ଆଜି ଓଡିଶା ବନ୍ଦ ଓ କେଉଁ ସମୟରେ ଓ କାହଁକି ଓଡିଶା ବନ୍ଦ କରାଯାଇଛି ଓ କଣ କଣ ଉପରେ ସୁ ପ୍ରଭାବ ପଡିବ | ତେବେ ଆ-ତ୍ମ-ହ-ତ୍ୟା କରିଥିବା ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଙ୍କୁ ନ୍ୟାୟ ଦାବିରେ ନବ ନିରିମାଣ ଛାତ୍ର ସଂଗଠନ ପକ୍ଷରୁ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି |
ଆଜି ସକାଳ ୬ଟା ରୁ ସନ୍ଧ୍ୟା ୬ତା ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଛାତ୍ର ସଂଗଠନ ଆହ୍ୱାନ ଦେଇଛି ଏହି ସମୟରେ ଗାଡି ମଟର ଟ୍ରେନ ଚଳାଚଳ ବନ୍ଦ ସାଙ୍ଗକୁ ଦୋକାନ ବଜାର ବନ୍ଦ ରଖିବାକୁ ସଂଗଠନ ନିବେଦନ କରିଛି | ଅନ୍ୟପଟେ ଏହି ବନ୍ଦ ଡାକରାକୁ କଂଗ୍ରେସ ସମେତ ଵେବସାଇ ସଂଘ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ସମର୍ଥନ ଜଣାଇଥିବାର ମଧ୍ୟ କୁହାଯାଉଛି |
ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମଧ୍ୟ ଉଚ୍ଚ ପାଦେଖେପ ନିଆଯାଇଛି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ସଜାଗ କରାଯାଇଛି ସକାଳ ୯ଟା ୩0 ସୁଦ୍ଧା ଅଫିସି ଆସିବାକୁ କର୍ମଚାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି | ଆଉ ଦିନ ୧0 ଟାରେ ବନ୍ଦ ହେବ ଲୋକ ସେବା ଭବନ ଗେଟ ଲୋକସେବା ଭବନ ପ୍ରବେଶ ବେଳେ ଯାଞ୍ଚ କଢ଼ା କାଢି ହେବ ବୋଲି ମଧ୍ୟ କୁହାଯାଇଛି ଏହି ବନ୍ଦର ପ୍ରଭାବ ଆଜି ଗାଡି ମଟର ଓ ଟ୍ରେନ ଚଳାଚଳ ସହିତ ଵେବସାଇ ପ୍ରତି ସ୍ଥାନକ ମଧ୍ୟ ବନ୍ଦ କରିବା ସହିତ ଶିକ୍ଷା ଅନୁଷ୍ଠାନ ସରକାରୀ ଅଫିସି ବ୍ୟାଙ୍କ ଆଦି ସମୁଖରେ ପିକେଟିଂ କରିବାର ଆଶଂଖ ରହିଛି ତେଣୁ ପ୍ରତିସଦ ମୂଳକ ପାଦେଖେପ ସମସ୍ତ କର୍ମଚାରୀ ସକାଳ ସାଢେ ୯ଟା ସୁଦ୍ଧା ଅଫିସି ପରିସର ଭିତରକୁ ପ୍ରବେଶ ପାଇଁ ପରାମର୍ଶ ଦିଆଯାଇଛି |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …