Breaking News

ଆଜିର ରାଶିଫଳ : 30 ଏପ୍ରିଲ 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଆଜି ନିଜର ସକାରାତ୍ମକ ଚିନ୍ତା ଧାରାରେ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରି ପାରିବେ | ଆଜି କୌଣସି ପଡୋଶୀ ଆପଣଙ୍କଠାରୁ ଉଧାର ମାଗିପାରେ | ଉଧାର ଦେବା ପୂର୍ବରୁ ତାଙ୍କର ବିଶ୍ୱସନୀୟତା ଜାଣିନେବା ଉଚିତ ନଚେତ ଧନହାନୀ ହୋଇପାରେ | ଅଭଦ୍ର ବ୍ୟବହାର ସତ୍ୱେ ଆପଣଙ୍କୁ ଜୀବନସାଥୀର ସହଯୋଗ ମିଳିବ | ଆଜି ଆପଣ ପ୍ରେମ କରିବା ମନୋଦଶାରେ ଅଛନ୍ତି ଓ ତାହା ପାଇଁ ସୁଯୋଗ ମଧ୍ୟ ମିଳି ପାରେ |

ବୃଷ ରାଶି
ଚଣା-ଛଣି ଖାଦ୍ୟକୁ ପରିହାର କରନ୍ତୁ ଓ ନିୟମିତ ରୂପରେ ବ୍ୟୟାମ କରନ୍ତୁ | ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କପାଇଁ ଶୁଭ ଅଟେ,କାରଣ ଆଜି ସେମାନଙ୍କୁ ଚାକିରୀ ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ | ଦିପହର ପରେ କୌଣସି ପୁରୁଣା ସାଙ୍ଗ ସହିତ ଦେଖା ହୋଇ ପାରେ | ଆପଣଙ୍କ ଦିନ ବହୁତ ସୁନ୍ଦର ଭାବେ କଟିବ ଓ ଆପଣ ନିଜର ପୁରୁଣା ସ୍ଵର୍ଣ ସ୍ମୃତିକୁ ମନେ ପକେଇ ଖୁସି ହେବେ |

ମିଥୁନ ରାଶି
ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଆପଣ ସଞ୍ଚୟ କରିଥିବା ଧାନ ଆଜି ପଣଙ୍କର କାମରେ ଆସିବା କିନ୍ତୁ ତା ସହିତ ଏହି ଧନ ଖର୍ଚ୍ଚ ହେବାର ବା ଯିବାର ଦୁଃଖ ମଧ୍ୟ ଆପଣଙ୍କୁ ହେବ | ପିଲା ମାନଂକୁ ତାଙ୍କଠୁ ଜଡ଼ିତ ସମସ୍ୟାରେ ସାହାଯ୍ୟ କରିବା ଆବଶ୍ୟକ | ଆପଣଙ୍କୁ ପ୍ରେମରେ ଦୁଃଖର ସମ୍ମୁଖୀନ ହେବାକୁ ପଡି ପାରେ |

କର୍କଟ ରାଶି
ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ଆଜି ଟଙ୍କା ରୋଜଗାର କରିବା ପାଇଁ ଶୁଭ ଦିନ ଅଟେ -କିନ୍ତୁ ଚେଷ୍ଟା କରିବେ କି ତାହା ହାଥ ଛଡ଼ା ନ ହଉ | ଆଜି ଆପଣଙ୍କୁ ନିଜର ଜ୍ଞାନ ଓ ପ୍ରଭାବରେ ଉପଯୋଗ ସଂବେଦନଶୀଳ ଘରୋଇ ବିବାଦକୁ ହଳ କରିବା ପାଇଁ କରିବା ଉଚ୍ଛିତ | ପ୍ରେମ ଏକ ଏମିତିଆ ଭାବନା ଯାହାକି ନା କେବଳ ଅନୁଭବ କରା ଯିବା କଥା, ତା ଛଡ଼ା ପ୍ରିୟ ସହିତ ବାଣ୍ଟିବା ବି କଥା |

ସିଂହ ରାଶି
ଆଜି ଆପଣ ବିଶ୍ରାମ ନେବା ଆବଶ୍ୟକ ଓ ନିଜର ଅନ୍ତରଂଗ ବଂଧୁ ଓ ପରିବାର ରେ ଖୁସି ପାଇବା ପାଇଁ ଚେଷ୍ଟା କରଂତୁ | ନିଜର ଧନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ ଏବଂ ଏହା ଦ୍ୱାରା ଆପଣ ଆପଣଙ୍କର ଧନ ସଂଚୟ କରିପାରିବେ |

କନ୍ୟା ରାଶି
ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ନିଜ ପିଲା କିମ୍ବା ନିଜଠୁ କମ ବୟସ ଲୋକଂକ ସହିତ ଧର୍ଯ୍ୟ ଦାହିରିକି କାମ କରିବା ଆବଶ୍ୟକ | ପ୍ରେମର ସ୍ମୃତି ଆଜି ଆପଣଙ୍କ ଉପରେ ଛାଇ ପରି ଲାଗି ରହିବ |

ତୁଳା ରାଶି
ଖୋଲାବାୟୁରେ ଖେଳ ଆପଣଙ୍କୁ ଆକର୍ଷିତ କରି ପାରେ – କିନ୍ତୁ ଯୋଗ ଓ ତପସ୍ୟା ଅଧିକ ଲାଭକାରୀ ହେବେ | ଆପଣଙ୍କଠାରୁ ଋଣ ନେଇଥିବା ବ୍ୟକ୍ତି ଯଦି ଆପଣଙ୍କୁ ପଇସା ନ ଫେରାଉଥାଏ ତେବେ ଆଜିର ଦିନରେ ସେ ହୁଏତ ଆପଣଙ୍କ ଋଣ ସୁଝିପାରେ | ସାଙ୍ଗ ସାଥୀଙ୍କ ସହିତ ଆନନ୍ଦଦାୟକ ସମୟ ବ୍ୟତୀତ କରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ |

ବିଛା ରାଶି
ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ | ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି | ଆପଣ ଧନ ଲାଭ କରି ପାରିବେ, କିନ୍ତୁ ସର୍ତ ଏହା କି ଆପଣ ଆପଣଙ୍କ ସ୍ୱଳ୍ପ ସଂଚୟ ପାରମ୍ପରିକ ବିନିଯୋଗରେ ନିବେଶ କରନ୍ତୁ | ଘରକୁ ଅଥିତି ଆସିବା କାରଣରୁ ଦିନ ଶୁଭ ଓ ବଢ଼ିଆ କାଟିବ | ଅକାରଣ ସନ୍ଦେହ ସମ୍ପର୍କରେ ଶୀଥିଳତା ଆଣିଦିଏ |

ଧନୁ ରାଶି
ସାଙ୍ଗ ଠୁ ବିଶେଷ ପ୍ରଶଂସା ଖୁସିର କାରଣ ବନିବ|ଏହା ଏଥି ପାଇଁ କାରଣ ଆପଣ ନିଜର ଜୀବନକୁ ଗଛ ପରି ଗଢ଼ିଛନ୍ତି,ଯାହା କଡା ଖରାରେ ଠିଆ ହୋଇ ମଧ୍ୟ ଅନ୍ୟକୁ ଛାଇ ପ୍ରଦାନ କରନ୍ତି ଅର୍ଥକୁ ନେଇ କୌଣସି ଯୋଜନା କରିବା ଆଗରୁ ଭାବି ଚିନ୍ତି ଆଗକୁ ବଢନ୍ତୁ | କିଛି ସମୟ ଆପଣ ନିଜର ଶୌକ ଓ ନିଜ ପରିବାର ଲୋକଂକ ସାହାଯ୍ୟ କରି ବିତାନ୍ତୁ |

ମକର ରାଶି
ଆପଣଙ୍କ ସକରାତ୍ମକ ଚିନ୍ତା ପୁରସ୍କୃତ ହେବ, କାରଣ ଆପଣ ନିଜର ଚେଷ୍ଟାରୁ ହିଁ ସଫଳତା ପାଇବେ | ଆପଣ ନିଜେ ଜାଣି ଛନ୍ତି କି ଲୋକ ମାନେ ଆପଣଙ୍କଠୁ କଣ ଆଶା କରୁଛନ୍ତି – ତେଣୁ ଅଯଥାରେ ବେଶୀ ଖରଚ କରନ୍ତୁ ନାହିଁ | ଆପଣଙ୍କ ଘର ଲୋକ ଆପଣଙ୍କ ପରିଶ୍ରମ ଓ ସମର୍ପଣକୁ ପ୍ରଶଂସା କରିବେ | ଆପଣଙ୍କ ପ୍ରେମ ବୃତି ହେବ | ଦିନର ଆରମ୍ଭ ଆପଣଙ୍କର ପ୍ରିୟଙ୍କ ହଂସାରୁ ହେବ ଓ ରାତି ତାଙ୍କର ସ୍ବପ୍ନ ଦେଖି ବିତିବ |

କୁମ୍ଭ ରାଶି
ପିତା ଆପଣଙ୍କୁ ସମ୍ପତିରୁ କାଢି ପାରିବେ | କିନ୍ତୁ ନିରାଶ ହୁଅନ୍ତୁ ନାହିଁ | ଧ୍ୟାନ ରଖନ୍ତୁ କି ସମ୍ପନ୍ନ ହେବା ମନରେ କଳଙ୍କି ଲାଗି ଯାଏ ଓ ପରିଶ୍ରମ ତାହାକୁ ମୁନିଆ କରେ | ଆଜି ଘରର କୌଣସି ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ଅର୍ଥ ସଞ୍ଚୟ ନେଇ ଉପଦେଶ ନେଇପାରନ୍ତି ଓ ସେହି ଉପଦେଶକୁ ନିଜ ଜୀବନରେ ଉପଯୋଗ କରି ଲାଭବାନ ହୋଇପାରନ୍ତି | କୌଣସି ଚିଠି କିମ୍ବା ଇ-ମେଲ ପୁରା ପରିବାର ପାଇଁ ଶୁଭ ଖବର ଆଣି ପାରେ |

ମୀନ ରାଶି
କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ |ଆଜି ରାତିରେ ଆପଣଙ୍କୁ ଆପଣଙ୍କର ଦେଇଥିବା ଧନ ମିଳିବାର ସମ୍ଭାବନା ଅଛି | ଗୃହ-ପ୍ରବେଶ ପାଇଁ ଅତି ଶୁଭ ଦିନ ଅଟେ | ଯେଉଁ ଲୋକ ମାନେ ପ୍ରେମର ସଂଗୀତରେ ବୁଡ଼ିକି ଅଛନ୍ତି, କବଳ ସେହି ମାନେ ଏହି ସୁରା-ତାଳର ଆନନ୍ଦ ନେଇ ପାରିବେ |

About odisha news

Check Also

ଆଜିର ରାଶିଫଳ : 14 ମେ 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଉଦାସ ଅର୍ଥ ଅବସ୍ଥା ଯୋଗୁଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବରୋଧ ଆସି ପାରେ | ହଠାତ ଆଜି …

Leave a Reply

Your email address will not be published.