Breaking News

ଆଜି ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ମୃତ୍ୟୁରେ କାନ୍ଦୁଛି ସିନେମା ଜଗତ !

ନମସ୍କାର ବନ୍ଧୁଗଣ ସିନେମା ଜଗତ ରୁ ଏକ ଦୁଃଖ ଖବର ସାମ୍ନା କୁ ଆସିଛି ଆଜି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ପରଲୋକ ରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି | ଏବଂ ସିନେମା ଜଗତ ରେ ଶୋକର ଲହରୀ ଖେଳିଯାଇଛି | ବର୍ଷ ର ଆରମ୍ଭ ରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନା କୁ ଆସିଛି ଏହା ମଧ୍ୟରେ ଆଖିବୁଜିଛନ୍ତି ଆଉ ଏକ ଅଭିନେତ୍ରୀ ସିନେମା ଜଗତ ରେ ଜଣେ ଭଲ ଅଭିନେତ୍ରୀ ଓ ଫିଲ୍ମ ପ୍ରଡୁସର ମଧ୍ୟ ଥିଲେ | ସେ ଅନେକ ଫିଲ୍ମ ଓ ଟେଲିଭିଜନ ରେ କାମ କରିଛନ୍ତି | ଏଥିପାଇଁ ତାଙ୍କୁ ଖୁବ୍ ପ୍ରଶଂସା ମଧ୍ୟ ମିଳିଛି ସ୍ପନ୍ଦନ ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ଫୋଟୋ ସାଇଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି |

ସେ ଟୁଇଟର ରେ ଟୁଇଟିରେ କରି ଲେଖିଛନ୍ତି ମଞ୍ଜୁ ଆଉ ନାହାନ୍ତି ମଞ୍ଜୁ ମତେ ଟଙ୍କା ଦୂରଦର୍ଶନ ରେ ଆସୁଥିବା ସ୍ବରାଜ ରେ ଲଖିବାପାଇଁ ସେ ମତେ ଆଣିଥିଲେ | DD ପାଇଁ ସେ ଅନେକ କାହାଣୀ ଲେଖିଥିଲେ | ଗୋଲ୍ମାଲ ର ରତ୍ନ କୁ କେବେ ଭୂଳିହେବ ନାହିଁ ଫିଲ୍ମ ଗୋଲମାଲ୍ ହିଟ ହୋଇଥିଲା ଏଥିରେ ଜବରଦସ୍ତ କମେଡି ସହ ହୃଦୟ ଜିତିନେଇଥିଲ ଏପଟେ ଅଭିନେତ୍ରୀ ମଞ୍ଜୁଶ୍ରୀ ଙ୍କ ଦେହାନ୍ତ କୁ ନେଇ ସିନେମା ଜଗତ ରେ ଶୋକ ଖେଳିଯାଇଛି |

ଅନେକ କଳାକାର ଓ ନିର୍ଦ୍ଦେଶକ ଶୋକ ପ୍ରକାଶ କରିବା ସହ ଆମର ଆତ୍ମ ର ସତଗତି ନିମନ୍ତେ କାମନା କରିଛନ୍ତି ହୃଦ୍ ରୋଗ ଯୋଗୁ ତାଙ୍କର ଆଜି ମେଡିକାଲ ରେ ତାଙ୍କର ଦେହାନ୍ତ ହୋଇଛି | ତାଙ୍କର ପରଲୋକ ରେ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତ ରେ ଶୋକ ର ଲହରୀ ଖେଳିଯାଇଛି |

About odisha news

Check Also

ଅନୁଭବ ଙ୍କ ଘର ଛାଡିବା ପରେ ନିଜ ମା ଙ୍କ ସହ କିଛି ଏପରି ଭାବରେ ସମୟ ବିତାଉଛନ୍ତି ଓଡ଼ିଆ ହିରୋଇନ Barsha ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ !

ନମସ୍କାର ଦର୍ଶକବନ୍ଧୁ ଅନୁଭବଙ୍କ ଘର ଛାଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଏବଂ ନିଜ ବାପ ଘରେ କେମିତି ଚଳୁଛନ୍ତି ଆସନ୍ତୁ ଜାଣିବା …

Leave a Reply

Your email address will not be published.