ଦର୍ଶକବନ୍ଧୁ ଆଜି ରାତିଠାରୁ ଏହି ରାଶିର ସବୁ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥ ଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନି ଥାଉ ମହାଦେବ ସୃଷ୍ଟିର ପାଳନ ହାର ବୋଲି କୁହାଯାଇଥାଏ | ଦର୍ଶକବନ୍ଧୁ ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇଯାନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷା କରିଥାନ୍ତି ଭଗବାନ ଭୋଳାନାଥ ଶୋଭବରେ ଭୋଳା ଅଟନ୍ତି ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଯୋଗ ହୋଇଥାଏ ମହାଦେବ ଏବେ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ମହାଦେବ ତାଙ୍କର ଭକ୍ତିରେ ଖୁସି ହୋଇସାରିଛନ୍ତି ଯାହା ଫଳରେ ଆଜି ରାତି ଠାରୁ ଏହିଅ ରାଶି ମାଲାମାଲ ହେବାକୁ ଯାଉଛନ୍ତି |
ଭଗବାନ ଭୋଳା ନାଥଙ୍କ କୃପାରୁ ଆପଣଙ୍କର ଦୁଃଖ ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବୁ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ସେ ସବୁ ପୁରଣ ହେବାରେ ଲାଗିବ ବା ଚଳିବାରେ ଲାଗିବ ଏବଂ ଆପଣ ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଦା ସେ ସବୁ ଦୂର ହୋଇଯିବ ଆପଣଙ୍କୁ ଆପଣଙ୍କର ପ୍ରତେକ କାର୍ଯ୍ୟରେ ସଫଲତା ମିଳିବ ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଏବେ ଦୂରରେ ରହିବେ |
ସମାଜରେ ଆପଣଙ୍କୁ ଲୋକ ମାନେ ମାନସନମାନ ଦେବେ ବେପାର ବାଣିଜ୍ୟ ଦୁଇ ଗୁଣ ଜୋରରେ ଆଗକୁ ଆଗକୁ ବଢି ଚାଲିବ ଭୋଳାନାଥ ଙ୍କ କୃପାରୁ କାର୍ଯ୍ୟ ତକ୍ଷେତ୍ରେରେ ବଡ଼ ସଫଳତା ମିଳିବ ପାଇଁ ଯାଉଛି ଲୋକ ମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାମ କରିବେ ଆପଣଙ୍କ ଘର ପରିବାରରେ ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ମଧ୍ୟ ବଢ଼ିବାରେ ଲାଗିବ ଭୋଳାନାଥ ଙ୍କ କୃପାରୁ ଆପଣଙ୍କ ମନେର ଆତ୍ମ ବିଶ୍ୱାସ ଏବଂ ଉଚାହା ମଧ୍ୟ ବଢି ଯିବା |
ପ୍ରେମ ସମ୍ବଦ୍ଧ ଆପଣଙ୍କର ମଧୁର ରହିବ ଆପଣାକୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି ତେବେ ଦର୍ଶକବନ୍ଧୁ ପ୍ରଭୁ ଭୋଳାନାଥ ଙ୍କ କୃପାରୁ ଯେଉଁ ରାଶି ଗୁଡିକ ଏବେ ଭାଗ୍ୟ ବାନ ହେବାକୁ ଯାଉଛନ୍ତି ଯାହାର ଆଗାମୀ ସମୟ ବହୁତ ଖୁସି ପୂର୍ଣ୍ଣ ହେବାକୁ ଯାଉଛି ସେହି ରାଶି ଗୁଡିକ ହେଉଛନ୍ତି କୁମ୍ଭ ରାଶି ମିଥୁନ ରାଶି କର୍କଟ ରାଶି ସିଂହ ରାଶି ବୃଷ ରାଶି ଓ ତୁଳା ରାଶି ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଅନୁରୋଧ ଅଟେ ଆପଣ ଆମ କମେଣ୍ଟ ବକ୍ସରେ ଯେ ଭୋଳାନାଥ ବୋଲି ନିଶ୍ଚୟ ଲେଖନ୍ତୁ ଦିଅନ୍ତୁ |
Check Also
ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …