Breaking News

ଆଜିର ରାଶିଫଳ : 1 ଜୁଲାଇ 2022 ଶୁକ୍ରବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବା ଯୋଗୁଁ ଅର୍ଥ ଅବସ୍ଥାରେ ଉନ୍ନତି ହେବ ପିଲା ମାନେ ଆସ ପୁରୁଣ ନ କରିବା କାରଣରୁ ଆପଣ ନିରାଶ ହୋଇ ପାରନ୍ତି | ସ୍ୱପ୍ନାକୁ ପୁରା ପାଇଁ ତାଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ଅଛି ଆପଣଙ୍କ ପ୍ରିୟାର ମନୋହର ସ୍ଵଭାଵ ଆପଣଙ୍କୁ ବିଶେଷ ହବାର ଅନୁଭବ କରେଇବ ଏହି ସ୍ମୃତିର ଲାଭ ଉଠାନ୍ତୁ |

ବୃଷ ରାଶି
ଆପଣଙ୍କ ହସ-ମଜା କରିବାର କଲା ଆଉ କାହାକୁ ଏହି କ୍ଷମତାରେ ବୃଦ୍ଧି ଆଣିବା ପାଇଁ ଉତ୍ସାହିତ କରି ପାରେ ଆପଣଙ୍କ ଠୁ ତାଙ୍କୁ ଏହା ଶିକ୍ଷା ମିଳିବକି ଜୀବନରେ ଖୁସି ବାହାର ଜିନିଷରେ ନାହିଁ ବରଂଚ ନିଜ ଭିତରେ ହିଁ ମିଳେ ଆଜି ଆପଣ ବୁଝିପାରିବେ ଯେ ନବୁଝି ନସୁଝି ଧନ ଓ ଅର୍ଥର ଅପଚୟ ଦ୍ୱାରା ଭବିଷ୍ୟତରେ କଣ କ୍ଷତି ହୋଇପାରେ | ଆପଣନ୍କ ଜୀବନ-ସାଥୀ ସହିତ ଉତ୍ତମ ବୁଝାମଣା ଜୀବନରେ ଖୁସି ଶାନ୍ତି ଓ ସମୃଦ୍ଧି ଆଣିବ |

ମିଥୁନ ରାଶି
କିଛି କୌତୁହଳଜନଙ୍କ ପଢ଼ିକି ଟିକେ ମାନସିକ ବ୍ୟୟାମ କରନ୍ତୁ ଯେଉଁମାନେ କୌଣସି ସମ୍ବନ୍ଧିୟଙ୍କ ଠାରୁ ଧାର ନେଇଥିଲେ ସେମାନଙ୍କୁ ଆଜି ଯେକୌଣସି ପରିସ୍ଥିତିରେ ଧାର ସୁଝିବାକୁ ପଡ଼ିପାରେ | ପାରିବାରିକ ସମସ୍ୟାକୁ ଗୁରୁତ୍ୱ ଦିଅନ୍ତୁ ଏହି ବିଷୟରେ ବିନା ଡେ଼ରି କରି କଥା ହୁଅନ୍ତୁ କାରଣ ଗୋଟେ ଥର ଏହି ସମସ୍ୟାର ସମାଧାନ ହେଲା ପରେ ଘରେ ଜୀବନ ବହୁତ ସହଜ ହୋଇ ଯିବ ଓ ପରିବାର ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଆପଣଙ୍କୁ ଅସୁବିଧା ହେବ ନାହିଁ |

କର୍କଟ ରାଶି
ବିନା କାରଣ ନିଜର ଆଲୋଚନା କରୁଥିବା କାରଣରୁ ଆତ୍ମବିଶ୍ଵାସ କାମ ହୋଇ ପାରେ ନିଜ ପାଇଁ ଧାନ ସଂଚୟ କରିବାର ଆପଣଙ୍କର ଯୋଜନା ଆଜି ସଫଳ ହୋଇପାରେ | ଆଜି ଆପଣ ଉଚିତ ମାତ୍ରାରେ ସଂଚୟ କରିବାରେ ସକ୍ଷମ ହୋଇପାରିବେ ଆଜି ଦିନଟା ଖୁସି ଭରା ରହିବ କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | ଆଜି ଭାବପୂର୍ଣ୍ଣ ପ୍ରେମ ଅନୁଭବ କରିବେ ତେଣୁ କିଛି କିଛିଟା ସମୟ ତା ପାଇଁ ମଧ୍ୟ କାଢନ୍ତୁ |

