ମେଷ ରାଶି
ମାନସିକ ଚାପ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ ଆଜି ଦିନସାରା ଧନର ଉତ୍ତମ ସଞ୍ଚାଳନ ହେବ ଓ ଦିନ ସମାପ୍ତ ହେବ ପରେ ଧନର ଉତ୍ତମ ସଞ୍ଚୟ ବି ହେବ ଯେଉଁ ଲୋକ ମାନେ ଆପଣଙ୍କ ସମୀପ ଅଛନ୍ତି ସେମାନେ ଆପଣଙ୍କ ଭୁଲ ଲାଭ ଉଠେଇ ପାରନ୍ତି | ଆପଣଙ୍କ ସାହସ ଆପଣଙ୍କ ପ୍ରେମ ପାଇବାରେ ସଫଳତା ଦେବ | ଆଜି ଆପଣ ଅନ୍ୟ ଦିନ ତୁଳନାରେ ନିଜର ଲଖ୍ୟକୁ ଟିକେ ବେଶୀ ଉଚ୍ଚ ଉଦ୍ଧେଶ୍ୟ ପ୍ରାପ୍ତ କରି ପାରିବେ |
ବୃଷ ରାଶି
ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳିଆ ଅନୁଭବ କରିବେ | ଉପଯୁକ୍ତ ବୁଦ୍ଧିମତ୍ତା ଦ୍ୱାରା ନିବେଶ ଆପଣଙ୍କୁ ଲାଭଦାୟୀ କରିବ – ତେଣୁ ନିଜର ଝାଳ ବୁହା ଧନକୁ ବୁଝିସୁଝି ଲଗାନ୍ତୁ | ଆଜି ନିଜର ମନ ଶାନ୍ତି ପାଇଁ କୋଣସି ଅନୈତିକ କାମରେ ଯୋଗଦାନ କରନ୍ତୁ ନାହିଁ ନହେଲେ ଅସୁବିଧାରେ ପଡି ପାରନ୍ତି | ଆଜି ଆପଣ ଆପଣଙ୍କ ପ୍ରେମୀଙ୍କୁ ଆପଣଙ୍କ ସମସ୍ୟା କହିବାପାଇଁ ଚେଷ୍ଟା କରିବା ବେଳେ ସେ ତାଙ୍କର ସମସ୍ୟା ବଖାଣିବେ ଯାହା ଆପଣଙ୍କୁ ବ୍ୟଥିତ କରିଦେବ |
ମିଥୁନ ରାଶି
ମାଡ଼ ଠୁ ରକ୍ଷା ପାଇବା ପାଇଁ ସାବଧାନ ହୋଇ ବସନ୍ତୁ | ତା ସହିତ ଠିକ ଭାବରେ ଅଂଟା ସିଧା କରି ବସିଲେ ନା କେବଳ ବ୍ୟକ୍ତିତ୍ୱରେ ବୃଦ୍ଧି ଆସିବ, ତା ଛଡ଼ା ସ୍ୱାସ୍ଥ୍ୟ ଓ ଆତ୍ମ-ବିଶ୍ୱାସର ସ୍ତରକୁ ବି ଉପରକୁ ନେଇ ଯିବ | ଯଦି ଆପଣ ଅର୍ଥ ଅବସ୍ଥାରେ ବୃଦ୍ଧି ପାଇଁ ସୂତ୍ର ଖୋଜୁଛନ୍ତି, ତାହେଲେ ସୁରକ୍ଷିତ ଯୋଜନାରେ ନିବେଶ କରନ୍ତୁ | ପିଲା ମାନେ ଆସ ପୁରୁଣ ନ କରିବା କାରଣରୁ ଆପଣ ନିରାଶ ହୋଇ ପାରନ୍ତି | ସ୍ୱପ୍ନାକୁ ପୁରା ପାଇଁ ତାଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ଅଛି |
କର୍କଟ ରାଶି
ମନ ଶାନ୍ତି ପ୍ରାପ୍ତ କରିବା ପାଇଁ କିଛି କ୍ଷଣ ନିଜର ବନ୍ଧୁ ମାନଙ୍କ ସହିତ ବ୍ୟତୀତ କରନ୍ତୁ | ଆଜି ଆପଣ ବୁଝିପାରିବେ ଯେ ନବୁଝି ନସୁଝି ଧନ ଓ ଅର୍ଥର ଅପଚୟ ଦ୍ୱାରା ଭବିଷ୍ୟତରେ କଣ କ୍ଷତି ହୋଇପାରେ | ନିଜ ଦିନର ଯୋଜନା ଭାବି ଚିନ୍ତିକି ନସ୍ପତି ନିଅନ୍ତୁ | ଏମିତିଆ ଲୋକଙ୍କ ସହିତ କଥା ହୁଅନ୍ତୁ,ଯେଉଁ ମାନେ ଆପଣଙ୍କୁ ସାହାଯ୍ୟ କରି ପାରନ୍ତି | ଯୋଉ ଲୋକ ମାନଙ୍କର ବିବାହ ନିର୍ବନ୍ଧ ହୋଇ ସାରିଛି, ତାଙ୍କୁ ତାଙ୍କର ସହଭାଗୀଙ୍କ ଠାରୁ ଆଜି ବହୁତ ଖୁସି ମିଳିବ |
