Breaking News

ଆଜିର ରାଶିଫଳ : 21 September 2022 ବୁଧବାର, କେମିତି କଟିବ ଆଜିର ଦିନ !

ମେଷ ରାଶି
ଶରୀର ସୁସ୍ଥ ରହିବ ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ | ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ ନିଜ ପରିବାର ଲୋକଙ୍କ ସହିତ ରୁକ୍ଷ ବ୍ୟବହାର ନ କରନ୍ତୁ | ଏହା ପାରିବାରିକ ଶାନ୍ତି କୁ ଭଙ୍ଗ କରି ପାରେ | ଯୋଉ ଲୋକ ମାନଙ୍କର ବିବାହ ନିର୍ବନ୍ଧ ହୋଇ ସାରିଛି, ତାଙ୍କୁ ତାଙ୍କର ସହଭାଗୀଙ୍କ ଠାରୁ ଆଜି ବହୁତ ଖୁସି ମିଳିବ | ଆପଣଙ୍କର ବଆଇଓଡାଟା ପଠେଇବା ପାଇଁ କିମ୍ବା ଇଣ୍ଟରଭିଉ ଦେବା ପାଇଁ ଉତ୍ତମ ସମୟ ଅଛି |

ବୃଷ ରାଶି
ଯେମିତି ଯେମିତି ସଫଳତା ପାଖେଇ ଆସିବା ସେମିତି ସେମିତି ଉର୍ଜା କମି ଆସିବା | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ଯେତିକି ଆପଣ ଭାବିଥିଲେ ଆପଣଙ୍କ ଭାଇ ତହାଠୁ ବେଶୀ ସହାୟକ ପ୍ରମାଣିତ ହେବେ | ଆଜି ଆପଣଙ୍କ ପ୍ରିୟ ଟିକେ ବିରକ୍ତ ହୋଇ ପାରନ୍ତି ତାହା କାରଣରୁ ଆପଣଙ୍କ ମାନସିକ ଚାପି ଆହୁରି ବଢ଼ି ପାରେ | ପ୍ରତିସ୍ପରଧା କାରଣରୁ କାମ-କାର୍ଯ୍ୟ ଥକା ଓ ମାନସିକ ଚାପରେ ଭରା ହୋଇ ପାରେ |

ମିଥୁନ ରାଶି
ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ | ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ | ପ୍ରେମର ଋତୁ ଆସିଛି | କିନ୍ତୁ ଆପଣ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖନ୍ତୁ ନଚେତ ସମ୍ବନ୍ଧରେ କଟୁତା ଆସି ପାରେ | ବ୍ୟବସାୟୀ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ |

କର୍କଟ ରାଶି
ବିଷାଦ ବିରୋଧରେ ଆପଣଙ୍କ ହସ ବିପଦଅଠୁ କାଢ଼ିବା ପାଇଁ ସାହାଯ୍ୟ କାରିବ | ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତ ମିଶି କୌଣସି ଆର୍ଥିକ ଯୋଜନା କରିପାରନ୍ତି | ଏହି ଯୋଜନା ସଫଳ ହେବାର ଆଶା ଅଛି | ପାଠ ପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତା-ପିତା ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି |

ସିଂହ ରାଶି
ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ | ଯଦିବା ଅର୍ଥ ଆପଣଙ୍କ ପାଇଁ ସବୁଠାରୁ ବେଶୀ ମହତ୍ୱପୂର୍ଣ୍ଣ ତଥାପି ଏହପାଇଁ ଆପଣଙ୍କୁ ଆପଣଙ୍କ ସମ୍ପର୍କ ଖରାପ କରିବା ଉଚିତ ନୁହେଁ | ଘରେ ଓ ଆଖ-ପାଖରେ ଛୋଟ-ମୋଟ ପରିବର୍ତନ ଘରର ସାଜେ-ସଜାରେ ବୃଦ୍ଧି ଆଣିବ | ଆଜି ଆପଣ ରସମୟ କଳ୍ପନା ଓ ସ୍ୱପ୍ନର ଦୁନିଆରେ ହଜି ଯିବେ | କାର୍ଯ୍ୟାଳୟରେ ସ୍ନେହର ପରିବେଶ ରହିବ | ଏହି ସମୟ ନିଜ ଯୋଜନା ଓ ଶକ୍ତିକୁ ପରୀକ୍ଷା କରିବା ପାଇଁ ଶୁଭ ଅଛି |

କନ୍ୟା ରାଶି
ନିଜ ସ୍ୱାସ୍ଥ୍ୟକୁ ଧ୍ୟାନ ଦିଅନ୍ତୁ ଆଜି କୌଣସି ଏମିତି କୁଣିଆ ଆପଣଙ୍କ ଘରକୁ ଆସିପାରନ୍ତି ଯାହାଙ୍କ ଆଗମନରେ ଆସନ୍ତା ମାସରେ ହେବାକୁଥିବା ଖର୍ଚ୍ଚ ଏହି ମାସରେ ହୋଇଯିବ | ବିବାହ ବନ୍ଧନରେ ଜଡିତ ହେବ ପାଇଁ ଏହା ଉତ୍ତମ ସମୟ ଅଟେ | ଆଜି ଆପଣ ସବୁଠୁ ଉତ୍ତମ ଆଚରଣରେ ରୁହନ୍ତୁ ନଚେତ ଆପଣଙ୍କ ପ୍ରିୟର ମନ ଖରାପ ହୋଇ ପାରେ |ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରିବାଠୁ ଦୁରେଇ ରୁହନ୍ତୁ | ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ |

ତୁଳା ରାଶି
ନିଜର ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଦାନପୂର୍ଣ୍ଣ ପରି କାର୍ଯ୍ୟରେ ଯୋଗ ଦିଅନ୍ତୁ | ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଏହା ଆଜି ଆପଣଙ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିପା ଯେଉଁ ମାନଙ୍କୁ ଭାବନାତ୍ମକ ସାହାଯ୍ୟର ଆବଶ୍ୟକତା ଅଛି, ତାହା ସେମାନଙ୍କୁ ତାଙ୍କର ଘରର ବଡ ଲୋକ ମାନଙ୍କ ଠୁ ମିଳିବ |

ବିଛା ରାଶି
ଚଣା-ଛଣି କାଧ୍ୟ ଖେଇବାଠୁ ପରିହାର କରନ୍ତୁ | ଚାକିରୀ ବାକିରି କରୁଥିବା ଲୋକମାନଙ୍କୁ ଆଜି ଧନର ଆବଶ୍ୟକତା ପଡିପାରେ କିନ୍ତୁ ସେମାନଙ୍କର ଅତୀତରେ ବ୍ୟାଜ୍ୟାପ୍ତି ଯୋଗୁଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧାନ ନଥିବ | ସାଙ୍ଗ ମାନେ ଆଜି ଆପଣଙ୍କର ଦାତା ଆଚରଣର ଲାଭ ଉଠେଇ ବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ବର୍ଜନ କରନ୍ତୁ | ପ୍ରେମର ଜ୍ୱାଳା ଅନୁଭବ କରିବା ଅତି କଷ୍ଟ କିନ୍ତୁ ଆଜି ଆପଣ ପ୍ରେମର ଏହି ପାଗଳାମୀର କିଛିଟା ସୁଗନ୍ଧ ଅନୁଭବ କରିବେ |

ଧନୁ ରାଶି
କାର୍ଯ୍ୟାଳୟରୁ ଆଜି ଅତିଶୀଘ୍ର ବାହାରିବାକୁ ଚେଷ୍ଟା କରନ୍ତୁ ଓ ନିଜକୁ ପସନ୍ଦ ଆସୁଥିବା ଜିନିଷ କରନ୍ତୁ | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ପରିବାର ଲୋକଙ୍କ ପାଇଁ ଆପଣଙ୍କ ଜୀବନରେ ବିଶେଷ ମହତ୍ୱ ରହିବ | ନିଜ ପ୍ରିୟଙ୍କ ସହିତ ଆଜି ଉତ୍ତମ ବ୍ୟବହାର କରନ୍ତୁ | ଆଜି ସମୟ ବାହାର କରି ନିଜ ଜୀବନସାଥିଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି |

ମକର ରାଶି
ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ | ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ | ପ୍ରେମ କରିବା ପାଇଁ ଆଜି ଗୋଟେ ଭଲ ଦିନ ଅଟେ | ଆଜି ଆପଣଙ୍କ ପାଇଁ ଗୋଟେ ହିତକାରୀ ଦିନ, ତାହାର ଅଧିକ ଲାଭ ଉଠାନ୍ତୁ |

କୁମ୍ଭ ରାଶି
ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳିଆ ଅନୁଭବ କରିବେ | ବିବାହିତା ଦମ୍ପତି ମାନଙ୍କୁ ଆଜି ସେମାନଙ୍କ ପିଲାମାନଙ୍କ ପଢ଼ା ପାଇଁ ଆଛା ଖାସା ଧାନ ଖର୍ଚ୍ଚ କରିବାକୁ ପଡ଼ିପାରେ | ଆପଣଙ୍କ ଅଧିକାଂଶ ସମୟ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ବିତିବ | ଆଜି ଆପଣଙ୍କ ସହଭାଗୀ ଆପଣଙ୍କୁ ବହୁତ ଖୁସି ଦେବେ ଯାହା ଯୋଗୁଁ ଆପଣଙ୍କ ଉର୍ଜା ଉଚ୍ଚସ୍ତରୀୟ ରହିବ | ବ୍ୟବସାୟୀ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ | ବ୍ୟବସାୟ ପାଇଁ ହଠାତ କରା ଯାଇ ଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ |

ମୀନ ରାଶି
ନିଜର ଚିନ୍ତା ଦୂର କରିବା ପାଇଁ ନିଜର ପରିବାର ଲୋକଙ୍କ ସାହାଯ୍ୟ ନିଅନ୍ତୁ | ତାନ୍କର ସାହାଯ୍ୟକୁ ଖୋଲା ମନରେ ସ୍ୱୀକାର କରନ୍ତୁ | ନିଜର ଭାବନାକୁ ଲୁଚାନ୍ତୁନି | ନିଜର ଭାବନା ଅନ୍ୟ ମାନଙ୍କ ସାମନାରେ ପ୍ରକାଶିତ କଲେ ଲାଭ ମିଳିବ | ଯେଉଁମାନଙ୍କର ଏପର୍ଯ୍ୟନ୍ତ ଦରମା ମିଳିନି ସେମାନେ ଆଜି ମାନସିକ ଦୁଃଶ୍ଚିନ୍ତାରେ ରହିପାରନ୍ତି ଓ ସାଙ୍ଗସାଥୀଙ୍କ ଠାରୁ ଉଧାର ନେଇପାରନ୍ତି | ସାଙ୍ଗ ଓ ପରିବାର ଲୋକଙ୍କ ସହିତ ଆନନ୍ଦରେ ସମୟ କଟିବ |

About odisha news

Check Also

ଆଜିର ରାଶିଫଳ : 22 September 2022 ଗୁରୁବାର, କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ ତା ସୁଯୋଗର ଲାଭ ଉଠାନ୍ତୁ ଓ …

Leave a Reply

Your email address will not be published.