Breaking News

ଆଜିର ରାଶିଫଳ : 15 september 2022 ଗୁରୁବାର, କେମିତି କଟିବ ଆଜିର ଦିନ !

ମେଷ ରାଶି
ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ଅର୍ଥ ବଢିବା ପରେ ବି ଆପଣଙ୍କ ଆଶା ପୁରଣ ହେବ ନାହିଁ | ନିଜର ସାମାଜିକ ଜୀବନକୁ ଅବହେଳା କରନ୍ତୁ ନାହିଁ | ନିଜର ବ୍ୟସ୍ତ ଦୈନିକ-କାର୍ଯ୍ୟ ଠୁ ଟିକେ ସମୟ କାଢିକି ନିଜ ପରିବାର ସହିତ ଆୟୋଜନରେ ଭାଗ ନିଅନ୍ତୁ |

ବୃଷ ରାଶି
ଆଜି ଆପଣଙ୍କ ଶରୀର ଭଲ ରହିବ | ବଡ଼ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ଆଜି ସାବଧାନର ସହିତ ଅର୍ଥ ବିନିଯୋଗ କରିବାକୁ ପଡ଼ିବ | ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | ଆପଣଙ୍କ ପ୍ରିୟ ଆଜି ପ୍ରେମର ମନୋଦଶାରେ ଥିବେ | ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବେ |

ମିଥୁନ ରାଶି
ଆପଣଙ୍କ ହସମୁଖ ସ୍ୱଭାବ ଅନ୍ୟ ମାନଙ୍କୁ ଖୁସି ରଖିବ | ଆଜି ଆପଣ ଆପଣଙ୍କ ପରିବାର ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହାଦ୍ୱାରା ଆପଣଙ୍କର ଅଧିକ ଖର୍ଚ୍ଚ ହୋଇପାରେ | ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବାରେ ସହଯୋଗ ଦେବେ | ନୂଆ ଭଲ ପାଇବାର ସୁଯୋଗ ମିଳି ପାରେ କିନ୍ତୁ ନିଜ ମନର କଥାକୁ ଗୁପ୍ତ ରଖିଲେ ଲାଭ ହେବ |

କର୍କଟ ରାଶି
ଆଧ୍ୟାତ୍ମିକତାର ସାହାଯ୍ୟ ନେବା ପାଇଁ ଉଚ୍ଛିତ ସମୟ ଚାଲିଛି, କାରଣ ମାନସିକ ଚାପକୁ ଦୂର କରବା ପାଇଁ ସବୁଠୁ ଉତ୍ତମ ସମାଧାନ ସେଇଆ ହିଁ | ଧ୍ୟାନ ଓ ଯୋଗ ଆପଣଙ୍କ ମାନସିକ ବଳକୁ ବଢେଇବା ପାଇଁ ଉତ୍ତମ ରହିବ | ଆପଣ ଧନ ଲାଭ କରି ପାରିବେ, କିନ୍ତୁ ସର୍ତ ଏହା କି ଆପଣ ଆପଣଙ୍କ ସ୍ୱଳ୍ପ ସଂଚୟ ପାରମ୍ପରିକ ବିନିଯୋଗରେ ନିବେଶ କରନ୍ତୁ |

ସିଂହ ରାଶି
କୌଣସି ଝଗଡ଼ା ମନବୃତି ରଖିବା ଲୋକ ସହିତ ବାଡ଼-ବିବାଦ ଆପଣଙ୍କ ମନ ଖରାପ କରି ପାରେ | ଭାବିଛିନ୍ତିକି କାର୍ଯ୍ୟ କରନ୍ତୁ ଓ ଯଦି ସମ୍ଭବ ତାହେଲେ ଏହା ଠୁ ନିଜକୁ ରକ୍ଷା କରନ୍ତୁ, କାରଣ କୌଣସି ପ୍ରକାରର ବିବାଦ ଆପଣଙ୍କ ସାହାଯ୍ୟ କରିବା ନାହିଁ | ଆଜି ଆପଣ ଧନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି , ତେଣୁ କୌଣସି ବିଶ୍ୱସ୍ତ ପାତ୍ରଙ୍କ ଠାରୁ ଉପଦେଶ ନିଅନ୍ତୁ |

କନ୍ୟା ରାଶି
ସତର୍କ ରୁହନ୍ତୁ,କାରଣ କେହି ଆପଣଙ୍କୁ ବଳି ଦେବାର ଛେଳି ବନେଇ ପାରେ | ମାନସିକ ଚାପି ଓ ଚିନ୍ତା ବଢ଼ୀ ପାରେ | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ପରିବାର ଲୋକଙ୍କ ସହିତ ଗତିବିଧି ସମସ୍ତଙ୍କୁ ଖୁସି ରଖିବ | ଆଜି ନିଜ ପ୍ରିୟଠୁ ଦୂରେଇକି ରହିବା ଆପଣଙ୍କ ପାଇଁ ବହୁତ କଷ୍ଟକର ରହିବ |

ତୁଳା ରାଶି
କାମରେ ଚାପ ଯୋଗୁଁ ଆଜି ଚିନ୍ତିତ ଅନୁଭବ କରି ପାରନ୍ତି| ଉଦାସ ଅର୍ଥ ଅବସ୍ଥା ଯୋଗୁଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବରୋଧ ଆସି ପାରେ | ଯେଉଁ ମାନଙ୍କୁ ଭାବନାତ୍ମକ ସାହାଯ୍ୟର ଆବଶ୍ୟକତା ଅଛି, ତାହା ସେମାନଙ୍କୁ ତାଙ୍କର ଘରର ବଡ ଲୋକ ମାନଙ୍କ ଠୁ ମିଳିବ | କାଳ୍ପନିକ ବିପଦକୁ ଛାଡ଼ନ୍ତୁ ଓ ନିଜର ସାଥୀଙ୍କ ସହିତ ରସମୟ ସମୟ କାଟନ୍ତୁ | କାର୍ଯ୍ୟକ୍ଷେତ୍ରରେ ଆପଣ ନିଜକୁ ବିଶେଷ ବୋଲି ଅନୁଭବ କରିବେ |

ବିଛା ରାଶି
ଭାବି ଚିନ୍ତିକି ଖାଦ୍ୟ ଗ୍ରହଣ କରନ୍ତୁ ନହେଲେ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ | କୌଣସି ବିପରୀତ ଲିଙ୍ଗି ବ୍ୟକ୍ତିଙ୍କ ସହାୟତାରେ ଚାକିରୀ କ୍ଷେତ୍ରରେ ଅର୍ଥପ୍ରାପ୍ତି ହୋଇପାରେ | ଏମିତିଆ କାର୍ଯ୍ୟରେ ସହଭାଗିତା କରିବା ପାଇଁ ଉତ୍ତମ ସମୟ ଅଟେ, ଯେଉଁ ଥିରେ ଯୁବା ଅବସ୍ଥାର ଲୋକ ଜଡ଼ିତ ଅଛନ୍ତି | ଅନ୍ୟ ମାନଙ୍କର ହସ୍ତକ୍ଷେପ ଯୋଗୁଁ ବିବାଦ ହୋଇ ପାରେ |

ଧନୁ ରାଶି
ଯଦି ସମ୍ଭବ ହୁଏ ତାହେଲେ ଲମ୍ବା ଯାତ୍ରା କରନ୍ତୁ ନାହିଁ, କାରଣ ଲମ୍ବା ଯାତ୍ରା ପାଇଁ ଏବେ ଆପଣ ଦୁର୍ବଳ ଅଛନ୍ତି ଓ ଯାତ୍ରା କଲେ ଦୁର୍ବଳତା ଆହୁରି ବଢ଼ିବ | ଆର୍ଥିକ ଅବସ୍ଥାରେ ସୁଧାର ଆସିବା ଯୋଗୁ ବହୁତ ସମୟରୁ ରହି ୟାଇଥିବା ବିଲ୍ଲ ଓ ରୁଣ ସୁଝିପାରିବେ | ନିଜର ନୂତନ ଯୋଜନା ପାଇଁ ନିଜର ମାତା-ପିତାଙ୍କୁ ବିଶ୍ୱାସରେ ନେବା ଅତି ଆବଶ୍ୟକ | ଗୋଟେ ପ୍ରେମ ଭରା ହସ ଦେଇକି ନିଜର ପ୍ରେମୀର ଦିନରେ ଆଲୋକ ଅଣାନ୍ତୁ |

ମକର ରାଶି
ବଳ ଓ ନିଦରତାର ଗୁଣ ଆପଣଙ୍କ ମାନସିକ କ୍ଷମତାରେ ବୃଦ୍ଧି କରିବ | କୌଣସି ପ୍ରକାରର ସ୍ଥିତିକୁ ନିଅନ୍ତ୍ରଣରେ ରଖିବା ପାଇଁ ଗତିକୁ ସମାନ ଭାବରେ ରଖନ୍ତୁ | ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ପିଲାମାନଙ୍କର ସଫଳତା ଯୋଗୁ ଆପଣ ଗର୍ବିତ ଅନୁଭବ କରିବେ | ଆଜି ଆପଣ ସବୁଠୁ ଉତ୍ତମ ଆଚରଣରେ ରୁହନ୍ତୁ ନଚେତ ଆପଣଙ୍କ ପ୍ରିୟର ମନ ଖରାପ ହୋଇ ପାରେ |

କୁମ୍ଭ ରାଶି
ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦ୍ଵାରା ଆବଶ୍ୟକତା ଅଛି | ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ | ନିଜ ଘର ଲୋକଙ୍କ ସାଙ୍ଗରେ ସମୟ କାଟନ୍ତୁ | ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପ୍ରେମୀ ଆପଣଙ୍କ ମନ ବୁଝୁନାହିଁ , ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ସେଥିପାଇଁ ସମୟ ଦିଅନ୍ତୁ ଏବଂ ନିଜ ହୃଦୟର କଥା ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ |

ମୀନ ରାଶି
ନିଜର ଧର୍ଯ୍ୟ ହରାନ୍ତୁ ନାହିଁ,ବିଶେଷ କରିକି ଅସୁବିଧା ସମୟରେ | ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଆଜି ହାଥ ଖୋଲିକି ବ୍ୟୟ କରିବାଠୁ ଦୁରେଇ ରୁହନ୍ତୁ | ଆପଙ୍କ ଧ୍ୟାନ ପାଇଁ ପିପାସା ଆପଣଙ୍କୁ ନୂଆ ବନ୍ଧୁ ବନେଇବାରେ ସାହାଯ୍ୟ କରିବ | ଆପଣଙ୍କ ସାଥୀର ମନକୁ ଆଜି ଦୁଃଖ ଦିଅନ୍ତୁ ନାହିଁ ନହେଲେ ପରେ ପଶ୍ଚାତ୍ତାପ କରିବେ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସମସ୍ତେ ଗଭୀରତାରେ ନେବେ |

About odisha news

Check Also

ଆଜିର ରାଶିଫଳ : 22 September 2022 ଗୁରୁବାର, କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ ତା ସୁଯୋଗର ଲାଭ ଉଠାନ୍ତୁ ଓ …

Leave a Reply

Your email address will not be published.