Breaking News

ଆଜିର ରାଶିଫଳ : 17 September 2022 ଶନିବାର, କେମିତି କଟିବ ଆଜିର ଦିନ !

ମେଷ ରାଶି
ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ବିଦେଶକୁ ଯାଇ ଶିକ୍ଷ୍ୟା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ | ଆଜି ବନ୍ଧୁ ଓ ଜୀବନ ସାଥୀ ସହିତ ସମୟ କାଟିକି ବହୁତ ଖୁସି ଅନୁଭବ କରିବେ | ଆଜି ଆପଣ ଆପଣଙ୍କ ପ୍ରକୃତ ପ୍ରେମକୁ ଅତି ମନେ ପକେଇବେ |

ବୃଷ ରାଶି
ଘୃଣାର ଭାବନା ମହଂଗା ପଡ଼ି ପାରେ ଏହା କେବଳ ନିଜର ସହିବା-ଶକ୍ତି କମ କରେ ତା ସହିତ ଆପଣଙ୍କ ବିବେକରେ କଲଂକ ଲାଗି ଯାଏ ଓ ସଂପର୍କରେ ବାଧା ଆସି ଯାଏ | ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି | ଲୋକ ମାନେ ଆପଣଙ୍କୁ ଆଶା ଓ ସ୍ବପ୍ନ ଦେଖେଇବେ କିନ୍ତୁ ପ୍ରକୃତରେ ସବୁ ଖେଳ ଆପଣଙ୍କ ପ୍ରୟାସର |

ମିଥୁନ ରାଶି
ଆଜି ଦିନଟା ଏମିତିଆ କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେ ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ | ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି | ଏତଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ | ଆପଣ ନିଜର ମତ-ପିତାଙ୍କୁ ଖୁସି କରିବାରେ କଠିନ ଅନୁଭବ କରିବେ | ତାଂକୁ ବୁଝନ୍ତୁ ଓ ତାଂକ ଦୃଷ୍ଟିରୁ ଜିନିଷକୁ ଦେଖିବାକୁ ଚେଷ୍ଟା କରନ୍ତୁ, ଆପଣଙ୍କୁ ସକରାତ୍ମକ ପରିଣାମ ମିଳିବ |

କର୍କଟ ରାଶି
ଦାନ୍ତର ଦରଜ କିମ୍ବା ପେଟ ବିନ୍ଦା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରି ପାରେ | ଅତି ଶୀଘ୍ର ଆରାମ ପାଇବା ପାଇଁ ଭଲ ଜାଗାରେ ଚିକିଷ୍ୟା କରନ୍ତୁ ଅର୍ଥକୁ ନେଇ କୌଣସି ଯୋଜନା କରିବା ଆଗରୁ ଭାବି ଚିନ୍ତି ଆଗକୁ ବଢନ୍ତୁ | ପାରିବାର ଲୋକ ଓ ଜୀବନ-ସାଥି କାରଣରୁ ମାନସିକ ଅଶାନ୍ତି ଭୋଗୀ ପାରନ୍ତି | କଣ ଆପଣ କେବେ ଗୋଲାପ ଓ ଅଦାର ମହକ ଏକା ସହିତ ଅନୁଭବ କରିଛନ୍ତି? ଆଜି ଆପଣଙ୍କ ଜୀବନ ପ୍ରେମ ଦୃଷ୍ଟିରୁ ସେମିତି ମହକି ଉଠିବ |

ସିଂହ ରାଶି
ଖେଳ ଓ ଘର ବାହାରେ ହୋଉଥିବା କାମରେ ଭାଗନେବା ଆପଣଙ୍କ ପାଇଁ ଅତି ଉପକାରୀ ପ୍ରମାଣିତ ହେବ | ଆପଣଙ୍କଠାରୁ ଋଣ ନେଇଥିବା ବ୍ୟକ୍ତି ଯଦି ଆପଣଙ୍କୁ ପଇସା ନ ଫେରାଉଥାଏ ତେବେ ଆଜିର ଦିନରେ ସେ ହୁଏତ ଆପଣଙ୍କ ଋଣ ସୁଝିପାରେ | ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି |

କନ୍ୟା ରାଶି
ମନ ଶାନ୍ତି ପ୍ରାପ୍ତ କରିବା ପାଇଁ କିଛି କ୍ଷଣ ନିଜର ବନ୍ଧୁ ମାନଙ୍କ ସହିତ ବ୍ୟତୀତ କରନ୍ତୁ | ଆଜି ଆପଣଙ୍କର ମାତା ବା ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଏହା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ିଲେ ମଧ୍ୟ ସମ୍ବନ୍ଧରେ ଉନ୍ନତି ହେବ | ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ |

ତୁଳା ରାଶି
ଜୀବନ ତୃପ୍ତି ଓ ସନ୍ତୁଷ୍ଟ ସହିତ ରଖିବା ପାଇଁ ନିଜ ମାନସିକ ଦୃଢ଼ତାରେ ବୃଦ୍ଧି କରନ୍ତୁ | ଜମି ଓ ବିତିୟ ଆଦାନ ପ୍ରଦାନ ପାଇଁ ଦିନ ଟି ଭଲ ଅଛି | ପୁରୁଣା ଲୋକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଆଜି ଶୁଭ ଦିନ ଅଟେ | ଆପଣଙ୍କ ସାଥୀ ଆଜି ଆପଣଙ୍କ ପାଇଁ ଦେବଦୁତ୍ତ ପରି ଲାଗିବେ ଯଦି ଆପଣ ଟିକେ ଭଲ ପାଇବା ଦେବେ | ଆଜି ଅଧିକତର ସମୟ ଆପଣ ସୋଇ ରହିବେ |

ବିଛା ରାଶି
ସନ୍ଦେହ କରିବା ସ୍ଵଭାଵ କାରଣରୁ ଆପଣଙ୍କୁ ପରାଜୟ ହେବାକୁ ପଡି ପାରେ | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ପିଲାଙ୍କ ପାଠ ପଢ଼ା ବିଷୟରେ ଚିନ୍ତା କରିବା ଦରକାର ନାହିଁ | ଏହି ସମୟରେ ଆପଣଙ୍କୁ ଯେଉଁ ସମସ୍ୟା ସହିବାକୁ ପଡୁଛି ତାହା ବହୁତ କମ ସମୟ ପାଇଁ ଓ ଆପେ ଆପେ ସାରି ଯିବ |

ଧନୁ ରାଶି
ଆପଣ ଯାହା ଶାରୀରିକ ପରିବର୍ତନ ଆଜି କରିବେ ତାହା ନିଶ୍ଚିତ ଆପଣଙ୍କ ରଙ୍ଗ-ରୂପକୁ ଆକର୍ଷିତ କରିବ ଅର୍ଥ ପକ୍ଷରେ ଲାଭ ମିଳିବ ନାହିଁ ତେଣୁ ନିଜ ଅର୍ଥ ଅବସ୍ଥା ପରଖନ୍ତୁ ଓ ନିଜର ଖର୍ଚ୍ଚ ଉପରେ ନିଯନ୍ତ୍ରଣ ରଖନ୍ତୁ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ଆଜି ଆପଣ ଜୀବନ ପ୍ରେମର ରସରେ ଘୋଳି ହୋଉଥିବା ଅନୁଭବ କରିବେ |

ମକର ରାଶି
ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ | ପୁରୁଣା ନିବେଶ ଯୋଗୁଁ ଅର୍ଥ ଅବସ୍ଥାରେ ବୃଦ୍ଧି ଦେଖା ଦେଇ ପାରେ | ଆଜି ନିଜର ମନ ଶାନ୍ତି ପାଇଁ କୋଣସି ଅନୈତିକ କାମରେ ଯୋଗଦାନ କରନ୍ତୁ ନାହିଁ ନହେଲେ ଅସୁବିଧାରେ ପଡି ପାରନ୍ତି | ଏକ ଲମ୍ବା ଏକାକୀ ସମୟ ଯାହା ଆପଣଙ୍କୁ ବାନ୍ଧି ରଖିଥିଲା ତାହାର ଅଂତଃ ଘଟିଛି – କାରଣ ଆପଣଙ୍କୁ ଖୁବ ଶୀଘ୍ର ଜୀବନ-ସାଥୀ ମିଳିବ ଆଜି ସମୟ ବାହାର କରି ନିଜ ଜୀବନସାଥିଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି |

କୁମ୍ଭ ରାଶି
ଆପଣଙ୍କ ଜୀବନସାଥିଙ୍କର ବନ୍ଦନୀୟ ଆଚରଣ ଆପଣଙ୍କ ଦିନକୁ ଖୁସିରେ ଭାରି ଦେବ | ଯେଉଁ ବ୍ୟକ୍ତିମାନେ ଅକାରଣ ଧାନ ଅପବ୍ୟୟ କରନ୍ତି ସେମାନେ ଆଜି ନିଜ ବଦଖର୍ଚ୍ଚ ଉପରେ କାବୁ ରଖିବାକୁ ପଡ଼ିବ | ଘରୋଇ କଥାରେ ଶୀଘ୍ର ଧ୍ୟାନ ଦେବା ଆବଶ୍ୟକ ଅଛି | ବିବାଦ ହେଲା ପରି କଥା ଆଜି ଉଠାନ୍ତୁ ନାହିଁ ଯଦି ଆଜି ନିଜ ସାଥୀଙ୍କୁ ଦେଖା କରିବାକୁ ଯାଉଛନ୍ତି |

ମୀନ ରାଶି
ଆଜି ଦିନଟା କ୍ରୀଡ଼ାରେ ଭାଗ ନେବା ପାଇଁ ଅଂତୀ ଉତ୍ତମ ରହିବ କାରଣ ଚିର ଦିନ ପାଇଁ ଯୌବନ ଅବସ୍ଥାରେ ରହିବାର ରହସ୍ୟ ଏହା ହି | ଆଜି ନିବେଶ କରିବା ପାଇଁ ଯାହା ବି ଅବସର ଦେଖା ଯିବା,ତାହା ଉପରେ ବିଚାର କରନ୍ତୁ | କିନ୍ତୁ ପ୍ରତି ଯୋଜନା ଭଲ ଭାବରେ ଅଧୟନ କରିବା ପରେ ହିଁ ଧନ ନିବେଶ କରନ୍ତୁ | ଆଜି ଆପଣଙ୍କ ଘର ଲୋକ ଓ ବନ୍ଧୁ ମାନେ ପ୍ରୋତ୍ସାହନ ପ୍ରଦାନ କରି ପାରନ୍ତି |

About odisha news

Check Also

ଆଜିର ରାଶିଫଳ : 22 September 2022 ଗୁରୁବାର, କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ ତା ସୁଯୋଗର ଲାଭ ଉଠାନ୍ତୁ ଓ …

Leave a Reply

Your email address will not be published.