Breaking News

ଆଜିର ରାଶିଫଳ : 31 ମେ 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଆଜି ନିଜ କାର୍ଯ୍ୟାଳୟରୁ ଶୀଘ୍ର ବାହାରି ନିଜର ମନୋରଞ୍ଜନ ଉପରେ ଟିକେ ଧ୍ୟାନ ଦିଅନ୍ତୁ | ଆପଣଙ୍କ ଜୀବନସାଥୀ ଓ ସହଭାଗୀଙ୍କ ସହିତ ଧାନକୁ ନେଇ ଝଗଡ଼ା ହୋଇପାରେ, କିନ୍ତୁ ଆପଣ ଆପଣଙ୍କର ଶାନ୍ତ ସ୍ୱଭାବଦ୍ଵାରା ପରିସ୍ଥୀତିକୁ ସମ୍ଭାଳି ନେବେ | ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ | ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି |

ବୃଷ ରାଶି
ଆପଣଙ୍କ ମାନଙ୍କ ଭିତରୁ ଯୋଉ ମାନେ ଓଭର ଟାଇମ କରୁଛନ୍ତି, ସେମାନେ ଆଜି ତାଙ୍କ ଉର୍ଜାରେ ଅଭାବ ଅନୁଭବ କରିବେ ଓ ଦିନ ଯାକ ଚାପ ଓ ଦୁବିଧାରେ ରହି ପାରନ୍ତି | କାହାର ବିନା ପରାମର୍ଶରେ ଆଜି କିଛି ନିବେଶ କରନ୍ତୁ ନାହିଁ | ଘରୋଇ ଜୀବନ ଶାନ୍ତି ଓ ଖୁସି ଭରା ରହିବ | ଯାତ୍ରା କରିବା ଯୋଗୁ ଆଜି ଆପଣଂକ ମନ ଭଲ ପାଇବା ଓ ଖୁସିରେ ଭରି ଉଠିବ |

ମିଥୁନ ରାଶି
ଆପଣଙ୍କ ଛୁଆଳିଆସ୍ୱଭାବ ପୁଣିଥରେଦେଖା ଯିବାକୁ ଲାଗିବ ଓ ଆପଣ ମଜ଼ା କରିବା ମନୋଦଶାର ରହିବେ ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ପୂର୍ବପୁରୁଷଙ୍କ ଜମିର ଖବର ଶୁଣିକି ପରିବାର ଲୋକ ଖୁସି ହେବେ | ଆଜି ଆପଣଙ୍କ ସନ୍ଧ୍ୟା ସୁନ୍ଦର ଫୁଲ ଓ ଉପହାର ସହିତ ବିତି ପାରେ | ଆଜି ଖାଲି ସମୟରେ ଆପଣ ଖଳିବାକୁ ପସନ୍ଦ କରିବେ | କିନ୍ତୁ ସାବଧାନ ରହିବେ କାରଣ ଦୁର୍ଘଟଣା ହେବାର ବହୁତ ସମ୍ଭାବନା ଅଛି |

କର୍କଟ ରାଶି
ନିଜ ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ,ମଦ ପାନ କରିବାଠୁ ପରିହାର କରନ୍ତୁ | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ସାଙ୍ଗ ମାନଙ୍କୁ ନିଜର ସେବା କରିବା ସ୍ୱଭାବର ଲାଭ ଉଠେଇବାକୁ ଦିଅନ୍ତୁ ନାହିଁ | ସାମାନ୍ୟ ଦ୍ଵନ୍ଦ ହେଲେ ମଧ୍ୟ ଆପଣଙ୍କ ପ୍ରେମ ସମ୍ପର୍କ ଆଜି ଭଲ ରହିବ ଓ ଆପଣ ଆପଣ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କୁ ଖୁସି କରାଇ ପାରିବେ | ଯିଏ ବି ଆପଣଙ୍କ ସହିତ ମିଶିବେ ତାଙ୍କ ସହିତ ବିନମ୍ର ଓ ସୁଖଦ ବ୍ୟବହାର ରଖନ୍ତୁ |

