Breaking News

ଆଜିର ରାଶିଫଳ : 14 july 2022 ଗୁରୁବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ବନ୍ଧୁ ବାନ୍ଧବଙ୍କ ଠୁ ଆଜି ଆପଣଙ୍କୁ ସାହାଯ୍ୟ ମିଳିବ | ଆପଣଙ୍କୁ ଦୟା ଓ ସ୍ନେହରେ ଭରା ପ୍ରେମର ଉପହାର ମିଳି ପାରେ | କାର୍ଯ୍ୟକୁ ମନୋରଞ୍ଜନ ସହିତ ନ ମିଶନ୍ତୁ ଆଜି କେହି ଜଣେ ଆଧ୍ୟାତ୍ମିକ ନେତା କିମ୍ବା ଗୁରୁଜନୋଚିତ ଲୋକ ପରାମର୍ଶ ପ୍ରଦାନ କରି ପାରନ୍ତି |

ବୃଷ ରାଶି
ଆଜି ଆପଣ ଅନ୍ୟ ଦିନ ଅପେକ୍ଷା ଟିକେ କମ ତେଜସ୍ୱି ଅନୁଭବ କରିବେ | ନିଜକୁ ଦର୍କାରରୁ ବେଶୀ କାର୍ଯ୍ୟର ଚାପ ତଳେ ଦବାନ୍ତୁ ନାହିଁ ଟିକେ ଆରମ କରନ୍ତୁ ଓ ଆଜିର ଅଦରକାରୀ କାର୍ଯ୍ୟକୁ କାଲି ପାଇଁ ରଖି ଦିୟନ୍ତୁ | ଆର୍ଥିକ ପରିସ୍ଥିତି ସୁଧୁରିବ | ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ | ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି |

ମିଥୁନ ରାଶି
ଯେମିତି ଲୁଣ ଖାଦ୍ୟକୁ ସ୍ୱାଦିଷ୍ଠ ବନାଏ, ସେଇ ପ୍ରକାର ଟିକେ ଦୁଃଖ ବି ଜୀବନରେ ନିହାତି ଦରକାର ଓ ତେବେ ହିଁ ସୁଖର ପ୍ରକୃତ ମୂଲ୍ୟ ଜଣା ପଡ଼ିବ | ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଏହା ଆଜି ଆପଣଙ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିପା ଯେଉଁ ଲୋକ ମାନେ ଆପଣଙ୍କ ସମୀପ ଅଛନ୍ତି,ସେମାନେ ଆପଣଙ୍କ ଭୁଲ ଲାଭ ଉଠେଇ ପାରନ୍ତି | ରସମୟ ଦେଖା ସାକ୍ଷାତ ବିସ୍ମୟକର ରହିବ କିନ୍ତୁ ବେଶୀ ସମୟ ଯାଏଁ ରହିବ ନାହିଁ |

କର୍କଟ ରାଶି
କୌଣସି ସାଙ୍ଗ ଆପଣଙ୍କ ସହିବାଶକ୍ତି ଓ ବୁଦ୍ଧିର ପରୀକ୍ଷା ନେଇ ପାରେ | ନିଜର ମୂଲ୍ୟକୁ ଦୂର କରିବା ଠୁ ପରିହାର କରନ୍ତୁ ଓ ପ୍ରତେକ ଟି ନିଷ୍ପତି ଭାବି-ଚିନ୍ତିକି ନିଅନ୍ତୁ | ଆପଣଙ୍କୁ ଅନେକ ଗୁଡିକ କ୍ଷେତ୍ରରୁ ଧନ ଲାଭ ମିଳି ପାରେ | ନିଜର ବନ୍ଧୁ ବାନ୍ଧବଙ୍କ ସହିତ ବ୍ୟକ୍ତିଗତ କଥା ଆଲୋଚନା କରିବାଠୁ ପରିହାର କରନ୍ତୁ | ଯାହାକୁ ଆପଣ ପସଂଦ କରନ୍ତି ତାଙ୍କ ସହିତ ଆପଣଙ୍କ କଠୋର ବ୍ୟବହାର ଆପଣଙ୍କ ସମ୍ବନ୍ଧରେ ଦୂରତା ବଢ଼େଇ ପାରେ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସମସ୍ତେ ଗଭୀରତାରେ ନେବେ |

ସିଂହ ରାଶି
ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ ବିକ୍ରି ହୋଇପାରେ ଯେଉଁଥିରେ ଆପଣଙ୍କୁ ଭଲ ଲାଭ ହୋଇପାରେ | ଭଉଣୀର ବାହାଘରର ଖବର ଶୁଣି ଆପଣ ବହୁତ ଖୁସି ଅନୁଭବ କରିବେ | ତଥାପି ତାଙ୍କଠୁ ଦୂର ରହିବାର ବିଚାର ଆପଣଙ୍କୁ ଦୁଖୀ କରି ପାରେ | କିନ୍ତୁ ଆପଣଙ୍କୁ ଭବିଷ୍ୟର ଚିନ୍ତା ଛାଡିକି ବର୍ତମାନ ଉପରେ ଧ୍ୟାନ ଦେବା ଉଚିତ |

କନ୍ୟା ରାଶି
ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ ତରବର ହୋଇ କୌଣସି ନିବେଶ କରନ୍ତୁ ନାହିଁ ଭାବି ଚିନ୍ତି ସବୁ ଆଡୁ ଦୃଷ୍ଟି ରଖିକି ଆଗକୁ ବଢ଼ନ୍ତୁ | ନିଜ ପିଲାଙ୍କ ସହିତ ଗୋଟେ ସାଙ୍ଗ ପରି ସମ୍ପର୍କ ରଖନ୍ତୁ | ପୁରୁଣା କଥାକୁ ପଛରେ ଛାଡ଼ିକି ଆଗକୁ ଆସୁଥିବା ଶୁଭ ସମୟ ଆଡକୁ ଦେଖନ୍ତୁ | ଆପଣଙ୍କ ଚେଷ୍ଟା ନିହାତି ଫଳ ଦେବ ଆଜି ଆପଣଙ୍କ ଖୁସିର କିଛି ମାନେ ନାହିଁ ହସରେ ସେଇ ଚମକ ନାହିଁ ହୃଦୟର ସ୍ପନ୍ଦନ ବନ୍ଦ ହେବ ପରି ଲାଗୁଚି କାରଣ ଆପଣ କୌଣସି ଗୁରୁତ୍ୱପୂର୍ଣ ସାଥୀଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି |

ତୁଳା ରାଶି
ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳିଆ ଅନୁଭବ କରିବେ | ଆଜି କୌଣସି ଏମିତି କୁଣିଆ ଆପଣଙ୍କ ଘରକୁ ଆସିପାରନ୍ତି ଯାହାଙ୍କ ଆଗମନରେ ଆସନ୍ତା ମାସରେ ହେବାକୁଥିବା ଖର୍ଚ୍ଚ ଏହି ମାସରେ ହୋଇଯିବ | ଆପଣ ଯାହାଙ୍କୁ ଭଲ ପାନ୍ତି ଆଜି ତାଙ୍କ ସହିତ ସହିତ ଭୁଲ ବୁଝାମଣା ଦୂର ହୋଇ ପାରେ | ଆପଣଙ୍କ ପ୍ରିୟ ଆଜି ପ୍ରେମର ମନୋଦଶାରେ ଥିବେ | କାର୍ଯ୍ୟସ୍ଥଳରେ ସବୁ ବହୁତ ଭଲ କଟିବ ଆଜି ମନ ଦିନଯାକ ଖୁସିରେ କଟିବ |

ବିଛା ରାଶି
ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ନଚେତ ନେବା ଜାଗାରେ ଦେବାକୁ ପଡ଼ି ପାରେ | ଆଜି ଦିନସାରା ଧନର ଉତ୍ତମ ସଞ୍ଚାଳନ ହେବ ଓ ଦିନ ସମାପ୍ତ ହେବ ପରେ ଧନର ଉତ୍ତମ ସଞ୍ଚୟ ବି ହେବ | ଆପଙ୍କ ଧ୍ୟାନ ପାଇଁ ପିପାସା ଆପଣଙ୍କୁ ନୂଆ ବନ୍ଧୁ ବନେଇବାରେ ସାହାଯ୍ୟ କରିବ | ପ୍ରେମ ଏକ ଏମିତିଆ ଭାବନା ଯାହାକି ନା କେବଳ ଅନୁଭବ କରା ଯିବା କଥା ତା ଛଡ଼ା ପ୍ରିୟ ସହିତ ବାଣ୍ଟିବା ବି କଥା | ଆପଣଙ୍କର କୌଣସି ପୁରୁଣା କାମପାଇଁ ଆଜି ଆପଣ ପ୍ରସଂଶିତ ହେବେ | ଚାକିରୀରେ ପ୍ରୋତ୍ସାହନ ମିଳିପାରେ |

ଧନୁ ରାଶି
ଅତ୍ୟଧିକ ଚିନ୍ତା ଓ ମାନସିକ ଚାପିର ଅବ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରି ପାରେ | ମାନସିକ ସ୍ପଷ୍ଟତା ରଖିବା ପାଇଁ ସନ୍ଦେହ ଓ ବିରକ୍ତ ରହିବା ଠୁ ଦୁରେଇ ରୁହନ୍ତୁ | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ନିଜର ଅତିଥି ମାନଂକ ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ | ଆପଣଙ୍କ ଏମିତିଆ ବ୍ୟବହାର ନ କେବଳ ଆପଣଙ୍କ ପରିବାରକୁ ଦୁଖୀ କରି ପାରେ ତା ସହିତ ସମ୍ବନ୍ଧରେ ଦୂରତା ଆଣି ପାରେ |

ମକର ରାଶି
ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ | ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ | ସାମାନ୍ୟ ଦ୍ଵନ୍ଦ ହେଲେ ମଧ୍ୟ ଆପଣଙ୍କ ପ୍ରେମ ସମ୍ପର୍କ ଆଜି ଭଲ ରହିବ ଓ ଆପଣ ଆପଣ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କୁ ଖୁସି କରାଇ ପାରିବେ | ନିର୍ଭୀକ ପଦକ୍ଷେପ ଓ ଯୋଜନା ଯୋଗୁଁ ହିତକାରୀ ପାରିତୋଷିକ ମିଳି ପାରେ |

କୁମ୍ଭ ରାଶି
ଆଜି ଆପଣ ବିଶ୍ରାମ ନେବା ଆବଶ୍ୟକ ଓ ନିଜର ଅନ୍ତରଂଗ ବଂଧୁ ଓ ପରିବାର ରେ ଖୁସି ପାଇବା ପାଇଁ ଚେଷ୍ଟା କରଂତୁ | ଯେଉଁ ରାଶିର ବ୍ୟକ୍ତିମାନେ ଆଜି ବିବାହ କରିଥିଲେ ସେମାନଙ୍କୁ ଶ୍ୱଶୁର ଘର ପକ୍ଷରୁ ଧନ ଲାଭ ହୋଇପାରେ | ନିଜର ଅତିଥି ମାନଂକ ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ | ଆପଣଙ୍କ ଏମିତିଆ ବ୍ୟବହାର ନ କେବଳ ଆପଣଙ୍କ ପରିବାରକୁ ଦୁଖୀ କରି ପାରେ ତା ସହିତ ସମ୍ବନ୍ଧରେ ଦୂରତା ଆଣି ପାରେ |

ମୀନ ରାଶି
ପିଲା ଦିନର କଥା ଆପଣଙ୍କୁ ମନେ ପଡ଼ିବ କିନ୍ତୁ ଏହି କାର୍ଯ୍ୟ ଯୋଗୁଁ ଆପଣ ନିଜକୁ ମାନସିକ ଚାପି ଦେଇ ପାରନ୍ତି | ଆପଣଙ୍କ ଚାପ ଓ ଚିନ୍ତାର ଗୋଟେ ବଡ଼ କାରଣ ପିଲା ଦିନର ନିରୀହତା ସହିତ ବଞ୍ଚିବାର ଇଚ୍ଛା, ସେଥିପାଇଁ ସ୍ବତନ୍ତ୍ର ହୋଇ ବଞ୍ଚନ୍ତୁ | ଆଜି ଆପଣ ଧନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ତେଣୁ କୌଣସି ବିଶ୍ୱସ୍ତ ପାତ୍ରଙ୍କ ଠାରୁ ଉପଦେଶ ନିଅନ୍ତୁ | ଆପଣଙ୍କ ବେଖାତିର ବ୍ୟବହାର ଆପଣଙ୍କ ମାତା-ପିତାଙ୍କୁ ଦୁଖୀ କରି ପାରେ | କୌଣସି ନୂତନ ଯୋଜନା ଆରମ୍ଭ କରିବା ପୂର୍ବରୁ ତାଙ୍କ ବିଚାର ବି ଜାଣି ନିଅନ୍ତୁ | ଆଜି ଅପାଙ୍କ ଆତ୍ମୀୟ ମିତ୍ର ପୁରା ଦିନ ଆପଣଙ୍କ ବିଷୟରେ ଭାବି ପାରନ୍ତି |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.