Breaking News

ଆଜିର ରାଶିଫଳ : 09 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଆଜି ନିଜର ଦେହର ଯତ୍ନ ନେବା ପାଇଁ ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ଆପଣଙ୍କର ପ୍ରେମୀ ଆପଣଙ୍କର ସବୁବେଳେ ଭଲ ଚିନ୍ତା କରନ୍ତି | ତେଣୁ ଯଦି ସେ ରାଗି ଯାଆନ୍ତି ତାଙ୍କୁ ଜବାବ ନଦେଇ ବୁଝିବାକୁ ଚେଷ୍ଟା କରନ୍ତୁ | ଆଜି ଆପଣଙ୍କୁ ଆପଣଙ୍କର ଜୀବନସାଥୀଙ୍କୁ ପ୍ରେମ କରିବା ପାଇଁ ବହୁତ ସମୟ ମିଳିବ କିନ୍ତୁ ସ୍ବାସ୍ଥ୍ୟ ଖରାପ ହୋଇ ପାରେ |

ବୃଷ ରାଶି
ଆଜି ଦିନଟା ଭାବି ଚିନ୍ତିକି ପାଦ ବଡ଼େଇବାର ଅଛି ସେଥିପାଇଁ ସେତେ ପର୍ଯନ୍ତ ନିଜର ବିଚାର ପ୍ରସ୍ତୁତ କରନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣ ସେମାନଙ୍କର ସଫଳତା ପାଇଁ ଆଶ୍ୱସ୍ତ ନ ହୋଇଛନ୍ତି | ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିବେ | ଆପଣ ଓ ଆପଣଙ୍କ ଜୀବନସାଥୀ ଭିତରେ ବିଶ୍ୱାସ କମି ଯିବ | ଯାହା କାରଣରୁ ଆଜି ବୈବାହିକ ଜୀବନରେ ବିବାଦ ହୋଇ ପାରେ |

ମିଥୁନ ରାଶି
ଶରୀର ସୁସ୍ଥ ରହିବ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ଯତେ ଆନନ୍ଦାୟକ ସନ୍ଧ୍ୟା ପାଇଁ ସାଙ୍ଗ ମାନେ ଆପଣଙ୍କୁ ନିଜ ଘରକୁ ଡ଼ାକିବେ | ଆପଣଙ୍କ ପ୍ରିୟଙ୍କ ଅଧିକ ଆଶା ଯୋଗୁ ପ୍ରେମ ସମ୍ପର୍କରେ ବାଧା ଆସିପାରେ | ସାଙ୍ଗ ମାନେ ଆପଣଙ୍କୁ ପ୍ରଶଂସାରେ ଭରି ଦେବେ କାରଣ ଆପଣ ବହୁତ କଠିନ କାର୍ଯ୍ୟ ପୁରା କରିବାରେ ସଫଳ ରହିବେ |

କର୍କଟ ରାଶି
ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ବାଣିଜ୍ୟ ବ୍ୟାପାରର କୁ ସଶକ୍ତ କରିବା ପାଇଁ ଆଜି ଆପଣ କୌଣସି କଡା ନିଷ୍ପତ୍ତି ନେଇପାରନ୍ତି ଯେଉଁଥିରେ ଆପଣଙ୍କର କୌଣସି ନିକଟ ବନ୍ଧୁ ପରିଜନ ସହାୟତା କରିପାରନ୍ତି | ଆପଣଙ୍କ ସାଥୀର ମନକୁ ଆଜି ଦୁଃଖ ଦିଅନ୍ତୁ ନାହିଁ ନହେଲେ ପରେ ପଶ୍ଚାତ୍ତାପ କରିବେ | କାର୍ଯ୍ୟସ୍ଥଳରେ ଉର୍ନତି ଓ ଅଗ୍ରସର ହେବାକୁ ହେଲେ ନୂଆ ନୂଆ ଟେକନୋଲଜି ଜାଣି ନିଜକୁ ଯୁଗୋପଯୋଗୀ କରନ୍ତୁ |

ସିଂହ ରାଶି
ସ୍ୱାସ୍ଥୟଠୁଁ ଜଡ଼ିତ ସଂଶୟ ଆପଣଙ୍କ ପାଇଁ ଅସୁବିଧାର କାରଣ ବନି ପାରନ୍ତି ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି | ଏତଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ | ଆଜି ଆପଣ ପ୍ରେମ କରିବା ମନୋଦଶାରେ ଅଛନ୍ତି ଓ ତାହା ପାଇଁ ସୁଯୋଗ ମଧ୍ୟ ମିଳି ପାରେ | କାର୍ଯ୍ୟ କଲା ବେଳେ ଆପଣଙ୍କ ରାଗ ଶିଖର ଚଢ଼ିବ କିନ୍ତୁ କୌଣସି ନିଷ୍ପତି ନେବା ଆଗରୁ ଭଲ ଭାବରେ ଅନ୍ୟ ମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ |

କନ୍ୟା ରାଶି
ଆଜି କୌଣସି ନିକଟ ସମ୍ବନ୍ଧିୟଙ୍କ ସହାୟତାରେ ଆପଣଙ୍କୁ ଅର୍ଥଲାଭ ହୋଇପାରେ | ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ ଆଜି ହେଇ ପାରିକି ପ୍ରଥମ ଦେଖାରେ ହିଁ ଆପଣଙ୍କୁ କେହି ପସନ୍ଦ ଆସିଯିବେ | ଆପଣଙ୍କ ବୈବାହିକ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ |

ତୁଳା ରାଶି
ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ | ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରିବେ | କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଚେଇଁ ରହିବ | ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ଦିନସାରା ସମୟ କାଟିବାକୁ ଚାହିଁବେ | ଅଭିଵାବକ ମାନେ ଏଥିପାଇଁ ଧ୍ୟାନ ଦେବା ଦରକାର କାରଣ ଆଘାତ ଲାଗିବାର ସମ୍ଭାବନା ଅଛି | ଆଜି ଆପଣଙ୍କର ବୈବାହିକ ଜୀବନ ହସ-ଖୁସି ପ୍ରେମ ଓ ଉଲ୍ଲାସର କେନ୍ଦ୍ର ହୋଇ ପାରେ |

ବିଛା ରାଶି
ମାନସିକ ଚାପ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ | ଅତ୍ୟଧିକ ଖର୍ଚ୍ଚ ଓ ସନ୍ଦେହଜନକ ଆର୍ଥିକ ଯୋଜନାରୁ ଦୁରେଇ ରୁହନ୍ତୁ | ପିଲା ମାନେ ଆଜି ଧ୍ୟାନ ଆକର୍ଷିତ କରିବାକୁ ଚେଷ୍ଟା କରିବେ କିନ୍ତୁ ଆପଣଙ୍କୁ ସହଯୋଗ ମଧ୍ୟ ଦେବେ | କୌଣସି ଛୋଟ-ମୋଟା କଥାକୁ ନେଇକି ଆପଣଙ୍କ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଝଗଡା ହୋଇ ପାରେ | ଜୀବନ-ସାଥୀଙ୍କର ଖରାପ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତାରେ ରହିବେ |

ଧନୁ ରାଶି
ଆଜି ନିଜ କାର୍ଯ୍ୟାଳୟରୁ ଶୀଘ୍ର ବାହାରି ନିଜର ମନୋରଞ୍ଜନ ଉପରେ ଟିକେ ଧ୍ୟାନ ଦିଅନ୍ତୁ | ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ | ଦିନକୁ ଆନନ୍ଦଦାୟକ କରିବା ପାଇଁ ଘନିଷ୍ଠ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ସମୟ କାଟନ୍ତୁ | ପ୍ରେମ ମନଭାବନରେ ହଠାତ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରି ପାରେ | ଆଜି ନିଜ ଯୋଜନାରେ ଆଗକୁ ବଢିବା ପାଇଁ ଘର ଲୋକଙ୍କୁ ବୁଝେଇ ବାରେ ଅସୁବିଧା ହୋଇ ପାରେ | ହୋଇ ପାରେକି ବୈବାହିକ ଜୀବନରେ ବିରାମ ଲାଗିବ କାରଣରୁ ଆପଣ ନିଜର ଜୀବନ-ସାଥୀ ଉପରେ କ୍ରୋଧିତ ହୋଇ ପାରନ୍ତି |