ସିଂହ ରାଶି
ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ଏହି ରାଶିର ବ୍ୟକ୍ତିମାନଙ୍କୁ ଆଜି ଜମିଜମା ମାମଲାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଗୃହ-ପ୍ରବେଶ ପାଇଁ ଅତି ଶୁଭ ଦିନ ଅଟେ | ଆଜି ଆପଣଙ୍କୁ ସତ୍ୟତାର ସାମନା କରିବାକୁ ପଡ଼ିବ ଓ ତାହା ଯୋଗୁଁ ଆପଣ ନିଜ ପ୍ରିୟକୁ ଭୁଲି ଯିବାକୁ ନିଷ୍ପତି ନେବେ | ଯଦି ଆଜି ଲାଭରେ ରହିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ ମାନଙ୍କ ପରାମର୍ଶ ମାନନ୍ତୁ |

କନ୍ୟା ରାଶି
ଖୋଲାବାୟୁରେ ଖେଳ ଆପଣଙ୍କୁ ଆକର୍ଷିତ କରି ପାରେ – କିନ୍ତୁ ଯୋଗ ଓ ତପସ୍ୟା ଅଧିକ ଲାଭକାରୀ ହେବେ | କୌଣସି ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଜି ବାଣିଜ୍ୟ ବ୍ୟାପାରରେ ବହୁତ ଧାନ ଲାଭ ହେବାର ସମ୍ଭାବନା ଅଛି | ଏହି ଧାନଦ୍ୱାରା ଆପଣ ଆପଣଙ୍କର ଅନେକ ସମସ୍ୟାର ସମାଧାନ କରିପାରିବେ | ପରିବାର ପାଇଁ ଭଲ ଓ ଉଚ୍ଚ ଲଖ୍ୟ ପ୍ରାପ୍ତ କରିବା ପାଇଁ ଦୃଷ୍ଟିରୁ ଭାବି-ଚିନ୍ତିକି ଟିକେ କ୍ଷତି ଉଠେଇ ହବ |

ତୁଳା ରାଶି
ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ ଖୁସି ଅନୁଭବ କରିବେ | ଆଜି ଦିନ ବେଳା ଭଲ ରହିଲେ ମଧ୍ୟ ସନ୍ଧ୍ୟା ବେଳକୁ ଧାନ ଖର୍ଚ୍ଚ ହୋଇପାରେ ଯେଉଁଥିପାଇଁ ଆପଣ ବ୍ୟସ୍ତ ହୋଇପାରନ୍ତି | ଆପଣଙ୍କ ମାତା-ପିତାଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତା ଓ ଉତ୍ତେଜନାରେ କାରଣ ହୋଇ ପାରେ | ଆଜି ଆପଣଙ୍କ କାରଣରୁ ଚାରି ଆଡେ ପ୍ରେମ ହିଁ ପ୍ରେମ ବ୍ୟାପିବ |

ବିଛା ରାଶି
ଆପଣଙ୍କ ବ୍ୟକ୍ତିତ୍ୱ ସୁଗନ୍ଧ ପରି ମହକିବ ଓ ସମସ୍ତଙ୍କୁ ଆକର୍ଷିତ କରିବ | ବିନା ଚିନ୍ତାକରି କାହାକୁବି ଧନ ଦେବା କଥା ନୁହେଁ, ନହେଲେ ଆପଣଙ୍କୁ ଆଗାମୀ ସମୟରେ ବଡ଼ ଅସୁବିଧାର ସମ୍ମୁଖୀନ ହେବା କୁ ପଡ଼ିବ | ନିଜ ପରିବାରରେ ନିଜର ପ୍ରଭାବ ରଖିବା ପାଇଁ ନିଜର କ୍ରିୟାକଳାପ ଛାଡ଼ିବାର ସମୟ ଆସି ଯାଇଛି | ଜୀବନର ଉଠା-ବସାରେ ତାଙ୍କ କାନ୍ଧରୁ କାନ୍ଧ ମିଶେଇ ରୁହନ୍ତୁ | ଆପଣଙ୍କ ପରିବର୍ତିତ ବ୍ୟବହାର ତାଙ୍କ ପାଇଁ ଖୁସିର ଋତୁ ନେଇକି ଆସି ପାରେ |

