Breaking News

ଆଜିର ରାଶିଫଳ : 13 july 2022 ବୁଧବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରକଃନ୍ତୁ ଓ ସୁସ୍ତ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ | ବ୍ୟାପାରୀ ମାନଙ୍କୁ ଆଜି ବ୍ୟାପାରରେ କ୍ଷତି ସହିବାକୁ ପଡ଼ିପାରେ ତଥା ନିଜର ବ୍ୟାପାରକୁ ଆହୁରି ଭଲଭାବରେ ଚଳାଇବାପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ ପ୍ରେମ ମିଳାମିଶା ଓ ବନ୍ଧନରେ ବୃଦ୍ଧି ହେବ | ଆଜି ଆପଣ ଆପଣଙ୍କ ସର୍ବପ୍ରିୟ ସାଙ୍ଗକୁ ମନେ ପକେଇବେ ଓ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରିବେ | ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟ ରେ ଭାବିବା ଭୁଲି ଯାଇଛନ୍ତି |

ବୃଷ ରାଶି
ବେକାର ଚିନ୍ତା କରି ନିଜର ଉର୍ଜା ନଷ୍ଟ କରନ୍ତୁ ନାହିଁ ବରଂ ତାହାକୁ ଠିକ ଦିଶାରେ ଲଗାନ୍ତୁ ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି | ଏମିତିଆ ସାଂଗ ମାନଂକ ପାଖକୁ ଯାନ୍ତୁ ଯାହାକୁ ଆପଣଙ୍କର ଆବଶ୍ୟକତା ଅଛି | ଆଜି ଜଣେ ତୃତୀୟ ଲୋକଙ୍କ ଯୋଗୁଁ ଆପଣଙ୍କ ନିଜ ସାଥୀ ସହିତ ଵିଵାଦ ସୃଷ୍ଟି ହୋଇ ପାରେ | ଦିନର ଆରମ୍ଭ ଟିକେ କ୍ଲାନ୍ତଭରା ହେଲେ ମଧ୍ୟ ଧୀରେ ଧୀରେ ଆପଣଙ୍କୁ ଭଲ ଫଳ ମିଳିବ |

ମିଥୁନ ରାଶି
ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ମଦ୍ୟପାନ ତଥା ଧୁମ୍ରପାନ ଠାରୁ ନିଜକୁ ଦୂରରେ ରଖନ୍ତୁ ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବିଗିଡ଼ି ଯିବ | ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ | ଆପଣଙ୍କ ସାଥୀ ସାଙ୍ଗରେ କିଛି ଟା ବିବାଦ ହୋଇ ପାରେ ଓ ତାଙ୍କୁ ନିଜ ଅବସ୍ଥା ଜଣେଇବାରେ ଅସୁବିଧା ଅନୁଭବ କରିବେ |

କର୍କଟ ରାଶି
ଉଚ୍ଚ କ୍ୟାଲୋରୀ ର ଖାଦ୍ୟ କିମ୍ବା ଓ ଶରୀରକୁ ହାନି କରୁଥିବା କହାଯିବା ଜିନଷକୁ ବର୍ଜନ କରନ୍ତୁ | ବ୍ୟାଙ୍କ ଆଚରଣ ଆଜି ସାବଧାନ ହୋଇ କରନ୍ତୁ | ବନ୍ଧୁ ବାନ୍ଧବ ମାନଙ୍କ ଠୁ ହଠାତ ଉପହାର ମିଳି ପାରେ କିନ୍ତୁ ପୁରା ସମ୍ଭାବନା ଅଛିକି ସେମାନେ ଏହା ବଦଳରେ କିଛି ଚାହୁଁଛନ୍ତି | ଅକାରଣ ସନ୍ଦେହ ସମ୍ପର୍କରେ ଶୀଥିଳତା ଆଣିଦିଏ | ସେଥିପାଇଁ ଯଦି ଆପଣଙ୍କ ସନ୍ଦେହ ଯଦି ପ୍ରମାଣିତ ବୋଲି ଆପଣ ଭାବୁଛନ୍ତି ତେବେ ନିଜ ପ୍ରେମୀଙ୍କ ସହିତ ଆଲୋଚନା କରି ତାର ସମାଧାନ କରନ୍ତୁ |

ସିଂହ ରାଶି
ଆଜି ନିଜର ଶରୀରକୁ ଧ୍ୟାନ ଦେବା ଅତି ଆବଶ୍ୟକ ନାତି-ନାତୁଣୀ ମାନଙ୍କଠୁ ଆଜି ବହୁତ ଖୁସି ମିଳି ପାରେ ସତ ଓ ପବିତ୍ର ପ୍ରେମର ଅନୁଭବ କରନ୍ତୁ | ପୂର୍ବରୁ ରହି ଯାଇଥିବା କାମ ଗୁଡ଼ିକ ସାରିବାକୁ ପଡ଼ିବ ତେଣୁ ତାହା ପାଇଁ ସକାରାତ୍ମକ ଚିନ୍ତା ସହିତ ଟିକେ ବେଶୀ ପ୍ରଯତ୍ନ କରିବାକୁ ପଡ଼ିବ | ଏହା ସମୟ ଜୀବନରେ ଆପଣଙ୍କୁ ବୈବାହିକ ଜୀବନର ପୁରୁଣ ରୂପେ ଆନନ୍ଦ ଦେବ | ଯଦି ଆଜି କିଛି ବେଶୀ କରିବାକୁ ନାହିଁ ତାହେଲେ ଲାଇବ୍ରେରୀ ଯାଇକି ସମୟ କାଟିବା ଉତ୍ତମ ବିଚାର ହୋଇ ପାରେ |

କନ୍ୟା ରାଶି
ଆପଣକୁ ନିଜର ବଂଚି ଯାଉଥିବା ସମୟରେ ନିଜର ଅଭିରୁଚି ଉପରେ କିମ୍ବା ଯାହା ଆପଣାକୁ ପସନ୍ଦ ତାହା କରିବା ଉଚିତ| ଯଦି ଆପଣ ଭ୍ରମଣ କରିବାକୁ ବାହାରକୁ ଯାଉଛନ୍ତି ତେବେ ନିଜର ମୂଲ୍ୟବାନ ଵାସ୍ତୁମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ କାରଣ ଚୋରି ହେବାର ଅନେକ ସମ୍ଭାବନା ଅଛି | ଆପଣଙ୍କ ଭିତରୁ କିହିଁ ଲୋକେ ଗହଣା କିମ୍ବା ଘରୋଇ ଜିନିଷ କିଣି ପାରିବେ | ଆଜି ନିଜ ପ୍ରିୟଠୁ ଦୂରେଇକି ରହିବା ଆପଣଙ୍କ ପାଇଁ ବହୁତ କଷ୍ଟକର ରହିବ |

ତୁଳା ରାଶି
ନିଅମିତ ବ୍ୟାୟାମର ମାଧ୍ୟମରେ ନିଜର ଓଜନକୁ ନିୟନ୍ତ୍ରିତ ରଖନ୍ତୁ ସ୍ଥାନୀୟ ସମ୍ପତିଠୁ ଜଡ଼ିତ ନେବା-ଦେବା ହେବ ଓ ଲାଭ ମଧ୍ୟ ମିଳିବ ଆପଣଙ୍କ ସେବା କରିବା ଭାବ ଘରର ପରିବେଶ ଖୁସିରେ ଭାରି ଦେବ | କିଛି ଲୋକ ହିଁ ଏମିତି ଲୋକର ଆକର୍ଷଣ ଠୁ ରକ୍ଷା କରି ପାରନ୍ତି ଯାହା ପାଖରେ ଅଟେ ସୁନ୍ଦର ହସ ଥାଏ | ଯେତେବେଳେ ଆପଣ ମାନଙ୍କ ସହିତ ଥିବେ ତେବେ ଆପଣଙ୍କ ମହକ ଫୁଲ ପରି ଚାରି ଆଡ଼େ ବାସିବ |

ବିଛା ରାଶି
ରୋଗ ଆପଣଙ୍କ ଦୁଖୀ ହେବାର କାରଣ ହୋଇ ପାରେ ଆପଣଙ୍କୁ ପରିବାରରେ ପୁଣି ଥରେ ଖୁସିର ପରିବେଶ ବନେଇବା ପାଇଁ ଅତିଶୀଘ୍ର ଏହା ଠୁ ବାହାରି ଆସିବା ଆବଶ୍ୟକ | ଆଜି କୌଣସି ଜମିଜମାରେ ଅର୍ଥ ନିବେଶ କରନ୍ତୁ ନାହିଁ ଆପଣଙ୍କ ପାଇଁ ଘାତକ ସିଦ୍ଧ ହୋଇପାରେ | ଘରେ ଉଲ୍ଲାସର ପରିବର୍ତନ ଥିବା ଯାହା ଆପଣଙ୍କ ଚାପକୁ କମ କରି ଦେବ | ଆପଣ ଏହାର ପୁର୍ଣ ରୂପେ ସହଭାଗି ହୁଅନ୍ତୁ ଓ କେବଳ ମୁକ ଦର୍ଶକ ହୋଇ କିଛି ଲାଭ ମିଳିବ ନାହିଁ |

ଧନୁ ରାଶି
ଆଖ-ପାଖ ଲୋକଙ୍କ ସହଯୋଗ ଆପଣଙ୍କୁ ସୁଖଦ ଅନୁଭୂତି ଦେବ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ ଆଜି ରାତିରେ ଆପଣଙ୍କୁ ଆପଣଙ୍କର ଦେଇଥିବା ଧନ ମିଳିବାର ସମ୍ଭାବନା ଅଛି | ଅତିଥି ମାନଙ୍କ ସହିତ ଆନନ୍ଦ ନେବା ପାଇଁ ଆଜି ବହୁତ ଶୁଭ ଦିନ | ନିଜର ଅତିଥି ମାନଙ୍କ ସହିତ ମିଶିକି କିଛି ବିଶେଷ କରିବାକୁ ଯୋଜନା ବନାନ୍ତୁ | ଏହା ପାଇଁ ଆପଣଙ୍କ ପ୍ରଶଂସା କରିବେ | ଆଜି ଆପଣ ଅନୁଭବ କରିବେ କି ଆପଣଙ୍କ ପ୍ରିୟ ଆପଣଙ୍କୁ କେତେ ଭଲ ପାଆନ୍ତି |

ମକର ରାଶି
ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ଧନ ସମ୍ବନ୍ଧିତ କୌଣସି ବିବାଦ ଆଜି ତୁଟି ପାରେ ଓ ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ | ଆପଣଙ୍କର କେହି ଜଣେ ପରିବାର ଲୋକ କିମ୍ବା ସାଙ୍ଗ ସାଥି ଆପଣଙ୍କ ଅନିଶ୍ଚିତ ଓ ଖାମଖିଆଲ ବ୍ୟବହାର ଯୋଗୁଁ ଚିଡ଼ି ପାରନ୍ତି | ବୁଲା-ବୁଲି କରିବାକୁ ଯିବାର ଯୋଜନା କରି ପାରନ୍ତି ଯାହା ଆପଣଙ୍କୁ ଉର୍ଜା ଓ ଉତ୍ସାହରେ ଭାରି ଦେବ | ଆପଣଙ୍କ ହସେୟିବାର କଲା ଆପଣଙ୍କର ସବୁଠୁ ମୂଲ୍ୟବାନ ସମ୍ପତି ବୋଲି ପ୍ରମାଣ କରିବ |

କୁମ୍ଭ ରାଶି
ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ ଆଜି ଘରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ | ନିଜ ଉପରେ କାବୁ ରଖନ୍ତୁ କାରଣ ଆଜିର ଦିନ ଅନ୍ୟ ଦିନମାନଙ୍କ ପରି ସାଧାରଣ ଭାବରେ କଟିବନି |

ମୀନ ରାଶି
ଗୋଳମାଳିଆ ଅବସ୍ଥାରେ ଫସିବା କାରଣରୁ ଚିନ୍ତିତ ହୁଅନ୍ତୁ ନାହିଁ ଯେମିତିକି କାଧ୍ୟରେ ଟିକେ ରାଗ ତାକୁ ଆହୁରି ସ୍ୱାଦଯୁକ୍ତ ବନେଇ ଦିଏ ସେହି ପରି ଏମିତିଆ ପରିସ୍ଥିତି ଆପଣଙ୍କୁ ଖୁସିର ପ୍ରକୃତ ମୂଲ୍ୟ ଜଣାଏ | ନିଜର ମନଦସା ପରିବର୍ତନ କରିବା ପାଇଁ କୌଣସି ସାମାଜିକ ଆୟୋଜନରେ ଭାଗ ନିଅନ୍ତୁ | କାହାର ବିନା ପରାମର୍ଶରେ ଆଜି କିଛି ନିବେଶ କରନ୍ତୁ ନାହିଁ ଘରୋଇ କାର୍ଯ୍ୟ ସାରିବାରେ ପିଲା ମାନେ ସାହାଯ୍ୟ କରିବେ ଖାଲି ସମୟରେ ତାଙ୍କୁ ଏମିତିଆ କାର୍ଯ୍ୟ କରିବାକୁ ଉତ୍ସାହିତ କରନ୍ତୁ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.