ଦର୍ଶକବନ୍ଧୁ ଏହି ସୂର୍ଯ୍ୟ ପରାଗରେ ଏହି 3ରାଶିର ସ୍ବପ୍ନ ହେବ ପୁରା ଏହି ବର୍ଷ 2022 ରେ ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି ଯାହାକି ବୈଶାଖ ଆସଡ଼ ମାସ ଲାଗିବ ଏହି ପରାଗର ଦେଶରେ ବହୁତ ସାରା ଘଟଣା ହେବ ଏହୂଇ କେତେଟି ଗ୍ରହ ମାନଙ୍କର ଜ୍ୟୋତି ମିଳନ ହବ ଯେମିତି କି ସୂର୍ଯ୍ୟ ଚନ୍ଦ୍ର ଶନି ଓ ମଙ୍ଗଳର ମିଳନ ହେବ ଏହା ଅଧିକ ଭୟଙ୍କର ସୂର୍ଯ୍ୟ ପରାଗ ରହିବାକୁ ଯାଉଛି ଅଧିକ ସୂର୍ଯ୍ୟ ପରାଗ ଲମ୍ବା ହେବାକୁ ଯାଉଛି ଆପଣଙ୍କୁ ଜାଣିବାକୁ କହୁଛୁ 30ଏପ୍ରିଲିକୁ ପଡ଼ିବାକୁ ଯାଉଥିବା ସୂର୍ଯ୍ୟ ପରାଗ ସବୁ ରାଶି ଉପରେ ଭିନ୍ନ ପ୍ରଭାବ ପକାଇବାକୁ ଯାଉଛି କିନ୍ତୁ ସବୁ ରାଶି ମଧ୍ୟରୁ 3 ଟି ରାଶି ଏମିତି ରହିଛି ଯାହା ବହୁତ ଭାଗ୍ୟ ଶାଳୀ ରହିବ ଏହି ମାନେ କୋଟି ପତି ରହିବେ |
ଏହି 3ଟି ରାଶି ହେବେ ମାଳା ମାଲେ ଏହି 3 ରାଶିର ଭାଗ୍ୟ ଚମକି ଉଠିବ | ଏହି 3 ରାଶି ଉପରେ ସୂର୍ଯ୍ୟ ପ୍ରଭାବ ପଡିବ ଏହି ମାନେ କୋଟି ପତି ହେବ |ହିନ୍ଦୁ ଧର୍ମର ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଏହି ଦୁଇର ବିଶେଷ ମହତ୍ୱ ପୂର୍ଣ୍ଣ ରହିଛି ଯେଉଁ ଦିନ ସୂର୍ଯ୍ୟ ପରାଗ କେତଟି ନିୟମର ପାଳନ କରିବା ଆବଶକ୍ୟ ରହିଛି | ଧର୍ମୀକ ଦୃଷ୍ଟିରୁ ସୂର୍ଯ୍ୟ ଉପରେ ଗ୍ରହଣ ଲାଗିବା ଅଶୁଭ ମାନା ଯାଏ କାହଁକି ନ ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ଦେବତା ରୂପରେ ପୂଜା କରାଯାଇଥାଏ |
କିନ୍ତୁ ବିଜ୍ଞାନ ଦୁଷ୍ଟି କୋଣରୁ ଏହାକୁ ଏକ ବଡ଼ ଘଟଣା ରୂପରେ ଦେଖି ଥାନ୍ତି ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲି 30 ରେ ଆଂଶିକ ସୂର୍ଯ୍ୟ ପରାଗ ହେବ ଏହି ସୂର୍ଯ୍ୟ ପରାଗ ମଧ୍ୟ ରାତି 30 ଏପ୍ରିଲି ରସ 12ଟା ବାଜି 15 ମିମିଟ ରୁ ଆରମ୍ଭ ହେବ ଏବଂ ସକାଳ ବାଜି 7 ମିନିଟିରେ ସମାପ୍ତ ହେବ ଏହି ସୂର୍ଯ୍ୟ ପରାଗ ଭାରତରେ ଦେଖା ଯିବ ନାହିଁ କିନ୍ତୁ ଏହାର ପ୍ରଭାବ କିଛି ରାଶି ଉପରେ ପଡିବ | ଯାଇ ଆପଣ ସୂର୍ଯ୍ୟ ପରାଗ ସମୟରେ ଶୁଭ କାର୍ଯ୍ୟ କରୁଛନ୍ତି ଆପଣଙ୍କୁ ଅଶୁଭ ପ୍ରଭାବରୁ ମୁକ୍ତି ମିଳିପାରେ ଏହା ଆପଣଙ୍କ ଜୀବନରେ ଶୁଭ ରହିବ ଓ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିବ |
କନ୍ୟା ରାଶି
କନ୍ୟା ରାଶିର ବ୍ୟକ୍ତି ମାନଙ୍କର ଏହି ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ଭଲ ରହିବ ଆପଣଙ୍କୁ ଜୀବନରେ ସଫଳତା ମିଳିବ ଅନେକ ସ୍ଥାନରୁ ଆପଣଙ୍କୁ ଲାଭ ହେବ ଏହି ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ବହୁତ ଶୁଭ ଫଳ ପ୍ରଦାନ କରିବ ଆପଣଙ୍କର ସମାଜରେ ମାନସନମାନ ବଢିବ ଏହା ସାଇଟ ଧନ ସମ୍ପତ୍ତିର ବୃଦ୍ଧି ହେବ ଅଚାନକ ଆପଣଙ୍କୁ ଧନ ସମ୍ପତ୍ତିର ଆଗମନ ହେବ ନୂଆ ବେପରର ଆରମ୍ଭ କରି ପାରିବେ ନୂଆ ସମ୍ପର୍କ ଆସିବ ସାଙ୍ଗ ମାନଙ୍କ ସହ ମିଳିମିଶା କରିବେ ଏହି ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ଲକି ରହିବ |
ମିଥୁନ ରାଶି
ମିଥୁନ ରାଶିର ବ୍ୟକ୍ତି ଆପଣଙ୍କୁ ଜମି ମକଦମାରେ ବିସେ ବହୁତ ଲାଭ ମିଳିବ ଆର୍ଥିକ ସ୍ତିସ୍ଥି ସୁଧୁଡ଼ ରହିବ ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଅଚାନକ ଧନ ପ୍ରାପ୍ତି ହେବ ଅନେକ ସ୍ଥାନରୁ ଆପଣଙ୍କୁ ଲାଭ ହେବ ଆର୍ଥିକ ଖର୍ଚ ଆସିବା ଟଙ୍କା ନେଇ ଘଟଣା ସବୁ ମଙ୍ଗଳ ରହିବ ଆବଶକ୍ୟତା ଠାରୁ ଅଧିକ ଧନ ଲାଭ ହେବ ପ୍ରେମ ସମଧ୍ୱରେ ମଝୁଭୁତ ଆସିପାରେ କାର୍ଯ୍ୟ ସ୍ଥଳରେ ଦ୍ରୁତ ଗତିରେ ସଫଳ ପାଇବେ |
ମୀନ ରାଶି
ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଲକି ରହିବାକୁ ଯାଉଛି ବହୁ ପ୍ରକାରର ଉପଲବ୍ଧିଆ ପ୍ରାପ୍ତ ହେବ ଅନେକ ସ୍ତନରୁ ଆପଣଙ୍କୁ ଧାନ ପ୍ରାପ୍ତି ହେବ ଧନ ସମାପ୍ତି ମାମଲାରେ ବହୁତ ଲକି ରହିବେ ଆପଣ ଘର ପରିବାର ପାଇଁ ଅଧିକ ସମୟ ଦେଇ ପାରନ୍ତି ଏହି ରାଶିର ବ୍ୟକ୍ତି ମାନଙ୍କୁ ବହୁତ ଶୀଘ୍ର ଧନର ପ୍ରାପ୍ତି ହେବ ଏବଂ ଏହି ବର୍ଷ 2022ରେ ଲାଗିବାକୁ ଯାଉଥିବା ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ଅଧିକ ଲାଭ ଦାୟକ ରହିବ |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …