Breaking News

ଆଜିର ରାଶିଫଳ 6 November 2022 ରବିବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି
କୌଣସି ଖୁସି ଖରାପ ମିଳିବାର ସମ୍ଭାବନା ଅଛି | ଆପଣଙ୍କଠାରୁ ଋଣ ନେଇଥିବା ବ୍ୟକ୍ତି ଯଦି ଆପଣଙ୍କୁ ପଇସା ନ ଫେରାଉଥାଏ ତେବେ ଆଜିର ଦିନରେ ସେ ହୁଏତ ଆପଣଙ୍କ ଋଣ ସୁଝିପାରେ | କିଛି ଲୋକଙ୍କ ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ| ଆଜି ହେଇ ପାରିକି ପ୍ରଥମ ଦେଖାରେ ହିଁ ଆପଣଙ୍କୁ କେହି ପସନ୍ଦ ଆସିଯିବେ |

ବୃଷ ରାଶି
କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | କାନ୍ତି ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ପିଲା ମାନେ ଆଜି ଦିନଟା ଆପଣଙ୍କ ପାଇଁ କଷ୍ଟକର ବନେଇ ପାରନ୍ତି | ସ୍ନେହ ମମତା ଆପଣେଇ ତାଙ୍କୁ ବୁଝାନ୍ତୁ ଓ ଅଦରକାରୀ ଚାପ ଠୁ ରକ୍ଷା ପାନ୍ତୁ |

ମିଥୁନ ରାଶି
ଗର୍ଭବତୀ ମହିଳା ମାନଙ୍କ ପାଇଁ ଦିନ ଭଲ ନାହିଁ | ଚଲା-ବୁଲା ସମୟରେ ସାବଧାନ ରହିବା ଆବଶ୍ୟକ | ଆଜି ଆପଣଙ୍କୁ ଅର୍ଥ ସମ୍ପର୍କ ଅସୁବିଧା ଆସି ପାରେ, ଆପଣ ଆଜି ଅଧିକ ଖର୍ଚ୍ଚ କରିବେ କିମ୍ବା ପର୍ସ ହଜେଇ ଦେବେ ତେଣୁ ଦାୟୀତ୍ଵହୀନ ନ ହୋଇ ଜାଗୃତ ରୁହନ୍ତୁ | ଆଜି ସମସ୍ତେ ଆପଣଙ୍କ ସହିତ ବନ୍ଧୁତା କରିବା ପାଇଁ ଚାହିଁବେ ଓ ଆପଣ ନିଜର ଇଚ୍ଛା ପୁର୍ଣ କରିବାରେ ଖୁସି ଅନୁଭବ କରିବେ |

କର୍କଟ ରାଶି
ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ,ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ| ମସ୍ତିସ୍କ ଜୀବନର ଦ୍ୱାର ଅଟେ,କାରଣ ଭଲ-ଖରାପ ସବୁ କିଛି ଏଇ ମାଧ୍ୟମରୁ ହିଁ ଆସେ|ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ ଯଦି ଆପଣ ବିବାହିତା ତେବେ ଆପଣଙ୍କର ପିଲାମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ |

ସିଂହ ରାଶି
ମାନସିକ ଚାପ ଓ ଯନ୍ତ୍ରଣା କାରଣରୁ ଅସୁସ୍ଥ ଅନୁଭବ କରାଇ ପାରନ୍ତି | ଶାନ୍ତି ଓ ଆରାମ ପାଇବା ପାଇଁ ବନ୍ଧୁ ଓ ପରିବାର ଲୋକଙ୍କ ସହିତ ସମୟ ବ୍ୟତୀତ କରନ୍ତୁ | ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ | ଆପଣ ଆଜିର ଦିନକୁ ନିଜ ଜୀବନରେ କେବେ ବି ଭୁଲିବେନି, ଯଦି ଆପଣ ଆଜି ପ୍ରେମରେ ବୁଡି଼ବାର ସୁଯୋଗକୁ ହାଥ-ଛଡ଼ା ନ କରନ୍ତି |

କନ୍ୟା ରାଶି
ସାଙ୍ଗ କିମ୍ବା ସହକର୍ମ୍ମର ସ୍ୱାର୍ଥ ବ୍ୟବହାର ଆପଣଙ୍କ ମାନସିକ ଶାନ୍ତି ନଷ୍ଟ କରି ପାରେ | ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ | କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ | ଉଚିତ ସମୟ ଆସିଲେ ଆପଣଙ୍କ ସହଯୋଗ କୌଣସି ବଡ଼ ବିପଦରୁ ରକ୍ଷା କରି ପାରିବ | ଆପଣଙ୍କ ପ୍ରିୟର ଫୋନ ଆସିବା କାରଣରୁ ଆପଣ ଦିନଯାକ ଖୁସିରେ ରହିବେ |

ତୁଳା ରାଶି
ଆଜି ପୁରା ସନ୍ଧ୍ୟା ସାଙ୍ଗ ମାନଙ୍କ ସାଙ୍ଗରେ ଖୁସିରେ କାଟିବେ କିନ୍ତୁ ଅଧିକ ଖାଇବା ଓ ମଦ ପାନଠୁ ଦୁରେଇ ରୁହନ୍ତୁ | ବିଗତ ଦିନରେ ଆପଣ ଯେଉଁ ଧାନ ବିନିଯୋଗ କରିଥିଲେ ଏବେ ତାହା ଆପଣଙ୍କୁ ଲାଭ ଦେବ | ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ |

ବିଛା ରାଶି
ଖୁଦ୍ର ସମୟ ପାଇଁ କ୍ରୋଧରେ ଭାସିକି କୌଣସି ନିଷ୍ପତି ନିଅନ୍ତୁ ନାହିଁ |ଏହା ଆପଣଙ୍କ ପିଲାଙ୍କ ହିତାକୁ କ୍ଷେତି କରି ପାରେ | ଏକ ନୂତନ ବିତିୟ ବୁଝାବଣା ଶେଷ ରୂପ ନେବ ଓ ଧନ ପ୍ରାପ୍ତି ହେବ | ଆଜି ଆପଣଙ୍କ ଘର ଲୋକଙ୍କ ବିତରୁ ଜଣେ ଅର୍ଥ ଅବସ୍ଥାକୁ ନେଇକି ଅତି ପ୍ରତିକ୍ରିୟା ଦେଖେଇବ ଓ ଘରେ ଯୁକ୍ତି ହେବ | ଆପଣଙ୍କ ପ୍ରିୟାର ମନୋହର ସ୍ଵଭାଵ ଆପଣଙ୍କୁ ବିଶେଷ ହବାର ଅନୁଭବ କରେଇବ, ଏହି ସ୍ମୃତିର ଲାଭ ଉଠାନ୍ତୁ |

ଧନୁ ରାଶି
ଆଳସ୍ୟ ଓ କାମ ଉର୍ଜା ସ୍ତର ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବିଷର କାମ କରିବ | କୌଣସି ଭଲ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବା ଉତ୍ତମ ରହିବ | ତା ସହିତ ରାଗଠୁ ନିଜାତ ପାଇବା ପାଇଁ ନିଜକୁ ଉତ୍ସାହିତ କରନ୍ତୁ | ଆଜି ଆପଣଙ୍କୁ ଆପଣଙ୍କର ଧନ ଖର୍ଚ୍ଚ କରିବାକୁ ପଡିବ ନାହିଁ କାରଣ ଆପଣଙ୍କ ଘରର କୌଣସି ବଡ ଲୋକ ଆଜି ଆପଣଙ୍କ ପାଇଁ ଖର୍ଚ୍ଚ କରିବେ | ଆପଣଙ୍କ ସାଥୀର ମନକୁ ଆଜି ଦୁଃଖ ଦିଅନ୍ତୁ ନାହିଁ ନହେଲେ ପରେ ପଶ୍ଚାତ୍ତାପ କରିବେ |

ମକର ରାଶି
ନିଜର ଉଚ୍ଚ ଆତ୍ମବିଶ୍ଵାସର ଆଜି ହିଁ ଉପଯୋଗ କରନ୍ତୁ | ଦୌଡ-ଦୌଡ଼ି ଭରା ଦିନ ଥିବା ପରେ ବି ଆପଣ ପୁଣି ଉର୍ଜା ପାଇବାରେ ସଫଳ ହେବେ | ଆଜି ଆପଣ ଧନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି , ତେଣୁ କୌଣସି ବିଶ୍ୱସ୍ତ ପାତ୍ରଙ୍କ ଠାରୁ ଉପଦେଶ ନିଅନ୍ତୁ | କୌଣସି ଧାର୍ମିକ ସ୍ଥଳ କିମ୍ବା ବଂଧୁ ଘରକୁ ଆଜି ଯିବାର ସମ୍ଭାବନା ଅଛି | କାର୍ଯ୍ୟସ୍ଥଳରେ ଆଜି ଆପଣଙ୍କ ପାଇଁ ଶୁଭ ଦିନ ଅଟେ |

କୁମ୍ଭ ରାଶି
କାର୍ଯ୍ୟାଳୟରୁ ଆଜି ଅତିଶୀଘ୍ର ବାହାରିବାକୁ ଚେଷ୍ଟା କରନ୍ତୁ ଓ ନିଜକୁ ପସନ୍ଦ ଆସୁଥିବା ଜିନିଷ କରନ୍ତୁ | ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ | ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ | ଆପଣଙ୍କ ଅତି ପ୍ରିୟ ଲୋକ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଆସନ୍ତି ସ୍ତୃଷ୍ଟି କରି ପାରନ୍ତି | ନୂଆ ପ୍ରେମ ସମ୍ବନ୍ଧ ଆପଣଂକ ମନରେ ଖୁସି ଭାବନା ଆଣିବ ଓ ମନ ଭଲ ରହିବ|

ମୀନ ରାଶି
ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ | ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ | ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ |

About odisha news

Check Also

ଆଜିର ରାଶିଫଳ 05 December 2022 ସୋମବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ସାଙ୍ଗ କିମ୍ବା ସହକର୍ମ୍ମର ସ୍ୱାର୍ଥ ବ୍ୟବହାର ଆପଣଙ୍କ ମାନସିକ ଶାନ୍ତି ନଷ୍ଟ କରି ପାରେ | ଉଦାସ …

Leave a Reply

Your email address will not be published.