ନମସ୍କାର ବନ୍ଧୁଗଣ ବର୍ତମାନ ସମୟରେ ବଡ଼ ଦୁଃଖ ଖବର ସାମ୍ନାକୁ ଆସିଛି ଆଜି ପ୍ରସିଦ୍ଧ ଓଡ଼ିଆ ଅଭିନେତା ଙ୍କ ପର ଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି | ପ୍ରସିଦ୍ଧ ଓଡ଼ିଆ ଅଭିନେତାଙ୍କ ପର ଲୋକ ହୋଇଛନ୍ତି | ଦୀର୍ଘ 4 ମାସ ଧରି ଘେରେଇ ଡାକ୍ତର ଖାନାରେ ଚିଖିଚ୍ୟ ହଉଥିଲେ ଏହି ପ୍ରସିଦ୍ଧ ଅଭିନେତା |
ଟେଲିଭିଜନ ଓସିନେମା ଓ ମଞ୍ଚରେ ଜଣା ସୁନା ଅଭିନେତା ଥିଲେ କଟକର ଏକ ଘେରେଇ ମେଡିକାଲରେ ଚିଖିଚ୍ୟ ଦିନ ଅବସ୍ତାରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ବିନୀତା ବଡ ପୁଅ ଆରିଆ ଓ ସାନ ପୁଅ ଅର୍ଣ୍ଣପ ସବୁ ଉପସ୍ଥିତ ଥିଲେ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ତାଙ୍କୁ ଘର ଚନ୍ଦ୍ରସେକର ପୁର ତାଙ୍କ ବାସଭବନ କୁ ନିଆଯାଇଥିଲା |
ସୂଚନା ଯୋଗ୍ୟ ବିରାଜ ଦାସ ସୁଦର୍ଶନ ର ବହୁ ଧାରାବାହିକରେ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକ ମହଲରେ ବେଶେ ଲୋକ ପ୍ରିୟତା ହାସଲ କରିଥିଲେ | ଏଠି ସହିତ ସେ ଓଡ଼ିଆ ଚଳଚିତ୍ର ବଗୁଲା ବଗୁଳି ମା ପରି କିଏ ହବ ତଃ ଆମ ସାଥିରେ ଓ ଗୋଲାମ ଗିରିରେ ଅଭିନୟ କରିଥିଲେ ସେହିପରି ଦୂରଦର୍ଶନ ରେ ପ୍ରସାରିତ ଧାରାବାହିକ ରେ ପ୍ରସାରିତ ହେଉଥିବା ଆକାଶ କଇଁ ଚିଲିକା ମାଛ ସେ ବହୁସାରା ସିନେମାରେ ଅଭିନୟ କରିଥିଲେ |
ପ୍ରସିଦ୍ଧ ଅଭିନେତା ବିରଜା ଦାସ ବଙ୍ଗଳା ଚଳଚିତ୍ର ନୀଳଚକ୍ର ରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା | ପ୍ରସିଦ୍ଧ ଓଡ଼ିଆ ଅଭିନେତା ବିରାଜ ଦାସ ଦୀର୍ଘ 4 ମାସ ଧରି ଡାକ୍ତର ଖାନାରେ ଚିଖିଚିତ ହୋଇଥିଲେ | ତେବେ ମୁର୍ତ୍ୟୁ ବେଳେ ତାଙ୍କୁ 63 ବର୍ଷ ବୟସ ହୋଇଥିଲା ତେବେ ପ୍ରସିଦ୍ଧ ଅଭିନେତା ବିରାଜ ଦାଶଙ୍କ ଅଭିନୟ କରି ବହୁତ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଓଡ଼ିଆ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି |
Check Also
ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !
ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …