Breaking News

ଆଜିର ରାଶିଫଳ 7 November 2022 ସୋମବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି
ନିଜ ଉର୍ଜାରେ ବୃଦ୍ଧି ଆଣିବା ପାଇଁ ଆରାମ କରନ୍ତୁ | ଆପଣଙ୍କର ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ଦେଖାଯାଉନାହିଁ | ସେଥିପାଇଁ ଆପଣଙ୍କୁ ଆଜି ଅର୍ଥ ସଞ୍ଚୟ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ | ସମସ୍ତଙ୍କୁ ଭୋଜିରେ ଆମନ୍ତ୍ରଣ କରନ୍ତୁ |କାରଣ ଆପଣଙ୍କ ପାଖରେ ଯଥେଷ୍ଟ ଉର୍ଜା ଅଛି,ଯାହା ଆପଣଙ୍କୁ ପାର୍ଟି କିମ୍ବା ଆୟୋଜନ କରିବା ପାଇଁ ଅନୁପ୍ରେରିତ କରିବ |

ବୃଷ ରାଶି
ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ | ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ | ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ | ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ଏମିତି ଚାଲିବ ଯେପରି ଜୀବନରେ ପ୍ରେମର ସଂଗୀତ ବାଜି ଉଠିବ |

ମିଥୁନ ରାଶି
ଆଜି ହସରେ ଚମକି ଉଠି ଉଜ୍ବଳ ହେବାର ଦିନ, ଯେବେ ଅଧିକାଂଶ ଜିନିଷ ଆପଣଙ୍କ ମନ ହିସାବରେ ହୁଏ | ଆଜି ଆପଣଙ୍କୁ ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ | ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ |

କର୍କଟ ରାଶି
ସ୍ୱାସ୍ଥ୍ୟ ସମ୍ପର୍କ କାର୍ଯ୍ୟକମ ସହିତ ପୁଣି ଠାରେ ଜଡିତ ହେବ ପାଇଁ ଆଜି ଶୁଭ ଦିନ ଅଟେ | ଆଜି ଅର୍ଥହାନିର ସମ୍ଭାବନା ଅଛି | ତେଣୁ ଦେବା ନେବା ମାମଲାରେ ଯେତେ ସତର୍କ ରହିବେ ଆପଣଙ୍କ ପାଇଁ ସେତେ ଭଲ | ନବଜାତ ଶିଶୁର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଚିନ୍ତାରେ ପଡ଼ି ପାରନ୍ତି | ଏହି ଦିଗକୁ ସଂଗେ-ସଂଗେ ଧ୍ୟାନ ଦେବା ଆବଶ୍ୟକ |

ସିଂହ ରାଶି
ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ | ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି | ବିବାହିତ ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କର ପିଲାଙ୍କ ପଢ଼ା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ | ସନ୍ଧ୍ୟା ବେଳେ ନିଜର ସହଭଗି ସହିତ ବାହାରକୁ ବଜାନା କିମ୍ବା ଚଳଚିତ୍ର ଦେଖିବା ଆପଣଙ୍କୁ ଶାନ୍ତି ଦେବା ଓ ଖୁସି ପ୍ରଦାନ କରିବ |

କନ୍ୟା ରାଶି
ନିଜର ଉର୍ଜାର ପ୍ରୟୋଗ କେହି ବିପଦରେ ଫସି ଥିବା ଲୋକର ସାହାଯ୍ୟ କରିବା ପାଇଁ କରନ୍ତୁ | ମନେ ରଖନ୍ତୁ – ଏହି ଶରୀର ଦିନେ-ନା -ଦିନେ ମାଟିରେ ମିଶିଯିବ, ଯଦି ଏହା କାହାର କାମରେ ନ ଆସେ ତାହେଲେ ତାହାର ଲାଭ କଣ? ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି |

ତୁଳା ରାଶି
ଆଜି ଆପଣଙ୍କ ସ୍ୱାସ୍ଥ୍ୟର ଚିନ୍ତା କରିବାର ଆବଶ୍ୟକତା ନାହିଁ | ଆପଣଙ୍କ ଆଖ-ପାଖ ଲୋକ ଆପଣଙ୍କୁ ପ୍ରୋତ୍ସାହିତ କରିବେ ଓ ପ୍ରଶଂସା ମଧ୍ୟ କରିବେ | ଅର୍ଥ ଅବସ୍ଥା ଯୋଗୁଁ ଆପଣଙ୍କ ରଚନାତ୍ମକ ଭାବରେ ଭାବିବା ଶକ୍ତି ନଷ୍ଟ ହୋଇ ଯାଇଛି | ଯେଉଁ ଲୋକ ମାନଙ୍କ ସହିତ ଆପଣ ବାସ କରୁଛନ୍ତି, ଆପଣ ତାଙ୍କ ପାଇଁ ଯାହା କିଛି ବି କଲେ ,ସେମାନେ ଆପଣଙ୍କଠୁ ବିଶେଷ ଖୁସି ହେବେନି |

