Breaking News

ଆଜିର ରାଶିଫଳ : 26 ଏପ୍ରିଲ 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ହୃଦୟ ରୋଗୀଙ୍କ ପାଇଁ କଫି ଛାଡ଼ିବାର ଉଚିତ ସମୟ ଆସିଛି | ଏବେ ଏହାର ଟିକେ ବି ଉପଯୋଗ ହୃଦୟ ଉପରେ ଅତିରିକ୍ତ ଚାପ ଦେଇ ପାରେ | ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ | କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ | ଆଜି ଆପଣଙ୍କର କୌଣସି ଦୂର ସମ୍ପର୍କୀୟଙ୍କ ଖୁସି ଖବର ଆପଣଙ୍କ ପରିବାରରେ ହର୍ଷ ଉଲ୍ଲାସ ଭରିଦେବ |

ବୃଷ ରାଶି
ଆଜି ଆପଣକୁ କିଛିଟା ଯୁକ୍ତି ତର୍କ ଯୋଗୁ ଚାପ କିମ୍ବା ମନ ଖରାପ ଅନୁଭବ ହାଇ ପାରେ| ଭବିଷ୍ୟ କଥା ଭାବିକି ଅର୍ଥ ନିବେଶ କରନ୍ତୁ | ପୁରୁଣା ସମ୍ପର୍କ ଓ ସାଂଗ ସାହାଯ୍ୟ କରିବେ | ଆଜି ନିଜ ସାଥୀକୁ ନିଜ ଅବସ୍ଥା ଜଣାଇବାରେ ଅସୁବିଧା ଅନୁଭବ କରିବେ | ସହକର୍ମୀ ଓ ବରିଷ୍ଠ ଲୋକଙ୍କ ପୁରା ସହଯୋଗ ପାଇ କାର୍ଯ୍ୟାଳୟର କାମ ଅତି ଶୀଘ୍ର କରି ପାରିବେ |

ମିଥୁନ ରାଶି
ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ | କିନ୍ତୁ ନିଜର ଉତ୍ସହାକୁ ନିଅତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେଵାଭି ବିପଦ ସ୍ତୃଷ୍ଟି କରି ପାରେ | ଆପଣଙ୍କ ପଇସା କେଉଁଠି ଓ କେମିତି ଖର୍ଚ୍ଚ ହେଉଛି ତା’ ବିଷୟରେ ଆପଣ ଯତ୍ନ ବାନ ହେବ ଉଚିତ ନଚେତ ଆଗାମୀ ଦିନମାନଙ୍କରେ ପଶ୍ଚାତାପ କରିବାକୁ ପଡ଼ିପାରେ | ପିଲା ମାନେ ଆଜି ଦିନଟା ଆପଣଙ୍କ ପାଇଁ କଷ୍ଟକର ବନେଇ ପାରନ୍ତି |

କର୍କଟ ରାଶି
ସତର୍କ ରୁହନ୍ତୁ,କାରଣ କେହି ଆପଣଙ୍କୁ ବଳି ଦେବାର ଛେଳି ବନେଇ ପାରେ | ମାନସିକ ଚାପି ଓ ଚିନ୍ତା ବଢ଼ୀ ପାରେ | ଆପଣ ସଞ୍ଚୟ କରିଥିବା ଧାନ ଆଜି ପଣଙ୍କର କାମରେ ଆସିବା କିନ୍ତୁ ତା ସହିତ ଏହି ଧନ ଖର୍ଚ୍ଚ ହେବାର ବା ଯିବାର ଦୁଃଖ ମଧ୍ୟ ଆପଣଙ୍କୁ ହେବ | ଆପଣଙ୍କର ଜୀବନସାଥୀର ଚାପ ଦୂର କରିବା ପାଇଁ ଘରୋଇ କାମ-କାର୍ଯ୍ୟରେ ସାହାଯ୍ୟ କରନ୍ତୁ |

ସିଂହ ରାଶି
ଜୀବନ ଆଡ଼କୁ ଦୁଃଖ ଦୃଷ୍ଟିରେ ଦେଖିବା ବନ୍ଦ କରନ୍ତୁ | ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ | କୌଣସି ଧାର୍ମିକ ସ୍ଥଳ କିମ୍ବା ବଂଧୁ ଘରକୁ ଆଜି ଯିବାର ସମ୍ଭାବନା ଅଛି | ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ | କାମ-କାର୍ଯ୍ୟ କଲା ବେଳେ ଆପଣଙ୍କୁ ସମସ୍ତଙ୍କର ସ୍ନେହ ଓ ସହଯୋଗ ମିଳିବ |

କନ୍ୟା ରାଶି
ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଯେଉଁମାନେ କୌଣସି ସମ୍ବନ୍ଧିୟଙ୍କ ଠାରୁ ଧାର ନେଇଥିଲେ, ସେମାନଙ୍କୁ ଆଜି ଯେକୌଣସି ପରିସ୍ଥିତିରେ ଧାର ସୁଝିବାକୁ ପଡ଼ିପାରେ | ଭାବି ଚିନ୍ତିକି କଥା ବାର୍ତା ଓ ସହୋଦ୍ୟୋଗ ସାହାଯ୍ୟରେ ନିଜର ଜୀବନ ସାଥି ସହ ସମ୍ପର୍କରେ ସୁଧାର ଆସି ପାରେ |

