Breaking News

ଆଜିର ରାଶିଫଳ 10 November 2022 ଗୁରୁବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି
ଆପଣଙ୍କ ସନ୍ଧ୍ୟା ଗୁଡ଼ାଏ ଭାବନା ସହିତ ମିଶି ରହିବ ଓ ତାହା କାରଣରୁ ମାନସିକ ଚାପ ମଧ୍ୟ ହୋଇ ପାରେ | କିନ୍ତୁ ବେଶୀ ଚିନ୍ତା କରିବାକୁ ଆବଶ୍ୟକତା ନାହିଁ, କାରଣ ଆପଣଙ୍କ ଖୁସି ଆପଣଙ୍କ ନିରାଶା ତୁଳନାରେ ଅଧିକ ଆନନ୍ଦ ପ୍ରଦାନ କରିବ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କ ସନ୍ତାନଙ୍କ ଠାରୁ ଧନପ୍ରାପ୍ତି ହେବ ଓ ସନ୍ତାନ ପାଇଁ ସେମାନେ ଗୌରବାନ୍ୱିତ ହେବେ |

ବୃଷ ରାଶି
ଜୀବନ ଆଡ଼କୁ ଦୁଃଖ ଦୃଷ୍ଟିରେ ଦେଖିବା ବନ୍ଦ କରନ୍ତୁ | ତରବର ହୋଇ କୌଣସି ନିବେଶ କରନ୍ତୁ ନାହିଁ ଭାବି ଚିନ୍ତି ସବୁ ଆଡୁ ଦୃଷ୍ଟି ରଖିକି ଆଗକୁ ବଢ଼ନ୍ତୁ | ଘରେ କୌଣସି ପ୍ରକାରର ପରିବର୍ତନ କରିବା ପୂର୍ବରୁ ନିଜଠୁ ବଡ଼ ଲୋକଂକ ମତ ନିଅନ୍ତୁ, ନଚେତ ସେମାନେ ଆପଣଙ୍କ ଠୁ ଦୁଖୀ ଓ ନିରାଶ ହୋଇ ପାରିବେ | ଆଜି ପ୍ରେମ ସମ୍ବନ୍ଧରେ ନିଜର ସ୍ୱତନ୍ତ୍ର ବିବେକର ବ୍ୟବହାର କରନ୍ତୁ |

ମିଥୁନ ରାଶି
ଗର୍ଭବତୀ ମହିଳା ମାନଂକ ପାଇଁ ସାବଧାନ ରହିବା ଅତି ଆବଶ୍ୟକ | ଆଜି ଦିନସାରା ଆପଣ ଧନଲାଭ ପାଇଁ ଚେଷ୍ଟାକରୁଥିଲେ ମଧ୍ୟ ଧାନ ଲାଭ ସନ୍ଧ୍ୟାପରେ ହେବ | ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ | ଆଜି ନିଜ ପ୍ରିୟାଙ୍କ କିଛି ରସାଳ କଥା କୁହନ୍ତୁ ନାହିଁ | ଚନ୍ଦ୍ରମାଙ୍କର ସ୍ଥିତି କହୁଛି ଆଜି ନିଜପାଇଁ ଆପଣଙ୍କ ହାତରେ ବହୁତ ସମୟ ରହିବ କିନ୍ତୁ ଆପଣ ତାର ଉପଯୋଗ କରିପାରିବେ ନାହିଁ |

କର୍କଟ ରାଶି
ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟଦେଇ ଯାଉଛନ୍ତି ସେମାନଙ୍କୁ ଧାନ ପ୍ରାପ୍ତି ହୋଇପାରେ ଯାହା ଦ୍ୱାରା ବହୁତଗୁଡିଏ ସମସ୍ୟାର ସମାଧାନ ହୋଇପାରିବ | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ |

ସିଂହ ରାଶି
ସତର୍କ ରୁହନ୍ତୁ,କାରଣ କେହି ଆପଣଙ୍କୁ ବଳି ଦେବାର ଛେଳି ବନେଇ ପାରେ | ମାନସିକ ଚାପି ଓ ଚିନ୍ତା ବଢ଼ୀ ପାରେ | ଧନ ଓ ଅର୍ଥର ମହତ୍ୱ ଆପଣ ଭଲଭାବରେ ଜାଣନ୍ତି | ସେଥିପାଇଁ ଆପଣଙ୍କର ସଞ୍ଚିତ ଧାନ ଆଜି ଆପଣଙ୍କର ବହୁତ କାମରେ ଆସିବା ଓ ଆପଣ ବହୁତ ବଡ଼ ଅସୁବିଧାରୁ ବାହାରିପାରିବେ | ପିଲା ମାନଂକ ଠୁ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଟିକେ ଅଲଗା ସମୟ କାଢନ୍ତୁ |

କନ୍ୟା ରାଶି
ଦିନ ଯାକ ଦୌଡ଼ା-ଦୌଡ଼ିରେ ଯିବା କାରଣରୁ ଆପଣ କ୍ରୋଧିତ ହୋଇ ପାରନ୍ତି | ଚାକିରୀ ବାକିରି କରୁଥିବା ଲୋକମାନଙ୍କୁ ଆଜି ଧନର ଆବଶ୍ୟକତା ପଡିପାରେ , କିନ୍ତୁ ସେମାନଙ୍କର ଅତୀତରେ ବ୍ୟାଜ୍ୟାପ୍ତି ଯୋଗୁଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଧାନ ନଥିବ | ପରିବାର ଲୋକ ବହୁତ ସାରା ଜିନିଷର ଦାବି କରି ପାରନ୍ତି | ଗୋଟେ ରସମୟ ଦେଖା ସାକ୍ଷାତ ଆପଣଙ୍କ ପ୍ରେମ ଜୀବନରେ ଖୁସିର ଛୁଙ୍କ ମାରିଲା ପରି କାମ କରିବ |

ତୁଳା ରାଶି
ଖୁସି ରହନ୍ତୁ, କାରଣ ସବୁ ଅସୁବିଧା ପାଇଁ ଏହା ବିଷ ନିରୋଧକ ଅଟେ | ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ | ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ | ମାନସିକ ଚାପ ଲାଗି ରହିବ, କିନ୍ତୁ ପାରିବାରିକ ଲୋକଙ୍କ ସହଯୋଗ ମିଳିବ | ଆଜି ହଠାତ ନିଜର ମନର ମଣିଷକୁ ଦେଖା କରି ପାରନ୍ତି| ଆଜି ଆପଣ ମୁଭି ଦେଖି ସମୟ କାଟିପାରନ୍ତି |

ବିଛା ରାଶି
ମଦ ଠୁ ଦୁରେଇ ରୁହନ୍ତୁ,କାରଣ ତାହା ଯୋଗୁଁ ଆପଣଙ୍କ ନିଦରେ ବାଧା ଆସିପାରେ ଓ ଆପଣ ଗଭୀର ନିଦରୁ ବଞ୍ଚିତ ରହି ଯିବେ | ଆଜି ଦିନସାରା ଧନର ଉତ୍ତମ ସଞ୍ଚାଳନ ହେବ ଓ ଦିନ ସମାପ୍ତ ହେବ ପରେ ଧନର ଉତ୍ତମ ସଞ୍ଚୟ ବି ହେବ | ଆପଣଙ୍କ ବ୍ୟକ୍ତିଗତ ଆନ୍ଦୋଳନ ଉପରେ କୌଣସି ବଡ଼ ଜିନିଷ ହେବର ସମ୍ଭାବନା ଅଛି, ଯାହା ଆପଣ ଓ ଆପଣଙ୍କ ପରିବାର ପାଇଁ ଖୁସି ନେଇକି ଆସିବ |

