Breaking News

ଆଜିର ରାଶିଫଳ : 12 july 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଅଦରକାରୀ ବିଚାର ମନ ଭିତରେ ଛାଇ ପରି ଲାଗି ରହିବ | ନିଜକୁ ଶାରୀରିକ ବ୍ୟୟାମର ମଜା ନେବାକୁ ଦିଅନ୍ତୁ,କାରଣ ଖାଲି ମୁଣ୍ଡ ରାକ୍ଷସର ଘର ଥାଏ | ନିଜର ଧାନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ ଏବଂ ଏହା ଦ୍ୱାରା ଆପଣ ଆପଣଙ୍କର ଧାନ ସଂଚୟ କରିପାରିବେ | ଆଜି ପୁରା ପରିବାର ଏକାଠି ହୋଇ ଆପଣକୁ ପ୍ରଶଂସା କରିବେ ପରିବାର ସଦସ୍ୟମାନଙ୍କର ପ୍ରସଂଶାର କେନ୍ଦ୍ରବିନ୍ଦୁ ହୋଇ ଆପଣ ରହିବେ |

ବୃଷ ରାଶି
ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ସନ୍ଧ୍ୟା ବେଳ ସମୟ ଅଥିଥି ମାନଙ୍କ ସହିତ କାଟିବ | ଆଜି ହୋଇ ପାରେ କି ଆପଣ ଆପଣଙ୍କ ପ୍ରିୟଙ୍କୁ ଟଫି ଓ ଚକଲେଟ ବେଭାର ଦିଅନ୍ତୁ | ଆଜି ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ ଅଟେ |

ମିଥୁନ ରାଶି
ଆପଣଙ୍କ ଅଭଦ୍ର ବ୍ୟବହାର ଆପଣଙ୍କ ସାଂଗ ମାନଂକ ପାଇଁ ଅସୁବିଧା ସୃଷ୍ଟି କରି ପାରେ | ଆର୍ଥିକ ପରିସ୍ଥିତି ସୁଧୁରିବ ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ | ଆପଣଙ୍କୁ ପରିବାର ଲୋକଙ୍କ ଓ ସାଙ୍ଗ ମାନଙ୍କ ସହିତ ସମୟ କାଟିବା ପାନ ପ୍ରଚୁର ସମୟ ମିଳିବ | ଆପଣଙ୍କ ପ୍ରିୟାର ମନୋହର ସ୍ଵଭାଵ ଆପଣଙ୍କୁ ବିଶେଷ ହବାର ଅନୁଭବ କରେଇବ ଏହି ସ୍ମୃତିର ଲାଭ ଉଠାନ୍ତୁ | ଆପଣଙ୍କ ଯାତ୍ରା ସନ୍ତୋଷଜନକ ରହିବ |

କର୍କଟ ରାଶି
ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ | ମଦ୍ୟପାନ ତଥା ଧୁମ୍ରପାନ ଠାରୁ ନିଜକୁ ଦୂରରେ ରଖନ୍ତୁ ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବିଗିଡ଼ି ଯିବ ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ମନେ ରଖିକି ସମସ୍ତଙ୍କର ସ୍ୱୀକୃତି ନେବା ଭୁଲନ୍ତୁ ନାହିଁ | ପ୍ରେମ ଜୀବନରେ କିଛି ବାଧା ଆସିପାରେ ଓ ଆପଣଙ୍କ ଦାମିକା ଉପହାର ବି ଆଜି ଯାଦୁ କରିବାରେ ବିଫଳ ହେବ |

ସିଂହ ରାଶି
ନିଜର ଉର୍ଜା-ସ୍ଥରକୁ ପୁଣି ଥରେ ବୃଦ୍ଧି କରିବା ପାଇଁ ପୁରା ଆରାମ କରନ୍ତୁ କାରଣ ଥକା ଶରୀର ମସ୍ତିସ୍କକୁ ବି ଠକେଇ ଦିଏ | ଆପଣଙ୍କୁ ଆପଣଙ୍କ ପ୍ରକୃତ ଖଞାମତାକୁ ଚିହିଁବାର ଆବଶ୍ୟକତା ଅଛି କାରଣ ଆପଣଙ୍କ ଭିତରେ ଖଞାମତାର ଅଭାବ ନାହିଁ କେବଳ ଇଚ୍ଛା-ଶକ୍ତିର ଅଛି | ଆଜି ଆପଣଙ୍କ ପିତା ମାତାଙ୍କ ମଧ୍ୟରୁ କେହି ଆପଣଙ୍କୁ ଧନ ସଞ୍ଚୟ କରିବା ପାଇଁ ଉପଦେଶ ଦେବେ | ଆପଣ ତାଙ୍କ ଉପଦେଶ ଧ୍ୟାନପୂର୍ବକ ଶୁଣନ୍ତୁ ନଚେତ ଆଗାମୀ ଦିନ ମାନଙ୍କରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ |

କନ୍ୟା ରାଶି
ଜୀବନର ଉତ୍ତମ ଜିନିଷକୁ ଆନ୍ତରିକ ଭାବରେ ଅନୁଭବ କରିବା ପାଇଁ ମନ ଓ ହୃଦୟର ଦ୍ୱାର ଖୋଲନ୍ତୁ | ଚିନ୍ତାକୁ ଛାଡ଼ିବା ଏହା ପ୍ରତି ପ୍ରଥମ ପାଦ ଅଟେ ଅତ୍ୟଧିକ ଖର୍ଚ୍ଚ ଓ ସନ୍ଦେହଜନକ ଆର୍ଥିକ ଯୋଜନାରୁ ଦୁରେଇ ରୁହନ୍ତୁ | ନିଜର ଆନ୍ତରିକ ସମୟ ସେବାରେ ଲଗାନ୍ତୁ ଏହା ଆପଣଙ୍କୁ ଓ ଆପଣଙ୍କ ପରିବାର ଲୋକଙ୍କୁ ଖୁସି ଓ ଶାନ୍ତି ଦେବ | ଆପଣ ଯଦି ଆପଣଙ୍କ ପ୍ରେମୀଙ୍କୁ ବିବାହ କରିବାକୁ ଚାହାନ୍ତି ତାହେଲେ ସେ ବିଷୟରେ କଥା ହେବ ପୂର୍ବରୁ ସେ କେମିତି ପ୍ରତିକ୍ରିୟା କରିବେ ସେ ବିଷୟରେ ବି ଭାବି ରଖନ୍ତୁ |

ତୁଳା ରାଶି
ଖୁସି ଦିନ ପାଇଁ ମାନସିକ ଚାପ ଓ ଅସୁବିଧା ଠୁ ନିଜକୁ ରକ୍ଷା କରନ୍ତୁ | ଆଜି ଆପଣଙ୍କୁ ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ | କେହି ଜଣେ ପୁରୁଣା ସାଙ୍ଗ ସଂଧ୍ୟା ବେଳେ ଫୋନ କରି ପୁରୁଣା ସ୍ମୃତି ମାନେ ପକେଇବେ | ଆପଙ୍କ ଦେଖା ଗୋଟେ ଅତି ପ୍ରିୟ ବନ୍ଧୁ ସହିତ ହେବ ଯାହାକୁ ଆପଣଙ୍କ ଚିନ୍ତା ଅଛି ଓ ଯିଏ ଆପଣଙ୍କୁ ବୁଝନ୍ତି | ଆଜି ପାର୍କ ରେ ବୁଲିଲା ସମୟରେ ଏମିତି କୌଣସି ବ୍ୟକ୍ତିଙ୍କ ସହିତ ଦେଖା ହୋଇପାରେ ଯାହାଙ୍କ ସହିତ ଅତୀତରେ ଆପଣଙ୍କର ମତଭେଦ ହୋଇଥିଲା |

ବିଛା ରାଶି
ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ | ବିଗତ ଦିନରେ ଆପଣ ଯେଉଁ ଧାନ ବିନିଯୋଗ କରିଥିଲେ ଏବେ ତାହା ଆପଣଙ୍କୁ ଲାଭ ଦେବ | ପରିବାର ଲୋକ ବହୁତ ସାରା ଜିନିଷର ଦାବି କରି ପାରନ୍ତି | ଆପଣଙ୍କ ସାଥୀର ମନକୁ ଆଜି ଦୁଃଖ ଦିଅନ୍ତୁ ନାହିଁ ନହେଲେ ପରେ ପଶ୍ଚାତ୍ତାପ କରିବେ | ଆଜି ଆପଣଙ୍କ ସମାନରେ ଗୁଡ଼ାଏ ବିବାଦାସ୍ପଦ ବିଷୟ ଆସି ପାରେ ଯାହାର ସମାଧାନ କରିବା ନିହାତି ଜରୁରୀ |