ଧନୁ ରାଶି
ନିଜକୁ ମାନସିକ ଭାବରେ ଖୁସି ଓ ଶରୀରକୁ ସୁସ୍ତ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ | ଆପଣ ଯଦି ଆଜି ଆପଣଙ୍କ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାପାଇଁ ଯାଉଛନ୍ତି ତେବେ ସାବଧାନ ହୋଇ ରହିବେ , ନଚେତ ଅଯଥା ଅପବ୍ୟୟ ସହିତ ଅର୍ଥ ହାନିର ସମ୍ଭାବନା ଅଛି | ଯେତିକି ଆପଣ ଭାବିଥିଲେ , ଆପଣଙ୍କ ଭାଇ ତହାଠୁ ବେଶୀ ସହାୟକ ପ୍ରମାଣିତ ହେବେ |

ମକର ରାଶି
ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ | ଆର୍ଥିକ ଅବସ୍ଥାରେ କେବଳ ଗୋଟିଏ ହିଁ ସ୍ତ୍ରୋତରୁ ଲାଭ ମିଳିବ ପିଲା ମାନେ ପାଠ ସମ୍ପର୍କରେ କିଛି ସାହାଯ୍ୟ ମାଗି ପାରନ୍ତି | ଘରେ ଅସୁବିଧା ହୋଇ ପାରେ- କିନ୍ତୁ ନିଜ ଜୀବନ ସାଥୀ ସାଙ୍ଗରେ ବିବାଦ କରିବା ପରିହାର କରନ୍ତୁ | ଆଜି ବୁଦ୍ଧିର ପରୀକ୍ଷା କରିବାକୁ ପଡ଼ି ପାରେ |

କୁମ୍ଭ ରାଶି
ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ | ଯେଉଁମାନେ ବିନା ଚିନ୍ତାରେ ଅର୍ଥ ଖର୍ଚ୍ଚ କରନ୍ତି , ସେମାନଙ୍କୁ ଆଜି ଅର୍ଥର ଆବଶ୍ୟକତା ପଡ଼ିପାରେ ଏବଂ ଆଜି ଆପଣ ଆବଶ୍ୟକତା ସମୟରେ ଅର୍ଥର ମହତ୍ୱ ବୁଝିପାରିବେ | ଆଜି ନିଜର ଦୈନିକ କାର୍ଯ୍ୟରୁ ବିଶ୍ରାମ ନେଇ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲିବାକୁ ଯାନ୍ତୁ | ଯାତ୍ରା କରିବା ଯୋଗୁ ଆଜି ଆପଣଂକ ମନ ଭଲ ପାଇବା ଓ ଖୁସିରେ ଭରି ଉଠିବ | ଖେଳକୁଦ ଜୀବନରେ ଅତ୍ୟନ୍ତ ଜରୁରୀ |

ମୀନ ରାଶି
ନିଜର ସ୍ୱାସ୍ଥ୍ୟରେ ବୃଦ୍ଧି ଆଣିବା ପାଇଁ ସନ୍ତୁଳିତ ଏହାର ନିଅନ୍ତୁ | ଆଜି ଦିନ ଯାକ ଆପଣ ଉର୍ଜାରେ ଭରି ରହିବେ ଓ ହୋଇ ପାରେ କି ହଠାତ ଅଦେଖା ଲାଭ ମଧ୍ୟ ମିଳି ପାରେ | ଆପଣଙ୍କୁ ନିଜର ଭାବନା କୁ ନିୟନ୍ତ୍ରଣ କରିବାରେ ଅସୁବିଧା ହୋଇ ପାରେ,ନିଜର ଆଖ-ପାଖ ଲୋକଙ୍କ ସହିତ ବିବାଦ ନ କରନ୍ତୁ ନଚେତ ଆପଣ ଏକା ରହି ଯିବେ ଆଖି କେବେ ମିଛ କୁହେ ନାହିଁ ଓ ଆପଣଙ୍କ ଜୀବନ ସାଥୀ ଆଜି ଆଖିରେ କିଛି ଗୋଟେ ମହତ୍ୱପୂର୍ଣ୍ଣ କଥା କହିବେ |

About odisha news

Check Also

ଆଜିର ରାଶିଫଳ : 28 jun 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଦିନଟା ଆରାମ କରିବା ପାଇଁ ଅତି ଆବଶ୍ୟକ ପ୍ରମାଣିତ ହେବ କାରଣ ଆପଣ କିଛି ଦିନରୁ …

Leave a Reply

Your email address will not be published.