Breaking News

ଆଜିର ରାଶିଫଳ : 24 july 2022 ରବିବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଆଜି ଅନ୍ୟ ଲୋକଙ୍କ ଚିନ୍ତା ଯୋଗୁଁ ନିଜକୁ ସମୟ ଦେଇ ପାରିବେନି ତେଣୁ ନିଜ ପାଇଁ ଟିକେ ସମୟ କାଢନ୍ତୁ ଓ ନିଜକୁ ଖୁସି ଦେବା ପରି କାମ କରନ୍ତୁ | ନିଜକୁ ଅବହେଳା କରନ୍ତୁ ନାହିଁ | ବିଦେଶକୁ ଯାଇ ଶିକ୍ଷ୍ୟା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ | ଯେଉଁ ଲୋକ ମାନଙ୍କୁ ଆପଣ ପସନ୍ଦ କରନ୍ତି ସେମାନଙ୍କୁ ଉପହାର ଦେବା-ନେବା ପାଇଁ ଅତି ଶୁଭ ଦିନ ଅଟେ | ଆପଣଙ୍କ ପ୍ରିୟ ଆଜି ଆପଣଙ୍କୁ ଦିନ ଯାକ ମନେ ପକେଇବ |

ବୃଷ ରାଶି
ଶାରୀରିକ ଲାଭ ପାଇଁ ବିଶେଷକରି ମାନସିକ ସମ୍ଭନ୍ଧରେ ଦୃଢ଼ତା ପ୍ରାପ୍ତ କରିବା ପାଇଁ ଧ୍ୟାନ ଓ ଯୋଗରେ ଆଶ୍ରିତ ହୁଅନ୍ତୁ କୌଣସି ନୂଆ ଚମତ୍କାରୀ ବିଚାର ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରି ପାରେ | କିଛି ଲୋକ ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରନ୍ତି ତାଙ୍କୁ ଗୁରୁତ୍ୱ ଦିଅନ୍ତୁ ନାହିଁ | ଏକ ପଟୁଆ ଭଲ ପାଇବା ଯୋଗୁଁ ଆଜି ଦୁର୍ଘଟଣାପୂର୍ଣ୍ଣ ଘଟଣା ହୋଇ ପାରେ |

ମିଥୁନ ରାଶି
ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଯାହା କାରଣରୁ ଆପଣ ସଫଳତା ଆଡ଼କୁ ଶୀଘ୍ର ବଢ଼ିବେ | ଏମିତି ପ୍ରତି ଜିନିଷ୍ଠୁ ପରିହାର କରନ୍ତୁ,ଯାହା କାରଣରୁ ଆପଣଙ୍କ ଶକ୍ତି ନଷ୍ଟ ହବନି | ଧନର ଆବଶ୍ୟକତା କେବେବି ପଡ଼ିପାରେ ସେଥିପାଇଁ ଯେତେ ସମ୍ଭବ ଆଜିଠାରୁ ସଞ୍ଚୟ କରନ୍ତୁ | କୌଣସି ଧାର୍ମିକ ସ୍ଥଳ କିମ୍ବା ବଂଧୁ ଘରକୁ ଆଜି ଯିବାର ସମ୍ଭାବନା ଅଛି | ଆଜି ପ୍ରେମ ବାୟୁ ପବନରେ ମିଶି ଯାଇଛି| ଚାରି ଆଡେ ସବୁ କିଛି ଗୋଲାପୀ ଗୋଲାପୀ ଦେଖା ଯିବା କାମ ଓ ଘରର ଚାପ ଯୋଗୁଁ ଆଜି ଟିକେ ବେଶୀ ରାଗ ଅନୁଭବ କରିବେ |

କର୍କଟ ରାଶି
ମନଵୈଜ୍ଞାନିକ ଡର ଆପଣଙ୍କ ଉତ୍ତେଜିତ କରି ପାରେ | ସକରାତ୍ମକ ଚିନ୍ତା ଓ ସ୍ଥିତିର ଆଲୋକିତ ପଟକୁ ଦେଖିବା ଆପଣଙ୍କୁ ଏହା ଠୁ ରକ୍ଷା କରି ପାରିବ | ଆର୍ଥିକ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ | ନିଜର ସାମାଜିକ ଜୀବନକୁ ଅବହେଳା କରନ୍ତୁ ନାହିଁ | ନିଜର ବ୍ୟସ୍ତ ଦୈନିକ-କାର୍ଯ୍ୟ ଠୁ ଟିକେ ସମୟ କାଢିକି ନିଜ ପରିବାର ସହିତ ଆୟୋଜନରେ ଭାଗ ନିଅନ୍ତୁ | ଏହା ନ କେବଳ ଆପଣଙ୍କ ଚାପ କମ କରିବ ତା ଛଡ଼ା ଆପଣଙ୍କ ସଂଶୟ ବି ଦୂର କରିବ |

ସିଂହ ରାଶି
ଅତ୍ୟଧିକ ମାନସିକ ଚାପ ଓ ଥକା ବିଷୟ ହୋଇ ପାରେ | ସ୍ଵାସ୍ଥ୍ୟକୁ ଠିକ ରଖିବା ପାଇଁ ବହୁତ ଆରାମ କରନ୍ତୁ ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଏହା ଆଜି ଆପଣଙ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିପା ଲୋକଙ୍କ ସହିତ ଠିକ ଭାବରେ ପ୍ରସ୍ତୁତ ହୁଅନ୍ତୁ ବିଶେଷ କରିକି ଯେଉଁ ମାନେ ଆପଣଙ୍କୁ ପ୍ରେମ କରନ୍ତି ଓ ଆପଣଙ୍କ ଯତ୍ନ ନିଅନ୍ତି |

କନ୍ୟା ରାଶି
ଆପଣଙ୍କ ଅଭଦ୍ର ବ୍ୟବହାର ଆପଣଙ୍କ ସାଂଗ ମାନଂକ ପାଇଁ ଅସୁବିଧା ସୃଷ୍ଟି କରି ପାରେ | ଯେଉଁମାନେ କୌଣସି ସମ୍ବନ୍ଧିୟଙ୍କ ଠାରୁ ଧାର ନେଇଥିଲେ ସେମାନଙ୍କୁ ଆଜି ଯେକୌଣସି ପରିସ୍ଥିତିରେ ଧାର ସୁଝିବାକୁ ପଡ଼ିପାରେ | ଆପଣ ସବୁ ପାରିବାରିକ ଋଣ ସାରିବାରେ ସଫଳ ରହିବେ | ଆପଣଙ୍କ ହସ ଆପଣଙ୍କ ପ୍ରିୟାର ରାଗ ଦୂର କରିବା ପାଇଁ ସବୁଠୁ ଉତ୍ତମ ଓଷଧ ଅଟେ | ଯେଉଁମାନେ ଏପର୍ଯ୍ୟନ୍ତ ବେରୋଜଗାର ଅଛନ୍ତି ଅଧିକ ପରିଶ୍ରମ କରିବା ଉଚିତ ନିଜର ମନୋବାୱଁଛିତ ଫଳ ପାଇବା ପାଇଁ |

ତୁଳା ରାଶି
ଆପଣଙ୍କ ଦାନ କରିବାର ବ୍ୟବହାର ଆପଣଙ୍କ ପାଇଁ ଲୁକାୟିତ ଆଶୀର୍ବାଦ ପରି ପ୍ରମାଣିତ ହେବ କାରଣ ଏହା ଆପଣଙ୍କ ସନ୍ଦେହ ଅନାସ୍ଥା ଲୋଭ ଓ ଆସକ୍ତି ପରି ଦୁଃଷ୍ପ୍ରଭାଵ ଠୁ ରକ୍ଷା କରିବ | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ଲୋକ ଓ ତାଙ୍କର ଉଦେଶ୍ୟ ବିଷୟରେ ଜଲ୍ଦି ନିର୍ଣ୍ଣୟ ନିଅନ୍ତୁ ନାହିଁ | ହୋଇ ପାରେ କି ସେମାନେ କାହା ଚାପରେ ଅଛନ୍ତି ଓ ତାଙ୍କୁ ଆପଣଙ୍କର ସହାନୁଭୂତି ଓ ବିଶ୍ୱାସର ଆବଶ୍ୟକତା ଅଛି | ଜୀବନରେ ଗୋଟେ ନୂତନ ସୁଯୋଗ ଆସି ପାରେ ଯାହା ପ୍ରେମ ଓ ଭଲ ପାଇବାକୁ ନୂତନ ଦିଶା ଦେଖେଇବ |

ବିଛା ରାଶି
ପରିବାରର କିଛି ଲୋକଙ୍କ ଇର୍ସା କରିବା ସ୍ଵଭାଵ ଆପଣଙ୍କ ପାଇଁ ବିରକ୍ତ ହେବାର କାରଣ ହୋଇ ପାରେ | କିନ୍ତୁ ନିଜର ଶାନ୍ତି ଭଙ୍ଗ କରିବାର ଆବଶ୍ୟକତା ନାହିଁ ନହେଲେ ସ୍ତିତି ଖରାପ ହୋଇ ପାରେ | ମନେ ରଖନ୍ତୁ ଯାହାକୁ ସୁଧାରି ହୁଏନି ତାକୁ ସ୍ୱୀକାର କରିବା ହିଁ ଭଲ | ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ | ଘର ବିତରେ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପାରେ | ଆଜି ନିଜ ପ୍ରିୟକୁ କ୍ଷମା କରିବାକୁ ଭୁଲନ୍ତୁ ନାହିଁ |

ଧନୁ ରାଶି
ଅସନ୍ତୋଷ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରି ପାରେ ପୁରୁଣା କଥାରେ ଆଉ ପସନ୍ତୁ ନାହିଁ ଓ ଯେତିକି ହେଇ ପାରୁଛି ରାମ କରନ୍ତୁ | ଆଜି ଯଦିବା ଆପଣଙ୍କ ପାଇଁ କୌଣସି ଆର୍ଥିକ ସମସ୍ୟା ନ ଉପୁଜିପାରେ ତଥାପି ଯଦି କୌଣସି ଏମିତି ସମସ୍ୟା ଆସିବା ତାହା ଆପଣ ଆପଣଙ୍କର ପ୍ରତିଭାରେ ସେହି ହାନୀକୁ ଲାଭରେ ପରିବର୍ତ୍ତନ କରିପାରିବେ | ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ ଘର ଲୋକଙ୍କ ମନରେ ଦୁଃଖ ଦେଇ ପାରନ୍ତି |

ମକର ରାଶି
ବର୍ତମାନ ଘଟୁଥିବା ଘଟଣା କାରଣରୁ ଆପଣଙ୍କ ମନ ଅସ୍ଥିର ହୋଇ ପାରେ | ଶାରୀରିକ ଓ ମାନସିକ ଲାଭ ପାଇଁ ଧ୍ୟାନ ଓ ଯୋଗ ଲାଭକାରୀ ପ୍ରମାଣିତ ହେବ | ଅର୍ଥ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ | ନିଜର ଜୀବନ-ସାଥୀ ସହିତ ନିଜର ଗୁପ୍ତ କଥାକୁ ଭାବି-ଛିନ୍ତିକି ଜଣାନ୍ତୁ | ଯଦି ସମ୍ଭବ ଏହା ଠୁ ନିଜକୁ ରକ୍ଷା କରନ୍ତୁ କାରଣ ଏହି କଥା ଗୁଡ଼ାର ବାହାର ଲୋକଙ୍କ ଜଣ ପଡ଼ିବାର ଡର ଅଛି |

କୁମ୍ଭ ରାଶି
ପ୍ରତିଦିନ ହେଉ ଥିବା ଗତିବିଧିରେ ଗର୍ଭବତୀ ମହିଳା ମାନଙ୍କୁ ସାବଧାନ ରହିବା ଆବଶ୍ୟକ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ ଆଜି ରାତିରେ ଆପଣଙ୍କୁ ଆପଣଙ୍କର ଦେଇଥିବା ଧନ ମିଳିବାର ସମ୍ଭାବନା ଅଛି | ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ | ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ |

ମୀନ ରାଶି
ପିଲା ମାନେ ଆପଣଙ୍କ ଅନୁସାରରେ ଚାଲିବେନି ଯାହା ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରେ ଆପଣଙ୍କୁ ନିଜ ଉପରେ ନିଅନ୍ତ୍ରଣ ରଖିବା ଆବଶ୍ୟକ କାରଣ କ୍ରୋଧ ସମସ୍ତଙ୍କ ପାଇଁ କ୍ଷେତିକାରକ ଓ ଏହା ଭାବି-ଚିନ୍ତିକି କାମ କରିବାର ବଳ ସାରି ଦିଏ | ଏହା କାରଣରୁ କେବଳ ବିପଦ ବଢ଼େ | ଆଗେ କରିଥିବା କାମର ପରିଣାମ ଆଜି ମିଳିବା ଯୋଗୁଁ ଆପଣଙ୍କ ସବୁ ମନୋକାମନା ପୁର୍ଣ ହେବ ଓ ସୌଭାଗ୍ୟ ଆପଣଙ୍କ ବାଟରେ ଆସିବ | ଘର ବିତରେ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପାରେ | ପ୍ରେମ ସମ୍ବନ୍ଧରେ ଦାସ ପରି ବ୍ୟବହାର କରନ୍ତୁ ନାହିଁ |

About odisha news

Check Also

ଆଜିର ରାଶିଫଳ : 22 july 2022 ଶୁକ୍ରବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ଯଦିଓ ଧନ …

Leave a Reply

Your email address will not be published.