ଧନୁ ରାଶି
ଆପଣଙ୍କ ଆଶା ଗୋଟେ ଶୁଂଗନ୍ଧିତ ସୁନ୍ଦର ଫୁଲ ପରି ଫୁଟିବ | ବାଜି ଲଗେଇବା ଆଜି ଲାଭକାରୀ ହୋଇ ପାରେ | ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ ଘର ଲୋକଙ୍କ ମନରେ ଦୁଃଖ ଦେଇ ପାରନ୍ତି | ଆଜି ଆପଣଙ୍କ ପ୍ରୀୟଠୁ ଦୁରେଇ ଯିବାର ଦୁଃଖ ଆପଣଙ୍କୁ ଯନ୍ତ୍ରଣା ଦେବ | ସମୟର ମୂଲ୍ୟ ବିଝିବାକୁ ଚେଷ୍ଟା କରନ୍ତୁ | ଯେଉଁମାନଙ୍କୁ ବୁଝିବା କଷ୍ଟ ଏମିତି ଲୋକଙ୍କ ସହିତ ସାଙ୍ଗ ହେବ ଭଲ ନୁହେଁ |

ମକର ରାଶି
କାର୍ଯ୍ୟାଳୟରୁ ଆଜି ଅତିଶୀଘ୍ର ବାହାରିବାକୁ ଚେଷ୍ଟା କରନ୍ତୁ ଓ ନିଜକୁ ପସନ୍ଦ ଆସୁଥିବା ଜିନିଷ କରନ୍ତୁ | ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ | ପାରିବାରିକ ଚାପକୁ ନିଅଯର ଏକାଗ୍ରତା ଭାଙ୍ଗିବାକୁ ଧୁଅନ୍ତୁ ନାହିଁ | ଖରାପ ସମୟ ବେଶୀ ଶିକ୍ଷା ଦିଏ | ଉଦାସ ହୋଇ ନିଜକୁ ହଜେଇ ବସି ସମୟ ନଷ୍ଟ କରିବାଠୁ ଭଲ କି ଜୀବନକୁ ଭଲ ଭାବରେ ଜାଣିବାକୁ ଓ ଶିଖିବାକୁ ଚେଷ୍ଟା କରନ୍ତୁ |

କୁମ୍ଭ ରାଶି
ଯେତେ ବେଳେ ଆପଣ କୌଣସି ନିଷ୍ପତି ନେବେ ସେତେବେଳେ ଅନ୍ୟ ମାନଂକ ଭାବନା କୁ ଦୃଷ୍ଟିରେ ରଖନ୍ତୁ | ଆପଣଙ୍କର କୌଣସି ଭୁଲ ନିଷ୍ପତି ନ ତାଙ୍କ ଉପରେ ପକେଇବ, ତା ଛଡ଼ା ଆପଣଙ୍କୁ ବି ମାନସିକ ଚାପି ଦେବ | ଆଜି ଆପଣଙ୍କୁ ଭୂମି,ରୟାଲ-ଇଷ୍ଟେଟ କିମ୍ବା ସାଂସ୍କୃତିକ ପରିଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି |

ମୀନ ରାଶି
ଜମିଜମା କାମରେ ନିବେଶ କରିବା ଲାଭକାରୀ ରହିବ | ଘର ଳୋକେ ଆଜି ଆପଣଙ୍କ ଉପରେ ଘର କାମ ନ କରିବା ଯୋଗୁ ଅଧିକ ଚିଡ଼ିବେ | ପ୍ରେମପ୍ରସଙ୍ଗ ପାଇଁ ଆଜି ଜୀବନ ବହୁତ ବହୁତ ଜଟିଳ ରହିବ | ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବା ଶପିଂ ମଲ ଯାଇପାରନ୍ତି | ଯଦି ଆପଣ ଓ ଆପଣଙ୍କ ଜୀବନସାଥୀ ଖାଇବା-ପିଇବାରେ ଅଧିକ ଧ୍ୟାନ ଦେବେ, ତାହେଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ି ପାରେ |

About odisha news

Check Also

ଆଜିର ରାଶିଫଳ 25 November 2022 ଶୁକ୍ରବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ …

Leave a Reply

Your email address will not be published.