Breaking News

ଆଜିର ରାଶିଫଳ : 15 july 2022 ଶୁକ୍ରବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ | ଆଜି ଦିନଟା-ଯାକ ଖାଲି ବସିକି ନଷ୍ଟ ନକରି ନିଜର ଅର୍ଥ ଅବସ୍ଥାରେ କେମିତି ଉନ୍ନତି ଆଣିବେ ତାହାର ଯୋଜନା କରନ୍ତୁ | ଆପଣଙ୍କୁ କୌଣସି ଭଲ ଖବର ମିଳି ପାରେ, ଯାହା ନା କେବଳ ଆପଣଙ୍କୁ ତା ସହିତ ଆପଣଙ୍କ ପରିବାରକୁ ବି ଖୁସି କରି ଦେବ | ଆପଣଙ୍କୁ ନିଜର ଆନନ୍ଦକୁ ନିଅନ୍ତ୍ରଣରେ ରଖିବାର ଆବଶ୍ୟକତା ଅଛି |

ବୃଷ ରାଶି
ଆପଣ ଯାହା ଶାରୀରିକ ପରିବର୍ତନ ଆଜି କରିବେ ତାହା ନିଶ୍ଚିତ ଆପଣଙ୍କ ରଙ୍ଗ-ରୂପକୁ ଆକର୍ଷିତ କରିବ | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ଆଜି ଅତି ଶୁଭ ଦିନ ଅଟେ ସମସ୍ତଙ୍କର ସାହାଯ୍ୟ ମିଳିବ – ଆଜି ଆପଣଙ୍କୁ ଗୁଡ଼ାଏ ଯୋଜନା ଭିତରୁ ବାଛିବାକୁ ପଡିବ | ଅସ୍ଥିର ସ୍ଵଭାଵ ଯୋଗୁଁ ନିଜ ପ୍ରିୟ ସହିତ ବିବାଦ ହୋଇ ପାରେ | ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବା ଯୋଗୁ ଖୁସି ଅନୁଭବ କରିବେ |

ମିଥୁନ ରାଶି
ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ | ଏହି ସମୟରେ ନିଜକୁ ନିରାଶା ଓ ରାଗଠୁ ଅଲଗା ରଖନ୍ତୁ ନହେଲେ ନିଜର ହିଁ ଖରାପ କରିବେ | ପ୍ରେମ ଜୀବନ ପାଇଁ ଆଜି ଦିନଟା ଅତି ଶୁଭ ଅଟେ | ଆପଣଙ୍କ ଜୀବନ ସାଥି ଆଜି ଆପଣଙ୍କ ରସମୟ କଳ୍ପନାକୁ ସତ କରି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବେ |

କର୍କଟ ରାଶି
ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ନିଜର ଜୀବନ-ସାଥୀ ସହିତ ନିଜର ଗୁପ୍ତ କଥାକୁ ଭାବି-ଛିନ୍ତିକି ଜଣାନ୍ତୁ | ଯଦି ସମ୍ଭବ ଏହା ଠୁ ନିଜକୁ ରକ୍ଷା କରନ୍ତୁ କାରଣ ଏହି କଥା ଗୁଡ଼ାର ବାହାର ଲୋକଙ୍କ ଜଣ ପଡ଼ିବାର ଡର ଅଛି | ଆପଣଙ୍କ ପ୍ରିୟାଙ୍କ କଡା ଶବ୍ଦ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ |

ସିଂହ ରାଶି
ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | ପିଲା ମାନଂକ ସହିତ ସମୟ କାଟିବା ଅତି ଉତ୍ତମ ହେବ | ଆପଣଙ୍କୁ କାହା ସହିତ ପ୍ରଥମ ଦେଖା ପ୍ରେମ ହୋଇ ପାରେ | ଆପଣ କୌଣସି ବଡ଼ ବ୍ୟବାସୀଙ୍କ ଆଦାନ ପ୍ରଦାନ କରି ପାରନ୍ତି ଓ ମନୋରଞ୍ଜନ ଠୁ ଜଡିତ କୌଣସି ପରିଯୋଜନାରେ ନୂତନ ଲୋକଙ୍କ ସହିତ ଦେଖା କରି ପାରନ୍ତି |

କନ୍ୟା ରାଶି
ଘରୋଇ ବିବାଦ ଆପଣଙ୍କୁ ଚାପ ଦେଇ ପାରେ ଆଜି କୌଣସି ଏମିତି ସମ୍ପର୍କୀୟଙ୍କୁ ଉଧାର ଦିଅନ୍ତୁ ନାହିଁ ଯେଉଁମାନେ ଆପଣଙ୍କର ପୁରୁଣା ଉଧାର ଫେରାଇ ନାହାନ୍ତି | ଆପଣଙ୍କୁ ଏମିତି ଯୋଜନା ଆରମ୍ଭ କରିବା ଉଚିତ ଯାହା ପୁରା ପରିବାର ପାଇଁ ସମୃଦ୍ଧ ଆଣିବ | ଆଜି ଆପଣଙ୍କ ପ୍ରିୟ ଟିକେ ବିରକ୍ତ ହୋଇ ପାରନ୍ତି ତାହା କାରଣରୁ ଆପଣଙ୍କ ମାନସିକ ଚାପି ଆହୁରି ବଢ଼ି ପାରେ | ଆଇଟିଠୁ ଜଡିତ ଲୋକଙ୍କୁ ନିଜର କ୍ଷମତା ଦେଖେଇବାକୁ ସୁଯୋଗ ମିଳି ପାରେ |

ତୁଳା ରାଶି
କାର୍ଯ୍ୟ ମଝିରେ ବେଳେ-ବେଳେ ଟିକେ ଆରାମ କରନ୍ତୁ ଓ ଡେରି ରାତ୍ରି ଯାଏଁ କାମ କରଣତୂ ନାହିଁ | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ ନିଜ ଦିନର ଯୋଜନା ଭାବି ଚିନ୍ତିକି ନସ୍ପତି ନିଅନ୍ତୁ | ଏମିତିଆ ଲୋକଙ୍କ ସହିତ କଥା ହୁଅନ୍ତୁ ଯେଉଁ ମାନେ ଆପଣଙ୍କୁ ସାହାଯ୍ୟ କରି ପାରନ୍ତି | ଯଦି ଆପଣ ନିଜ ପ୍ରିୟାକୁ ପର୍ଯ୍ୟାପ୍ତ ସମୟ ଦେବେ ନାହିଁ ତାହେଲେ ସିଏ ଆପଣଙ୍କ ଠୁ ରୁଷ୍ଟ ହୋଇ ପାରନ୍ତି ନିଜ ସାଥୀକୁ କମ ଭାବନ୍ତୁ ନାହିଁ |

ବିଛା ରାଶି
ପିଲା ମାନଂକ ସହିତ ଆପଣ ଶାନ୍ତି ପାଇବେ ଛୁଆ ମାନଂକ କ୍ଷମତା ସ୍ଵାଭାବିକ ଥାଏ ଓ ନା କେବଳ ଆପଣଙ୍କ ପରିବାରର ଛୁଆ ମାନେ ତାଙ୍କ ସହିତ ପ୍ରତେକଟି ଛୁଆ ଭିତରେ ଏହି ଗୁଣ ଥାଏ | ସେମାନେ ଆପଣଙ୍କୁ ଶାନ୍ତି ଓ ଆରାମ ଦେଇ ପାରନ୍ତି | ଧନଲାଭର ଆଜି ବହୁତ ସମ୍ଭାବନା ଅଛି | କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ | ଆପଣଙ୍କ ଘର ଲୋକ ଆପଣଙ୍କ ପରିଶ୍ରମ ଓ ସମର୍ପଣକୁ ପ୍ରଶଂସା କରିବେ |

ଧନୁ ରାଶି
ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ | ଆର୍ଥିକ ପରିସ୍ଥିତି ସୁଧୁରିବ ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ | ଆଜି ନିଜର ମନ ଶାନ୍ତି ପାଇଁ କୋଣସି ଅନୈତିକ କାମରେ ଯୋଗଦାନ କରନ୍ତୁ ନାହିଁ ନହେଲେ ଅସୁବିଧାରେ ପଡି ପାରନ୍ତି | ଆଜି ନିଜ ପ୍ରିୟଠୁ ଦୂରେଇକି ରହିବା ଆପଣଙ୍କ ପାଇଁ ବହୁତ କଷ୍ଟକର ରହିବ | ଦିନରେ ସ୍ବପ୍ନ ଦେଖିବା ଆପଣଙ୍କ ପାଇଁ କ୍ଷତିପୂର୍ଣ ହୋଇ ପାରେ ସେଥିପାଇଁ ଏହି ବିଶ୍ଵାସରେ ନ ରୁହନ୍ତୁକି ଆପଣଙ୍କ ପାଇଁ ଅନ୍ୟ ଜଣେ କେହି କାମ କରିବେ |

ମକର ରାଶି
ଆଜି ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ଓ ସୁଖୀ ଅନୁଭବ କରିବେ | ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ ଏହାଦ୍ୱାରା ଧାନ ଲାଭ ହୋଇପାରେ | କୌଣସି ପୌରାଣିକ ଜାଗାକୁ ବୁଲା-ବୁଲି ଯିବାକୁ ଯୋଜନା କରନ୍ତୁ | ଏହା କଲେ ପିଲା ଓ ପରିବାର ଲୋକଙ୍କୁ ଆବଶ୍ୟକ ସଜ ପରିବେଶ ମିଳିବ | ଆପଣଙ୍କ ସାହସ ଆପଣଙ୍କ ପ୍ରେମ ପାଇବାରେ ସଫଳତା ଦେବ |

କୁମ୍ଭ ରାଶି
ପ୍ରକୃତି ଆପଣଙ୍କୁ ବିଶେଷ ସାହସ ଓ ବୁଦ୍ଧିର ଉପହାର ପ୍ରଦାନ କରିଛି- ତାହାର ଲାଭ ଉଠାନ୍ତୁ | ଚାକିରୀ ବାକିରି କରୁଥିବା ଲୋକମାନଙ୍କୁ ଆଜି ଧନର ଆବଶ୍ୟକତା ପଡିପାରେ କିନ୍ତୁ ସେମାନଙ୍କର ଅତୀତରେ ବ୍ୟାଜ୍ୟାପ୍ତି ଯୋଗୁଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧାନ ନଥିବ | ନିଜର ପରିବାରକୁ ପ୍ରଚୁର ସମୟ ଦିଅନ୍ତୁ ତାଙ୍କୁ ଅନୁଭବ ହେବାକୁ ଦିଆନ୍ତୁକି ଆପଣ ତାଙ୍କର ଧ୍ୟାନ ରଖନ୍ତି | ତାଙ୍କ ସହିତ ଭଲ ସମୟ ବ୍ୟତୀତ ଓ ଅସନ୍ତୋଷ ପ୍ରକାଶ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ |

ମୀନ ରାଶି
ଯେହେତୁ ଆପଣ ଯାତ୍ରା କରିବା ଦୃଷ୍ଟିରୁ ଦୁର୍ବଳ ଅଛନ୍ତି ସେଥିପାଇଁ ଲମ୍ବା ଯାତ୍ରାରୁ କରିବାଠୁ ନିଜକୁ ପରିହାର କରନ୍ତୁ | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ଏମିତିଆ କାର୍ଯ୍ୟରେ ସହଭାଗିତା କରିବା ପାଇଁ ଉତ୍ତମ ସମୟ ଅଟେ ଯେଉଁ ଥିରେ ଯୁବା ଅବସ୍ଥାର ଲୋକ ଜଡ଼ିତ ଅଛନ୍ତି | ହଠାତ ମିଳି ଥିବା କୌଣସି ସୁଖଦ ସମାଚାର ଆପଣଙ୍କ ନିଦରେ ମିଠା ସ୍ବପ୍ନ ଦେବ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.