Breaking News

ଆଜିର ରାଶିଫଳ : 19 july 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଜୀବନ ପ୍ରତି ଆନନ୍ଦ ରହିବା ପ୍ରକୃତି ଆପଣାନ୍ତୁ | ନିଜର ସ୍ତିତି ଉପରେ ଅସନ୍ତୋଷ ହେବା ଓ ତାକୁ ନେଇକି ଦୁଃଖ ପ୍ରକାଶ କଲେ କିଛି ଲାଭ ମିଳିବନି | ଏହା ବେଶୀ ମାଗିବା ବିଚାର ଜୀବନର ସୁଗନ୍ଧକୁ ଶେଷ କରି ଦିଏ ଓ ସନ୍ତୋଷ ଜୀବନର ଆଶାର ବେକ ଚିପି ଦିଏ | ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ | ନିଜର ବନ୍ଧୁ ବାନ୍ଧବଙ୍କ ସହିତ ବ୍ୟକ୍ତିଗତ କଥା ଆଲୋଚନା କରିବାଠୁ ପରିହାର କରନ୍ତୁ | ଆପଣ ଆପଣଙ୍କ ପ୍ରିୟଙ୍କ ରୁଷ୍ଟ ହେବା ସତ୍ୱେ ନିଜର ପ୍ରେମ ବ୍ୟକ୍ତ କରିବେ |

ବୃଷ ରାଶି
ଯେହେତୁ ଆପଣ ଯାତ୍ରା କରିବା ଦୃଷ୍ଟିରୁ ଦୁର୍ବଳ ଅଛନ୍ତି,ସେଥିପାଇଁ ଲମ୍ବା ଯାତ୍ରାରୁ କରିବାଠୁ ନିଜକୁ ପରିହାର କରନ୍ତୁ | ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଆଜି ହାଥ ଖୋଲିକି ବ୍ୟୟ କରିବାଠୁ ଦୁରେଇ ରୁହନ୍ତୁ | ପରିବାର ଲୋକଙ୍କ ପାଇଁ ଆପଣଙ୍କ ଜୀବନରେ ବିଶେଷ ମହତ୍ୱ ରହିବ | ଆପଣ ନିଜକୁ ନିଜର ପ୍ରିୟଙ୍କ ଭଲ ପାଇବାରେ ବୁଡି ଯାଇଥିବା ପରି ଅନୁଭବ କରିବେ | ଏହି ଦୃଷ୍ଟିରୁ ଆଜ ଦିନଟା ବହୁତ ହିଁ ସୁନ୍ଦର ଓ ସୁଖମୟ କଟିବ | ଅସୀମ ସୃଜନାତ୍ମକ ଓ ଉତ୍ସାହ ଆଚରଣ ଯୋଗୁଁ ଆଜି ଆପଣ ଲାଭରେ ରହିବେ |

ମିଥୁନ ରାଶି
ଆପଣଙ୍କ ସନ୍ଧ୍ୟା ଗୁଡ଼ାଏ ଭାବନା ସହିତ ମିଶି ରହିବ ଓ ତାହା କାରଣରୁ ମାନସିକ ଚାପ ମଧ୍ୟ ହୋଇ ପାରେ | କିନ୍ତୁ ବେଶୀ ଚିନ୍ତା କରିବାକୁ ଆବଶ୍ୟକତା ନାହିଁ, କାରଣ ଆପଣଙ୍କ ଖୁସି ଆପଣଙ୍କ ନିରାଶା ତୁଳନାରେ ଅଧିକ ଆନନ୍ଦ ପ୍ରଦାନ କରିବ | ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ | ଆଜି ଦିନଟା ଖୁସି ଭରା ରହିବ କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | ସମ୍ଭବ ହୋଇ ପାରେକି କେହି ଆପଣଙ୍କୁ ନିଜର ପ୍ରେମର ପ୍ରସ୍ତାବ ଦେଇ ପାରେ |

କର୍କଟ ରାଶି
ଗର୍ଭବତୀ ମହିଳା ମାନଂକ ପାଇଁ ଦିନ ଭଲ ନାହିଁ | ଚଲା-ବୁଲା ସମୟରେ ସାବଧାନ ରହିବା ଆବଶ୍ୟକ | ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ | ଆପଣଙ୍କର ମୋହକ ଓ ମନୋହର ପ୍ରକୃତି ଯୋଗୁଁ ନୂଆ ବନ୍ଧୁ ଆପଣଙ୍କ ପ୍ରତି ଆକର୍ଷିତ ହେବେ | ନିଜର ପ୍ରିୟାକୁ ଚଡି ସମୟ ବ୍ୟତୀତ କରିବା ପାଇଁ ଅସୁବିଧା ଅନୁଭବ କରିବେ | ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ |

ସିଂହ ରାଶି
ବ୍ୟସ୍ତ ଦିନ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ | କିନ୍ତୁ ଏହାକୁ ସବୁ ଦିନ ପାଇଁ ସତ ମାନିବାକୁ ଚେଷ୍ଟା କରନ୍ତୁ ନାହିଁ | ନିଜର ଜୀବନ ଓ ସ୍ବସ୍ଥାର ସମ୍ମାନ କରନ୍ତୁ | ଅର୍ଥ ଅବସ୍ଥା ଯୋଗୁଁ ଆପଣଙ୍କ ରଚନାତ୍ମକ ଭାବରେ ଭାବିବା ଶକ୍ତି ନଷ୍ଟ ହୋଇ ଯାଇଛି | ପ୍ରେମ ମିଳାମିଶା ଓ ବନ୍ଧନରେ ବୃଦ୍ଧି ହେବ | ଆଜି ଆପଣ ପ୍ରେମ ଭାବରେ ରହିବେ, ଯାହା କାରଣରୁ ନିଜର ପ୍ରିୟ ସହିତ କିଛି ଭଲ ସମୟ ଭୟାତୀତ କରିବାର ଯୋଜନା କରି ପାରନ୍ତି | ଆଜି ଅଧିକତର ସମୟ ଆପଣ ସୋଇ ରହିବେ |

କନ୍ୟା ରାଶି
ଉଚ୍ଚ କ୍ୟାଲୋରୀ ର ଖାଦ୍ୟ କିମ୍ବା ଓ ଶରୀରକୁ ହାନି କରୁଥିବା କହାଯିବା ଜିନଷକୁ ବର୍ଜନ କରନ୍ତୁ | ଭାଇ ଭଉଣୀଙ୍କ ତରଫରୁ ଆଜି ଆପଣଙ୍କୁ ଆର୍ଥିକ ସହାୟତା ମିଳିବ | ତେଣୁ ସେମାନଙ୍କର ଉପଦେଶ ମାନନ୍ତୁ | ଆପଣଙ୍କୁ ଚିନ୍ତାମୁକ୍ତ ହୋଇ ନିଜର ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କ ମଧ୍ୟରେ ଖୁସିର ସମୟ ଖୋଜିବାକୁ ଚେଷ୍ଟା କରିବା କଥା | ଆପଣଙ୍କର ଜୀବନରେ ପ୍ରେମର ଗଂଗା ବୋହିବ ତେଣୁ ଆପଣ ସଚେତ ଥାନ୍ତୁ|

ତୁଳା ରାଶି
କେବଳ ଆପଣ ହିଁ ଜାଣିଛନ୍ତି କି ଆପଣଙ୍କ ପାଇଁ କଣ ଭଲ ସେଥିପାଇଁ ବଳିଷ୍ଠ ଓ ସ୍ପଷ୍ଟବାଦୀ ବନାନ୍ତୁ ତଥା ବେଗ ବଢ଼େଇ ନିଷ୍ପତି ନିଅନ୍ତୁ ଓ ତାଙ୍କର ପରିଣାମର ସାମନା କରିବାକୁ ପ୍ରସ୍ତୁତ ରୁହନ୍ତୁ | ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ | ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ | ଆପଣଙ୍କ ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ମାନସିକ ଚାପ ଓ ଚିନ୍ତାର କାରଣ ହୋଇ ପାରେ | ନୂଆ ପ୍ରେମ ହେବାର ସମ୍ଭାବନା ପ୍ରବଳ ଅଛି ପ୍ରେମର ପୁଷ୍ପ ଆପଣଙ୍କ ଜୀବନରେ ଶୀଘ୍ର ହିଁ ଫୁଟି ପାରେ |

ବିଛା ରାଶି
ଖୋଲାବାୟୁରେ ଖେଳ ଆପଣଙ୍କୁ ଆକର୍ଷିତ କରି ପାରେ – କିନ୍ତୁ ଯୋଗ ଓ ତପସ୍ୟା ଅଧିକ ଲାଭକାରୀ ହେବେ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ନିଜର ନୂତନ ଯୋଜନା ପାଇଁ ନିଜର ମାତା-ପିତାଙ୍କୁ ବିଶ୍ୱାସରେ ନେବା ଅତି ଆବଶ୍ୟକ | ପ୍ରେମ ଜୀବନ ପାଇଁ ଆଜି ଦିନଟା ଅତି ଶୁଭ ଅଟେ | ଆପଣଙ୍କ ଜୀବନ ସାଥି ଆଜି ଆପଣଙ୍କ ରସମୟ କଳ୍ପନାକୁ ସତ କରି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବେ |

ଧନୁ ରାଶି
ମନୀଷିକ ଶାନ୍ତି ପାଇଁ ବିବାଦ ସ୍ତୃଷ୍ଟି କରୁଥିବା କାରଣର ସମାଧାନ କରନ୍ତୁ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ଆପଣଙ୍କ ଦୁଃଖ ଆପଣଙ୍କ ପାଇଁ ବଡ ହୋଇ ପାରେ କିନ୍ତୁ ଆଖ-ପାଖ ଲୋକ ଆପଣଙ୍କ କଷ୍ଟକୁ ବୁଝିବେନି | ବଢେ ତାଙ୍କୁ ଲାଗୁଛିକି ତାଙ୍କୁ କିଛି ନେବା ଦେବା ନାହିଁ | ଆପଣଙ୍କ ସାଥୀ ସାଂଗରେ ସମୟ କଟେଇକି ବହୁତ ଖୁସି ଅନୁଭବ କରିବେ | କେହି ଜଣେ ପୁରୁଣା ଚିଂହା ଲୋକ ଆଜି ଆପଣଙ୍କୁ ସଂପର୍କ କରି ପାରନ୍ତି ଓ ଆପଣଙ୍କ ଦିନକୁ ସ୍ମରଣୀୟ କରିପାରନ୍ତି |

ମକର ରାଶି
ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଭଲଭାବରେ ମନେରଖନ୍ତୁ ଯେ ଦୁଃଖ ସମୟରେ ଆପଣଙ୍କ ସଞ୍ଚିତ ଧନ ହିଁ ଆପଣଙ୍କ କାମରେ ଆସିବ | ସେଥିପାଇଁ ଆଜିଠାରୁ ଧନ ସଞ୍ଚୟର ଉପାୟ କରନ୍ତୁ | ପରିବାର ଲୋକଙ୍କ ସହିତ ଗତିବିଧି ସମସ୍ତଙ୍କୁ ଖୁସି ରଖିବ | ଯେଉଁମାନେ ଏବେବି ଏକ ଅଛନ୍ତି ଆଜି ସେମାନଙ୍କୁ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଭେଟ ହୋଇପାରେ ତାଙ୍କ ସହିତ ସମ୍ପର୍କ ବଢାଇବା ପୂର୍ବରୁ ତାଙ୍କ ପୂର୍ବ ସମ୍ପର୍କ ବିଷୟରେ ଜାଣିନେବା ଉଚିତ |

କୁମ୍ଭ ରାଶି
ଆଜି ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ଓ ସୁଖୀ ଅନୁଭବ କରିବେ | ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଆଜି ହାଥ ଖୋଲିକି ବ୍ୟୟ କରିବାଠୁ ଦୁରେଇ ରୁହନ୍ତୁ | ନିଜର ଜୀବନସାଥୀର ପ୍ରତେକଟି କଥାରେ ଦରକାରରୁ ଅଧିକ ହସ୍ତକ୍ଷେପ କରିବା କାରଣରୁ ସିଏ ବିରକ୍ତ ହୋଇ ପାରନ୍ତି | କ୍ରୋଧକୁ ପୁଣି ଥରେ ନ ବଢ଼ିବା ପାଇଁ ତାଂକର ସ୍ବୀକୃତି ନିଅନ୍ତୁ ତାହେଲେ ଏଇ ଚିନ୍ତାର ସମାଧାନ କରି ପାରିବେ |

ମୀନ ରାଶି
ଖୁବ ଶୀଘ୍ର ରୋଗରୁ ଓହରି ଆସିବାର ସମ୍ଭାବନା ଅଛି | ଆପଣଙ୍କ ଭାଇ ଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାର ମାଗିପାରେ | ଆପଣ ତାଙ୍କୁ ଉଦ୍ଧାର ଦେଇ ତ ଦେବେ କିନ୍ତୁ ସେଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପାରେ | ପଇସାକୁ ନେଇ ପରିବାରର ସଦସ୍ୟମାନଙ୍କ ମାଦ୍ୟରେ ମତଭେଦ ହୋଇପାରେ | ଆପଣ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ସଭିଙ୍କୁ ସ୍ପଷ୍ଟବାଦୀ ବେବାପାଇଁ ଉପଦେଶ ଦେବା ଉଚିତ | ଆଜି ହେଇ ପାରିକି ପ୍ରଥମ ଦେଖାରେ ହିଁ ଆପଣଙ୍କୁ କେହି ପସନ୍ଦ ଆସିଯିବେ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.