Breaking News

ଆଜିର ରାଶିଫଳ : 11 july 2022 ସୋମବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ନିଜର ଚିନ୍ତା ଦୂର କରିବା ପାଇଁ ନିଜର ପରିବାର ଲୋକଙ୍କ ସାହାଯ୍ୟ ନିଅନ୍ତୁ | ନିଜର ଭାବନାକୁ ଲୁଚାନ୍ତୁନି ନିଜର ଭାବନା ଅନ୍ୟ ମାନଙ୍କ ସାମନାରେ ପ୍ରକାଶିତ କଲେ ଲାଭ ମିଳିବ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | ଯେଉଁ ମାନେ ଆପଣଙ୍କ ପାଇଁ ସବୁଠୁ ଅଧିକ ମହତ୍ୱ ରଖନ୍ତି ସେମାନଙ୍କୁ ନିଜର କଥା ବୁଝେଇବା ପାଇଁ ଆପଣ ବିଶେଷ କରିକି ଅସୁବିଧା ଅନୁଭବ କରିବେ | ଯେଉଁ ଲୋକ ମାନେ ପ୍ରେମର ସଂଗୀତରେ ବୁଡ଼ିକି ଅଛନ୍ତି, କବଳ ସେହି ମାନେ ଏହି ସୁରା-ତାଳର ଆନନ୍ଦ ନେଇ ପାରିବେ | ଆଜିକା ଦିନ ଆପଣ ବି ସେଇ ସଂଗୀତକୁ ଶୁଣି ପାରିବେ ଯାହା ଦୁନିଆର ବାକି ଗୀତକୁ ବୁଲେଇ ଦବ | ଛୋଟ ମୋଟା ବାଧାର ସମ୍ମୁଖୀନ ହେବାର ସଂଭାନ ଅଛି ତଥାପି ଆଜି ଦିନ ଆପଣଙ୍କୁ ନୂଆ ଉପ୍ପ୍ଳାଭର୍ଡ ଦେଇ ପାରେ |

ବୃଷ ରାଶି
ଆପଣଙ୍କ ବ୍ୟକ୍ତିଗତ ସମସ୍ୟା ମାନସିକ ସାନ୍ତିକୁ ଭଙ୍ଗ କରି ପାରେ | ମାନସିକ ଚାପି ଠୁ ରକ୍ଷା ପାଇବା ପାଇଁ କିଛି କୌତୁହଳଜନକ ଓ ଭଲ ପଢ଼ନ୍ତୁ | କୌଣସି ବିପରୀତ ଲିଙ୍ଗି ବ୍ୟକ୍ତିଙ୍କ ସହାୟତାରେ ଚାକିରୀ କ୍ଷେତ୍ରରେ ଅର୍ଥପ୍ରାପ୍ତି ହୋଇପାରେ | ପାରିବାରିକ କାର୍ଯ୍ୟ ଓ ଲମ୍ବା ସମୟରୁ ପଡ଼ି ଥିବା କାର୍ଯ୍ୟକୁ ସାରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ | ଆଜି ଦିନରେ ଆପଣ କୌଣସି ପ୍ରାକୃତିକ ସୌନ୍ଦର୍ଯ୍ୟ ପରି ଚମକି ଉଠିବେ ଯଦି ଆପଣ ଵ୍ୟଵଶ୍ୟରେ ନୂତନ ଭାଗିଦାରକୁ ଯୋଡ଼ିବା ବିଷୟରେ ବିଚାର କରୁଛନ୍ତି ତାହେଲେ ଏହା ନିହାତି ଦରକାର କି ଆପଣ ତାଙ୍କୁ କୌଣସି କଥା ଦେବା ପୂର୍ବରୁ ସବୁ ତଥ୍ୟ ଭଲ ଭାବରେ ଅନୁସନ୍ଧାନ କରନ୍ତୁ |

ମିଥୁନ ରାଶି
ଆଜି ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ଓ ସୁଖୀ ଅନୁଭବ କରିବେ | ଆଜି ଆପଣଙ୍କ ଘରେ କୌଣସି ସମାରୋହ ପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇପାରେ | କାମ ଚାପ ଯୋଗୁଁ ଆପଣଙ୍କର ଆପଣଙ୍କ ଜୀବନ ସାଥି ସାଙ୍ଗରେ ସମ୍ପର୍କ ଖରାପ ହୋଇ ପାରେ ତେଣୁ ତାଙ୍କୁ ବି ସମୟ ଦିଅନ୍ତୁ | ଆପଣଙ୍କ ଆଖି ଚମକିବ ଓ ହୃଦୟର ଆପନଦାନ ବଢି ଯିବା ଯେତେ ବେଳେ ଆପଣ ନିଜର ମନର ମଣିଷକୁ ଦେଖା କରିବେ |

କର୍କଟ ରାଶି
ଆପଣ ଖୁବ ଶୀଘ୍ର ଲମ୍ବା ସମୟରୁ ଚାଲି ଆସୁଥିବା ରୋଗରୁ ଉଭରି ଆସିବେ ଓ ପୁର୍ଣ ରୂପରେ ସୁସ୍ଥ ହୋଇ ପାରନ୍ତି | କିନ୍ତୁ ଏମିତି ସ୍ୱାର୍ଥୀ ଓ ରାଗି ଲୋକଠୁ ନିଜକୁ ରକ୍ଷା କରନ୍ତୁ ଯିଏ କି ଆପଣଙ୍କୁ ଚାପ ଦେଇ ପାରେ ଓ ଆପଣଙ୍କ ଅସୁବିଧାରେ ବୃଦ୍ଧି କରି ପାରେ | ଆଜି ଆପଣଙ୍କୁ ଆପଣଙ୍କର ଧନ ଖର୍ଚ୍ଚ କରିବାକୁ ପଡିବ ନାହିଁ କାରଣ ଆପଣଙ୍କ ଘରର କୌଣସି ବଡ ଲୋକ ଆଜି ଆପଣଙ୍କ ପାଇଁ ଖର୍ଚ୍ଚ କରିବେ | ପ୍ରେମ ମିଳାମିଶା ଓ ବନ୍ଧନରେ ବୃଦ୍ଧି ହେବ | ଜୀବନ-ସାଥୀଙ୍କର ବନ୍ଧୁ-ବାନ୍ଧବଙ୍କ ହସ୍ତକ୍ଷେପ ବୈବାହିକ ଜୀବନର ସନ୍ତୁଳନ ଖରାପ କରି ପାରେ |

ସିଂହ ରାଶି
ବହୁତ ଦିନରୁ ଅଟକିଥିବା ଧନ ଶେଷରେ ଆପଣଙ୍କୁ ମିଳିବ | ଦୂରର ବନ୍ଧୁ-ବାନ୍ଧବ ଯେଉଁ ସନ୍ଦେଶର ବହୁତ ସମୟରୁ ଅପେକ୍ଷା କରୁଛନ୍ତି ସେଇ ଶୁଭ ଖବର ପୁରା ପରିବାରକୁ ଖୁସିରେ ଭାରି ଦେବ | ଆପଣଙ୍କ ଭାଗିଦାର ଆପଣଙ୍କ ନୂତନ ଯୋଜନା ଓ ବିଚାରକୁ ସମର୍ଥନ ଦେବେ | ଅନ୍ୟକୁ ବୁଝେଇବାର ଶକ୍ତିର ଲାଭ ଉଠାନ୍ତୁ, ତାହା ଉନ୍ନତି କରିବାରେ ସାହାଯ୍ୟ କରିବ | କଣ ଆପଣ ଜାଣିଛନ୍ତିକି ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ ଜଣେ ଦେବଦୁତ୍ତ ତାଙ୍କ ଉପରେ ଧ୍ୟାନ ଦିଅନ୍ତୁ ଏହି କଥା ଆପଣଙ୍କୁ ଆପେ-ଆପେ ଦେଖା ଯିବ |

କନ୍ୟା ରାଶି
ଆଜି ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ | ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାମ ଖରାପ ହେଇଯିବ ଦେଖି ଆପଣ ମନଦୁଃଖ କରିବେ ଓ ସେ କଥା ଭାବି ସମୟ ମଧ୍ୟ ନଷ୍ଟ କରିବେ | ଆପଣାକୁ ଆଜି ଅନୂଭଵ ହେବକି ଆପଣଙ୍କ ଜୀବନ-ସାଥୀ ଆଗରୁ ଏତେ ଭଲ କେବେ ବି ନଥିଲେ |

