Breaking News

ଆଜିର ରାଶିଫଳ : 22 july 2022 ଶୁକ୍ରବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ଯଦିଓ ଧନ ଆପଣଙ୍କ ହାତରୁ ସହଜରେ ଖସି ଚାଲିବ କିନ୍ତୁ ଆପଙ୍କ ଗ୍ରହ ମାନେ ଆପଣଙ୍କ ଧନରେ କ୍ଷତି ହବାକୁ ଦେବେ ନାହିଁ | ଆଜି ଦିନରେ କାମ କଲା ବେଳେ ଆପଣଙ୍କୁ କୌଣସି ବିଶେଷ ଅସୁବିଧା ହେବ ନାହିଁ ଓ ଆପଣଙ୍କ ବିଜେତା ହୋଇ ବାହାରିବେ | ଆଜି ନିଜର ଗୁପ୍ତ ଗୁଣର ସହଯୋଗ ନେଇ ଦିନଟିକୁ ସୁନ୍ଦର ଭାବରେ କାଟିବେ |

ବୃଷ ରାଶି
ଆଜି ଦିନଟା ଏମିତିଆ କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେ,ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ | ଯେଉଁ ମାନେ କୌଣସି ଜମି ଜମା ଆଗରୁ କିଣିଥିଲେ ଏବଂ ଏବେ ତାହା ବିକ୍ରି କରିବାକୁ ଚାହୁଁଛନ୍ତି ଆଜି ସେମାନଙ୍କୁ ଭଲ କ୍ରତା ମିଳିବାର ସମ୍ଭାବନା ଅଛି ଏବଂ ଉକ୍ତ ଜମିକୁ ବିକ୍ରୟ କରି ଭଲ ଲାଭ ପାଇବାର ମଧ୍ୟ ସମ୍ଭାବନା ଅଛି | ଆଜି ଉତେଜିତ ରହିବେ କାରଣ ଆପଣଙ୍କ ପ୍ରିୟ ଆଜି ଫୋନ କରି ପାରନ୍ତି |

ମିଥୁନ ରାଶି
ଖୁସି ହେଇ ଯାଆନ୍ତୁ କାରଣ ଆପଣଙ୍କର ଭଲ ସମୟ ଆସୁଛି ଓ ଆପଣ ନିଜ ଭିତରେ ଅତିରିକ୍ତ ଉର୍ଜା ଅନୁଭବ କରିବେ | ଯେଉଁମାନେ ଆପଣଙ୍କର ପଇସାରେ ଯୁଆ ଖେଳୁଥିଲେ ସେମାନେ ଆଜି ହାରିଯିବାର ସମ୍ଭାବନା ଅଛି | ସେଥିପାଇଁ ସାବଧାନ ଜୁଆ ଏବଂ ଯୁଆରୀଙ୍କଠାରୁ ଦୂରରେ ରୁହନ୍ତୁ | ନିଜ ପିଲା କିମ୍ବା ନିଜଠୁ କମ ବୟସ ଲୋକଂକ ସହିତ ଧର୍ଯ୍ୟ ଦାହିରିକି କାମ କରିବା ଆବଶ୍ୟକ | ପ୍ରେମ ଜୀବନ କ୍ଷେତ୍ରରେ ଆଜି ଭଲ ଦିନ ନୁହେଁ କାରଣ ଆପଣ ଆଜି ପ୍ରକୃତ ପ୍ରେମ ଖୋଜିବାରେ ବିଫଳ ହେଇ ପାରନ୍ତି |

କର୍କଟ ରାଶି
ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ନିଜର ଘରର ସେମିତି ସଦସ୍ୟଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଆପଣଙ୍କ ଠାରୁ ପଇସା ନେଇ ଫେରନ୍ତି ନାହିଁ | କିଛି ଲୋକ ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରନ୍ତି ତାଙ୍କୁ ଗୁରୁତ୍ୱ ଦିଅନ୍ତୁ ନାହିଁ | ଆଜି ଆପଣଙ୍କ ପ୍ରିୟ ଆପଣଙ୍କୁ ଖୁସି କରିବା ପାଇଁ ଅନେକ ପ୍ରୟାସ କରିବେ |

ସିଂହ ରାଶି
ଆଜି ଆପଣଙ୍କ ପାଖାରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ ସୁଯୋଗର ଲାଭ ଉଠାନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପଦ ଯାତ୍ରାରେ ଯାନ୍ତୁ | ଆପଣଙ୍କ ଜୀବନସାଥୀ ଓ ସହଭାଗୀଙ୍କ ସହିତ ଧନକୁ ନେଇ ଝଗଡ଼ା ହୋଇପାରେ କିନ୍ତୁ ଆପଣ ଆପଣଙ୍କର ଶାନ୍ତ ସ୍ୱଭାବଦ୍ଵାରା ପରିସ୍ଥୀତିକୁ ସମ୍ଭାଳି ନେବେ | ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କ ଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି |

କନ୍ୟା ରାଶି
ଆପଣଙ୍କର ଉର୍ଜା ସ୍ତର ଉଚ୍ଚ ରହିବ ନିଜର ଧନ ସଞ୍ଚୟ କରିବା ପାଇଁ ଆଜି ଆପଣଙ୍କୁ ଆପଣଙ୍କର ପରିବାର ସହିତ କଥା ହୁଅନ୍ତୁ ସେମାନଙ୍କ ଉପଦେଶ ଆପଣଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସାହାଯ୍ୟ କରିବ | ପିଲା ମାନେ ଆଜି ଧ୍ୟାନ ଆକର୍ଷିତ କରିବାକୁ ଚେଷ୍ଟା କରିବେ କିନ୍ତୁ ତା ସଙ୍ଗେ ସଙ୍ଗେ ଖୁସି ହବାର କାରଣ ବି ହେବେ | ନିଜର ପ୍ରିୟାକୁ ଅବହେଳା କରିବା କାରଣରୁ ଘରେ ବିବାଦ ହୋଇ ପାରେ |

ତୁଳା ରାଶି
ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ଆର୍ଥିକ ଅବସ୍ଥାରେ କେବଳ ଗୋଟିଏ ହିଁ ସ୍ତ୍ରୋତରୁ ଲାଭ ମିଳିବ ଆପଣଙ୍କର ପରିବାର ପକ୍ଷରୁ ଆପଣ ଆଜି ଖୁସି ଅନୁଭବ କରିବେ ନାହିଁ | ଆଜି ଆପଣ ନିଜର ପ୍ରିୟାର ଅନୂପସ୍ଥିତି ଅନୁଭବ କରିବେ | ଚାକିରୀଠୁ ଜଡିତ ଯାତ୍ରା ସକରାତ୍ମକ ଫଳ ଦେବ | ଆପଣଙ୍କୁ ଇଣ୍ଟରଭିଉ ଦେଲା ବେଳେ ମୁଣ୍ଡ ଥଣ୍ଡା ରଖି ଓ ନିଜକୁ ଅଭିବ୍ୟକ୍ତିତ କରିବା ଆବଶ୍ୟକ |

ବିଛା ରାଶି
ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ|ମସ୍ତିସ୍କ ଜୀବନର ଦ୍ୱାର ଅଟେ,କାରଣ ଭଲ-ଖରାପ ସବୁ କିଛି ଏଇ ମାଧ୍ୟମରୁ ହିଁ ଆସେ|ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | ଯେତିକି ଆପଣ ଭାବିଥିଲେ ଆପଣଙ୍କ ଭାଇ ତହାଠୁ ବେଶୀ ସହାୟକ ପ୍ରମାଣିତ ହେବେ |

