Breaking News

ଆଜିର ରାଶିଫଳ : 23 ଏପ୍ରିଲ 2022 ଶନିବାର କେମିତି କଟିବ ଆଜିର ଦିନ |

ମେଷ ରାଶି
ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ହଠାତ ଖର୍ଚ୍ଚ ଆସିବା କାରଣରୁ ମନ ଖରାପ ହୋଇ ପାରେ | ପ୍ରେମ ଏକ ଏମିତିଆ ଭାବନା ଯାହାକି ନା କେବଳ ଅନୁଭବ କରା ଯିବା କଥା, ତା ଛଡ଼ା ପ୍ରିୟ ସହିତ ବାଣ୍ଟିବା ବି କଥା |

ବୃଷ ରାଶି
ପ୍ରତ୍ୱେକଟି ମଣିଷକୁ ଧ୍ୟାନ ଦେଇ ଶୁଣନ୍ତୁ, ହେଇ ପାରେ କି ଆପଣଙ୍କୁ ଆପଣଙ୍କ ସମସ୍ୟାର ସମାଧାନ ମିଳି ପାରେ | ଯେଉଁମାନେ ବିନା ଚିନ୍ତାରେ ଅର୍ଥ ଖର୍ଚ୍ଚ କରନ୍ତି , ସେମାନଙ୍କୁ ଆଜି ଅର୍ଥର ଆବଶ୍ୟକତା ପଡ଼ିପାରେ ଏବଂ ଆଜି ଆପଣ ଆବଶ୍ୟକତା ସମୟରେ ଅର୍ଥର ମହତ୍ୱ ବୁଝିପାରିବେ |

ମିଥୁନ ରାଶି
ଯୋଗ ଓ ତପଶ୍ୟା ଆଧ୍ୟାତ୍ମିକ ଓ ଶାରୀରିକ ଲାଭ ପାଇଁ ଉପକାରୀ ହୋଇ ଥାଏ | ଆଜି ନିବେଶ କରିବା ବର୍ଜନ କରନ୍ତୁ | ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା ବାର୍ତା କରନ୍ତୁ | ଆଜି ଆପଣ ପ୍ରେମ କରିବା ମନୋଦଶାରେ ଅଛନ୍ତି ଓ ତାହା ପାଇଁ ସୁଯୋଗ ମଧ୍ୟ ମିଳି ପାରେ |

କର୍କଟ ରାଶି
ପିଲା ଦିନର କଥା ଆପଣଙ୍କୁ ମନେ ପଡ଼ିବ | କିନ୍ତୁ ଏହି କାର୍ଯ୍ୟ ଯୋଗୁଁ ଆପଣ ନିଜକୁ ମାନସିକ ଚାପି ଦେଇ ପାରନ୍ତି | ଆପଣଙ୍କ ଚାପ ଓ ଚିନ୍ତାର ଗୋଟେ ବଡ଼ କାରଣ ପିଲା ଦିନର ନିରୀହତା ସହିତ ବଞ୍ଚିବାର ଇଚ୍ଛା,ସେଥିପାଇଁ ସ୍ବତନ୍ତ୍ର ହୋଇ ବଞ୍ଚନ୍ତୁ | ଯେଉଁମାନେ ଆପଣଙ୍କର ପଇସାରେ ଯୁଆ ଖେଳୁଥିଲେ ସେମାନେ ଆଜି ହାରିଯିବାର ସମ୍ଭାବନା ଅଛି |

ସିଂହ ରାଶି
ନିଜ ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ,ମଦ ପାନ କରିବାଠୁ ପରିହାର କରନ୍ତୁ | ଅଟକି ଥିବା କାମ ଆହୁରି ଗଭୀର ହେବ ଓ ଖର୍ଚ୍ଚ ଯୋଗୁଁ ଆପଣ ମାନସିକ ଚାପ ଅନୁଭବ କରିବେ | ପରିବାର ଲୋକଙ୍କ ସହିତ ଗତିବିଧି ସମସ୍ତଙ୍କୁ ଖୁସି ରଖିବ | ହଠାତ ମିଳି ଥିବା କୌଣସି ସୁଖଦ ସମାଚାର ଆପଣଙ୍କ ନିଦରେ ମିଠା ସ୍ବପ୍ନ ଦେବ |

କନ୍ୟା ରାଶି
ଲାଭ ପାଇବା ପାଇଁ ବୟସ୍କ ଲୋକଙ୍କୁ ନିଜର ଆନ୍ତରିକ ଉର୍ଜାର ସକାରାତ୍ମକ ଉପଯୋଗ କରିବା ଉଚିତ | ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ | ମାତା-ପିତାଙ୍କ ସହିତ ନିଜର ଖୁସି ବାଣ୍ଟନ୍ତୁ | ତାଙ୍କୁ ଅନୁଭବ ହେବାକୁ ଦିଅନ୍ତୁ କି ଆପଣଙ୍କ ମନରେ ତାଂକ ପାଇଁ କେତେ ମହତ୍ୱ ଅଛି,ଏହା ଦ୍ଵାରା ତାଙ୍କର ଏକୁଟିଆ ଥିବାର ଭାବନା ଆପେ ହିଁ ସରି ଯିବ |

ତୁଳା ରାଶି
ସ୍ୱାସ୍ଥୟଠୁଁ ଜଡିତ ଅସୁବିଧା ଅସହଜତାର କାରଣ ବନି ପାରେ | କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ଅବହେଳା ବି ଆଜି ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ କରାଇପାରେ | ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗ ସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ | ଏମିତି ବହୁତ ଜଣ ଥିବେ, ଯେଉଁ ମାନେ ଆପଣଙ୍କ ଉତ୍ସାହରେ ବୃଦ୍ଧି ଆଣିବେ |

ବିଛା ରାଶି
ପୁରୁଣା ଯୋଜନାରେ ସଫଳତା ଆତ୍ମବିଶ୍ଵାସରେ ବୃଦ୍ଧି ଆଣିବ | ଧନ ସମ୍ବନ୍ଧୀୟ କୌଣସି ମାମଲା ଯଦି କୋଟ କଚେରୀରେ ଚାଲୁଥାଏ ତେବେ ଆଜି ସେଥିରେ ଆପଣ ବିଜୟୀ ହୋଇପାରନ୍ତି ଏବଂ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ | କିଛି ଦିନରୁ ଆପଣଙ୍କର ବ୍ୟକ୍ତିଗତ ଜୀବନ ହିଁ ଆପଣଙ୍କ ଧ୍ୟାନର କେନ୍ଦ୍ର ରହିଛି | କିନ୍ତୁ ଆଜି ଆପଣ ସାମାଜିକ କାର୍ଯ୍ୟ ଉପରେ ବେଶୀ ଧ୍ୟାନ ଦେବେ ଓ ଅଭାବୀ ଲୋକଙ୍କର ସାହାଯ୍ୟ କରନ୍ତୁ |

ଧନୁ ରାଶି
ଆପଣଙ୍କ ସବୁଠୁ ବଡ ସମ୍ପତି ହୋଉଛି ଆପଣଙ୍କର ହସିବା-ହସେଇବାର କଳା ,ନିଜର ସ୍ୱାସ୍ଥ୍ୟ ଠିକ କରିବା ପାଇଁ ତାହାର ଉପଯୋଗ କରନ୍ତୁ | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ |

ମକର ରାଶି
କାର୍ଯ୍ୟ ମଝିରେ ବେଳେ-ବେଳେ ଟିକେ ଆରାମ କରନ୍ତୁ ଓ ଡେରି ରାତ୍ରି ଯାଏଁ କାମ କରଣତୂ ନାହିଁ | ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ | ବିବାହ ବନ୍ଧନରେ ଜଡିତ ହେବ ପାଇଁ ଏହା ଉତ୍ତମ ସମୟ ଅଟେ | ଯଦି ଆପଣ ଆପଣଙ୍କର ପ୍ରେମ ସମ୍ବନ୍ଧକୁ ବଜାୟ ରଖିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ କାହାର କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ ବା କୌଣସି ଭୁଲ ମନ୍ତବ୍ୟ ଦିଅନ୍ତୁ ନାହିଁ |

କୁମ୍ଭ ରାଶି
ଆପଣଙ୍କ ଇଚ୍ଛା ଶକ୍ତିକୁ ପ୍ରୋତ୍ସାହନ ମିଳିବ,କାରଣ ଆପଣ ବହୁତ ପ୍ରତାରଣାପୂର୍ଣ୍ଣ ସ୍ଥିତି ଠୁ ବାହାରିବାରେ ସଫଳ ହୋଇଛନ୍ତି | ଭାବନାତ୍ମକ ନିଷ୍ପତି ନେଲା ବେଳେ ବୁଦ୍ଧି ପ୍ରୟୋଗ କରିବା ଭୁଲନ୍ତୁ ନାହିଁ | ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତ ମିଶି କୌଣସି ଆର୍ଥିକ ଯୋଜନା କରିପାରନ୍ତି | ଏହି ଯୋଜନା ସଫଳ ହେବାର ଆଶା ଅଛି |

ମୀନ ରାଶି
ଆଜି ଆପଣଙ୍କ ଶରୀର ଭଲ ରହିବ | ଆଜି ଘରୁ ଆପଣ ଯଦିବା ସକାରାତ୍ମକ ସ୍ଥିତି ରେ ବାହାରିବେ ତଥାପି କୌଣସି ମୂଲ୍ୟବାନ ବସ୍ତୁ ଚୋରି ହେବ ଯୋଗୁଁ ଆପଣଙ୍କ ମାନସିକ ଅବସ୍ଥା ବିଗିଡ଼ି ଯିବ | ବନ୍ଧୁ ବାନ୍ଧବଙ୍କ ପାଖକୁ ଗୋଟେ ଛୋଟ ଯାତ୍ରା ଆପଣଙ୍କୁ ଦୌଡ଼ା-ଦୌଡ଼ି ଭରା ଦିନରେ ଆରାମ ଓ ଶାନ୍ତି ଦେବା ପରି ପ୍ରମାଣିତ ହେବ |

About odisha news

Check Also

ଆଜିର ରାଶିଫଳ 07 December 2022 ବୁଧବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ …

Leave a Reply

Your email address will not be published.