Breaking News

ଆଜିର ରାଶିଫଳ : 28 ମେ 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | ଆପଣଙ୍କ ଭାଇ ଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାର ମାଗିପାରେ | ଆପଣ ତାଙ୍କୁ ଉଦ୍ଧାର ଦେଇ ତ ଦେବେ କିନ୍ତୁ ସେଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପାରେ | ନିଜର ସାମାଜିକ ଜୀବନକୁ ଅବହେଳା କରନ୍ତୁ ନାହିଁ |

ବୃଷ ରାଶି
ଜୀବନ ତୃପ୍ତି ଓ ସନ୍ତୁଷ୍ଟ ସହିତ ରଖିବା ପାଇଁ ନିଜ ମାନସିକ ଦୃଢ଼ତାରେ ବୃଦ୍ଧି କରନ୍ତୁ | ଆଗେ କରିଥିବା କାମର ପରିଣାମ ଆଜି ମିଳିବା ଯୋଗୁଁ , ଆପଣଙ୍କ ସବୁ ମନୋକାମନା ପୁର୍ଣ ହେବ ଓ ସୌଭାଗ୍ୟ ଆପଣଙ୍କ ବାଟରେ ଆସିବ | ଆପଣ ମାନନ୍ତୁ କି ନ ମାନନ୍ତୁ , କେହି ଜଣେ ଆପଣଙ୍କୁ ବହୁତ ଧ୍ୟାନ ଦେଇ ଦେଖୁଛନ୍ତି ଓ ଆପଣଙ୍କୁ ଜଣେ ଆଦର୍ଶ ମାନନ୍ତି | ସେଥିପାଇଁ ଏମିତି କାମ କରନ୍ତୁ, ଯାହା ପ୍ରସଂସାର ଯୋଗ୍ୟ ଥିବ ଓ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ଆଣିବ | ନିଜର ପ୍ରେମ ଜୀବନ ବିଷୟରେ ଏପଟେ-ସେପଟେ ବେଶୀ କଥା ହୁଅନ୍ତୁ ନାହିଁ |

ମିଥୁନ ରାଶି
ଖୁଦ୍ର ସମୟ ପାଇଁ କ୍ରୋଧ ବିବାଦ ଓ ଦୁର୍ଭାବନାର କାରଣ ହୋଇ ପାରେ | ଖରାପ ଅର୍ଥ ଅବସ୍ଥାରୁ ସାଙ୍ଗ ମାନଙ୍କ ସାହାଯ୍ୟରେ ଆରାମରେ ବାହାରି ପାରିବେ | ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ମନେ ରଖିକି ସମସ୍ତଙ୍କର ସ୍ୱୀକୃତି ନେବା ଭୁଲନ୍ତୁ ନାହିଁ | ନୂଆ ପ୍ରେମ ହେବାର ସମ୍ଭାବନା ପ୍ରବଳ ଅଛି, ପ୍ରେମର ପୁଷ୍ପ ଆପଣଙ୍କ ଜୀବନରେ ଶୀଘ୍ର ହିଁ ଫୁଟି ପାରେ | ଆଜି ଦିନରେ କାର୍ଯ୍ୟକ୍ଷେତ୍ରରେ ଆହୁରି ବୃଦ୍ଧି ଦେଖି ପାରିବେ | ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ | ତେଣୁ ଆପଣ ପରିବାର ସହିତ ନିଜପାଇଁ ମଧ୍ୟ ସମୟ କାଢ଼ି ପାରିବେ | ଆପଣଙ୍କ ଜୀବନ-ସାଥୀ ସହିତ ଆପଣ ପ୍ରେମ ଓ ରସମୟ ଭରା ପୁରୁଣା ଦିନ ପୁଣି ଥରେ ଆଣିବାକୁ ଚାହିଁବେ |

କର୍କଟ ରାଶି
ଅନ୍ୟ ମାନଙ୍କ ପାଇଁ ଖରାପ ଚିନ୍ତାଧାରା ରଖିବା ମାନସିକ ଚାପକୁ ସୃଷି କରି ପାରେ | ଏହି ପରି ବିଚାର ଠୁ ନିଜକୁ ରକ୍ଷା କରନ୍ତୁ, କାରଣ ଏହା ସମୟକୁ ନଷ୍ଟ କରେ ଓ ଅପାଙ୍କ କ୍ଷମମାତାକୁ କମ କରେ | ବିଦେଶକୁ ଯାଇ ଶିକ୍ଷ୍ୟା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ | ନିଜ ପରିବାର ଲୋକଙ୍କ ସହିତ ରୁକ୍ଷ ବ୍ୟବହାର ନ କରନ୍ତୁ | ଏହା ପାରିବାରିକ ଶାନ୍ତି କୁ ଭଙ୍ଗ କରି ପାରେ | ଖୁସି ପାଇବା ପାଇଁ ନୂତନ ସମ୍ଭନ୍ଧରେ ପପ୍ରତୀକ୍ଷା କରନ୍ତୁ |