ବିଛା ରାଶି
ବ୍ୟସ୍ତ ଦିନ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ | କିନ୍ତୁ ଏହାକୁ ସବୁ ଦିନ ପାଇଁ ସତ ମାନିବାକୁ ଚେଷ୍ଟା କରନ୍ତୁ ନାହିଁ | ନିଜର ଜୀବନ ଓ ସ୍ବସ୍ଥାର ସମ୍ମାନ କରନ୍ତୁ | ଆଜି ଆପଣଙ୍କର ଭାଇ କିମ୍ବା ଭଉଣୀଙ୍କ ସହାୟତାରେ ଆପଣଙ୍କର ଧନଲାଭ ହୋଇପାରେ | ନିଜର ସମୟ ହତାସ ହାଇ ନଷ୍ଠ କରନ୍ତୁ ନାହିଁ ଓ ଆଉ ଥରେ ଚେଷ୍ଟା କରନ୍ତୁ| କେହି ଆପଣଙ୍କୁ ହୃଦୟରୁ ପ୍ରଶଂସା କରିବ |

ଧନୁ ରାଶି
ଆଜି ପୁରା ଦିନ ଉର୍ଜାରେ ଭରି ରହିବେ ତଥାପି ଆପଣ ଜଣଙ୍କର ଅଭାବ ଅନୁଭବ କରିବେ ଯିଏ କି ଆଜି ପାଖରେ ନାହାନ୍ତି | ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ | ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ |

ମକର ରାଶି
ସାଙ୍ଗ କିମ୍ବା ପରିବାର ଲୋକଙ୍କ ସହିତ ମଜା-ମସ୍ତି ଭରା ଯାତ୍ରା ଆପଣଙ୍କୁ ଆରାମ ଦେବ | ଆପଣ ଯଦି ଆଜି ଆପଣଙ୍କ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାପାଇଁ ଯାଉଛନ୍ତି ତେବେ ସାବଧାନ ହୋଇ ରହିବେ , ନଚେତ ଅଯଥା ଅପବ୍ୟୟ ସହିତ ଅର୍ଥ ହାନିର ସମ୍ଭାବନା ଅଛି | ଆପଣ ନିଜକୁ ନିଜର ପ୍ରିୟଙ୍କ ଭଲ ପାଇବାରେ ବୁଡି ଯାଇଥିବା ପରି ଅନୁଭବ କରିବେ | ଏହି ଦୃଷ୍ଟିରୁ ଆଜ ଦିନଟା ବହୁତ ହିଁ ସୁନ୍ଦର ଓ ସୁଖମୟ କଟିବ |

କୁମ୍ଭ ରାଶି
ଅସୁରକ୍ଷା/ଦୁଵିଧା କାରଣରୁ ଆପଣଙ୍କ ମୁଣ୍ଡ ବୁଲେଇ ପାରେ | ଆଜି ପାର୍ଟି ରେ ଆପଣ କୋଣସି ଏମିତି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବାର ଉପାୟ କହିବେ | ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ | କେବଳ ସ୍ପଷ୍ଟ ବୁଝାମଣା ମାଧ୍ୟମରୁ ଆପଣଙ ଆପଣଙ୍କ ଜୀବନ-ସାଥୀଙ୍କୁ ଭାବନାତ୍ମକ ଭାବରେ ସାହାଯ୍ୟ ଦେଇ ପାରିବେ |

ମୀନ ରାଶି
ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରକଃନ୍ତୁ ଓ ସୁସ୍ତ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ | ଆପଣଙ୍କର ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ଦେଖାଯାଉନାହିଁ | ସେଥିପାଇଁ ଆପଣଙ୍କୁ ଆଜି ଅର୍ଥ ସଞ୍ଚୟ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ | ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି | ଲମ୍ବା ସମୟ ଯାଏଁ ଫୋନେରେ କଥା ନ ହୋଇ ଆପଣ ନିଜ ପ୍ରିୟାକୁ ଚିଡ଼େଇବେ |

About odisha news

Check Also

ଆଜିର ରାଶିଫଳ 29 November 2022 ମଙ୍ଗଳବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ଆଜି ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ ଅଧିକ …

Leave a Reply

Your email address will not be published.