Breaking News

ଆଜି ରାତିଠୁ ରାଜ୍ୟରେ ଭୀଷଣ ବର୍ଷା, ଏହି ସବୁ ଜିଲ୍ଲା କୁ ସତର୍କ କରାଇଲା Panipaga ବିଭାଗ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କଣ ରହିଛି ଏହାର ପ୍ରଭାବ !

ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ବଡ଼ ସୂଚନା ଲଘୁଚାପ ପ୍ରଭାବରେ ଆଗକୁ ପ୍ରବଳ ବର୍ଷା ନେଇ ଚେତା ବନି ଜାରି କଲା ପାଣିପାଗ ବିଭାଗ 18 ସେପ୍ଟେମ୍ବର ଉତର ବଙ୍ଗୋପ ସାଗରରେ ଅଞ୍ଚଳରେ ବାୟୁ ମଣ୍ଡଳ ଉପର ଭାଗରେ ଘୁନି ବଳୟ ସୃଷ୍ଟି ହେବାର ସୂଚନା ରହିଛି ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ 18 ରୁ 23 ମଧ୍ୟରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତା ବନି ଜାରି କଲା ପାଣିପାଗ ବିଭାଗ |

ଏଥର ଓଡିଶା ଉପକୂଳ ଘୁନି ବଳୟ ସୃଷ୍ଟି ହେଉଛି ବୋଲି ସୂଚନ ଦେଉଛି ପାଣିପାଗ ବିଭାଗ ଏପଟେ ଚଳିତ ବର୍ଷ ମୌସୁମୀ ଋତୁରେ ସୋଭାବିକ ଠାରୁ 5 ପ୍ରତିଶତ ବର୍ଷା ଭଲ ହେଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଉଛି | ତେବେ ବର୍ତମାନ ସୁଦ୍ଧା ଚଳିତ ମୌସୁମୀ ଋତୁରେ ଏକ ହଜାର 83 ଦଶମୀକି 3 ମିଲିମିଟର ବର୍ଷା ରେକଡ଼ କରିଛି ଯାହାକି ସୋଭାବିକ ବର୍ଷା ତୁଳନାରେ 5 ପ୍ରତିଶତ ଅଧିକ ରହିଛି |

ଏବଂ ସେପ୍ଟେମ୍ବର ମାସରେ ଫୁଣି ଆଉ ଏକ ବଡ଼ ଲଘୁଚାପ ଆସୁଥିବାରୁ ଏପରି ବର୍ଷା ନେଇ ଚେତା ବନି ଜାରିକରିଛି ପାଣିପାଗ ବିଭାଗ | ଏପରେ ରାଜ୍ୟରେ ସକ୍ରିୟ ମୌସୁମୀ ଯୋଗୁ ରାଜ୍ୟରେ ହାଲୁକାରେ ମଧ୍ୟମ ଧରଣର ବର୍ଷା ଜାରି ରହିଛି ଆଜି ରାଜ୍ୟରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ ସତର୍କ ସୂଚନା ଜାରିକରିଛି | ବାଲେଶ୍ଵର ସମତେ 14 ଜିଲ୍ଲାରେ ଆଜି ରାତିରୁ ପ୍ରବଳ ବର୍ଷା ରହିଛି ବୋଲି ସୂଚାନ ଦେଇଛି ପାଣିପାଗ ବିଭାଗ |

ଜଣାନ୍ତୁ ଆସୁଥିବା ଲଘୁଚାପ ପ୍ରଭାବରେ କେବେ ଠାରୁ ପ୍ରବଳ ବର୍ଷା ରହିଛି କେଉଁ ସବୁ ଜିଲ୍ଲାକୁ ଲଘୁଚାପ ପ୍ରଭାବ ଆଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବା ପାଇଁ ମିଳିଛି ଏବଂ ଆଗାମୀ 24 ଘଣ୍ଟା ମଧ୍ୟରେ କେଉଁ ସବୁ ଜିଲ୍ଲା ମାନଙ୍କୁ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଜାରିକରିଛି |ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ଅନୁଯାଇ ମୌସୁମୀ ସକ୍ରିୟ ରହିଥିବା କାରଣରୁ ଜାରି ରହିଛି ହାଲୁକରୁ ମାଧ୍ୟମ ଧରଣର ବର୍ଷା ସଙ୍ଗାକୁ କୋହଳ ପାଗ |

ଆଜି ମୌସୁମୀ ଜନିତ ନିମ୍ନ ଚାପି ରେଖା ଦକ୍ଷିଣ ପୂର୍ବ ଦିଗରେ ଉତ୍ତର ପୂର୍ବ ବଙ୍ଗୋପ ସାଗର ଲମ୍ବିଛି ଏହାର ପ୍ରଭାବରେ ରାଜ୍ୟରେ 24 ଘଣ୍ଟାରେ ରାଜ୍ୟର ଉପକୂଳ ଜିଲ୍ଲାଗୁଡିକ ହାଲୁକରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ 14 ଜିଲ୍ଲା ପାଇଁ ଜାରି ହୋଇଛି ସତର୍କ ସୂଚନା ସେହି ସବୁ ଜିଲ୍ଲା ଗୁଡିକ ହେଉଛି ଗଜପତି ଗଞ୍ଜାମ ନୟାଗଡ଼ ଖୋର୍ଦ୍ଧା ପୁରି ଜଗସିଂହପୁର କଟକ କେନ୍ଦ୍ରାପଡା ଯାଜପୁର ଭଦ୍ରକ ବାଲେଶ୍ୱର ମୟୁରଭଞ୍ଜ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା ଆଜି ରାତିରୁ ଏହି ସବୁ ଜିଲାରେ ପ୍ରବଳ ବର୍ଷା ରହିଛି |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.