Breaking News

ଆଜି ଠାରୁ ମିଳିବ ମହାପ୍ରଭୁଙ୍କ ଦର୍ଶନ . . କେବେ ଓ କେମିତି କରିବେ ଦର୍ଶନ, ଜାଣନ୍ତୁ

ଆଜ୍ଞା ହଁ, କାଲି ଠାରୁ ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ | ପ୍ରଥମେ ସେବାୟତ କରିବେ ମନ୍ଦିର ଦର୍ଶନ , ତାପରେ ୨୬.୧୨.୨୦୨୦ ତାରିଖରୁ ୱାର୍ଡ ଅନୁସାରେ କରିପାରିବେ ପୁରୀବାସୀ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ |

ଏହି ତାରିଖରୁ ପ୍ରଥମେ ପୁରୀ ର ୨,୩,୬,୯,୧୧,୧୨,୧୫ ନମ୍ବର ୱାର୍ଡ ର ଲୋକମାନେ ଦର୍ଶନ କରିପାରିବେ | ଏହି ଦିନ ସକଳ ପ୍ରାୟ ୭ଟା ରୁ ଦର୍ଶନ ଆରମ୍ଭ ହୋଈ ୧୧ଟା ପର୍ଯ୍ୟନ୍ତ ଚାଲିବ |

ଏଥି ମଧ୍ୟ ରୁ ପ୍ରଥମ ଦୁଇଟି ୱାର୍ଡ ର ଲୋକେ ୭ଟା ରୁ ଆରମ୍ଭ କରି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ | ୬, ୯,୧୧ ୱାର୍ଡ ର ଲୋକମାନେ ୧୧ଟା ରୁ ୨ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଆଉ ୧୧,୧୨,୧୫ ୱାର୍ଡ ର ଲୋକମାନେ ଦିନ ୨ଟା ରୁ ୪.୩୦ ପର୍ଯ୍ୟନ୍ତ ଦର୍ଶନ କରି ପାରିବେ |
୨୭.୧୨.୨୦୨୦ ରେ ୧୩,୧୬,୨୦ ନମ୍ବର ୱାର୍ଡ ର ଲୋକ ମାନେ ଦର୍ଶନ କରିପାରିବେ |


ସେହିପରି ୨୮.୧୨.୨୦୨୦ ରେ ୭,୮ ନମ୍ବର ୱାର୍ଡ ର ଲୋକ ମାନେ ଦର୍ଶନ କରିପାରିବେ | ୨୯.୧୨.୨୦୨୦ ରେ ୫ନମ୍ବର ୱାର୍ଡ ର ଲୋକ ମାନେ ଦର୍ଶନ କରିପାରିବେ | ୩୦.୧୨.୨୦୨୦ ରେ ୧,୧୪,୩୨,୨୨,୨୪,୨୬,୨୩,୨୫ ନମ୍ବର ୱାର୍ଡ ର ଲୋକ ମାନେ ଦର୍ଶନ କରିପାରିବେ |
୩୧.୧୨.୨୦୨୦ ରେ ୨୮,୨୯,୩୧ ନମ୍ବର ୱାର୍ଡ ର ଲୋକ ମାନେ ଦର୍ଶନ କରିପାରିବେ ବୋଲି ନିର୍ଦେଶ ଦଇଛନ୍ତି ପୁରୀଜିଲ୍ଲା ର ଜିଲ୍ଲାପାଳ ଶ୍ରୀ ବଳବନ୍ତ ସିଂ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *