Breaking News

ଆଜିର ଦୁଃଖ ଖବର ଚଳଚ୍ଚିତ୍ର ଏବଂ ସିରିଏଲର ଲୋକପ୍ରିୟ ଅଭିନେତା ମୃତ୍ୟରେ ଖେଳିଗଲା ଶୋକର ଛାୟା, କାନ୍ଦୁଛି ସିନେମା ଜଗତ…

ନମସ୍କାର ବନ୍ଧୁଗଣ ବର୍ତମାନ ସମୟରେ ବଡ଼ ଦୁଃଖ ଖବର ସାମ୍ନାକୁ ଆସିଛି ଆଜି ପ୍ରସିଦ୍ଧ ଓଡ଼ିଆ ଅଭିନେତା ଙ୍କ ପର ଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି | ପ୍ରସିଦ୍ଧ ଓଡ଼ିଆ ଅଭିନେତାଙ୍କ ପର ଲୋକ ହୋଇଛନ୍ତି | ଦୀର୍ଘ 4 ମାସ ଧରି ଘେରେଇ ଡାକ୍ତର ଖାନାରେ ଚିଖିଚ୍ୟ ହଉଥିଲେ ଏହି ପ୍ରସିଦ୍ଧ ଅଭିନେତା |

ଟେଲିଭିଜନ ଓସିନେମା ଓ ମଞ୍ଚରେ ଜଣା ସୁନା ଅଭିନେତା ଥିଲେ କଟକର ଏକ ଘେରେଇ ମେଡିକାଲରେ ଚିଖିଚ୍ୟ ଦିନ ଅବସ୍ତାରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ବିନୀତା ବଡ ପୁଅ ଆରିଆ ଓ ସାନ ପୁଅ ଅର୍ଣ୍ଣପ ସବୁ ଉପସ୍ଥିତ ଥିଲେ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ତାଙ୍କୁ ଘର ଚନ୍ଦ୍ରସେକର ପୁର ତାଙ୍କ ବାସଭବନ କୁ ନିଆଯାଇଥିଲା |

ସୂଚନା ଯୋଗ୍ୟ ବିରାଜ ଦାସ ସୁଦର୍ଶନ ର ବହୁ ଧାରାବାହିକରେ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକ ମହଲରେ ବେଶେ ଲୋକ ପ୍ରିୟତା ହାସଲ କରିଥିଲେ | ଏଠି ସହିତ ସେ ଓଡ଼ିଆ ଚଳଚିତ୍ର ବଗୁଲା ବଗୁଳି ମା ପରି କିଏ ହବ ତଃ ଆମ ସାଥିରେ ଓ ଗୋଲାମ ଗିରିରେ ଅଭିନୟ କରିଥିଲେ ସେହିପରି ଦୂରଦର୍ଶନ ରେ ପ୍ରସାରିତ ଧାରାବାହିକ ରେ ପ୍ରସାରିତ ହେଉଥିବା ଆକାଶ କଇଁ ଚିଲିକା ମାଛ ସେ ବହୁସାରା ସିନେମାରେ ଅଭିନୟ କରିଥିଲେ |

ପ୍ରସିଦ୍ଧ ଅଭିନେତା ବିରଜା ଦାସ ବଙ୍ଗଳା ଚଳଚିତ୍ର ନୀଳଚକ୍ର ରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା | ପ୍ରସିଦ୍ଧ ଓଡ଼ିଆ ଅଭିନେତା ବିରାଜ ଦାସ ଦୀର୍ଘ 4 ମାସ ଧରି ଡାକ୍ତର ଖାନାରେ ଚିଖିଚିତ ହୋଇଥିଲେ | ତେବେ ମୁର୍ତ୍ୟୁ ବେଳେ ତାଙ୍କୁ 63 ବର୍ଷ ବୟସ ହୋଇଥିଲା ତେବେ ପ୍ରସିଦ୍ଧ ଅଭିନେତା ବିରାଜ ଦାଶଙ୍କ ଅଭିନୟ କରି ବହୁତ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଓଡ଼ିଆ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି |

About odisha news

Check Also

ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !

ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …

Leave a Reply

Your email address will not be published.