Breaking News

ଆଜିର ରାଶିଫଳ 5 November 2022 ଶନିବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି
ଆଜି ହସରେ ଚମକି ଉଠି ଉଜ୍ବଳ ହେବାର ଦିନ, ଯେବେ ଅଧିକାଂଶ ଜିନିଷ ଆପଣଙ୍କ ମନ ହିସାବରେ ହୁଏ | ଆଜି ସଫଳତାର ମୂଳ ମନ୍ତ୍ର ହେଉଛି କି ଆପଣ ସେମିତିଆ ଲୋକଙ୍କ ପରାମଶ ଉପରେ ଧନ ନିବେଶ କରନ୍ତୁ ଯେଉଁ ମାନେ ନବପ୍ରବର୍ତ୍ତନ ବିଚାର ରଖନ୍ତି ଓ ଅନୁଭବୀ ଅଟନ୍ତି | ଆଜି ନିଜ ପରିବାର ଲୋକଙ୍କ ଉପରେ ଧ୍ୟାନ ଦେବା ନିହାତି ଜରୁରୀ |

ବୃଷ ରାଶି
ଚକ୍ଷୁ ରୋଗୀ ପ୍ରଦୂଷିତ ଜାଗାକୁ ଯିବାଠୁ ନିଜକୁ ରକ୍ଷା କରନ୍ତୁ, କାରଣ ଧୂଆଁ ଆପଣଙ୍କ ଆଖିକୁ ଆହୁରି କ୍ଷେଟି ଦେଇ ପାରେ | ଯଦି ହୋଇ ପାରେ ତାହେଲେ ସୌର୍ଯ୍ୟ କୀରାଣଠୁ ନିଜକୁ ରକ୍ଷା କରନ୍ତୁ | ଧନ ଓ ଅର୍ଥର ମହତ୍ୱ ଆପଣ ଭଲଭାବରେ ଜାଣନ୍ତି | ସେଥିପାଇଁ ଆପଣଙ୍କର ସଞ୍ଚିତ ଧାନ ଆଜି ଆପଣଙ୍କର ବହୁତ କାମରେ ଆସିବା ଓ ଆପଣ ବହୁତ ବଡ଼ ଅସୁବିଧାରୁ ବାହାରିପାରିବେ |

ମିଥୁନ ରାଶି
ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | କାର୍ଯ୍ୟାଳୟରେ ସମସ୍ତଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ, ନଚେତ ଆପଣଙ୍କ ଚାକିରୀ ଯାଇପାରେ ଓ ଆପଣ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | ପାରିବାରିକ ଦାଇତ୍ୱ ଭାର ବଢ଼ିବ, ଯାହା ମାନସିକ ଯନ୍ତ୍ରଣା ଅନୁଭବ କରି ପାରନ୍ତି |

କର୍କଟ ରାଶି
ପିତା ଆପଣଙ୍କୁ ସମ୍ପତିରୁ କାଢି ପାରିବେ | କିନ୍ତୁ ନିରାଶ ହୁଅନ୍ତୁ ନାହିଁ | ଧ୍ୟାନ ରଖନ୍ତୁ କି ସମ୍ପନ୍ନ ହେବା ମନରେ କଳଙ୍କି ଲାଗି ଯାଏ ଓ ପରିଶ୍ରମ ତାହାକୁ ମୁନିଆ କରେ | ଧନ ଓ ଅର୍ଥର ମହତ୍ୱ ଆପଣ ଭଲଭାବରେ ଜାଣନ୍ତି | ସେଥିପାଇଁ ଆପଣଙ୍କର ସଞ୍ଚିତ ଧାନ ଆଜି ଆପଣଙ୍କର ବହୁତ କାମରେ ଆସିବା ଓ ଆପଣ ବହୁତ ବଡ଼ ଅସୁବିଧାରୁ ବାହାରିପାରିବେ |

ସିଂହ ରାଶି
ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ| ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଆଜି ହାଥ ଖୋଲିକି ବ୍ୟୟ କରିବାଠୁ ଦୁରେଇ ରୁହନ୍ତୁ | ଆପଣଙ୍କୁ ଖୁସି ରଖିବା ପାଇଁ ଆପଣଙ୍କ ଶିଶୁ ମାନେ ଯାହା ହେଇ ପାରିବ, ତାହା କରିବେ | କୌଣସି ଛୋଟ-ମୋଟା କଥାକୁ ନେଇକି ଆପଣଙ୍କ ଓ ଆପଣଙ୍କ ପ୍ରିୟ ମଧ୍ୟରେ ହୋଇ ପାରେ |

କନ୍ୟା ରାଶି
ଅନ୍ୟ ମାନଙ୍କ ପାଇଁ ଖରାପ ଚିନ୍ତାଧାରା ରଖିବା ମାନସିକ ଚାପକୁ ସୃଷି କରି ପାରେ | ଏହି ପରି ବିଚାର ଠୁ ନିଜକୁ ରକ୍ଷା କରନ୍ତୁ, କାରଣ ଏହା ସମୟକୁ ନଷ୍ଟ କରେ ଓ ଅପାଙ୍କ କ୍ଷମମାତାକୁ କମ କରେ | ପଇସା ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ | ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ |

ତୁଳା ରାଶି
ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ | ହଠାତ ଖର୍ଚ୍ଚ ଆସିବା କାରଣରୁ ମନ ଖରାପ ହୋଇ ପାରେ | ଘରୋଇ କଥାରେ ଶୀଘ୍ର ଧ୍ୟାନ ଦେବା ଆବଶ୍ୟକ ଅଛି | ମୈତ୍ରୀ ଗଭୀର ହେବା ସାଙ୍ଗରେ,ପ୍ରେମର ଭାବନା ଭି ଅନୁଭବ କରିବେ | କୂଟନୀତି ଭାବରେ ସବୁ କିଛି କରନ୍ତୁ ନଚେତ ନୂତନ ବିପଦର ସାମ୍ନା କରିବାକୁ ପଡିପାରେ |

ବିଛା ରାଶି
ମନ ଶାନ୍ତି ପ୍ରାପ୍ତ କରିବା ପାଇଁ କିଛି କ୍ଷଣ ନିଜର ବନ୍ଧୁ ମାନଙ୍କ ସହିତ ବ୍ୟତୀତ କରନ୍ତୁ | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ଆପଣଙ୍କ ସନଗ ମାନେ ଏମିତି ସମୟରେ ଥକି ପାରନ୍ତି,ଯେତେ ବେଳେ ଆପଣଙ୍କୁ ତାଙ୍କର ସବୁଠୁ ଅଧିକ ଆବଶ୍ୟକତା ପଡ଼ିବ | ପ୍ରେମରେ ଅଶିଷ୍ଟ ବ୍ୟବହାର ପାଇଁ କ୍ଷମା ମାଗନ୍ତୁ |

ଧନୁ ରାଶି
ଆଜି ଦିନଟା ଖୁସିରେ ଭରା ରହିବ | ଆପଣ କେବେ ଧନର ମହତ୍ୱ ବୁଝି ନାହାନ୍ତି, କିନ୍ତୁ ଆଜି ଆପଣ ତାହା ବୁଝିପାରିବେ ଯେତେବେଳେ ଆପଣଙ୍କୁ ବହୁତ ଧନର ଆବଶ୍ୟକତା ହେବ କିନ୍ତୁ ଆପଣଙ୍କ ପାଖରେ ଧନ ନ ଥିବ | ସାମାଜିକ ଗତିବିଧି ଆନନ୍ଦଦାୟକ ରହିବ,କିନ୍ତୁ ନିଜ ରହସ୍ୟ କାହା ସାମନାରେ ପ୍ରକଟ କରିବେ ନାହିଁ | ଯାତ୍ରା କରିବା ଯୋଗୁ ଆଜି ଆପଣଂକ ମନ ଭଲ ପାଇବା ଓ ଖୁସିରେ ଭରି ଉଠିବ |

ମକର ରାଶି
ଯୋଗ ଓ ତପଶ୍ୟା ଆଜି ଆପଣଂକ ମନ ସୁସ୍ଥ ରଖିବାରେ ସାହାଯ୍ୟ କରିବ| ଅତ୍ୟଧିକ ଖର୍ଚ୍ଚ ଓ ସନ୍ଦେହଜନକ ଆର୍ଥିକ ଯୋଜନାରୁ ଦୁରେଇ ରୁହନ୍ତୁ | ପିଲା ମାନଂକ ବିଦ୍ୟାଳୟ ଠୁ ଜଡ଼ିତ କାର୍ଯ୍ୟ ପୁରା କରିବା ପାଇଁ ତାଂକର ସାହାଯ୍ୟ କରନ୍ତୁ | ଆପଣଙ୍କ ଜୀବନ-ସାଥିଙ୍କର ପାରିବାରିକ ଲୋକଙ୍କ କାରଣରୁ ଆପଣଙ୍କ ଦିନ ଚିନ୍ତା ଭରା ରହିବ |

କୁମ୍ଭ ରାଶି
ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ | ଯଦି ଆପଣଙ୍କର ଯାତ୍ରା କରିବାର ଅଛି , ସତର୍କତା ଅବଲମ୍ବନ କରନ୍ତୁ | ଆଜି ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି ହୋଇପାରେ | ବିଶେଷତଃ ଆପଣଙ୍କର ପର୍ସ ର ଧ୍ୟାନ ରଖନ୍ତୁ | ଯଦି ଆଜି ଆପଣ କାହାକୁ ପରାମର୍ଶ ଦେଉଛନ୍ତି ତାହେଲେ ନିଜେ ବି ପରାମର୍ଶ ନେବାକୁ ପ୍ରସ୍ତୁତ ରୁହନ୍ତୁ |

ମୀନ ରାଶି
ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ଯେଉଁ ଲୋକ ମାନଙ୍କ ସହିତ ଆପଣ ବାସ କରୁଛନ୍ତି, ଆପଣ ତାଙ୍କ ପାଇଁ ଯାହା କିଛି ବି କଲେ ,ସେମାନେ ଆପଣଙ୍କଠୁ ବିଶେଷ ଖୁସି ହେବେନି | ନୂଆ ପ୍ରେମ ସମ୍ବନ୍ଧ ଆପଣଂକ ମନରେ ଖୁସି ଭାବନା ଆଣିବ ଓ ମନ ଭଲ ରହିବ |

About odisha news

Check Also

ଆଜିର ରାଶିଫଳ 29 November 2022 ମଙ୍ଗଳବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ଆଜି ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ ଅଧିକ …

Leave a Reply

Your email address will not be published.