ଏହି ମାସିକ ରାଶିଫଳ ଗ୍ରହଙ୍କ ସ୍ତିତି ଆଧାରିତ ଏବଂ ଗ୍ରହଙ୍କ ସ୍ତିତି ଚଳନ ଆମ ଜୀବନରେ ବହୁତ ପକାଇ ଥାଏ | ଯଦି ଆପଣଙ୍କ ରାଶି ବୃଷ ରାଶି ତାହାଲେ ନିହାତି ଦେଖନ୍ତୁ | ବୃଷ ରାଶିର 2022 ଅଗଷ୍ଟ ମାସଟି ସକାରାତ୍ମକ ପରିଣାମ ପ୍ରଦାନ କରିବ ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଶୁକ୍ର ଓ ବୁଧଙ୍କ ସ୍ତିତି ଜୀବନରେ କିଛି ସକାରାତ୍ମକ ପରିବର୍ତନ ଆଣିବାରେ ସହାୟତା ହେବ କେରିଅର ଦୃଷ୍ଟିରୁ ମାସଟି ଉତ୍ତମ ଅନୁକୂଳ ରହିବ ଆପଣଙ୍କ ନବମ ଓ ଦଶମ ଭାବର ସ୍ୱାମୀ ଶନି ଆପଣଙ୍କ ଭାଗ୍ୟ ଭାବରେ ବିରାଜିତ ହେବେ | ଯାହା ଫଳରେ ଆପଣଙ୍କୁ ଏହି ମାସରେ ଭାଗ୍ୟର ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ |
ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ଏବଂ ପରିଶ୍ରମର କୁଣ୍ଡଳୀ ରେ ଫଳ ପ୍ରାପ୍ତି ହେବ ପୂର୍ବରୁ ପଡି ରହିଥିବା କାର୍ଯ୍ୟରେ ଆକସ୍ମିକ ଭାବରେ ଗତି କରିଆସିବ ଦ୍ୱାଦଶ ଭାବରେ ରାହୁ ଓ ମଙ୍ଗଳଙ୍କ ଜ୍ୟୋତି କାରଣରୁ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ | ଆପଣଙ୍କ ପାଇଁ ନୂତନ ମାର୍ଗ ପ୍ରସନ୍ନ ହେବ ଏବଂ ଏହା ସହିତ ଵେବସାୟର ପିତାଙ୍କ ସହଯୋଗର ସମ୍ଭାବନା ରହିଛି ଆର୍ଥିକ ସ୍ତିତି ଦୃଷ୍ଟିରୁ ମାସଟି ଲାଭ ଦୟାକ ସିଦ୍ଧ ହେବ ମାସର ପରମ୍ଭରେ ଆପଣ ଆୟାର ନୂଆ ସ୍ରୋତ ଖୋଜିବାରେ ସକ୍ଷମ ହେବେ ଯାହା ଫଳରେ ଆପଣଙ୍କ ଆର୍ଥିକ ସ୍ତିତି ଆହୁରି ସୁଧୁଡ଼ ହେବାରେ ଲାଗିବ |
ବୃହସ୍ପତି ଙ୍କ ସୋ ରାଶିରେ ଗୋଚର ତଥା ଆପଣଙ୍କ ଏକାଦଶ ଭାବରେ ଗୋଚର ହେବାରୁ ଵେବସାୟର ଜାତିଟା ବ୍ୟକ୍ତିଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବ ମାସର ଦୂତିଆ ଅର୍ଦ୍ଧରେ ସୂର୍ଯ୍ୟ ଓ ବୁଧଙ୍କ ଜୋତି ହେବ ଯାହା ଫଳରେ ଆପଣଙ୍କୁ ମାତା ପିତା ପକ୍ଷରୁ ଆର୍ଥିକ ସହାୟତା ମିଳିବ ତଥା ଧନ ପ୍ରାପ୍ତିର ସମ୍ଭାବନ ରହିଛି | ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ହେବ ଆପଣଙ୍କ ପଞ୍ଚମ ଭାବ ସ୍ୱାମୀ ବୁଧ ପଞ୍ଚମ ଭାଗରେ ବିରାଜିତ ହେବେ | ଆପଣଙ୍କ ପାଇଁ ପ୍ରତିକାର ହେଲା ଆପଣ ପ୍ରତେହ ଭଗବାନ ଶ୍ରୀ ଗଣେଶ ଙ୍କୁ ପୂଜା କରନ୍ତୁ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …