Breaking News

ଆଜି ମଧ୍ୟ ଏହି ୯ ଜଣ ଲୋକଙ୍କ ପାଖରେ ରହିଛି ଇଶ୍ବର ଶକ୍ତି ଜାଣିରଖନ୍ତୁ ସେମାନଙ୍କ ବିଷୟରେ ….

ବନ୍ଧୁଗଣ ସର୍ବା ଶକ୍ତି ମାନ ଈଶ୍ୱରଅଟନ୍ତି ଏବଂ ତାଙ୍କ ଇଚ୍ଛା ବିନା ଗୋଟିଏ ପତ୍ର ହଲିନଥାଏ ଏହି କଥା ସମୟ ଅନୁସାରେ ସିଦ୍ଧ ହୋଇଛି ଈଶ୍ୱର ପ୍ରତେକ ରୂପରେ ଦେଖା ନଦିଅନ୍ତି କିନ୍ତୁ ସେ ଏହି ସଂସାରର କୋଣ ଅନୁକୋଣରେ ଦେଖା ଦିଅନ୍ତି ଏହି କଥା ମଧ୍ୟ ସତ ଓ କିଛି ଲୋକ ଭାଗ୍ୟ ସାଳି ହୋଇଥାନ୍ତି କାରଣ ଏମାନଙ୍କ ଉପାରେ ଈଶ୍ୱରଙ୍କ ବିଶେଷ କୃପା ରହିଥାଏ ଏବଂ କିଛି ଶକ୍ତି ଏମାନଙ୍କ ଆଖପାଖରେ କିଛି ଶକ୍ତି ଦିବ୍ୟମାନ ହୋଇ ରହିଥାନ୍ତି ଯାହା ତାଙ୍କୁ ପ୍ରତେକ ସମୟରେ ସେହି ମାର୍ଗ ଦେଖେଇ ଥାନ୍ତି ଏବଂ ପ୍ରତେକ ସମସ୍ୟାରେ ସହାୟତା କରନ୍ତି |

କିଛି ଏପରି ସଙ୍କେତ ବିଷୟରେ କୁହାଯାଇଛି ଯାହା ଦ୍ୱାରା ଆମେ ଜାଣିପାରିବକି ସେହି ବ୍ୟକ୍ତି ଉପରେ ଈଶ୍ୱରଙ୍କ କୃପା ଅଛି ଏବଂ ସେହି ଆଲୋକିକ ଶକ୍ତି ସବୁବେଳେ ତାଙ୍କର ଆଖପାଖରେ ସୁଦୁଢ ରହୁଛି ଚାଲନ୍ତୁ ଜାଣିନେବ ସେହି ସଙ୍କେତ ବିଷୟରେ |

ଯେଉଁ ବ୍ୟକ୍ତି କାମ କ୍ରୋଧ ଇଚ୍ଛା ମୋହ ମାୟା ଲୋଭ ଅହଂକାର ଯେପରି ଭାବନା ନଥାଏ ଏପରି ବ୍ୟକ୍ତି ଈଶ୍ୱରଙ୍କ କୃପା ପ୍ରାପ୍ତ କରିଥାଏ ଏପରି ବ୍ୟକ୍ତି ଖରାପ ବିଚାର କରେ ନାହିଁ ସେ ନିଜର କ୍ରୋଧ ଉପରେ କାବୁ କରିପାରେ ଏପରି ବ୍ୟକ୍ତି ମୁଖରେ କେବେ ଗଲି ଗୁଲଜ କରିନଥାଏ ନିଜର ମନରେ ଵିଚାର ଭାବନା ରଖି ନିଜର ଆଚରଣ ଓ ଵେବହାରରେ ଦୟା ଏବଂ ପ୍ରେମର ଭବନରେ ଆନ୍ୟ ସହିତ ସମ୍ପର୍କ ରଖିଥାଏ |

ଯଦି କୌଣସି ବ୍ୟକ୍ତିକୁ ସ୍ୱପ୍ନରେ ମନ୍ଦିର କିମ୍ବା ତାର ଅଖା ପାଖ ପରିସରରେ ଦେଖା ଦେଇଥାଏ ଶାସ୍ତ୍ରେର ଏପରି ବ୍ୟକ୍ତିକୁ ଭାଗ୍ୟ ଶାଳୀ ମାନାଯାଏ ଯାହାକୁ ସ୍ୱପ୍ନରେ ବାରମ୍ବାର ଈଶ୍ୱର ସାକ୍ଷତ ହୋଇଥାନ୍ତି | ଯାହା ସହି ଈଶ୍ୱରୀୟ ଶକ୍ତି ଯୋଡି ହୋଇଥାଏ କେବେଳ ତାଙ୍କୁ ହିଁ ସ୍ୱପ୍ନରେ ଈଶ୍ୱର ଦେଖା ଦିଅନ୍ତି ଭଗବାନ ଏପରି ବ୍ୟକ୍ତିକୁ କିଛି ବିଶିଷ୍ଟ ସଙ୍କେତ ଦିଅନ୍ତି ଯେଉଁ ଥରେ ବ୍ୟକ୍ତି ବୁଝିଯାଏ ଆଲୋକୀକ ଶକ୍ତି ପ୍ରତେକ ପଖରେ ସାଥିରେ ଅଛି |

କୌଣସି ଲୋକ ଅସୁବିଦାରେ ଫସିଥିବା ଲୋକ ତଥା ଗରିବ ଦରିଦ୍ର ବ୍ୟକ୍ତିକୁ ଯଥା ସମ୍ଭବ ସହାୟତା କରିଥାଏ ବିପଦ ଆପଦ ବେଳରେ ମନୁଷ୍ୟ ତଥା ପଶୁ ପକ୍ଷୀ ସହାୟତା କରିଥାଏ ବୁଢା ଓ ଅସହ୍ୟ ଲୋକ ସଫଳତା ଭାବରେ ସେବା କରିବା ନିଜର କର୍ତବ୍ୟ ମାନିଥାଏ ଧର୍ମୀକ କାର୍ଯ୍ୟ କରିଥାଏ ଏପରି ନୟକ୍ତି ବାସ୍ତବରେ ସମାଜ ପାଇଁ ଉଧାରଣ ହୋଇଥାନ୍ତି |

ଯେଉଁ ବ୍ୟକ୍ତି ରାତି 4ଟାରୁ ଉଠି ନିଜର ନିତ୍ୟ କର୍ମ ସାରି ଈଶ୍ୱରଙ୍କ ଆରାଧନ କରିଥାଏ ଉଦୟ ହେଉଥିବା ସୂର୍ଯ୍ୟକୁ ଜଳ ଅର୍ପଣ କରେ ଏପରି ବ୍ୟକ୍ତି ନିଶ୍ଚିୟ ଏପରି ବ୍ୟକ୍ତି ଈଶ୍ୱରଙ୍କ ଇଚ୍ଛା ଅନୁସାରେ ହିଁ ଏପରି କରିଥାଏ | ସେ ଏପରି କରିବା ପାଇଁ ଈଶ୍ୱରୀୟ ଶକ୍ତି ତାଙ୍କୁ ପ୍ରବର୍ତ୍ତିୟ କରିଥାନ୍ତି ଏପରି ନୟକ୍ତି ଉପରେ ଭଗବାନ ଙ୍କର କୃପା ବନି ରହିଥାଏ |

About odisha news

Check Also

ଅବଢା ଦେଲେ ପାଖରେ ଶୋଇଲେ, ସକାଳେ କୁଆଡେ ଗଲେ ଯୁବକ ? Jagannath ଭାଗବାନଙ୍କ ଚମତ୍କାର ଜାଣିଲେ ହାତ ଯୋଡ଼ିଦେବେ ଆପଣ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ବାଲେଶ୍ଵର ଖଇରା ବ୍ଲକ ଆଲି ପୁର ଶିଶିର କାନ୍ତ ପୃଷ୍ଟି 2016 ମସିହାରେ ପୁରୀ ଆସିଥିଲେ ବୁଲିବା …

Leave a Reply

Your email address will not be published. Required fields are marked *