Breaking News

ଆଜିର ରାଶିଫଳ : 16 september 2022 ଶୁକ୍ରବାର , କେମିତି କଟିବ ଆଜିର ଦିନ !

ମେଷ ରାଶି
ଛୋଟ ଛୋଟ ଜିନିଷ ଯୋଗୁଁ ବେସ୍ତ ହୁଅନ୍ତୁ ନାହିଁ ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟଦେଇ ଯାଉଛନ୍ତି ସେମାନଙ୍କୁ ଧାନ ପ୍ରାପ୍ତି ହୋଇପାରେ ଯାହା ଦ୍ୱାରା ବହୁତଗୁଡିଏ ସମସ୍ୟାର ସମାଧାନ ହୋଇପାରିବ | ଆଜି ଆପଣଙ୍କୁ ନିଜର ଜ୍ଞାନ ଓ ପ୍ରଭାବରେ ଉପଯୋଗ ସଂବେଦନଶୀଳ ଘରୋଇ ବିବାଦକୁ ହଳ କରିବା ପାଇଁ କରିବା ଉଚ୍ଛିତ | ଆଜି ନିଜ ପ୍ରିୟାଙ୍କ କିଛି ରସାଳ କଥା କୁହନ୍ତୁ ନାହିଁ | ସମୟ ଚକ୍ର ବହୁତ ଗତିଶୀଳ ତେଣୁ ସମୟର ସଦୁପଯୋଗ କରିବା ଶିଖନ୍ତୁ |

ବୃଷ ରାଶି
ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପ୍ରେମୀ ଆପଣଙ୍କ ମନ ବୁଝୁନାହିଁ ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ସେଥିପାଇଁ ସମୟ ଦିଅନ୍ତୁ ଏବଂ ନିଜ ହୃଦୟର କଥା ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ | ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ | ଆପଣଙ୍କ ଜୀବନ-ସାଥୀ ଆପଣଙ୍କୁ ପାଇଁକି ନିଜକୁ ଭାଗ୍ୟଶାଲୀ ଭାବୁଛନ୍ତି ଏହି ସମୟର ଲାଭ ଉଠାନ୍ତୁ | ଜୀବନରେ ଏମିତି ବି ମୁହୂର୍ତ୍ତ ଆସେ ଯେବେ ଆପଣ ଚାହିଁଲେ ସମ୍ପୂର୍ଣ ଖୁସି ଓ ସନ୍ତୁଷ୍ଟି ଅନୁଭବ କରିପାରନ୍ତି |

ମିଥୁନ ରାଶି
ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ | ହୋଇ ପାରେ କି ପରିବାର ଲୋକ ଆପଣଙ୍କ ଆଶାକୁ ପୂରଣ ନ କରି ପାରନ୍ତି | ଏହି କଥାର ଇଚ୍ଛା ନ ରଖନ୍ତୁ କି ସେମାନେ ଆପଣଙ୍କ ହିସାବରେ ଚାଲିବେ ବରଂଚ ନିଜର କାର୍ଯ୍ୟ କରିବାର ରାସ୍ତା ବଦଳେଇକି ଦେଖନ୍ତୁ | ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ଏମିତି ଚାଲିବ ଯେପରି ଜୀବନରେ ପ୍ରେମର ସଂଗୀତ ବାଜି ଉଠିବ |

କର୍କଟ ରାଶି
ଆପଣଙ୍କ ବ୍ୟକ୍ତିତ୍ୱ ସୁଗନ୍ଧ ପରି ମହକିବ ଓ ସମସ୍ତଙ୍କୁ ଆକର୍ଷିତ କରିବ ଯେଉଁ ମାନେ କୌଣସି ଜମି ଜମା ଆଗରୁ କିଣିଥିଲେ ଏବଂ ଏବେ ତାହା ବିକ୍ରି କରିବାକୁ ଚାହୁଁଛନ୍ତି ଆଜି ସେମାନଙ୍କୁ ଭଲ କ୍ରତା ମିଳିବାର ସମ୍ଭାବନା ଅଛି ଏବଂ ଉକ୍ତ ଜମିକୁ ବିକ୍ରୟ କରି ଭଲ ଲାଭ ପାଇବାର ମଧ୍ୟ ସମ୍ଭାବନା ଅଛି | ଆପଣଙ୍କର ମୋହକ ଓ ମନୋହର ପ୍ରକୃତି ଯୋଗୁଁ ନୂଆ ବନ୍ଧୁ ଆପଣଙ୍କ ପ୍ରତି ଆକର୍ଷିତ ହେବେ | ପ୍ରେମର ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଆଜି ଦିନ ଅତି ବିଶେଷ ରହିବ |

ସିଂହ ରାଶି
ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ଆପଣଙ୍କର କୌଣସି ବସ୍ତୁ ଆଜି ଚୋରି ହୋଇପାରେ ସେଥିପାଇଁ ସାବଧାନ ଓ ସତର୍କ ରୁହନ୍ତୁ | ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ ବହୁତ ସୁନ୍ଦର ଓ ସ୍ନେହୀ ଲୋକ ସହିତ ଦେଖା କରିବାର ପ୍ରବଳ ସମ୍ଭାବନା ଅଛି | ଆଜିର ଦିନ ଆପଣଂକର ଇଚ୍ଛା ଅନୁସାରରେ ଖୁସୀରେ କଟିବ |

କନ୍ୟା ରାଶି
ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି ଯେଉଁ ମାନେ କୌଣସି ଜମି ଜମା ଆଗରୁ କିଣିଥିଲେ ଏବଂ ଏବେ ତାହା ବିକ୍ରି କରିବାକୁ ଚାହୁଁଛନ୍ତି ଆଜି ସେମାନଙ୍କୁ ଭଲ କ୍ରତା ମିଳିବାର ସମ୍ଭାବନା ଅଛି ଏବଂ ଉକ୍ତ ଜମିକୁ ବିକ୍ରୟ କରି ଭଲ ଲାଭ ପାଇବାର ମଧ୍ୟ ସମ୍ଭାବନା ଅଛି ଆଜି ନିଜ ପରିବାର ଲୋକଙ୍କ ଉପରେ ଧ୍ୟାନ ଦେବା ନିହାତି ଜରୁରୀ | ଆପଣଙ୍କ ସାହସ ଆପଣଙ୍କ ପ୍ରେମ ପାଇବାରେ ସଫଳତା ଦେବ |

ତୁଳା ରାଶି
ଆପଣଙ୍କର ଉର୍ଜା ସ୍ତର ଉଚ୍ଚ ରହିବ ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ | ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ | କାର୍ଯ୍ୟରେ ଆବଶ୍ୟକତାରୁ ଅଧିକ ମାନସିକ ଚାପି କାରଣରୁ ପରିବାର ଲୋକଙ୍କ ଦରକାର ଓ ଇଛାକୁ ଅବହେଳା କରନ୍ତୁ ନାହିଁ | ପ୍ରେମ ଜୀବନର ଦୃଷ୍ଟିରୁ ଆଜି ଦିନ ଅତି ଉତ୍ତମ ଅଟେ | ଦୂର ଯାତ୍ରା କରିବା ଯୋଗୁଁ ଆପଣଙ୍କୁ ଶାରୀରିକ କଷ୍ଟ ଲାଗି ପାରେ କିନ୍ତୁ କାମ ପାଇଁ ଯାତ୍ରା ତା ଉପକାରୀ ହେବ |

ବିଛା ରାଶି
ସେଇ ଭାବନାକୁ ଚିହ୍ନନ୍ତୁ,ଯାହା ଆପଣାକୁ ଉତ୍ସାହିତ କରେ | ଡର, ସନ୍ଦେହ ଓ ଲୋଭ ପରି ନକାରାତ୍ମକ ଭାବନାକୁ ଚଡି ଦିଅନ୍ତୁ, କାରଣ ଏହି ବିଚାର ସେମିତିଆ ଜିନିଷକୁ ଆକର୍ଷିତ କରେ, ଯାହା ଆପଣ ଚାହୁଁ ନାହାନ୍ତି | ଆପଣ ଅପ୍ରତ୍ୟାଶିତ ସ୍ତ୍ରୋତରୁ ଧନ ମିଳିପାରେ, ଯାହା ବିଷୟରେ ଆପଣ କେବେ ବି ଭାବି ନଥିବେ | କୌଣସି ପୁରୁଣା ପରିଚିତ ବ୍ୟକ୍ତି ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇ ପାରେ |

ଧନୁ ରାଶି
ନିଜର ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଦାନପୂର୍ଣ୍ଣ ପରି କାର୍ଯ୍ୟରେ ଯୋଗ ଦିଅନ୍ତୁ | ଆପଣଙ୍କର କୌଣସି ବସ୍ତୁ ଆଜି ଚୋରି ହୋଇପାରେ , ସେଥିପାଇଁ ସାବଧାନ ଓ ସତର୍କ ରୁହନ୍ତୁ | ପିଲା ମାନେ ଆସ ପୁରୁଣ ନ କରିବା କାରଣରୁ ଆପଣ ନିରାଶ ହୋଇ ପାରନ୍ତି | ସ୍ୱପ୍ନାକୁ ପୁରା ପାଇଁ ତାଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ଅଛି | ଆଜି ଦିନରେ ନିଜ ପ୍ରିୟର ଭାବନାକୁ ବୁଝନ୍ତୁ | ସାଂସାରିକ ମୋହରୁ ଦୂରରେ ଆପଣ ଆଜି ଆନନ୍ଦର ଖୋଜରେ ଆଧ୍ୟାତ୍ମିକଗୁରୁଙ୍କୁ ଭେଟିବାକୁ ଯାଇପାରନ୍ତି |

ମକର ରାଶି
ସାଙ୍ଗ କିମ୍ବା ପରିବାର ଲୋକଙ୍କ ସହିତ ମଜା-ମସ୍ତି ଭରା ଯାତ୍ରା ଆପଣଙ୍କୁ ଆରାମ ଦେବ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ଦେଖା ଗଲେ ଆଜି ଦିନଟା ଭଲ କାଟିବ | କିନ୍ତୁ ଯାହା ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି ସିଏ ଆପଣଙ୍କ ବିଶ୍ୱାସରେ ବିଷ ମିଶେଇ ପାରେ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ପ୍ରେମ ସମୁଦ୍ରରେ ବୁଡି ଯିବେ ଓ ଭଲ ପାଇବାର ଗଭୀରତା ଅନୁଭବ କରିବେ |

କୁମ୍ଭ ରାଶି
ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ ଯେଉଁ ମାନେ ଆପଣଙ୍କୁ ଉଦ୍ୟମ ପାଇଁ ଋଣ ମାଗୁଛନ୍ତି ତାଙ୍କୁ ଆଜି ଅବଜ୍ଞା କରନ୍ତୁ | ଆପଣଙ୍କୁ ନିଜର ଏକା ପରି ଦୈନିକ କାର୍ଯ୍ୟଠୁ ଟିକେ ଛୁଟି ନେଇକି ଆଜି ସ୍ୱନାଗ ମାନଙ୍କ ସହିତ ବୁଲା ବୁଲି କରିବାର ଆବଶ୍ୟକତା ଅଛି | ଆଜି ହିଁ ଲମ୍ବା ସମୟରୁ ଚାଲୁଥିବା ବିବାଦକୁ ସମାଧାନ କରି ନିୟନ୍ତୁ କାରଣ ହେଇ ପାରେ କି କଳିକୁ ବହୁତ ଡେରି ହେଇ ଯାଇ ପାରେ |

ମୀନ ରାଶି
ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ ଏକ ନୂତନ ବିତିୟ ବୁଝାବଣା ଶେଷ ରୂପ ନେବ ଓ ଧନ ପ୍ରାପ୍ତି ହେବ | ଆପଣଙ୍କ ହାସ୍ୟବୃତ୍ତି ଓ ଜ୍ଞାନ ଯୋଗୁଁ ଆଖ ପାଖ ଲୋକ ପ୍ରଭାବିତ ରହିବେ | ଆପଣଙ୍କ ଜୀବନ-ସାଥିଙ୍କର ପାରିବାରିକ ଲୋକଙ୍କ କାରଣରୁ ଆପଣଙ୍କ ଦିନ ଚିନ୍ତା ଭରା ରହିବ | ଆପଣଙ୍କ ଆନ୍ତରିକ କରଜ୍ୟ କରିବାର କ୍ଷମତା ସେଇ ଲୋକଙ୍କୁ ଚାମକେଇ ଦେବ ଯାହାଙ୍କର ପ୍ରଦର୍ଶନ ଆପଣଙ୍କ ଠୁ କମରେ ଅଛି |

About odisha news

Check Also

ଆଜିର ରାଶିଫଳ : 22 September 2022 ଗୁରୁବାର, କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ ତା ସୁଯୋଗର ଲାଭ ଉଠାନ୍ତୁ ଓ …

Leave a Reply

Your email address will not be published.