ସିଂହ ରାଶି
ଯଦି ଆଜି ବାହାରକୁ ଯିବାର ଯୋଜନା ଅଛି ତାହେଲେ ଆଜି ବହୁତ ହସ ଖୁସିରେ ସବୁ କିଛି କଟିବ | କୌଣସି ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଜି ବାଣିଜ୍ୟ ବ୍ୟାପାରରେ ବହୁତ ଧାନ ଲାଭ ହେବାର ସମ୍ଭାବନା ଅଛି | ଏହି ଧାନଦ୍ୱାରା ଆପଣ ଆପଣଙ୍କର ଅନେକ ସମସ୍ୟାର ସମାଧାନ କରିପାରିବେ | କିଛି ଲୋକ ଯେତିକି ପ୍ରକୃତରେ କରି ପାରିବେ, ତାଠୁ ବେଶୀ କଥା ଦିଅନ୍ତି | ଏମିତି ଲୋକଙ୍କୁ ଭୁଲି ଯିବା ଭଲ ଯେଉଁ ମାନେ କେବଳ କଥା କୁହନ୍ତି ଓ କିଛି ପରିଣାମ ଦିଅନ୍ତି ନାହିଁ |
କନ୍ୟା ରାଶି
ନିଜର ଉର୍ଜାର ପ୍ରୟୋଗ କେହି ବିପଦରେ ଫସି ଥିବା ଲୋକର ସାହାଯ୍ୟ କରିବା ପାଇଁ କରନ୍ତୁ | ମନେ ରଖନ୍ତୁ – ଏହି ଶରୀର ଦିନେ-ନା -ଦିନେ ମାଟିରେ ମିଶିଯିବ, ଯଦି ଏହା କାହାର କାମରେ ନ ଆସେ ତାହେଲେ ତାହାର ଲାଭ କଣ? ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗ ସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ | ଏମିତି ବହୁତ ଜଣ ଥିବେ, ଯେଉଁ ମାନେ ଆପଣଙ୍କ ଉତ୍ସାହରେ ବୃଦ୍ଧି ଆଣିବେ |
ତୁଳା ରାଶି
ଚକ୍ଷୁ ରୋଗୀ ପ୍ରଦୂଷିତ ଜାଗାକୁ ଯିବାଠୁ ନିଜକୁ ରକ୍ଷା କରନ୍ତୁ, କାରଣ ଧୂଆଁ ଆପଣଙ୍କ ଆଖିକୁ ଆହୁରି କ୍ଷେଟି ଦେଇ ପାରେ | ଯଦି ହୋଇ ପାରେ ତାହେଲେ ସୌର୍ଯ୍ୟ କୀରାଣଠୁ ନିଜକୁ ରକ୍ଷା କରନ୍ତୁ | ଯଦି ଆପଣ ଭଲ ଭାବରେ ଜୀବନ ଯାପନ କରିବାପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅର୍ଥ ଆସିବା ଉପାୟ ଉପରେ ବେଶୀ ଧ୍ୟାନ ଦେବାକୁ ପଡ଼ିବ | ନିଜର ପିଲାଙ୍କ ପାଇଁ କିଛି ବିଶେଷ ଯୋଜନା କରନ୍ତୁ |
ବିଛା ରାଶି
ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ ଆଜି ଯଦିବା ଆପଣଙ୍କର ଆର୍ଥିକ ପକ୍ଷ ଭଲ ରହିବ ତଥାପି ଆପଣଙ୍କୁ ବ୍ୟର୍ଥ ଖର୍ଚ୍ଚାରୁ ବଞ୍ଚିବାକୁ ପଡିବ ନହେଲେ ଅଯଥା ଖର୍ଚ୍ଚ ହୋଇପାରେ | ଆଜି ଘରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ | ନିଜ ଉପରେ କାବୁ ରଖନ୍ତୁ କାରଣ ଆଜିର ଦିନ ଅନ୍ୟ ଦିନମାନଙ୍କ ପରି ସାଧାରଣ ଭାବରେ କଟିବନି | କୌଣସି କୌତୁହଳଜନକ ବ୍ୟକ୍ତିଂକୁ ଦେଖା କରିବାର ପ୍ରବଳ ସମ୍ଭାବନା ଅଛି |
