Breaking News

ଆଜିବି ଜୀବିତ ଅଛନ୍ତି ପ୍ରଭୁ ହନୁମାନ, Camera ରେ ରେକର୍ଡ ହୋଇନଥିଲେ କେହିବି ବିଶ୍ୱାସ କରିନଥାନ୍ତେ !

ଦର୍ଶକବନ୍ଧୁ କଣ ଆପଣ ମାନେ ଭଗବାନ ହନୁମାନଙ୍କୁ ଉଡିବାର ଦେଖିଛନ୍ତି ହନୁମାନ ଅମରବର ପାଇଥିଲେ ଭଗବାନ ହନୁମାନ ଆଜିବି ଅଛନ୍ତି ସମୟ ସମୟରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ହଁ ସାଙ୍ଗମାନେ ଏହା ସତ | ଏହି ଫୋଟ ରେ ଦେଖନ୍ତୁ ଭଗବାନ ହନୁମାନଙ୍କୁ କ୍ଷୀର ପିଉଛନ୍ତି ହନୁମାନଙ୍କ ମୁହଁରେ ଚାମଚ ରଖିବା ମାତ୍ରେ ଚାମଚରୁ କ୍ଷୀର ହନୁମାନ ଙ୍କ ପାଟିକୁ ଚାଲିଯାଉଛି ଆପଣ ମାନେ ତେଲେ ଥିବା ଭିଡ଼ିଓ ରେ ଦେଖନ୍ତୁ |

ଯଦି ଭଗବାନ ହନୁମାନ ଙ୍କୁ ବିଶ୍ୱାସ କରନ୍ତି ତାହାଲେ କମେଣ୍ଟ ରେ ଜୟ ହନୁମାନ ଲେଖିବେ | ସାଙ୍ଗମାନେ ଦୁଇଜଣ ବ୍ୟକ୍ତି ଫୋଟ ଉଠାଇବା ପାଇଁ ଛଡା ହୋଇଛନ୍ତି କ୍ୟାମରରେ ଫୋଟ ଉଠାଇଲା ସମୟରେ ଭିଡ଼ିଓ ରେକଡିଂ ହୋଇଯାଇଥିଲା ଅଚାନକ ଆକାଶରେ କିଛି ଉଡିଲା ଭଳି ନଜର ଆସିଥିଲା କ୍ୟାମେରା ମ୍ୟାନ ସାଙ୍ଗେ ସାଙ୍ଗେ ସେ ହନୁମାନ ଉଡିଲା ସମୟକୁ ରେକଡ଼ିଂ କରିଥିଲା | ସେଠାରେ ଥିବା ସବୁ ଲୋକ ମଧ୍ୟ ଫୋଟ ଆଉ ଭିଡ଼ିଓ କରିଥିଲେ ଯାହାକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ | ପରେ ଯେତେବେଳେ ରେକଡ଼ିଂ ଧ୍ୟାନ ରେ ଦେଖାଯାଇଥିଲା ଜଣା ଯାଇଥିଲା ପ୍ରଭୁ ହନୁମାନ ବୋଲି |

ଏହି ମନ୍ଦିରରେ ଗୋଟେ ବ୍ୟକ୍ତି ସବୁ ଭଗବାନ ଙ୍କର ଭିଡ଼ିଓ ବନାଉଥିଲା ଭିଡ଼ିଓ ରେକଡ଼ିଂ କଲା ସମୟରେ ମା କାଳୀଙ୍କର ମଧ୍ୟ ଭିଡ଼ିଓ ରେକଡ଼ କରୁଥିଲା ସେହି ସମୟରେ ଏମିତି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଥିଲା ଯାହାକୁ ଦେଖି କେହିବି ଡରିଯିବ ସେହି ବ୍ୟକ୍ତି କାଳୀଙ୍କର ଭିଡ଼ିଓ ରେକଡ଼ିଂ କଲା ବେଳେ ମା କାଳୀଙ୍କର ନଜର କ୍ୟାମରେ ଉପରେ ରହୁଥିଲା ଯେଉଁ ଆଡକୁ ସେହି ବ୍ୟକ୍ତି ବୁଲିଥିଲା ମା କଲି ମଧ୍ୟ ସେହି ଆଡକୁ ଅନାଉଥିଲେ ଆପଣ ମାନେ ତଳେ ଥିବା ଭିଡ଼ିଓ ରେ ଦେଖନ୍ତୁ |

ସାଙ୍ଗମାନେ ଏହି ସବୁ ଭିଡ଼ିଓ ଦେଖି ଆପଣ ମାନଙ୍କୁ କଣ ଲାଗିଛି ଯଦି ଆପଣ ମାନେ ହନୁମାନଙ୍କୁ ବିଶ୍ୱାସ କରନ୍ତି ଜୟ ହନୁମାନ ଲେଖିବେ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.