Breaking News

ଆଜିର ରାଶିଫଳ : 14 ସେପ୍ଟେମ୍ବର ବୁଧବାର, କେମିତି କଟିବ ଆଜିର ଦିନ !

ମେଷ ରାଶି
ଖୋଲାବାୟୁରେ ଖେଳ ଆପଣଙ୍କୁ ଆକର୍ଷିତ କରି ପାରେ – କିନ୍ତୁ ଯୋଗ ଓ ତପସ୍ୟା ଅଧିକ ଲାଭକାରୀ ହେବେ | ଆଜି ଟଙ୍କା ରୋଜଗାର କରିବା ପାଇଁ ଶୁଭ ଦିନ ଅଟେ -କିନ୍ତୁ ଚେଷ୍ଟା କରିବେ କି ତାହା ହାଥ ଛଡ଼ା ନ ହଉ | ସାଙ୍ଗ ମାନଙ୍କ ସହିତ ବୁଲା-ବୁଲି ଆନନ୍ଦ ଦେବ | କିନ୍ତୁ ବେଶୀ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ ନହେଲେ ଆପଣଙ୍କୁ ଖାଲି ପକେଟ ନେଇ ଘରକୁ ଫେରିବାକୁ ପଡ଼ିବ | ଆଜି ଦିନରେ ନିଜ ପ୍ରିୟର ଭାବନାକୁ ବୁଝନ୍ତୁ |

ବୃଷ ରାଶି
ଶରୀର ବ୍ୟୟାମ ଓ ଓଜନ କାମ କରିବାର ଚେଷ୍ଟା ଆପଣଙ୍କୁ ରଙ୍ଗ-ରୂପରେ ବୃଦ୍ଧି ଆଣିବ ପାଇଁ ଲାଭକାରୀ ହେବ | ଆଜି ଆପଣଙ୍କ ପାଖରେ ଧାନ ପର୍ଯ୍ୟାପ୍ତ ପରିମାଣରେ ରହିବ ଏବଂ ଏଥି ସହିତ ମନରେ ଶାନ୍ତି ମଧ୍ୟ ରହିବ | ଯଦି ଆପଣ କାର୍ଯ୍ୟାଳୟରେ ଅଧିକ ସମୟ କାଟିବେ, ତାହେଲେ ଆପଣଙ୍କ ଘରୋଇ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ି ପାରେ |

ମିଥୁନ ରାଶି
କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଉପଯୁକ୍ତ ବୁଦ୍ଧିମତ୍ତା ଦ୍ୱାରା ନିବେଶ ଆପଣଙ୍କୁ ଲାଭଦାୟୀ କରିବ – ତେଣୁ ନିଜର ଝାଳ ବୁହା ଧନକୁ ବୁଝିସୁଝି ଲଗାନ୍ତୁ | ସ୍ତିତିକୁ ନିଅନ୍ତ୍ରଣରେ ରଖିବା ପାଇଁ ନିଜର ଭାଇର ସାହାଯ୍ୟ ନିଅନ୍ତୁ |

କର୍କଟ ରାଶି
ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ଆଜି ଯଦିବା ଆପଣଙ୍କ ପାଇଁ କୌଣସି ଆର୍ଥିକ ସମସ୍ୟା ନ ଉପୁଜିପାରେ ତଥାପି ଯଦି କୌଣସି ଏମିତି ସମସ୍ୟା ଆସିବା ତାହା ଆପଣ ଆପଣଙ୍କର ପ୍ରତିଭାରେ ସେହି ହାନୀକୁ ଲାଭରେ ପରିବର୍ତ୍ତନ କରିପାରିବେ | ଆଜି ସନ୍ଧ୍ୟା ବେଳେ କେହି ଘନିଷ୍ଟ ମିତ୍ର କି ସମ୍ବନ୍ଧୀ ଆସି ପାରନ୍ତି |

ସିଂହ ରାଶି
ଦିନ ଯାକ ଦୌଡ଼ା-ଦୌଡ଼ିରେ ଯିବା କାରଣରୁ ଆପଣ କ୍ରୋଧିତ ହୋଇ ପାରନ୍ତି | ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ | ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ | ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ | କର ପ୍ରେମରେ ସଫଳତା ପାଇବା କଳ୍ପନାକୁ ସତରେ ପ୍ରାମାଣିତ କରିବା ପାଇଁ ସାହାଯ୍ୟ କରନ୍ତୁ |

କନ୍ୟା ରାଶି
ଆପଣଙ୍କୁ କାମ-କାର୍ଯ୍ୟ ଦୃଷ୍ଟିରୁ ଧକା ଲାଗି ପାରେ, କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ସାଥ ଦେବା ନାହିଁ ଓ ଏହା କାରଣରୁ ଆପଣଙ୍କୁ କୌଣସି ଦରକାରୀ କାମ ଅଧାରୁ ଛାଡ଼ିବାକୁ ପଡି ପାରେ | ଏମିତିଆ ଅବସ୍ଥାରେ ଧାର୍ଯ୍ୟ ଓ ବୁଦ୍ଧିରେ କାମ କରନ୍ତୁ | ବିଦେଶକୁ ଯାଇ ଶିକ୍ଷ୍ୟା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ |

ତୁଳା ରାଶି
ଆପଣଙ୍କ ମନ ଇଚ୍ଛା କାର୍ଯ୍ୟ କରିବା ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବାଧା ସ୍ତୃଷ୍ଟି କରି ପାରେ | ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ ବିକ୍ରି ହୋଇପାରେ ଯେଉଁଥିରେ ଆପଣଙ୍କୁ ଭଲ ଲାଭ ହୋଇପାରେ | କୌଣସି ଚିଠି କିମ୍ବା ଇ-ମେଲ ପୁରା ପରିବାର ପାଇଁ ଶୁଭ ଖବର ଆଣି ପାରେ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ପ୍ରେମ ସମୁଦ୍ରରେ ବୁଡି ଯିବେ ଓ ଭଲ ପାଇବାର ଗଭୀରତା ଅନୁଭବ କରିବେ |

ବିଛା ରାଶି
ଅତ୍ୟଧିକ ଚିନ୍ତା କରିବା ମାନସିକ ସେଣ୍ଟିକୁ ନଷ୍ଟ କରି ପାରେ | ଏହାଠୁ ନିଜକୁ ରକ୍ଷା କରନ୍ତୁ,କାରଣ ଟିକେ ବି ଚିନ୍ତା ଓ ମାନସିକ ଚାପି ଶରୀର ଉପରେ କୁପ୍ରଭାବ ପକେଇ ପାରେ | ଆଜି ଆପଣ ସାଙ୍ଗସାଥୀଙ୍କ ମେଳାରେ ବହୁତ ଅର୍ଥ ଖର୍ଚ୍ଚ କରିପାରନ୍ତି କିନ୍ତୁ ତା ସତ୍ତ୍ବେ ଆପଣଙ୍କ ପାଖରେ ଧାନର ଅଭାବ ହେବ ନାହିଁ | ଆଜି ନିଜ ଘରର ସାଜ-ସଜ୍ଜାରେ ସମୟ କଟେଇ ପାରନ୍ତି | କେହି ଆପଣଙ୍କୁ ହୃଦୟରୁ ପ୍ରଶଂସା କରିବ |

ଧନୁ ରାଶି
ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ | ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ସାଙ୍ଗ ମାନଙ୍କ ସହିତ ସନ୍ଧ୍ୟାରେ ବୁଲିବା କିମ୍ବା କିଣାକିଣି କରିବା ଆନନ୍ଦାୟକ ଓ ମନୋରଞ୍ଜନ ଭରା ରହିବ |

ମକର ରାଶି
ପୁରୁଣା ଯୋଜନାରେ ସଫଳତା ଆତ୍ମବିଶ୍ଵାସରେ ବୃଦ୍ଧି ଆଣିବ | ଯେଉଁ ମାନେ ନିଜର ନିକଟ ବନ୍ଧୁ ବା ସମ୍ପର୍କୀୟଙ୍କ ସହିତ ମିଶି ବାଣିଜ୍ୟ କରୁଛନ୍ତି ସେମାନଙ୍କୁ ଆଜି ବହୁତ ବୁଝିସୁଝି କାମ କରିବାକୁ ପଡିବ ନଚେତ ଅର୍ଥହାନି ହୋଇପାରେ | ଆଜି ଆପଣଙ୍କୁ ପରିବାର ଲୋକଙ୍କ ସହିତ ଟିକେ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ପାରେ,କିନ୍ତୁ ଏହି କାରଣରୁ ନିଜର ମାନସିକ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ |

କୁମ୍ଭ ରାଶି
ଆପଣଙ୍କ ଅତିଶୀଘ୍ର କାର୍ଯ୍ୟ କରିବାର କଲା ଆପଣଙ୍କୁ ଉତ୍ସାହିତ କରିବ | ସଫଳତା ପ୍ରାପ୍ତ କରିବା ପାଇଁ ସମୟ ସହିତ ନିଜର ବିଚାରରେ ବି ପରିବର୍ତନ ଅଣାନ୍ତୁ | ଏହା ସ୍ୱର ଆପଣଙ୍କ ଦ୍ରସୁତିକୋନା ଵ୍ୟାପୀବ ବୁଝିବା ସ୍ହକ୍ତି ବଢିବା ବ୍ୟକ୍ତିତ୍ୱରେ ବୃଦ୍ଧି ଆସିବା ଓ ମସ୍ତିଷ୍କରେ ବିକାଶ ହେବ | ଆଜି ଆପଣଙ୍କୁ ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ |

ମୀନ ରାଶି
ଗୋଳମାଳିଆ ଅବସ୍ଥାରେ ଫସିବା କାରଣରୁ ଚିନ୍ତିତ ହୁଅନ୍ତୁ ନାହିଁ | ଯେମିତିକି କାଧ୍ୟରେ ଟିକେ ରାଗ ତାକୁ ଆହୁରି ସ୍ୱାଦଯୁକ୍ତ ବନେଇ ଦିଏ ସେହି ପରି ଏମିତିଆ ପରିସ୍ଥିତି ଆପଣଙ୍କୁ ଖୁସିର ପ୍ରକୃତ ମୂଲ୍ୟ ଜଣାଏ | ନିଜର ମନଦସା ପରିବର୍ତନ କରିବା ପାଇଁ କୌଣସି ସାମାଜିକ ଆୟୋଜନରେ ଭାଗ ନିଅନ୍ତୁ | ଆଜି ଘରର କୌଣସି ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ଅର୍ଥ ସଞ୍ଚୟ ନେଇ ଉପଦେଶ ନେଇପାରନ୍ତି ଓ ସେହି ଉପଦେଶକୁ ନିଜ ଜୀବନରେ ଉପଯୋଗ କରି ଲାଭବାନ ହୋଇପାରନ୍ତି |

About odisha news

Check Also

ଆଜିର ରାଶିଫଳ : 22 September 2022 ଗୁରୁବାର, କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ ତା ସୁଯୋଗର ଲାଭ ଉଠାନ୍ତୁ ଓ …

Leave a Reply

Your email address will not be published.