ମକର ରାଶି
ଆପଣଙ୍କ ଛୁଆଳିଆସ୍ୱଭାବ ପୁଣିଥରେଦେଖା ଯିବାକୁ ଲାଗିବ ଓ ଆପଣ ମଜ଼ା କରିବା ମନୋଦଶାର ରହିବେ ଆପଣ ସଞ୍ଚୟ କରିଥିବା ଧାନ ଆଜି ପଣଙ୍କର କାମରେ ଆସିବ କିନ୍ତୁ ତା ସହିତ ଏହି ଧନ ଖର୍ଚ୍ଚ ହେବାର ବା ଯିବାର ଦୁଃଖ ମଧ୍ୟ ଆପଣଙ୍କୁ ହେବ | ଆପଣ ପରିବାର ଲୋକନକ ସହିତ ସମୟ କାଟିବାକୁ ଚେଷ୍ଟା କରନ୍ତୁ, ନଚେତ ଘର ପରିବେଶରେ ଆସନ୍ତି ହୋଇ ପାରେ | ନିଜର ପ୍ରିୟଙ୍କ ପୁରୁଣା କଥାକୁ କ୍ଷମା କରି ଆପଣ ନିଜର ଜୀବନକୁ ସୁଧାରି ପାରିବେ | ଆଜି ଆପଣ ଗୋଟେ ଏମିତି ଯୋଜନା ପୂରଣ କରି ଆରାମରେ ନିଶ୍ୱାସ ନେବେ ଯାହା ଆପଣ ବହୁତ ଆଗରୁ ଆରମ୍ଭ କରି ଥିଲେ |

କୁମ୍ଭ ରାଶି
ଆଜି ଦିନ ସାରା ଊର୍ଜା ସହିତ ଭରା ରହିବେ | ପରେ କାମ ଚାପ ଯୋଗୁ ବିରକ୍ତ ହୋଇ ପାରନ୍ତି | ଆର୍ଥିକ ପରିସ୍ଥିତି ସୁଧୁରିବ | ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ | ପିଲାମାନଙ୍କର ସଫଳତା ଯୋଗୁ ଆପଣ ଗର୍ବିତ ଅନୁଭବ କରିବେ | ଆଜି ଆପଣଙ୍କ ପ୍ରେମୀ/ପ୍ରେମିକ ଆପଣଙ୍କ କୌଣସି ବଦଭ୍ୟାସ ପାଇଁ ଆପଣଙ୍କ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି | କାର୍ଯ୍ୟସ୍ଥଳରେ ଦାୟିତ୍ୱ ବଢ଼ି ପାରେ |

ମୀନ ରାଶି
ଆଜି ଆପଣ ପ୍ରେମରେ ସଫଳତା ପାଇବା କଳ୍ପନାକୁ ସତରେ ପ୍ରାମାଣିତ କରିବା ପାଇଁ ସାହାଯ୍ୟ କରନ୍ତୁ | ଭାଗିଦାରୀରେ ନୂତନ ଯୋଜନାକୁ ଆରମ୍ଭ କରିବା ପାଇଁ ଭଲ ଦିନ ଅଟେ | ଏହା କାରଣରୁ ସମସ୍ତଙ୍କୁ ଲାଭ ମିଳିବ | କିନ୍ତୁ ଭାଗିଦାର ସହିତ ହାତ ମିଳେଇବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି ବିଚାର କରନ୍ତୁ | ଆଜି କାଲି କାହାରିକୁ ନିଜ ପାଇଁ ସମୟ ମିଳିବା ବଡ କଷ୍ଟକର ବ୍ୟାପାର | ଏ ବିଷୟରେ କିନ୍ତୁ ଆଜି ଆପଣ ଭାଗ୍ୟଶାଲୀ ଯେହେତୁ ଆଜି ଆପଣଙ୍କ ପାଇଁ ଆପଣ ବହୁତ ସମୟ ପାଇ ପାରିବେ |

ଆଜିର ରାଶିଫଳ : 09 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ଆପଣଙ୍କର ପ୍ରେମୀ ଆପଣଙ୍କର ସବୁବେଳେ ଭଲ ଚିନ୍ତା କରନ୍ତି | ତେଣୁ ଯଦି ସେ ରାଗି ଯାଆନ୍ତି ତାଙ୍କୁ ଜବାବ ନଦେଇ ବୁଝିବାକୁ ଚେଷ୍ଟା କରନ୍ତୁ | ଆଜି ଆପଣଙ୍କୁ ଆପଣଙ୍କର ଜୀବନସାଥୀଙ୍କୁ ପ୍ରେମ କରିବା ପାଇଁ ବହୁତ ସମୟ ମିଳିବ କିନ୍ତୁ ସ୍ବାସ୍ଥ୍ୟ ଖରାପ ହୋଇ ପାରେ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.