ସିଂହ ରାଶି
ମନୀଷିକ ଶାନ୍ତି ପାଇଁ ବିବାଦ ସ୍ତୃଷ୍ଟି କରୁଥିବା କାରଣର ସମାଧାନ କରନ୍ତୁ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ ଆଜି ସନ୍ଧ୍ୟା ବେଳେ କେହି ଘନିଷ୍ଟ ମିତ୍ର କି ସମ୍ବନ୍ଧୀ ଆସି ପାରନ୍ତି | ପ୍ରେମ ଆପଣଙ୍କ ହୃଦୟ ଓ ମନରେ ଛାଇ ପରି ଲାଗି ରହିବ କାରଣ ଆଜି ଆପଣଙ୍କ ଦେଖା ଆପଣଙ୍କ ପ୍ରିୟ ସହିତ ହେବ କାର୍ଯ୍ୟରେ ଧୀର ପ୍ରଗତି ହାଲୁକା ମାନସିକ ଚାପି ଦେଇ ପାରେ | କୌଣସି ବେକାର କାମରେ ଆପଣ ନିଜର ସମୟ ନଷ୍ଟ କରିପାରନ୍ତି |

କନ୍ୟା ରାଶି
ଖୁସି ହେଇ ଯାଆନ୍ତୁ କାରଣ ଆପଣଙ୍କର ଭଲ ସମୟ ଆସୁଛି ଓ ଆପଣ ନିଜ ଭିତରେ ଅତିରିକ୍ତ ଉର୍ଜା ଅନୁଭବ କରିବେ ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ | ଘର ପରିବର୍ତନ କରିବା ପାଇଁ ଉତ୍ତମ ଦିନ ଅଛି ଆଜି ଆପଣ ବୁଝିପାରିବେ କି ପ୍ରେମ ସବୁ ଜିନିଷର ପ୍ରତିବଦଳ ଅଟେ ନୂଆ ପ୍ରସ୍ତାବ ଆକର୍ଷିତ ହେବ କିନ୍ତୁ ତରବରରିୟା ନିର୍ଣ୍ଣୟ ନେବା ବୁଢ଼ୀର କାମ ନୁହେ ଆଜି ଆପଣଙ୍କର ଖାଲି ସମରେ ଆପଣ ଆପଣଙ୍କର ସାଙ୍ଗସାଥୀମାନଙ୍କ ସହିତ କଟାଇପାରନ୍ତି |

ତୁଳା ରାଶି
ଆପଣ ଅନୁଭବ କରିବେ କି ଅଖା-ପାଖ ଲୋକ ଅତ୍ୟଧିକ ଦାବି କରି ପାରନ୍ତି କିନ୍ତୁ ଯେତିକି ଆପଣ କରି ପାରିବେ ତାହାଠୁ ଅଧିକ କରିବାର କଥା ଦିଅନ୍ତୁ ନାହିଁ ଓ କେବଳ ଅନ୍ୟର ଖୁସି ପାଇଁ ନିଜକୁ ଚାପ ଦେଇ ଥକାନ୍ତୁ ନାହିଁ ଅର୍ଥ ଅବସ୍ଥା ଯୋଗୁଁ ଆପଣଙ୍କ ରଚନାତ୍ମକ ଭାବରେ ଭାବିବା ଶକ୍ତି ନଷ୍ଟ ହୋଇ ଯାଇଛି | ଯେଉଁ ଲୋକ ମାନଙ୍କୁ ଆପଣ ପସନ୍ଦ କରନ୍ତି ସେମାନଙ୍କୁ ଉପହାର ଦେବା-ନେବା ପାଇଁ ଅତି ଶୁଭ ଦିନ ଅଟେ |

ବିଛା ରାଶି
ମାନସିକ ଚାପକୁ ଅଦେଖା କରନ୍ତୁ ନାହିଁ ଏହା ଗୁଡ଼ାକୁ ଓ ମଦ ପରି ସଂସର୍ଗଜନିତ ରୋଗ ପରି ଯାହା ଶୀଘ୍ର ହିଁ ଗୋଡ଼ ଲମ୍ବା କରୁଛି | ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ ଏହାଦ୍ୱାରା ଧାନ ଲାଭ ହୋଇପାରେ ସାମାଜିକ ଉତ୍ସବରେ ଭାଗ ନେବା ପାଇଁ ଭଲ ସୁଯୋଗ ଅଛି ଯାହା କାରଣରୁ ଆପଣ ପ୍ରଭାବଶାଳୀ ମାନଙ୍କର ସମ୍ପର୍କରେ ଆସିବେ | ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କ ଦୃଷ୍ଟିରେ ଆସି ପାରନ୍ତି- ଯଦି ଆପଣ ନିଜ ଦଳଠୁ ଅଲଗା ହୋଇ ରହିବେ |

ଧନୁ ରାଶି
ତାଠୁ ଆଗେ କି ନକରାତ୍ମକ ବିଚାର ମାନସିକ ରୋଗର ରୂପ ନେଇ ଯାଏ ଆପଣ ତାହାର ଶେଷ କରି ଦିଅନ୍ତୁ | ଏମିତିଆ ଆପଣ କୌଣସି ଦାନ-ଧର୍ମ କାର୍ଯ୍ୟରେ ସହଭାଗିତା ନେଇ କରି ପାରନ୍ତି ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ | ଆଜି ଆପଣଙ୍କୁ ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ ଘର ବିତରେ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପାରେ |

ମକର ରାଶି
ଖେଳ ଓ ଘର ବାହାରେ ହୋଉଥିବା କାମରେ ଭାଗନେବା ଆପଣଙ୍କ ପାଇଁ ଅତି ଉପକାରୀ ପ୍ରମାଣିତ ହେବ | ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ- ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳି ପାରେ- ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି | ଘରୋଇ କାମ ଆପଣଙ୍କୁ ଅଧିକ ସମୟ ବ୍ୟସ୍ତ ରଖିବ ପ୍ରେମ ଜୀବନ କ୍ଷେତ୍ରରେ ଆଜି ଭଲ ଦିନ ନୁହେଁ କାରଣ ଆପଣ ଆଜି ପ୍ରକୃତ ପ୍ରେମ ଖୋଜିବାରେ ବିଫଳ ହେଇ ପାରନ୍ତି |

କୁମ୍ଭ ରାଶି
ଗୋଳମାଳିଆ ଅବସ୍ଥାରେ ଫସିବା କାରଣରୁ ଚିନ୍ତିତ ହୁଅନ୍ତୁ ନାହିଁ ଯେମିତିକି କାଧ୍ୟରେ ଟିକେ ରାଗ ତାକୁ ଆହୁରି ସ୍ୱାଦଯୁକ୍ତ ବନେଇ ଦିଏ ସେହି ପରି ଏମିତିଆ ପରିସ୍ଥିତି ଆପଣଙ୍କୁ ଖୁସିର ପ୍ରକୃତ ମୂଲ୍ୟ ଜଣାଏ ନିଜର ମନଦସା ପରିବର୍ତନ କରିବା ପାଇଁ କୌଣସି ସାମାଜିକ ଆୟୋଜନରେ ଭାଗ ନିଅନ୍ତୁ | ଯେଉଁମାନେ ଅତୀତରେ କୋୖଣସି ଧାନ ନିବେଶ କରିଥିଲେ ଆଜି ସେହି ଧାନ ଲାଭ ହେବାର ସମ୍ଭାବନା ଅଛି ଆପଣଙ୍କ ପରିବାର ଲୋକେ କୌଣସି ଛୋଟ କଥାକୁ ନେଇକି ବିବାଦ ସୃଷ୍ଟି କରି ପାରନ୍ତି |

ମୀନ ରାଶି
ନିଜର ଉର୍ଜାକୁ ବ୍ୟକ୍ତିତ୍ୱ ଉନ୍ନତି ଜଡିତ କାର୍ଯ୍ୟରେ ଲଗାନ୍ତୁ ଯାହା ଆପଣଙ୍କର ଚରିତ୍ରରେ ଉତ୍ଥାନ ଆଣିବ ଆୟ ବଢ଼ିବା ଯୋଗୁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ କୌଣସି ପ୍ରିୟ ବ୍ୟତିଙ୍କ ସହ ପରସ୍ପର କଥାବାର୍ତା ନ ହେବା କାରଣରୁ ଯିଏ କି ବହୁତ ମନେ ପଡୁଛନ୍ତି ଆପଣ ମାନସିକ ଚାପ ଅନୁଭବ କରି ପାରନ୍ତି | ବିବାହ ପ୍ରସ୍ତାବ ପାଇଁ ଉଚିତ ସମୟ ଅଛି କାରଣ ଆପଣଙ୍କ ପ୍ରେମ ଜୀବନ ସାରାର ସାଥୀରେ ରୂପାନ୍ତରିତ ହୋଇ ପାରନ୍ତି |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.