ଧନୁ ରାଶି
ସନ୍ଦେହ କରିବା ସ୍ଵଭାଵ କାରଣରୁ ଆପଣଙ୍କୁ ପରାଜୟ ହେବାକୁ ପଡି ପାରେ ନିଜର ଧନ ସଞ୍ଚୟ କରିବା ପାଇଁ ଆଜି ଆପଣଙ୍କୁ ଆପଣଙ୍କର ପରିବାର ସହିତ କଥା ହୁଅନ୍ତୁ ସେମାନଙ୍କ ଉପଦେଶ ଆପଣଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସାହାଯ୍ୟ କରିବ | ଯଦି ଏକା ଅନୁଭବ କରୁଛନ୍ତି ତାହେଲେ ନିଜର ପରିବାର ଲୋକଙ୍କ ସାହଯ୍ୟ ନିୟନ୍ତୁ | ଏହା ଆପଣଂକୁ ମାନସିକ ଚାପରୁ ସୁରକ୍ଷିତ କରିବ| ଠିକ କାମ କରିବାରେ ସାହାଯ୍ୟ ମଧ୍ୟ କରିବ|
ମକର ରାଶି
ସମ୍ପୂର୍ଣତଃ ସ୍ୱାସ୍ଥ୍ୟ ଆଜି ଭଲ ରହିବ କିନ୍ତୁ ଯାତ୍ରା ଯୋଗୁଁ ଆପଣଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପଡ଼ି ପାରେ ଆପଣଙ୍କ ଖର୍ଚ୍ଚ ନେଇ ଆଜି ଆପଣଙ୍କ ଜୀବନସାଥିଙ୍କ ସହିତ ମତଭେଦ ହୋଇପାରେ | ଆପଣଙ୍କ ବଦଖର୍ଚ୍ଚ ଉପରେ ସେ ଆଜି ଆପଣଙ୍କୁ ଉପଦେଶ ଦେଇପାରନ୍ତି ଯାହା ଆପଣଙ୍କୁ ଭାଷଣ ଦେଲାପରି ଲାଗିପାରେ | ନୂତନ ଜିନିଷ ଉପରେ ଧ୍ୟାନ ଲଗାନ୍ତୁ ଓ ସବୁଠୁ ଭଲ ସାଙ୍ଗଠୁ ସାହାଯ୍ୟ ନିଅନ୍ତୁ |
କୁମ୍ଭ ରାଶି
ନିଜର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖିକି ପାଟି-ତୁଣ୍ଡରେ ପସିବାଠୁ ପରିହାର କରନ୍ତୁ ଆଜି ଦିନ ଯାକ ଆପଣ ଉର୍ଜାରେ ଭରି ରହିବେ ଓ ହୋଇ ପାରେ କି ହଠାତ ଅଦେଖା ଲାଭ ମଧ୍ୟ ମିଳି ପାରେ | ହଠାତ ଆଜି ଆପଣଙ୍କୁ କିଛି ଗୋଟେ ଖୁସି ଖବର ମିଳି ପାରେ ଯାହା ଯୋଗୁଁ ଘର ଲୋକେ ଖୁସିରେ ଭରି ଉଠିବେ | ଆଜି ହିଁ ଲମ୍ବା ସମୟରୁ ଚାଲୁଥିବା ବିବାଦକୁ ସମାଧାନ କରି ନିୟନ୍ତୁ କାରଣ ହେଇ ପାରେ କି କଳିକୁ ବହୁତ ଡେରି ହେଇ ଯାଇ ପାରେ |
ମୀନ ରାଶି
ଆପଣଙ୍କ ଇଚ୍ଛା ଶକ୍ତିକୁ ପ୍ରୋତ୍ସାହନ ମିଳିବ,କାରଣ ଆପଣ ବହୁତ ପ୍ରତାରଣାପୂର୍ଣ୍ଣ ସ୍ଥିତି ଠୁ ବାହାରିବାରେ ସଫଳ ହୋଇଛନ୍ତି | ଭାବନାତ୍ମକ ନିଷ୍ପତି ନେଲା ବେଳେ ବୁଦ୍ଧି ପ୍ରୟୋଗ କରିବା ଭୁଲନ୍ତୁ ନାହିଁ | ଯଦିବା ନିଜ ଅର୍ଜିତ ଧାନ କାହାକୁ ଦେବାପାଇଁ କେବେ ଇଛା ହୁଏ ନାହିଁ ତଥାପି ଆଜି ଆପଣ କୌଣସି ଦୀନ ଦୁଃଖୀକୁ ସାହାଯ୍ୟ କରି ଆନନ୍ଦ ଅନୁଭବ କରିବେ | ବିବାହ ବନ୍ଧନରେ ଜଡିତ ହେବ ପାଇଁ ଏହା ଉତ୍ତମ ସମୟ ଅଟେ |