ଧନୁ ରାଶି
ବର୍ତମାନ ଘଟୁଥିବା ଘଟଣା କାରଣରୁ ଆପଣଙ୍କ ମନ ଅସ୍ଥିର ହୋଇ ପାରେ | ଶାରୀରିକ ଓ ମାନସିକ ଲାଭ ପାଇଁ ଧ୍ୟାନ ଓ ଯୋଗ ଲାଭକାରୀ ପ୍ରମାଣିତ ହେବ | ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଯଦି ଆପଣଙ୍କୁ ଧାନ ସଂଚୟ କରିବାର ଅଛି ତେବେ ଏ ବିଷୟରେ ନିଜ ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତା କରନ୍ତୁ |

ମକର ରାଶି
ଆଧ୍ୟାତ୍ମିକତାର ସାହାଯ୍ୟ ନେବା ପାଇଁ ଉଚ୍ଛିତ ସମୟ ଚାଲିଛି କାରଣ ମାନସିକ ଚାପକୁ ଦୂର କରବା ପାଇଁ ସବୁଠୁ ଉତ୍ତମ ସମାଧାନ ସେଇଆ ହିଁ | ଧ୍ୟାନ ଓ ଯୋଗ ଆପଣଙ୍କ ମାନସିକ ବଳକୁ ବଢେଇବା ପାଇଁ ଉତ୍ତମ ରହିବ | ଧନ ଓ ଅର୍ଥର ମହତ୍ୱ ଆପଣ ଭଲଭାବରେ ଜାଣନ୍ତି | ସେଥିପାଇଁ ଆପଣଙ୍କର ସଞ୍ଚିତ ଧାନ ଆଜି ଆପଣଙ୍କର ବହୁତ କାମରେ ଆସିବା ଓ ଆପଣ ବହୁତ ବଡ଼ ଅସୁବିଧାରୁ ବାହାରିପାରିବେ | ନାତି-ନାତୁଣୀ ମାନଙ୍କଠୁ ଆଜି ବହୁତ ଖୁସି ମିଳି ପାରେ |

କୁମ୍ଭ ରାଶି
ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳିଆ ଅନୁଭବ କରିବେ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | କୌଣସି ପୌରାଣିକ ଜାଗାକୁ ବୁଲା-ବୁଲି ଯିବାକୁ ଯୋଜନା କରନ୍ତୁ | ଏହା କଲେ ପିଲା ଓ ପରିବାର ଲୋକଙ୍କୁ ଆବଶ୍ୟକ ସଜ ପରିବେଶ ମିଳିବ | ଆଜି ହଠାତ ନିଜର ଆତ୍ମୀୟ ମିତ୍ରକୁ ଦେଖା କରି ପାରନ୍ତି |

ମୀନ ରାଶି
ନିଜ ସ୍ୱାସ୍ଥ୍ୟକୁ ନେଇକି ଅଧିକ ଚିନ୍ତା କରନ୍ତୁ ନାହିଁ କାରଣ ଆପଣଙ୍କ ରୋଗ ଆହୁରି ଖରାପ ହୋଇ ପାରେ | ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧାନ ଅର୍ଜନ କରିବାରେ ସକ୍ଷମ | କେବେ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ | ସାଙ୍ଗ ମାନଙ୍କ ସାଙ୍ଗରେ କିଛି କଲା ବେଳେ ନିଜ ହିତକୁ ଅଦେଖା କରନ୍ତୁ ନାହିଁ – ହେଇ ପାରେ କି ଆପଣଙ୍କ ଦରକାରକୁ ବେଶୀ ଗଂଭୀରତାରେ ନ ନେଇ ପାରନ୍ତି | କେବଳ ସ୍ପଷ୍ଟ ବୁଝାମଣା ମାଧ୍ୟମରୁ ଆପଣଙ ଆପଣଙ୍କ ଜୀବନ-ସାଥୀଙ୍କୁ ଭାବନାତ୍ମକ ଭାବରେ ସାହାଯ୍ୟ ଦେଇ ପାରିବେ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.