ତୁଳା ରାଶି
ଆଜି ନିଜର ଭାବନାକୁ ନିଯନ୍ତ୍ରଣ କରିବାକୁ କଷ୍ଟ ଲାଗି ପାରେ- ଆଜି ଆପଣଙ୍କର ଅସାମାନ୍ୟ ଆଚରଣ ଯୋଗୁଁ ଲୋକ ମାନେ ଦ୍ୱନ୍ଦ୍ୱରେ ପଡିବେ ଓ ଆପଣ ମଧ୍ୟ ବହୁତ ବିରକ୍ତ ଅନୁଭବ କରିବେ | ଭାବି ଚିନ୍ତିକି ନିବେଶ କରନ୍ତୁ | ଆଜି ଆପଣଙ୍କର କୌଣସି ଦୂର ସମ୍ପର୍କୀୟଙ୍କ ଖୁସି ଖବର ଆପଣଙ୍କ ପରିବାରରେ ହର୍ଷ ଉଲ୍ଲାସ ଭରିଦେବ | ପ୍ରେମର ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଆଜି ଦିନ ଅତି ବିଶେଷ ରହିବ |

ବିଛା ରାଶି
ଆପଣଙ୍କ ବ୍ୟକ୍ତିଗତ ସମସ୍ୟା ମାନସିକ ସାନ୍ତିକୁ ଭଙ୍ଗ କରି ପାରେ | ମାନସିକ ଚାପି ଠୁ ରକ୍ଷା ପାଇବା ପାଇଁ କିଛି କୌତୁହଳଜନକ ଓ ଭଲ ପଢ଼ନ୍ତୁ | ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | ପରିବାର ଲୋକଙ୍କ ସହିତ ଗତିବିଧି ସମସ୍ତଙ୍କୁ ଖୁସି ରଖିବ | ପ୍ରେମ କ୍ଷେତ୍ରରେ ଆଜି ଆପଣଙ୍କୁ କେହି ଭୁଲ ବୁଝି ପାରନ୍ତି |

ଧନୁ ରାଶି
ନିଜକୁ ସୁଧାରିବା ଯୋଜନା ଯୋଗୁଁ ଦୁଇଟି ପକ୍ଷରୁ ଲାଭ ମିଳି ପାରେ ଓ ଆପଣ ନିଜକୁ ନଇୟିକି ଆତ୍ମବିଶ୍ୱାସୀ ଓ ତୁଳନାତ୍ମକ ଅନୁଭବ କରିବେ | ଜମିଜମା କାମରେ ନିବେଶ କରିବା ଲାଭକାରୀ ରହିବ | ଆପଣଙ୍କ ହାସ୍ୟବୃତ୍ତି ଓ ଜ୍ଞାନ ଯୋଗୁଁ ଆଖ ପାଖ ଲୋକ ପ୍ରଭାବିତ ରହିବେ | ଆପଣଙ୍କ ଦାମିକା ଉପହାର ବି ଆପଣଙ୍କ ପ୍ରିୟର ଚେହେରାରେ ଖୁସି ଆଣିବାରେ ଅସଫଳ ହେବେ,କାରଣ ତାହା ତାଙ୍କୁ ଟିକେ ବି ପ୍ରଭାବିତ କରିବ ନାହିଁ | ଆଜି ଦିନ ସାରା କାର୍ଯ୍ୟାଳୟର ପରିବେଶ ଉତ୍ତମ ରହିବ |

ମକର ରାଶି
ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରକଃନ୍ତୁ ଓ ସୁସ୍ତ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ | ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ | ସାଙ୍ଗ ମାନଙ୍କ ସହିତ ବୁଲା-ବୁଲି ଆନନ୍ଦ ଦେବ | କିନ୍ତୁ ବେଶୀ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ,ନହେଲେ ଆପଣଙ୍କୁ ଖାଲି ପକେଟ ନେଇ ଘରକୁ ଫେରିବାକୁ ପଡ଼ିବ | ଆପଣଙ୍କ ପ୍ରିୟାଙ୍କ କଡା ଶବ୍ଦ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ |

କୁମ୍ଭ ରାଶି
ଆପଣଙ୍କ ସକରାତ୍ମକ ଚିନ୍ତା ପୁରସ୍କୃତ ହେବ, କାରଣ ଆପଣ ନିଜର ଚେଷ୍ଟାରୁ ହିଁ ସଫଳତା ପାଇବେ | ଭବିଷ୍ୟ କଥା ଭାବିକି ଅର୍ଥ ନିବେଶ କରନ୍ତୁ | ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବାରେ ସହଯୋଗ ଦେବେ | ଯେଉଁ ଲୋକ ମାନେ ପ୍ରେମର ସଂଗୀତରେ ବୁଡ଼ିକି ଅଛନ୍ତି, କବଳ ସେହି ମାନେ ଏହି ସୁରା-ତାଳର ଆନନ୍ଦ ନେଇ ପାରିବେ |

ମୀନ ରାଶି
ନିଜର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖିକି ପାଟି-ତୁଣ୍ଡରେ ପସିବାଠୁ ପରିହାର କରନ୍ତୁ | ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଏହା ଆଜି ଆପଣଙ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିପା ନିଜର ନୂତନ ଯୋଜନା ପାଇଁ ନିଜର ମାତା-ପିତାଙ୍କୁ ବିଶ୍ୱାସରେ ନେବା ଅତି ଆବଶ୍ୟକ |

About odisha news

Check Also

ଆଜିର ରାଶିଫଳ : 17 ମେ 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଖୁଦ୍ର ସମୟ ପାଇଁ କ୍ରୋଧରେ ଭାସିକି କୌଣସି ନିଷ୍ପତି ନିଅନ୍ତୁ ନାହିଁ |ଏହା ଆପଣଙ୍କ ପିଲାଙ୍କ ହିତାକୁ …

Leave a Reply

Your email address will not be published.