ଧନୁ ରାଶି
ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳିଆ ଅନୁଭବ କରିବେ | ଆଜି ଘରର କୌଣସି ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ଅର୍ଥ ସଞ୍ଚୟ ନେଇ ଉପଦେଶ ନେଇପାରନ୍ତି ଓ ସେହି ଉପଦେଶକୁ ନିଜ ଜୀବନରେ ଉପଯୋଗ କରି ଲାଭବାନ ହୋଇପାରନ୍ତି | ସନ୍ଧ୍ୟାରେ ରୋଷେଇ ହେବ ଜିନିଷର କିଣା କିଣି କାରଣରୁ ଆପଣ ବ୍ୟସ୍ତ ରହିବେ | ଆଜି ଆପଣ ଜଣେ ଏମିତି ବ୍ୟକ୍ତିନ୍କୁ ଦେଖା କରିବେ ଯିଏ ଆପଣଙ୍କୁ ନିଜର ଜୀବନଠୁ ବି ଅଧିକ ଭଲ ପାଇବେ | ଅନ୍ୟ ସବୁଦିନପରି ଆପଣ ଖାଲି ସମୟରେ ଆପଣଙ୍କର ମନ ପସନ୍ଦର କାମକରିବାକୁ ଇଛା କରିବେ |

ମକର ରାଶି
ସ୍ୱାସ୍ଥ୍ୟ ଭଲ ରହିବ ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କଠାରୁ ଆର୍ଥିକ ସହାୟତା ମାଗିପାରେ | ତାଙ୍କୁ ସାହାଯ୍ୟ କଲେ ଆପଣ ଆର୍ଥିକ ଭାବରେ ପଙ୍ଗୁ ହୋଇପାରନ୍ତି | ପିଲାଙ୍କ ପାଠ ପଢ଼ା ବିଷୟରେ ଚିନ୍ତା କରିବା ଦରକାର ନାହିଁ | ଏହି ସମୟରେ ଆପଣଙ୍କୁ ଯେଉଁ ସମସ୍ୟା ସହିବାକୁ ପଡୁଛି ତାହା ବହୁତ କମ ସମୟ ପାଇଁ ଓ ଆପେ ଆପେ ସାରି ଯିବ | ଗାର୍ଲଫ୍ରେଣ୍ଡ/ବଏଫ୍ରେଣ୍ଡ ସହିତ ଅଭଦ୍ର ବ୍ୟବହାର କରନ୍ତୁ ନାହିଁ | ଆଜି ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସି ଆପଣଙ୍କ ସହିତ ସମୟ କାଟିପାରେ |

କୁମ୍ଭ ରାଶି
ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ ତା ସୁଯୋଗର ଲାଭ ଉଠାନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପଦ ଯାତ୍ରାରେ ଯାନ୍ତୁ | ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି |ଯଦି ଆପଣ ଘରୁ ବାହାରେ ହଷ୍ଟେଲ ରେ ପଢ଼ିବା ପାଇଁ ରହୁଛନ୍ତି ତେବେ ଏମିତି ଲୋକଙ୍କଠାରୁ ଦୂରରେ ରହିବା ଶିଖନ୍ତୁ ଯେଉଁମାନେ ଆପଣଙ୍କର ଅର୍ଥ ଓ ଧନ ନଷ୍ଟ କରିବେ | ପରିବାରର କୌଣସି ସଦସ୍ୟଙ୍କ ବ୍ୟବହାର ଆପଣଙ୍କୁ ବ୍ୟଥିତ କରିପାରେ ଆପଣ ତାଙ୍କ ସହିତ କଥାହେବା ଦରକାର |

ମୀନ ରାଶି
ଯେମିତି ଲୁଣ ଖାଦ୍ୟକୁ ସ୍ୱାଦିଷ୍ଠ ବନାଏ ସେଇ ପ୍ରକାର ଟିକେ ଦୁଃଖ ବି ଜୀବନରେ ନିହାତି ଦରକାର ଓ ତେବେ ହିଁ ସୁଖର ପ୍ରକୃତ ମୂଲ୍ୟ ଜଣା ପଡ଼ିବ | ଉଦାସ ଅର୍ଥ ଅବସ୍ଥା ଯୋଗୁଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବରୋଧ ଆସି ପାରେ | ପରିବାର ଲୋକ ବହୁତ ସାରା ଜିନିଷର ଦାବି କରି ପାରନ୍ତି ପ୍ରେମପ୍ରସଙ୍ଗ ପାଇଁ ଆଜି ଜୀବନ ବହୁତ ବହୁତ ଜଟିଳ ରହିବ | ଭାବି-ଚିଂତିକି ଆଗକୁ ବଢନ୍ତୁ ନିଜ ହୃଦୟ ଠୁ ବିଶେଷ କରିକି ମନ କଥା ଶୁଣନ୍ତୁ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.