ସିଂହ ରାଶି
ନିଜର ସକାରାତ୍ମକ ଚିନ୍ତା ଧାରା ଯୋଗୁଁ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରିବେ ଆଜି ନିବେଶ କରିବା ପାଇଁ ଯାହା ବି ଅବସର ଦେଖା ଯିବା,ତାହା ଉପରେ ବିଚାର କରନ୍ତୁ | କିନ୍ତୁ ପ୍ରତି ଯୋଜନା ଭଲ ଭାବରେ ଅଧୟନ କରିବା ପରେ ହିଁ ଧନ ନିବେଶ କରନ୍ତୁ | ବନ୍ଧୁ ବାନ୍ଧବ ମାନଙ୍କ ଘରକୁ ଯିବା,ଆପଣ ଯେମିତିଆ ଭାବିଛନ୍ତି ତାହାଠୁ ବେଶ ଭଲ ରହିବ | ଆପଣଙ୍କର ପ୍ରେମୀ ଆପଣଙ୍କର ସବୁବେଳେ ଭଲ ଚିନ୍ତା କରନ୍ତି | ତେଣୁ ଯଦି ସେ ରାଗି ଯାଆନ୍ତି ତାଙ୍କୁ ଜବାବ ନଦେଇ ବୁଝିବାକୁ ଚେଷ୍ଟା କରନ୍ତୁ |

କନ୍ୟା ରାଶି
ଆଧ୍ୟାତ୍ମିକତାର ସାହାଯ୍ୟ ନେବା ପାଇଁ ଉଚ୍ଛିତ ସମୟ ଚାଲିଛି, କାରଣ ମାନସିକ ଚାପକୁ ଦୂର କରବା ପାଇଁ ସବୁଠୁ ଉତ୍ତମ ସମାଧାନ ସେଇଆ ହିଁ | ଧ୍ୟାନ ଓ ଯୋଗ ଆପଣଙ୍କ ମାନସିକ ବଳକୁ ବଢେଇବା ପାଇଁ ଉତ୍ତମ ରହିବ | ଆଜି ଯେଉଁ ନିବେଶ ଯୋଜନା ଗୁଡିକ ଆପଣଙ୍କୁ ଆକର୍ଷିତ କରୁଛନ୍ତି ତାହା ବିଷୟରେ ଭଲ ଭାବରେ ଖୋଲ-ତାଡ଼ କରନ୍ତୁ ଓ ବଚନ ଦବା ଆଗରୁ ସମସ୍ତଙ୍କଠୁ ପରାମର୍ଶ ବି ନିଅନ୍ତୁ | ସାଙ୍ଗ ମାନଙ୍କ ସହିତ ସନ୍ଧ୍ୟା ଅତ୍ୟଧିକ ଆନନ୍ଦଦାୟକ ଓ ହସ-ଖୁସିରେ ଭରା ରହିବ |

ତୁଳା ରାଶି
ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ, ତା ସୁଯୋଗର ଲାଭ ଉଠାନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପଦ ଯାତ୍ରାରେ ଯାନ୍ତୁ | ଆପଣଙ୍କର ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ଦେଖାଯାଉନାହିଁ | ସେଥିପାଇଁ ଆପଣଙ୍କୁ ଆଜି ଅର୍ଥ ସଞ୍ଚୟ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ | ଭାବନା ସହିତ ଆଜି ଯାହା କାମ କରିବେ ତାହା ଆପଣଂକ ପକ୍ଷରେ ରହିବ | ବୁଲା-ବୁଲି କରିବାକୁ ଯିବାର ଯୋଜନା କରି ପାରନ୍ତି , ଯାହା ଆପଣଙ୍କୁ ଉର୍ଜା ଓ ଉତ୍ସାହରେ ଭାରି ଦେବ |

ବିଛା ରାଶି
ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି | ସମୟ ଓ ଧନର ମହତ୍ୱ ବୁଝିବା ଉଚିତ ନଚେତ ଆଗାମୀ ଦିନମାନଙ୍କରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ | ଯଦି ଆପଣ ନିଜର ସାଥୀଙ୍କ ଦୃଷ୍ଟିକୁ ଅବହେଳା କରିବେ, ତାହେଲେ ସିଏ ନିଜର ସହନଶୀଳତା ହରେଇ ବସି ପାରନ୍ତି | ନିଜର ଆବେଗକୁ ନିୟନ୍ତ୍ରଣରେ ରଖନ୍ତୁ, ନହେଲେ ଏହା ଆପଣଙ୍କ ପ୍ରେମ ସମ୍ଭନ୍ଧରେ ବାଧା ସ୍ତୃଷ୍ଟି କରି ପାରେ | ଯେଉଁ ମାନେ ଆପଣଙ୍କ କାର୍ଯ୍ୟରେ ବାଧା ଦେଉଛନ୍ତି , ସେଇ ମାନେ ଆପଣଙ୍କ ଆଖି ସମାନରେ ହିଁ ତଳକୁ ଖସି ଯିବେ |

ଧନୁ ରାଶି
ନିଜର ନିଜେ ଚିକିତ୍ସା କରନ୍ତୁ ନାହିଁ,କାରଣ ଓଷଧ ଉପରେ ନିର୍ଭୟତା ବଢ଼ିବାର ସମ୍ଭାବନାକୁ ମନା କରି ପାରିବେନି | ଯାତ୍ରା ଆପଣଙ୍କ ପାଇଁ କ୍ଳାନ୍ତିକର କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ହେବ | ନବଜାତ ଶିଶୁର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଚିନ୍ତାରେ ପଡ଼ି ପାରନ୍ତି | ଏହି ଦିଗକୁ ସଂଗେ-ସଂଗେ ଧ୍ୟାନ ଦେବା ଆବଶ୍ୟକ |ଡାକ୍ତରଙ୍କ ଠୁ ଭଲ-ଭାବରେ ପରାମର୍ଶ ନିଅନ୍ତୁ, କାରଣ ଟିକେ ଖାମଖିଆଲ ଭାବ ରୋଗକୁ ଆହୁରି ଖରାପ କରି ପାରେ | ଅମନୋଯୋଗ କାରଣରୁ ବ୍ୟକ୍ତିଗତ ସମଭାଣ୍ଡରେ ଦୂରତା ଆସି ପାରେ |

ମକର ରାଶି
ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ | ଯେଉଁମାନେ ଆପଣଙ୍କର ପଇସାରେ ଯୁଆ ଖେଳୁଥିଲେ ସେମାନେ ଆଜି ହାରିଯିବାର ସମ୍ଭାବନା ଅଛି | ସେଥିପାଇଁ ସାବଧାନ ଜୁଆ ଏବଂ ଯୁଆରୀଙ୍କଠାରୁ ଦୂରରେ ରୁହନ୍ତୁ | ପିଲା ମାନେ ପାଠ ସମ୍ପର୍କରେ କିଛି ସାହାଯ୍ୟ ମାଗି ପାରନ୍ତି | ଫୁଲ ଦେଇ ନିଜର ପ୍ରେମ ପ୍ରସ୍ତାବ ରଖନ୍ତୁ | ଅନ୍ୟ ଦିନ ଅପେକ୍ଷାରେ ଆପଣଙ୍କର ସହକର୍ମୀ ଆପଣଙ୍କୁ ଆହୁରି ବେଶୀ ଭଲ ଭାବରେ ଜାଣିବାକୁ ଚେଷ୍ଟା କରିବେ | ଆଜିର ଦିନ ଆପଣଙ୍କ ପାଇଁ ଉତ୍ତମ ଦିନଟିଏ |

କୁମ୍ଭ ରାଶି
ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳିଆ ଅନୁଭବ କରିବେ | ଧନ ସମ୍ବନ୍ଧିତ କୌଣସି ବିବାଦ ଆଜି ତୁଟି ପାରେ ଓ ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ | ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ | ଆଜି ଆପଣଙ୍କ ପ୍ରିୟଙ୍କ ଏକ ଅଲଗା ରୂପ ଦେଖିବାକୁ ମିଳି ପାରେ | କାମ-କାର୍ଯ୍ୟରେ ଟିକେ ଅସୁବିଧା ପରେ ଦିନରେ ଆପଣଙ୍କୁ କିଛି ଭଲ ଦେଖିବାକୁ ମିଳି ପାରେ |

ମୀନ ରାଶି
ନିଜର ମନ ବଦଳେଇବା ପାଇଁ ସାମାଜିକ ସମାବେଶର ସାହାଯ୍ୟ ନିଅନ୍ତୁ | ହଠାତ ନୂତନ ସୂତ୍ରରୁ ଧାନ ମିଳିବ, ଯାହା ଆପଣଙ୍କ ଦିନକୁ ସୁଖମୟ ବନେଇ ଦବ | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ | ଆଉ ଟିକେ ଚେଷ୍ଟା କରନ୍ତୁ | ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି,କାରଣ ଆଜି ଆପଣଙ୍କ ଦିନ | ଆପଣଙ୍କ ମାନବିଅ ମୂଲ୍ୟ ଓ ସକାରାତ୍ମକ ଚିନ୍ତାଧାରା କରିଅର ଦୃଷ୍ଟିରୁ ଆପଣଙ୍କୁ ସଫଳତା ଦେବ | ଆନ୍ତରିକ ଗୁଣ ଯୋଉଠି ଆପଣଙ୍କୁ ସନ୍ତୋଷ ଦେବା, ସେଇଠି ସକରାତ୍ମକ ବିଚାର ସଫଳତା ଦେବ |

About odisha news

Check Also

ଆଜିର ରାଶିଫଳ : 28 jun 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଦିନଟା ଆରାମ କରିବା ପାଇଁ ଅତି ଆବଶ୍ୟକ ପ୍ରମାଣିତ ହେବ କାରଣ ଆପଣ କିଛି ଦିନରୁ …

Leave a Reply

Your email address will not be published.