Breaking News

ଆଜିର ରାଶିଫଳ 2 November 2022 ବୁଧବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି
ନିଜକୁ ଏମିତି ଗତିବିଧି ସହିତ ସକ୍ରିୟ ରଖନ୍ତୁ ଆପଣକୁ ମାନସିକ ଶାନ୍ତି ଦବ | ଆଜି ଆପଣଙ୍କୁ ବାସ୍ତବିକ ଲାଭ ମିଳିବ ଯଦି କୋଉଠି ବହୁତ ଦିନ ପାଇଁ ନିବେଶ କରିବେ | କାମ ଚାପ ଯୋଗୁଁ ଆପଣଙ୍କର ଆପଣଙ୍କ ଜୀବନ ସାଥି ସାଙ୍ଗରେ ସମ୍ପର୍କ ଖରାପ ହୋଇ ପାରେ ତେଣୁ ତାଙ୍କୁ ବି ସମୟ ଦିଅନ୍ତୁ | ଆଜି ଆପଣଙ୍କର ଅନିଶ୍ଚିତ ବ୍ୟବହାର ଯୋଗୁ ଆପଣଂକର ସାଥୀ ନିଜର ମନ ଖରାପ କରି ପାରନ୍ତି|

ବୃଷ ରାଶି
ଆଜିର ମନୋରଞ୍ଜନରେ ବାହାର ଗତିବିଧି ଓ କ୍ରୀଡ଼ାକୁ ବି ସମଷ୍ଟିରେ କରିବା ଉଚିତ | ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ ବିକ୍ରି ହୋଇପାରେ ଯେଉଁଥିରେ ଆପଣଙ୍କୁ ଭଲ ଲାଭ ହୋଇପାରେ | ପାରିବାରିକ ଦାଇତ୍ୱ ଭାର ବଢ଼ିବ, ଯାହା ମାନସିକ ଯନ୍ତ୍ରଣା ଅନୁଭବ କରି ପାରନ୍ତି | ନିଜର ପ୍ରିୟ ଠୁ ଦୁରେଇ ଜବ ପରେ ବି ଆପଣ ତାନ୍କର ଉପସ୍ଥିତି ଅନୁଭବ କରିବେ |

ମିଥୁନ ରାଶି
କୌଣସି ପ୍ରକାରର ଦ୍ଵନ୍ଦ କିମ୍ବା ବିରୋଧ ଠୁ ନିଜକୁ ରକ୍ଷା କରନ୍ତୁ କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡି ପାରେ | ପିତା ମାତାଙ୍କ ସାହାଯ୍ୟ ପାଇଁ ଆପଣଙ୍କ ଆର୍ଥିକ ଅବସ୍ଥାରେ ଆଜି ବୃଦ୍ଧି ମିଳି ପାରେ | ନିଜର ପରିବାର ଲୋକଙ୍କ ଭଲ ପାଇଁ ପରିଶ୍ରମ କରନ୍ତୁ | ନିଜର କାର୍ଯ୍ୟ ପଛରେ ପ୍ରେମ ଓ ଦୂରଦୃଷ୍ଟିର ଭାବନା ହେବ ଦରକାର, ନା କି ଲୋଭର ବିଷ |

କର୍କଟ ରାଶି
ସ୍ୱାସ୍ଥ୍ୟ ଭଲ ରହିବ | ଘରର ବହୁତ ଛୋଟ ଛୋଟ ଜିନିଷ ରେ ଆପଣଙ୍କର ବହୁତ ଖର୍ଚ୍ଚ ହେବ , ସେଥିପାଇଁ ଆପଣ ମାନସିକ ଗ୍ଲାନି ମଧ୍ୟରେ ରହିବେ | ଅନ୍ୟ ଲୋକଙ୍କ ସହିତ ବ୍ୟର୍ଥରେ ଯୁକ୍ତିତର୍କ ଓ ବିବାଦକୁ ପରିହାର କରନ୍ତୁ | ପ୍ରତି ଦିନ ନୂଆ ପ୍ରେମରେ ପଡ଼ିବାର ଆପଣଙ୍କର ସ୍ଵଭାବକୁ ପରିବର୍ତନ କରନ୍ତୁ | ଆଜି ଅଧିକତର ସମୟ ଆପଣ ସୋଇ ରହିବେ |

ସିଂହ ରାଶି
ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ | ଯଦି ଆପଣ କୌଣସି ନିବେଶ କରିଛନ୍ତି , ଆଜି ସେ ନେଇ ଆପଣଙ୍କୁ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି | ସନ୍ଧ୍ୟା ବେଳେ ନିଜର ସହଭଗି ସହିତ ବାହାରକୁ ବଜାନା କିମ୍ବା ଚଳଚିତ୍ର ଦେଖିବା ଆପଣଙ୍କୁ ଶାନ୍ତି ଦେବା ଓ ଖୁସି ପ୍ରଦାନ କରିବ |

କନ୍ୟା ରାଶି
ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ଘରୋଇ କାର୍ଯ୍ୟ ସାରିବାରେ ପିଲା ମାନେ ସାହାଯ୍ୟ କରିବେ | ଖାଲି ସମୟରେ ତାଙ୍କୁ ଏମିତିଆ କାର୍ଯ୍ୟ କରିବାକୁ ଉତ୍ସାହିତ କରନ୍ତୁ |

ତୁଳା ରାଶି
ଖୁଦ୍ର ସମୟ ପାଇଁ କ୍ରୋଧ ବିବାଦ ଓ ଦୁର୍ଭାବନାର କାରଣ ହୋଇ ପାରେ | ଆଜି ଯେଉଁ ନିବେଶ ଯୋଜନା ଗୁଡିକ ଆପଣଙ୍କୁ ଆକର୍ଷିତ କରୁଛନ୍ତି ତାହା ବିଷୟରେ ଭଲ ଭାବରେ ଖୋଲ-ତାଡ଼ କରନ୍ତୁ ଓ ବଚନ ଦବା ଆଗରୁ ସମସ୍ତଙ୍କଠୁ ପରାମର୍ଶ ବି ନିଅନ୍ତୁ | ଦେଖା ଗଲେ ଆଜି ଦିନଟା ଭଲ କାଟିବ | କିନ୍ତୁ ଯାହା ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି ସିଏ ଆପଣଙ୍କ ବିଶ୍ୱାସରେ ବିଷ ମିଶେଇ ପାରେ |

ବିଛା ରାଶି
ବିଷାଦ ବିରୋଧରେ ଆପଣଙ୍କ ହସ ବିପଦଅଠୁ କାଢ଼ିବା ପାଇଁ ସାହାଯ୍ୟ କାରିବ | ହଠାତ ଖର୍ଚ ଆସିବା କାରଣରୁ ଆର୍ଥିକ ଅବସ୍ଥାରେ ବୋଝ ଆସି ପାରେ| ପରିବାର ଲୋକଙ୍କ ମଧ୍ୟରୁ କାହାରଶରୀର ଖରାପ ହେବ କାରଣରୁ ବୁଲା-ବୁଲି କରିବାର କାର୍ଯ୍ୟକ୍ରମରେ ବିଳମ୍ବ ହୋଇ ପାରେ | କୌଣସି ଶୁଭ ଖବର କିମ୍ବା ପ୍ରିୟ ଠୁ ମିଳିଥିବା କୌଣସି ଖବର ଆପଣଙ୍କ ଖୁସିକୁ ଆହୁରି ବଢ଼େଇ ଦେବ |

ଧନୁ ରାଶି
ଆଜି ନିଜ କାର୍ଯ୍ୟାଳୟରୁ ଶୀଘ୍ର ବାହାରି ନିଜର ମନୋରଞ୍ଜନ ଉପରେ ଟିକେ ଧ୍ୟାନ ଦିଅନ୍ତୁ | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ଆପଣଙ୍କ ପିଲା ମାନେ ନିଜ ଭବିଷ୍ୟ ବିଷୟରେ ଯୋଜନା କରିବା ଜାଗାରେ ବାହାରେ ବେଶୀ ସମୟ କାଟିବେ, ଯାହା କାରଣରୁ ଆପଣ ନିରାଶ ହୋଇ ପାରନ୍ତି |

ମକର ରାଶି
ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ | ଆଜି ଘରୁ ଆପଣ ଯଦିବା ସକାରାତ୍ମକ ସ୍ଥିତି ରେ ବାହାରିବେ ତଥାପି କୌଣସି ମୂଲ୍ୟବାନ ବସ୍ତୁ ଚୋରି ହେବ ଯୋଗୁଁ ଆପଣଙ୍କ ମାନସିକ ଅବସ୍ଥା ବିଗିଡ଼ି ଯିବ | ନିଜ ପରିବାରରେ ନିଜର ପ୍ରଭାବ ରଖିବା ପାଇଁ ନିଜର କ୍ରିୟାକଳାପ ଛାଡ଼ିବାର ସମୟ ଆସି ଯାଇଛି | ଜୀବନର ଉଠା-ବସାରେ ତାଙ୍କ କାନ୍ଧରୁ କାନ୍ଧ ମିଶେଇ ରୁହନ୍ତୁ |

କୁମ୍ଭ ରାଶି
ଗର୍ଭବତୀ ମହିଳା ମାନଂକ ପାଇଁ ସାବଧାନ ରହିବା ଅତି ଆବଶ୍ୟକ | ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ | ଗୋଟେ ବଢିଆ ଓ ଖୁସି-ଭରା ସନ୍ଧ୍ୟା ବନେଇବା ପାଇଁ ଆପଣଙ୍କ ଘରେ ଅତିଥି ଆସି ପାରନ୍ତି | ଆଜି ଆପଣ ଜୀବନ ପ୍ରେମର ରସରେ ଘୋଳି ହୋଉଥିବା ଅନୁଭବ କରିବେ | ଏହି ରାଶିର ବ୍ୟକ୍ତିମାନେ ବଡ ମଜାଦାର ସେମାନେ ଗହଳିରେ ହେଉ ବା ଏକାକୀ ହେଉ ସବୁ ସ୍ଥାନରେ ଖୁସି ରହିପାରନ୍ତି |

ମୀନ ରାଶି
ଉଚ୍ଚ କ୍ୟାଲୋରୀ ର ଖାଦ୍ୟ କିମ୍ବା ଓ ଶରୀରକୁ ହାନି କରୁଥିବା କହାଯିବା ଜିନଷକୁ ବର୍ଜନ କରନ୍ତୁ | ଆପଣଙ୍କ ପଇସା କେଉଁଠି ଓ କେମିତି ଖର୍ଚ୍ଚ ହେଉଛି ତା’ ବିଷୟରେ ଆପଣ ଯତ୍ନ ବାନ ହେବ ଉଚିତ ନଚେତ ଆଗାମୀ ଦିନମାନଙ୍କରେ ପଶ୍ଚାତାପ କରିବାକୁ ପଡ଼ିପାରେ | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ |

About odisha news

Check Also

ଆଜିର ରାଶିଫଳ 25 November 2022 ଶୁକ୍ରବାର, କେମିତି କଟିବ ଆଜି ଆପଣଙ୍କ ଦିନ |

ମେଷ ରାଶି ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ …

Leave a Reply

Your email address will not be published.