Breaking News

ଆଜିର ରାଶିଫଳ : 28 ଏପ୍ରିଲ 2022 ଗୁରୁବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଆଜି ନିବେଶ କରିବା ପାଇଁ ଯାହା ବି ଅବସର ଦେଖା ଯିବା,ତାହା ଉପରେ ବିଚାର କରନ୍ତୁ | କିନ୍ତୁ ପ୍ରତି ଯୋଜନା ଭଲ ଭାବରେ ଅଧୟନ କରିବା ପରେ ହିଁ ଧନ ନିବେଶ କରନ୍ତୁ | ପାଠ ପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତା-ପିତା ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି |

ବୃଷ ରାଶି
ଆଜି ଆପଣଙ୍କୁ ଭାବନାର ପରିବେଶ ମୁଠେଇ ଧରିବ, ତାହାଠୁ ବାହାରିବା ପାଇଁ ପୁରୁଣା କଥାକୁ ହୃଦୟରୁ କାଢ଼ି ଦିଅନ୍ତୁ | ଆଜି କୌଣସି ଅନୁଭବୀ ବ୍ୟକ୍ତିଙ୍କର ସହାୟତା ନିଅନ୍ତୁ ନଚେତ ଅର୍ଥହାନୀ ହୋଇପାରେ | ନିଜର ଚିନ୍ତା ଧାରା ସାଙ୍ଗ-ସାଥି ଓ ବନ୍ଧୁ-ବାନ୍ଧବଙ୍କ ଉପରେ ବାଧ୍ୟ କରିବାକୁ ଚେଷ୍ଟା କରନ୍ତୁ ନାହିଁ | କାରଣ ଏହା ଆପଣଙ୍କ ଲାଗି କିଛି ଲାଭଦାୟକ ହେବ ନାହିଁ , ଓଲଟା ସେମାନେ ଆପଣଙ୍କଠୁ ରୁଷି ପାରନ୍ତି |

ମିଥୁନ ରାଶି
ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ବାଜି ଲଗେଇବା ଆଜି ଲାଭକାରୀ ହୋଇ ପାରେ | ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗ ସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ | ଏମିତି ବହୁତ ଜଣ ଥିବେ, ଯେଉଁ ମାନେ ଆପଣଙ୍କ ଉତ୍ସାହରେ ବୃଦ୍ଧି ଆଣିବେ | ଆଜି ଆପଣ ଅନୁଭବ କରିବେ କି ଆପଣଙ୍କ ସହଭାଗୀ ହିଁ ଆପଣଙ୍କୁ ନିତ୍ୟତା ଭଲ ପାନ୍ତି |

କର୍କଟ ରାଶି
ବିପଦର ସମ୍ମୁଖୀନ ହେବାକୁ ପଡି ପାରେ | ବିଶ୍ଵାସ ହରାନ୍ତୁ ନାହିଁ ଓ ଇଛିତ ଫଳ ପାଇବା ପାଇଁ କଷ୍ଟ କରନ୍ତୁ | ଏହି ଅସଫଳତାକୁ ଉନ୍ନତିର ସୂତ୍ର ବନାନ୍ତୁ | ଅସୁବିଧା ସମୟରେ ବଂଧୁ କାମରେ ଆସିବେ | ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଏହା ଆଜି ଆପଣଙ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିପା ପରିବାର ଲୋକେ ଆପଣଙ୍କ ବିଚାରର ସମର୍ଥନ ଦେବେ |

ସିଂହ ରାଶି
ଆଜି ଆପଣଙ୍କ କାନ୍ଧ ଉପରେ ବହୁତ କାର୍ଯ୍ୟର ବୋଝ ରହିବ ଓ ତାହା ପାଇଁ ମନର ସ୍ପଷ୍ଟତା ଅତି ଆବଶ୍ୟକ ଅଟେ ଯାହା ଯୋଗୁଁ ଆପଣ ନିର୍ଣୟ ନେଇ ପାରିବେ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କ ସନ୍ତାନଙ୍କ ଠାରୁ ଧନପ୍ରାପ୍ତି ହେବ ଓ ସନ୍ତାନ ପାଇଁ ସେମାନେ ଗୌରବାନ୍ୱିତ ହେବେ | ବିଧ୍ୟାଳୟର ଜନସଭାରେ ପରିବାର ସହିତ ସାମିଲନା ହେବ ସମସ୍ତଙ୍କ ପାଇଁ ଉତ୍ତମ ଅନୁଭବ ରହିବ |

କନ୍ୟା ରାଶି
ଆପଣ ଖୁବ ଶୀଘ୍ର ଲମ୍ବା ସମୟରୁ ଚାଲି ଆସୁଥିବା ରୋଗରୁ ଉଭରି ଆସିବେ ଓ ପୁର୍ଣ ରୂପରେ ସୁସ୍ଥ ହୋଇ ପାରନ୍ତି | କିନ୍ତୁ ଏମିତି ସ୍ୱାର୍ଥୀ ଓ ରାଗି ଲୋକଠୁ ନିଜକୁ ରକ୍ଷା କରନ୍ତୁ, ଯିଏ କି ଆପଣଙ୍କୁ ଚାପ ଦେଇ ପାରେ ଓ ଆପଣଙ୍କ ଅସୁବିଧାରେ ବୃଦ୍ଧି କରି ପାରେ | ଜୀବନରେ ଅର୍ଥ ଖରାପ ପରିସ୍ଥିତିର ସାମ୍ନା କରିବା ପାଇଁ ସଂଚୟ କରାଯାଏ | ତେଣୁ ଏବେଠାରୁ ପଇସା ସଞ୍ଚୟ କରନ୍ତୁ ନହେଲେ ଭବିଷ୍ୟତରେ ଅସୁବିଧାରେ ପଡ଼ିପାରନ୍ତି |

ତୁଳା ରାଶି
ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ନିଜର ଧନ ସଞ୍ଚୟ କରିବା ପାଇଁ ଆଜି ଆପଣଙ୍କୁ ଆପଣଙ୍କର ପରିବାର ସହିତ କଥା ହୁଅନ୍ତୁ ସେମାନଙ୍କ ଉପଦେଶ ଆପଣଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସାହାଯ୍ୟ କରିବ | ସାଂଗ ମାନେ ସାହାଯ୍ୟ କରିବେ ଓ ସହଯୋଗ ଦେବେ | ଆପଣଙ୍କ ପ୍ରିୟାର ମନୋହର ସ୍ଵଭାଵ ଆପଣଙ୍କୁ ବିଶେଷ ହବାର ଅନୁଭବ କରେଇବ, ଏହି ସ୍ମୃତିର ଲାଭ ଉଠାନ୍ତୁ |

ବିଛା ରାଶି
ଇଛାଶକ୍ତି କାମ ଥିବା କାରଣରୁ ଆପଣ ଭାବନାତ୍ମକ ଓ ମାନସିକ ଅସୁବିଧାରେ ପଡି ପାରନ୍ତି | ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ | ଆପଣଙ୍କ ଜୀବନ-ସାଥୀଙ୍କ ବେଖାତିରି କାରଣରୁ ସମ୍ବନ୍ଧରେ ଦୂରତା ବଢ଼ି ପାରେ | ତାଂକ ସାଂଗରେ ବହୁମୂଲ୍ୟ ସମୟ ବିତାନ୍ତୁ ଓ ମିଠା ସ୍ମୃତିକୁ ପୁଣି ଥରେ ମନେ ପକାନ୍ତୁ ଓ ସେଇ ପୁରୁଣା ଦିନ ଫେରେଇ ଅଣାନ୍ତୁ | ପ୍ରେମ ସମ୍ଭନ୍ଧ ପାଇଁ ଆଜି ଦିନଟା ଅତି ଉତ୍ସାହିତ ରହିବ |

ଧନୁ ରାଶି
ଅତି ଚିନ୍ତା ଓ ମାନସିକ ଚାପରେ ରହିବାର ସ୍ୱଭାବ ଅଶରିରକୁ କ୍ଷେତି ଦେଇ ପାରେ | ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ | ଆଜି ମା ବାପାଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ | ଆଜି ଆପଣ ଆପଣଙ୍କ ପ୍ରେମୀଙ୍କୁ ଆପଣଙ୍କ ସମସ୍ୟା କହିବାପାଇଁ ଚେଷ୍ଟା କରିବା ବେଳେ ସେ ତାଙ୍କର ସମସ୍ୟା ବଖାଣିବେ ଯାହା ଆପଣଙ୍କୁ ବ୍ୟଥିତ କରିଦେବ |

ମକର ରାଶି
ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ବଡ଼ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ଆଜି ସାବଧାନର ସହିତ ଅର୍ଥ ବିନିଯୋଗ କରିବାକୁ ପଡ଼ିବ | ଘରୋଇ ଜୀବନ ଶାନ୍ତି ଓ ଖୁସି ଭରା ରହିବ | ସଯ ଫୁଲ ପରି ନିଜର ପ୍ରେମକୁ ବି ସଯ ବନାଇ ରଖନ୍ତୁ |

କୁମ୍ଭ ରାଶି
ଖୁବ ଶୀଘ୍ର ରୋଗରୁ ଓହରି ଆସିବାର ସମ୍ଭାବନା ଅଛି | ପରିବାରରେ କୌଣସି ଆତ୍ମୀୟଙ୍କ ସ୍ୱାସ୍ଥ୍ୟ ଆର୍ଥିକ ଅବସ୍ଥା ଦୁର୍ବଳ କରିପାରେ ଯଦିବା ଏହି ସମୟରେ ଆପଣ ଅର୍ଥ ଅପେକ୍ଷ୍ୟା ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ବେଶୀ ଚିନ୍ତା କରିବା ଉଚିତ | କୌଣସି ପୁରୁଣା ପରିଚିତ ବ୍ୟକ୍ତି ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇ ପାରେ | ଗତ ଦିନର ମିଠା ସ୍ମୃତି ଆପଣଙ୍କୁ ବ୍ୟସ୍ତ ରଖିବା |

ମୀନ ରାଶି
ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରକଃନ୍ତୁ ଓ ସୁସ୍ତ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | ଯେତିକି ଆପଣ ଭାବିଥିଲେ , ଆପଣଙ୍କ ଭାଇ ତହାଠୁ ବେଶୀ ସହାୟକ ପ୍ରମାଣିତ ହେବେ | ଆଜି ଆପଙ୍କ ପ୍ରିୟ ଆପଣଙ୍କଠୁ ବଚନ ମାଗି ପାରନ୍ତି | ଆପଣଙ୍କ ବସ ଆଜି ଆପଣଙ୍କ ପ୍ରଶଂସା କରି ପାରନ୍ତି |

About odisha news

Check Also

ଆଜିର ରାଶିଫଳ : 17 ମେ 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଖୁଦ୍ର ସମୟ ପାଇଁ କ୍ରୋଧରେ ଭାସିକି କୌଣସି ନିଷ୍ପତି ନିଅନ୍ତୁ ନାହିଁ |ଏହା ଆପଣଙ୍କ ପିଲାଙ୍କ ହିତାକୁ …

Leave a Reply

Your email address will not be published.