Breaking News

ଆଜିର ରାଶିଫଳ : 25 july 2022 ସୋମବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଆପଣଙ୍କ ଆଶା ଗୋଟେ ଶୁଂଗନ୍ଧିତ ସୁନ୍ଦର ଫୁଲ ପରି ଫୁଟିବ ହଠାତ ଖର୍ଚ ଆସିବା କାରଣରୁ ଆର୍ଥିକ ଅବସ୍ଥାରେ ବୋଝ ଆସି ପାରେ| ବନ୍ଧୁ ବାନ୍ଧବ ମାନଙ୍କୁ ଦେଖା କରିବା ଆପଣଙ୍କ ଆଶା ଠୁ ଅଧିକ ଉତ୍ତମ ରହିବ | ଆଜି ପ୍ରେମ ସମ୍ବନ୍ଧରେ ନିଜର ସ୍ୱତନ୍ତ୍ର ବିବେକର ବ୍ୟବହାର କରନ୍ତୁ | ପାଠୟଚକ୍ର ଓ ବକୃତାରେ ଭାଗ ନେଇ ଆଜି ଆପଣ ଗୁଡ଼ାଏ ନୂତନ ବିଚାର ପ୍ରାପ୍ତ କରି ପାରିବେ |

ବୃଷ ରାଶି
ଇଛାଶକ୍ତି କାମ ଥିବା କାରଣରୁ ଆପଣ ଭାବନାତ୍ମକ ଓ ମାନସିକ ଅସୁବିଧାରେ ପଡି ପାରନ୍ତି ଏକ ନୂତନ ବିତିୟ ବୁଝାବଣା ଶେଷ ରୂପ ନେବ ଓ ଧନ ପ୍ରାପ୍ତି ହେବ | ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା ବାର୍ତା କରନ୍ତୁ | କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଚେଇଁ ରହିବ | ଆପଣ ଯାହା ବି କରିବେ ଭଲ ଭାବରେ କରିବେ |

ମିଥୁନ ରାଶି
ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ଯଦି ଆପଣ ସାମାଜିକ ଭୋଜି ଓ କାର୍ଯ୍ୟକ୍ରମରେ ଭାଗ ନେବେ ତାହେଲେ ଆପଣ ନିଜର ସାଙ୍ଗ-ସାଥୀ ମାନଙ୍କ ସହିତ ସମ୍ବନ୍ଧରେ ବୃଦ୍ଧି ଆଣି ପାରିବେ | ଆଜି ନିଜ ପ୍ରିୟାଙ୍କ କିଛି ରସାଳ କଥା କୁହନ୍ତୁ ନାହିଁ କାର୍ଯ୍ୟକ୍ଷେତ୍ରରେ ଆପଣ ନିଜକୁ ବିଶେଷ ବୋଲି ଅନୁଭବ କରିବେ |

କର୍କଟ ରାଶି
ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ ଆଜି ଆପଣଙ୍କର କୌଣସି ପୁରୁଣା ମିତ୍ର ଆପଣଙ୍କୁ ବ୍ୟାପାରରେ ଲାଭ ପାଇବାର ଉପଦେଶ ଓ ଉପାୟ କହିପାରେ ତାକୁ ମାନିଲେ ଆପଣ ଲାଭାନ୍ବିତ ହୋଇପାରିବେ | ଯେତିକି ଆପଣ ଭାବିଥିଲେ ଆପଣଙ୍କ ଭାଇ ତହାଠୁ ବେଶୀ ସହାୟକ ପ୍ରମାଣିତ ହେବେ | ନିଜର ପ୍ରିୟ ଠୁ ଦୁରେଇ ଜବ ପରେ ବି ଆପଣ ତାନ୍କର ଉପସ୍ଥିତି ଅନୁଭବ କରିବେ |

ସିଂହ ରାଶି
ବେଶୀ କୋଲେଷ୍ଟ୍ରୋଲ ଥିବା ଖାଦ୍ୟ ପଦାର୍ଥକୁ ବର୍ଜନ କରନ୍ତୁ କିଛିଟା ଆବଶ୍ୟକ ଯୋଜନା କାରଣ ଯୋଗୁଁ ଆପଣଙ୍କ ଅର୍ଥ ଅବସ୍ଥାରେ ଉନ୍ନତି ହୋଇ ପାରେ | ସାଙ୍ଗ ମାନଙ୍କ ଅସୁବିଧା ଓ ଚାପ କାରଣରୁ ଆପଣ ଭଲ ଅନୁଭବ କରିବେ ନାହିଁ | ଆଜି ଆପଣ କୌଣସି ଯୋଜନା ବିଫଳ ହେବ ଯୋଗୁଁ ନିରାଶ ହୋଇ ପାରନ୍ତି | କାର୍ଯ୍ୟସ୍ଥଳରେ କାମ କଥାବାର୍ତା କରି ସଂଯମତା ରକ୍ଷା କରନ୍ତୁ ନଚେତ ଆପଣଙ୍କର ନକାରାତ୍ମକ ଛବି ଦେଖାଯାଇପାରେ |

କନ୍ୟା ରାଶି
ଯଦି ଆପଣ ବହୁତ ଦିନରୁ ଆରାମ କରି ନାହାନ୍ତି ତାହେଲେ ଆଜି ଟିକେ ଦୁର୍ବଳ ଅନୁଭବ କରିବେ ତେଣୁ ଆରାମ କରିବା ଅତି ଜରୁରି | ଆପଣଙ୍କର ପିତାଙ୍କର କୌଣସି ଉପଦେଶ ଆଜି ଆପଣଙ୍କୁ ଧାନ ଲାଭ କରାଇପାରେ | ସେଵୀ ଲୋକାନାଂକ ସହିତ ଟିକେ ସମୟ ବ୍ୟତୀତ କରନ୍ତୁ, ଯେଉଁ ମାନେ ଆପଣଙ୍କୁ ପସନ୍ଦ କରନ୍ତି ଓ ଆପଣଙ୍କ ଯତ୍ନ ନିଅନ୍ତି |

ତୁଳା ରାଶି
ଆଜି ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ | ଆଜି ଆପଣଙ୍କ ଜମା ଖାତାରେ କୌଣସି ଅଜଣା ସୂତ୍ରରୁ ଅର୍ଥ ଆସିପାରେ ଯାହା ପାଇଁ ଆପଣ ବହୁତ ଖୁସି ଅନୁଭବ କରିବେ | ପିଲା ମାନେ ଆଜି ଦିନଟା ଆପଣଙ୍କ ପାଇଁ କଷ୍ଟକର ବନେଇ ପାରନ୍ତି | ସ୍ନେହ ମମତା ଆପଣେଇ ତାଙ୍କୁ ବୁଝାନ୍ତୁ ଓ ଅଦରକାରୀ ଚାପ ଠୁ ରକ୍ଷା ପାନ୍ତୁ |

ବିଛା ରାଶି
ଆପଣଙ୍କ ବ୍ୟକ୍ତିଗତ ସମସ୍ୟା ମାନସିକ ସାନ୍ତିକୁ ଭଙ୍ଗ କରି ପାରେ ମାନସିକ ଚାପି ଠୁ ରକ୍ଷା ପାଇବା ପାଇଁ କିଛି କୌତୁହଳଜନକ ଓ ଭଲ ପଢ଼ନ୍ତୁ | ନିଜ ପାଇଁ ଧାନ ସଂଚୟ କରିବାର ଆପଣଙ୍କର ଯୋଜନା ଆଜି ସଫଳ ହୋଇପାରେ | ଆଜି ଆପଣ ଉଚିତ ମାତ୍ରାରେ ସଂଚୟ କରିବାରେ ସକ୍ଷମ ହୋଇପାରିବେ | ଆଜି ଦିନଟା ଖୁସି ଭରା ରହିବ କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ |

ଧନୁ ରାଶି
ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ଘରେ କିଛି ପରିବର୍ତନ ଯୋଗୁଁ ଆପଣ ଆବେଗପ୍ରବଣ ହୋଇ ପାରନ୍ତି କିନ୍ତୁ ଆପଣ ନିଜ ଭାବନାକୁ ସେମାନଂକ ସାମନାରେ ପ୍ରସ୍ତୁତ କରିବା ପାଇଁ ସଫଳ ହେବେ ଯେଉଁ ମାନେ ଆପଣଙ୍କ ପାଇଁ ବିଶେଷ ଅଟନ୍ତି | ଆଜି ନିଜ ସାଥୀ ସହିତ ବିବାଦ ହୋଇ ପାରେ |

ମକର ରାଶି
ସକରାତ୍ମକ ବିଚାରକୁ ହିଁ ନିଜ ମନକୁ ଆସିବାକୁ ଦିଅନ୍ତୁ ଯେଉଁ ମାନେ ଆପଣଙ୍କୁ ଉଦ୍ୟମ ପାଇଁ ଋଣ ମାଗୁଛନ୍ତି ତାଙ୍କୁ ଆଜି ଅବଜ୍ଞା କରନ୍ତୁ | ଆପଣଙ୍କର ପରିବାର ପକ୍ଷରୁ ଆପଣ ଆଜି ଖୁସି ଅନୁଭବ କରିବେ ନାହିଁ | ପ୍ରେମର ଋତୁ ଆସିଛି | କିନ୍ତୁ ଆପଣ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖନ୍ତୁ, ନଚେତ ସମ୍ବନ୍ଧରେ କଟୁତା ଆସି ପାରେ | ଆପଣ ନିହାତି ସଫଳ ହେବେ – ଖାଲି ଗୋଟେ ଗୋଟେ କରିକି ମହତ୍ୱପୂର୍ଣ୍ଣ ପାଦ ପକେଇବାର ଦରକାର ଅଛି |

କୁମ୍ଭ ରାଶି
ସନ୍ଧ୍ୟା ବେଳେ ଟିକେ ଆରାମ କରନ୍ତୁ ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧନ ସଞ୍ଚିତ ନାହିଁ, ତେବେ ଘରର କୌଣସି ବଡ଼ଙ୍କ ଠାରୁ ଧନ ସଞ୍ଚୟ କରିବାର ଉପଦେଶ ନିଅନ୍ତୁ | ପ୍ରେମ ମିଳାମିଶା ଓ ବନ୍ଧନରେ ବୃଦ୍ଧି ହେବ ଆଜି ଆପଣଙ୍କୁ ସତ୍ୟତାର ସାମନା କରିବାକୁ ପଡ଼ିବ ଓ ତାହା ଯୋଗୁଁ ଆପଣ ନିଜ ପ୍ରିୟକୁ ଭୁଲି ଯିବାକୁ ନିଷ୍ପତି ନେବେ | କାର୍ଯ୍ୟାଳୟରେ ଆପଣଙ୍କ ଶତ୍ରୁ ଆଜି ଆପଣଙ୍କର ଗୋଟେ ଭଲ କାର୍ଯ୍ୟ କାରଣରୁ ମିତ୍ର ପାଲଟି ଯିବେ |

ମୀନ ରାଶି
ଆଜି ଆପଣ ପୁରା ଉର୍ଜାରେ ଭରି ରହିବେ ଓ ଆପଣଙ୍କୁ ତାହାର ସବୁ କାମ ସାରିବା ପାଇଁ ପ୍ରୟୋଗ କରିବା ଉଚିତ | ଏକ ନୂତନ ବିତିୟ ବୁଝାମଣା ଅନ୍ତିମ ରୂପ ନେବା ଓ ଧନ ପ୍ରାପ୍ତି ହେବ | କିଛି ଲୋକଁକ- ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ| ପ୍ରେମର ଭାବାବେଶେ ଆଜି ରାତି ଆପଣଙ୍କୁ ଶୋଇବାକୁ ଦେବା ନାହିଁ | କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ |

About odisha news

Check Also

ଆଜିର ରାଶିଫଳ : 22 july 2022 ଶୁକ୍ରବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ଯଦିଓ ଧନ …

Leave a Reply

Your email address will not be published.