିଁ | ଆଜି ଜୋ ସାମାଜିକ କାର୍ଯ୍ୟକ୍ରମରେ ଯିବେ,ସେଠାରେ ଆପଣ ସମସ୍ତଙ୍କର ଧ୍ୟାନର କେନ୍ଦ୍ର ହେବେ | ଆପଣଙ୍କ ସାଥୀର ମନକୁ ଆଜି ଦୁଃଖ ଦିଅନ୍ତୁ ନାହିଁ ନହେଲେ ପରେ ପଶ୍ଚାତ୍ତାପ କରିବେ |

ବିଛା ରାଶି
ଆଜିର ଦିନ ଯୋଗ ଓ ଧ୍ୟାନ ସହିତ ଆରମ୍ଭ କରିପାରନ୍ତି | ଏହା ଦ୍ୱାରା ଆପଣ ପୁରା ଦିନ ଉର୍ଜ୍ଜାର ସହିତ କାଟିବେ ଯେଉଁ ରାଶିର ବ୍ୟକ୍ତିମାନେ ଆଜି ବିବାହ କରିଥିଲେ ସେମାନଙ୍କୁ ଶ୍ୱଶୁର ଘର ପକ୍ଷରୁ ଧନ ଲାଭ ହୋଇପାରେ | ଆଜି ଆପଣଙ୍କର କୌଣସି ଦୂର ସମ୍ପର୍କୀୟଙ୍କ ଖୁସି ଖବର ଆପଣଙ୍କ ପରିବାରରେ ହର୍ଷ ଉଲ୍ଲାସ ଭରିଦେବ | ପ୍ରେମ ଆପଣଙ୍କ ହୃଦୟ ଓ ମନରେ ଛାଇ ପରି ଲାଗି ରହିବ କାରଣ ଆଜି ଆପଣଙ୍କ ଦେଖା ଆପଣଙ୍କ ପ୍ରିୟ ସହିତ ହେବ |

ଧନୁ ରାଶି
ଆଜି ଦିନଟା କ୍ରୀଡ଼ାରେ ଭାଗ ନେବା ପାଇଁ ଅଂତୀ ଉତ୍ତମ ରହିବ, କାରଣ ଚିର ଦିନ ପାଇଁ ଯୌବନ ଅବସ୍ଥାରେ ରହିବାର ରହସ୍ୟ ଏହା ହି | ଆପଣଙ୍କଠାରୁ ଋଣ ନେଇଥିବା ବ୍ୟକ୍ତି ଯଦି ଆପଣଙ୍କୁ ପଇସା ନ ଫେରାଉଥାଏ ତେବେ ଆଜିର ଦିନରେ ସେ ହୁଏତ ଆପଣଙ୍କ ଋଣ ସୁଝିପାରେ | ଆଜି ଆପଣ ଅଧର୍ଯ୍ୟ ହୋଇ ପାରନ୍ତି | ସେଥିପାଇଁ ଧର୍ଯ୍ୟ ରଖନ୍ତୁ, ନଚେତ ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କ ବ୍ୟବହାର ଯୋଗୁଁ ଦୁଖୀ ହୋଇ ପାରନ୍ତି |

ମକର ରାଶି
ଆପଣଙ୍କ ଜୀବନସାଥିଙ୍କର ବନ୍ଦନୀୟ ଆଚରଣ ଆପଣଙ୍କ ଦିନକୁ ଖୁସିରେ ଭାରି ଦେବ | ଅର୍ଥ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ | ପରିବାରରେ କୋଣସି ମହିଲଙ୍କାର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣଂକୁ ଚିଂତା ହୋଇ ପାରେ| ଯେଉଁ ମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ |

କୁମ୍ଭ ରାଶି
ନିଜର କାଧ୍ୟ-ପାନର ବିଶେଷ ଧ୍ୟାନ ରଖନ୍ତୁ | ବିଶେଷ କରିକି ମାଇଂଗ୍ରେନ ରୋଗୀ ମାନଙ୍କୁ ସମୟରେ ଖାଦ୍ୟ ଖାଇବା ଉଚିତ,ନଚେତ ତାଙ୍କୁ ବ୍ୟର୍ଥ ଭାବନାତ୍ମକ ପଡ଼ିବ | ଅର୍ଥ ବଢିବା ପରେ ବି ଆପଣଙ୍କ ଆଶା ପୁରଣ ହେବ ନାହିଁ | ଅଭଦ୍ର ବ୍ୟବହାର ସତ୍ୱେ ଆପଣଙ୍କୁ ଜୀବନସାଥୀର ସହଯୋଗ ମିଳିବ | ପ୍ରେମ ଜୀବନର ଦୃଷ୍ଟିରୁ ଆଜି ଦିନ ଅତି ଉତ୍ତମ ଅଟେ | କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ |

ମୀନ ରାଶି
ବେକାର ଚିନ୍ତା କରି ନିଜର ଉର୍ଜା ନଷ୍ଟ କରନ୍ତୁ ନାହିଁ ବରଂ ତାହାକୁ ଠିକ ଦିଶାରେ ଲଗାନ୍ତୁ ଆଜି ଆପଣ ସାଙ୍ଗସାଥୀଙ୍କ ମେଳାରେ ବହୁତ ଅର୍ଥ ଖର୍ଚ୍ଚ କରିପାରନ୍ତି କିନ୍ତୁ ତା ସତ୍ତ୍ବେ ଆପଣଙ୍କ ପାଖରେ ଧାନର ଅଭାବ ହେବ ନାହିଁ | ସାଙ୍ଗ ମାନଙ୍କ ସାଙ୍ଗରେ କିଛି କଲା ବେଳେ ନିଜ ହିତକୁ ଅଦେଖା କରନ୍ତୁ ନାହିଁ – ହେଇ ପାରେ କି ଆପଣଙ୍କ ଦରକାରକୁ ବେଶୀ ଗଂଭୀରତାରେ ନ ନେଇ ପାରନ୍ତି | ପ୍ରେମ ଆପଣଙ୍କୁ ଏକ ନୂତନ ଦୁନିଆରେ ପ୍ରବେଶ କରେଇ ପାରେ |

About odisha news

Check Also

ଆଜିର ରାଶିଫଳ : 28 jun 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଦିନଟା ଆରାମ କରିବା ପାଇଁ ଅତି ଆବଶ୍ୟକ ପ୍ରମାଣିତ ହେବ କାରଣ ଆପଣ କିଛି ଦିନରୁ …

Leave a Reply

Your email address will not be published.