ତୁଳା ରାଶି
ଯେଉଁମାନେ କୌଣସି ସମ୍ବନ୍ଧିୟଙ୍କ ଠାରୁ ଧାର ନେଇଥିଲେ ସେମାନଙ୍କୁ ଆଜି ଯେକୌଣସି ପରିସ୍ଥିତିରେ ଧାର ସୁଝିବାକୁ ପଡ଼ିପାରେ | ସାଙ୍ଗ ଓ ବନ୍ଧୁ ବାନ୍ଧବ ଆପଣଙ୍କ ସାହାଯ୍ୟ କରିବେ ଓ ଆପଣ ତାଙ୍କ ସହିତ ଅତି ଖୁସି ଅନୁଭବ କରିବେ | ଆଜି ଆପଣଙ୍କ ପ୍ରିୟ ଆପଣଙ୍କଠୁ କଥା ଦେବାକୁ ଦାବି କରି ପାରନ୍ତି- କିନ୍ତୁ ଏମିତି କୌଣସି କଥା ନ ଦିୟନ୍ତୁ ଯାହା ଆପଣ ପୁରା ନ କରି ପାରନ୍ତି | ଆପଣଙ୍କୁ ଖୁସିରେ ଭରା ବୈବାହିକ ଜୀବନର ମହତ୍ୱ ଅନୁଭବ ହେବ |

ବିଛା ରାଶି
ଆଜି ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟଦେଇ ଯାଉଛନ୍ତି ସେମାନଙ୍କୁ ଧାନ ପ୍ରାପ୍ତି ହୋଇପାରେ ଯାହା ଦ୍ୱାରା ବହୁତଗୁଡିଏ ସମସ୍ୟାର ସମାଧାନ ହୋଇପାରିବ | ଯାହା ସହିତ ଆପଣ ରୁହନ୍ତି ତାଙ୍କ ସହିତ ବାଡ଼-ବିବାଦ ହାବଠୁ ନିଜକୁ ରକ୍ଷା କରନ୍ତୁ | ଯଦି କୌଣସି ସମସ୍ୟା ଅଛି,ତାହେଲେ ଶାନ୍ତି ଭାବରେ ସମାଧାନ କରନ୍ତୁ | ପ୍ରେମ ଜୀବନରେ ଆଶାର ନୂତନ କିରଣ ଆସିବାର ସମ୍ଭାବନା ଅଛି | ପାରିବାରିକ ଆସନ୍ତି ଯୋଗୁଁ ଆଜି ଆପଣଙ୍କ ମନ କାମରେ ଲାଗିବନାହିଁ | ବ୍ୟପାରୀ ମାନେ ନିଜର ସହଭାଗୀଙ୍କ ଠାରୁ ସତର୍କ ରୁହନ୍ତୁ | ସେମାନେ ଆପଣଙ୍କୁ ଆଘାତ କରିପାରନ୍ତି | ଆପଣଙ୍କ ପ୍ରେମ ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ କୌଣସି ସୁନ୍ଦର ଉପହାର ଦେଇ ପାରନ୍ତି |

ଧନୁ ରାଶି
ହୃଦୟ ରୋଗୀଙ୍କ ପାଇଁ କଫି ଛାଡ଼ିବାର ଉଚିତ ସମୟ ଆସିଛି ଏବେ ଏହାର ଟିକେ ବି ଉପଯୋଗ ହୃଦୟ ଉପରେ ଅତିରିକ୍ତ ଚାପ ଦେଇ ପାରେ | ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତ ମିଶି କୌଣସି ଆର୍ଥିକ ଯୋଜନା କରିପାରନ୍ତି | ଏହି ଯୋଜନା ସଫଳ ହେବାର ଆଶା ଅଛି | କୂଟନୀତି ଭାବରେ ସବୁ କିଛି କରନ୍ତୁ ନଚେତ ନୂତନ ବିପଦର ସାମ୍ନା କରିବାକୁ ପଡିପାରେ | ଆଜି ଆପଣଙ୍କ ସମାନରେ ଗୁଡ଼ାଏ ବିବାଦାସ୍ପଦ ବିଷୟ ଆସି ପାରେ ଯାହାର ସମାଧାନ କରିବା ନିହାତି ଜରୁରୀ | ଯଦି ଆପଣ ବୈବାହିକ ଜୀବନ ଦୃଷ୍ଟିରୁ ଲମ୍ବା ସମୟରୁ ନିରାଶ ଅଛନ୍ତି ତାହେଲେ ଆଜି ଆପଣଙ୍କ ସ୍ଥତିରେ ବୃଦ୍ଧି ଅନୁଭବ କରି ପାରନ୍ତି |

ମକର ରାଶି
ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ | ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ | ଆଜି ଅତି ଶୁଭ ଦିନ ଅଟେ ସମସ୍ତଙ୍କର ସାହାଯ୍ୟ ମିଳିବ – ଆଜି ଆପଣଙ୍କୁ ଗୁଡ଼ାଏ ଯୋଜନା ଭିତରୁ ବାଛିବାକୁ ପଡିବ | ଥରେ ଆପଣ ନିଜର ମନର ମଣିଷକୁ ପ୍ରାପ୍ତ କଲା ପରେ ଜୀବନରେ ଆଉ କୌଣସି ଜିନିଷର ଆବଶ୍ୟକତା ନାହିଁ | ଏଇ କଥାକୁ ଆପଣ ଆଜି ଗଭୀରତାରେ ଅନୁଭବ କରିବେ | କାର୍ଯ୍ୟକ୍ଷେତ୍ରରେ ଆପଣ ଆଜି ସେମିତିଆ କାର୍ଯ୍ୟ ମିଳିବ ଯେମିତିଆ ଆପଣ ବହୁତ ଦିନରୁ କରିବାକୁ ଚାହୁଁ ଥିଲେ | ଆଜି ଆପଣଙ୍କୁ ରଙ୍ଗ ବେଶୀ ଗାଢା ଦେଖା ଯିବ କାହିଁକି ନା ପରିବେଶରେ କେବଳ ପ୍ରେମ ହିଁ ପ୍ରେମ ଅଛି |

କୁମ୍ଭ ରାଶି
ମନ ଶାନ୍ତି ପ୍ରାପ୍ତ କରିବା ପାଇଁ କିଛି କ୍ଷଣ ନିଜର ବନ୍ଧୁ ମାନଙ୍କ ସହିତ ବ୍ୟତୀତ କରନ୍ତୁ | ଆଜି ଆପଣ ଧନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ତେଣୁ କୌଣସି ବିଶ୍ୱସ୍ତ ପାତ୍ରଙ୍କ ଠାରୁ ଉପଦେଶ ନିଅନ୍ତୁ | କୌଣସି ପାରିବାରିକ ଗୁପ୍ତ କଥାର ଖୋଲିବା କାରଣରୁ ଆପଣ ଚମ୍ପକୀ ପାରନ୍ତି | ନିଜର ପ୍ରିୟକୁ ବୁଝିବାକୁ ଚେଷ୍ଟା କରନ୍ତୁ ନଚେତ ବିପଦରେ ପଡ଼ି ପାରନ୍ତି | କାର୍ଯ୍ୟସ୍ଥଳରେ ଆଜି ଆପଣଙ୍କ ପାଇଁ ଶୁଭ ଦିନ ଅଟେ | ଆଜି ଆପଣଙ୍କ ସହକର୍ମୀ ତଥା ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାମର ପ୍ରସଂଶା କରିବେ | ବ୍ୟବସାୟୀ ମାନେ ଆଜି ଲାଭାନ୍ବିତ ହେବେ | ଆଜି ଆପଣଙ୍କର ବୈବାହିକ ଜୀବନ ହସ-ଖୁସି,ପ୍ରେମ ଓ ଉଲ୍ଲାସର କେନ୍ଦ୍ର ହୋଇ ପାରେ |

ମୀନ ରାଶି
ଆଜି ଆପଣଙ୍କ ଶରୀର ଭଲ ରହିବ ଆଜି ଆପଣ ଧନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ତେଣୁ କୌଣସି ବିଶ୍ୱସ୍ତ ପାତ୍ରଙ୍କ ଠାରୁ ଉପଦେଶ ନିଅନ୍ତୁ | ସାଙ୍ଗ ଓ ଘର ଲୋକ ଆପଣଙ୍କୁ ବହୁତ ପ୍ରେମ ଓ ସହଯୋଗ ଦେବେ | ଆଜି ଉତେଜିତ ରହିବେ କାରଣ ଆପଣଙ୍କ ପ୍ରିୟ ଆଜି ଫୋନ କରି ପାରନ୍ତି | ବରିଷ୍ଠ ଅଧିକାରୀଙ୍କର ସହଯୋଗ ଓ ପ୍ରଶଂସା ଆପଣଙ୍କ ଆତ୍ମବିଶ୍ଵାସ ଓ ଉତ୍ସାହକୁ ଆହୁରି ଦୁଇଗୁଣ କରି ଦେବ | ଆଜି ଆପଣଙ୍କ ଶଶୁର ଘର ପକ୍ଷରୁ କୌଣସି ଖରାପ ଖବର ଆସିପାରେ ଯାହା ଆପଣଙ୍କୁ ବ୍ୟଥିତ କରିବ | ସେ କଥା ଆପଣ ସାରା ଦିନ ଭାବିବେ ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଠାରେ ପ୍ରେମରେ ପଡ଼ିବେ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.