Breaking News

ଆଜିର ରାଶିଫଳ 12 November 2022 ଶନିବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି
ଅସୁବିଧା ବିଷୟରେ ଅତ୍ୟଧିକ ଚିନ୍ତା କରିବା ଓ ତାହାକୁ ବଡ଼େଇକି ଭାବିବା ଅଭ୍ୟାସ ଆପଣଙ୍କ ନୀତିଶିକ୍ଷାକୁ ଦୁର୍ବଳ କରି ପାରେ | ଆଜି ଆପଣ କୋଣସି ପ୍ରକାରର ମାଦକ ଦ୍ରବ୍ୟର ସେବନରୁ ଦୂରରେ ରୁହନ୍ତୁ କାରଣ ନିଶାସକ୍ତ ଅବସ୍ଥାରେ ଆପଣ ଆପଣଙ୍କର କୌଣସି ମୂଲ୍ୟବାନ ବସ୍ତୁ ହରାଇପାରନ୍ତି | କେହି ବନ୍ଧୁ ନିଜର ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ପରାମର୍ଶ ମାଗି ପାରନ୍ତି |

ବୃଷ ରାଶି
ଜୀବନ ତୃପ୍ତି ଓ ସନ୍ତୁଷ୍ଟ ସହିତ ରଖିବା ପାଇଁ ନିଜ ମାନସିକ ଦୃଢ଼ତାରେ ବୃଦ୍ଧି କରନ୍ତୁ | ନିଜର ଅଧିକା ଧନକୁ କୌଣସି ସୁରକ୍ଷିତ ସ୍ଥାନରେ ନିବେଶ କରନ୍ତୁ ଯାହାକି ଆପଣଙ୍କ ଦରକାର ସମୟରେ ଲାଭ ପ୍ରଦାନ କରିବ | ନୂତନ ରୂପ-ରଙ୍ଗ, ନୂଆତଂ କପଡ଼ା, ନୂତନ ବନ୍ଧୁବାନ୍ଧବ ଆଜି ଆପଣଙ୍କ ଦିନକୁ ସୁନ୍ଦର ବନେଇବେ | ପ୍ରେମ ସମ୍ବନ୍ଧୀୟ କଥାରେ ତର-ବର କରନ୍ତୁ ନାହିଁ |

ମିଥୁନ ରାଶି
ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି, ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ ଆପଣଙ୍କର ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ଦେଖାଯାଉନାହିଁ | ସେଥିପାଇଁ ଆପଣଙ୍କୁ ଆଜି ଅର୍ଥ ସଞ୍ଚୟ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ | ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜି ଦିନଟା ଶୁଭ ଅଟେ |

କର୍କଟ ରାଶି
ଆଜି ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ଓ ସୁଖୀ ଅନୁଭବ କରିବେ | ଆଜି ଦିନଟା-ଯାକ ଖାଲି ବସିକି ନଷ୍ଟ ନକରି ନିଜର ଅର୍ଥ ଅବସ୍ଥାରେ କେମିତି ଉନ୍ନତି ଆଣିବେ ତାହାର ଯୋଜନା କରନ୍ତୁ | ପରିବାର ଲୋକଙ୍କ ସହିତ ଗତିବିଧି ସମସ୍ତଙ୍କୁ ଖୁସି ରଖିବ | ନୂଆ ପ୍ରେମ ସମ୍ବନ୍ଧ ଆପଣଂକ ମନରେ ଖୁସି ଭାବନା ଆଣିବ ଓ ମନ ଭଲ ରହିବ|

ସିଂହ ରାଶି
ଯୋଗ ଓ ତପଶ୍ୟା ଆଧ୍ୟାତ୍ମିକ ଓ ଶାରୀରିକ ଲାଭ ପାଇଁ ଉପକାରୀ ହୋଇ ଥାଏ | ସମସ୍ତଙ୍କ ସହିତ ମଧୁର ସମ୍ପର୍କ ବନେଇ ରଖିବାକୁ ଚେଷ୍ଟା କରନ୍ତୁ | ଆପଣଙ୍କ ଆଖି ଚମକିବ ଓ ହୃଦୟର ଆପନଦାନ ବଢି ଯିବା,ଯେତେ ବେଳେ ଆପଣ ନିଜର ମନର ମଣିଷକୁ ଦେଖା କରିବେ | ଆଜି ଯେତେ ପାରିବେ ନିଜ ପାଇଁ ସମୟ କାଢନ୍ତୁ |

କନ୍ୟା ରାଶି
ଯଦି ଆଜି ବାହାରକୁ ଯିବାର ଯୋଜନା ଅଛି ତାହେଲେ ଆଜି ବହୁତ ହସ ଖୁସିରେ ସବୁ କିଛି କଟିବ | ଏକ ନୂତନ ବିତିୟ ବୁଝାବଣା ଶେଷ ରୂପ ନେବ ଓ ଧନ ପ୍ରାପ୍ତି ହେବ | ଯେଉଁ ମାନେ ଆପଣଙ୍କ ପାଇଁ ସବୁଠୁ ଅଧିକ ମହତ୍ୱ ରଖନ୍ତି,ସେମାନଙ୍କୁ ନିଜର କଥା ବୁଝେଇବା ପାଇଁ ଆପଣ ବିଶେଷ କରିକି ଅସୁବିଧା ଅନୁଭବ କରିବେ |

ତୁଳା ରାଶି
ପରିବାରର ଆଶା ଉପରେ ଛିଡ଼ା ହେବ ପାଇଁ କିଛି କରିକି ଦେଖେଇବାକୁ ପଡ଼ିବ | ନିଜର ନିବେଶ ଓ ଭବିଷ୍ୟ ଲକ୍ଷ୍ୟ ସମ୍ବନ୍ଧରେ ଯୋଜନା ଗୋପନୀୟ ଭାବରେ ରଖନ୍ତୁ | ହଠାତ ଆସିଥିବା କାର୍ଯ୍ୟ ଯୋଗୁଁ ଆପଣଙ୍କ ଦିନର ଯୋଜନାରେ ବାଧା ପଡି ପାରେ | ଆପଣ ଅନୁଭବ କରିବେ କି ଆପଣ ଅନ୍ୟ ମାନଙ୍କ ପାଇଁ ଅଧିକ କରୁଛନ୍ତି ଓ ନିଜ ପାଇଁ ସମୟ ପାଉନାହାନ୍ତି |

ବିଛା ରାଶି
ଆଜି ଆପଣଙ୍କ ସ୍ୱାସ୍ଥ୍ୟର ଚିନ୍ତା କରିବାର ଆବଶ୍ୟକତା ନାହିଁ | ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କୁ ପ୍ରୋତ୍ସାହିତ କରିବେ ଓ ପ୍ରଶଂସା ମଧ୍ୟ କରିବେ | ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ- ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳି ପାରେ- ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି |

ଧନୁ ରାଶି
ରକ୍ତଚାପର ରୋଗୀଙ୍କୁ ବିଶେଷ କରିକି ନିଜର ଧ୍ୟାନ ରଖିବା ଆବଶ୍ୟକ ଓ ଠିକ ସମୟରେ ଓଷଧ କହିବା ଉଚିତ | ତା ସହିତ ତାଙ୍କୁ କୋଲେଷ୍ଟ୍ରୋଲକୁ ନିଅନ୍ତ୍ରଣରେ ରଖିବାକୁ ଚେଷ୍ଟା କରିବା ଉଚିତ | ଏହା କରିବା ବହୁତ ଲାଭକାରୀ ପ୍ରମାଣିତ ହେବ | କିଛିଟା ଆବଶ୍ୟକ ଯୋଜନା କାରଣ ଯୋଗୁଁ ଆପଣଙ୍କ ଅର୍ଥ ଅବସ୍ଥାରେ ଉନ୍ନତି ହୋଇ ପାରେ |

ମକର ରାଶି
ଧ୍ୟାନ ଓ ଆତ୍ମ ଚିନ୍ତନ ଆପଣ ମାନଙ୍କ ପାଇଁ ବିଶେଷ ଲାଭକାରୀ ଅଟେ | ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ | କୌଣସି ଧାର୍ମିକ ସ୍ଥଳ କିମ୍ବା ବଂଧୁ ଘରକୁ ଆଜି ଯିବାର ସମ୍ଭାବନା ଅଛି | ଆଜି ଆପଣଙ୍କ ପ୍ରିୟଙ୍କ ଅନିଶ୍ଚିତ ଆଚରଣ ଯୋଗୁଁ ପ୍ରେମରେ ବାଧା ସୃଷ୍ଟି ହୋଇ ପାରେ | ଯାତ୍ରା କଲେ ବ୍ୟବସାୟକୁ ନୂତନ ସୁଯୋଗ ମିଳିବ |

କୁମ୍ଭ ରାଶି
ନିଜର ମନ ଇଚ୍ଛା କାର୍ଯ୍ୟ କରିବା ଓ ଜିଦ କରିବା ଶ୍ଵାସଭାବକୁ ନିଅନ୍ତ୍ରଣରେ ରଖନ୍ତୁ,ବିଶେଷ କରିକି କୌଣସି ସମାରୋହ କିମ୍ବା ପାର୍ଟିରେ | କାରଣ ଏହା ନ କରିବା ସେଠାର ପରିବେଶ ଚାପଗ୍ରସ୍ତ ହୋଇ ପାରେ | ଆଜି ଦିନ ଆରମ୍ଭରୁ ହିଁ ଅର୍ଥ ହାନି ହୋଇପାରେ ଯାହାଦ୍ୱାରା ପୁରା ଦିନ ଖରାପରେ କାଟିବେ | ନିଜର ଜୀବନ-ସାଥୀ ସହିତ ନିଜର ଗୁପ୍ତ କଥାକୁ ଭାବି-ଛିନ୍ତିକି ଜଣାନ୍ତୁ |

ମୀନ ରାଶି
ପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଆଜି ଆପଣ ଯେତେ ଚେଷ୍ଟା କଲେ ବି ଖର୍ଚ୍ଚରୁ ବଂଚି ପାରିବେ ନାହିଁ | କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁନାହିଁ କାରଣ ସ୍ଥିତି ଶୀଘ୍ର ସୁଧୁରି ଯିବ | ଆଜି ଆପଣଙ୍କ ମନ ଖୁସି ରହିବ ଓ ଆପଣ ଆପଣଙ୍କ ବନ୍ଧୁ ଓ ପରିବାର ଲୋକଙ୍କ ଉପାରେ ଖର୍ଚ୍ଚ କରି ଆନନ୍ଦ ଉଠାନ୍ତୁ |

About odisha news

Check Also

ଆଜିର ରାଶିଫଳ 25 November 2022 ଶୁକ୍ରବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ …

Leave a Reply

Your email address will not be published.