Breaking News

ଝିଅ ପାଖରେ ରହି ଶାଶୂକୁ ଜ୍ୱାଇଁ ସହ ହୋଇଗଲା ପ୍ରେମ, ପରେ ୫୦ ବର୍ଷୀୟା ଶାଶୂକୁ ନେଇ ଫେରାର୍ ହେଇଗଲା ଜ୍ୱାଇଁ, ଜାଣି ହେବେ ଆଶ୍ଚର୍ଯ…

ଦୁନିଆ ରେ ପ୍ରେମ ଏକ ଏପରି ସମ୍ପର୍କ ଯାହା କେବେହେଲେ ଜାତି, ଧର୍ମ,ବର୍ଣ୍ଣ,ବୟସ ଦେଖିନଥାଏ | ବେଳେ ବେଳେ ଏପରି କିଛି ଅନ୍ଧ ପ୍ରେମ ର ଘଟଣା ସାମ୍ନା କୁ ଆସିଥାଏ | ଯାହାକୁ ଆମର ଏହି ସମାଜ କେବେ ହେଲେ ସ୍ଵୀକାର କରିନଥାଏ ଏବଂ କଳଙ୍କିତ ର ଆଖ୍ୟା ଦେଇଥାଏ | ନିକଟରେ ବିହାର ର ମୁଜାଫରପୁର ରେ ଏଭଳି ଏକ ମାମଲା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ମଧ୍ୟ ତାଯୁବ ହୋଇଯିବେ | ଏକ ୫୦ ବର୍ଷ ବୟସ୍କା ଶାଶୁ ଙ୍କ ସହ ୨୫ ବର୍ଷ ଜ୍ୱାଇଁ ଫେରାର ହୋଇଯାଇଛି | ଯାହାକୁ ନେଇ ଉକ୍ତ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରକାରର ଉତ୍ତେଜନା ଦେଖାଦେଇଛି |

ତେବେ ଅନ୍ଧ ପ୍ରେମ ର ଏହା ଏକ ଏଭଳି ଉଦାହରଣ ଯାହାକୁ ସମାଜ କଦାପି ହେଲେ ଗ୍ରହଣ କରିପାରିବ ନାହିଁ | ତେବେ ଏହି ଘଟଣା ଟି ମୁଜାଫରପୁର ରେ ଜିଲ୍ଲାର ଭୌରକଲାନ୍ ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଗାଁରେ ଦେଖିବାକୁ ମିଳିଛି | ତେବେ ଉକ୍ତ ଖବର ମୁତାବକ ମହିଳା ଜଣକ ଏହି ଗାଁ ରେ ତାଙ୍କର ଝିଅ କୁ ବାହାଦେଇଥିଲେ | ତେବେ ଏଥମଧ୍ୟରେ ତାଙ୍କର ଜ୍ୱାଇଁ ଙ୍କ ସହ ତାଙ୍କର ଏକ ସମ୍ପର୍କ ଗଢିଉଠିଥିଲା | ଏବଂ ପରେ ଏ ଦୁହେଁ ପ୍ରାୟ ୧୦ ମାସ ପୂର୍ବ ରୁ ଘର ଛାଡି ଫେରାର ହୋଇଯାଇଥିଲେ | ଉକ୍ତ ଘଟଣା ବିଷୟରେ ଘର ଲୋକେ ସୂଚନା ପାଇଥିଲେ ହେଲେ ଥାନାରେ କୌଣସି ଅଭିଯୋଗ କରିନଥିଲେ |

ଦୀର୍ଘ ୧୦ ମାସ ପରେ ଶାଶୁ ଏବଂ ଜ୍ୱାଇଁ ବିବାହ କରି ଘରକୁ ଫେରିଥିଲେ | ଯାହାଫଳରେ ଉକ୍ତ ପରିବାର ଙ୍କ ମଧ୍ୟରେ ଏକ ହ-ଙ୍ଗା-ମା ସୃଷ୍ଟି ହୋଇଥିଲା | ଏବଂ ଯାହାକୁ ନେଇ ଝିଅ ଥାନାରେ ଅଭିଯୋଗ କରିଥିଲେ | ଯାହାଫଳରେ ଉକ୍ତ ସ୍ଥାନରେ ଏକ ଅ-ପ୍ରୀ-ତି-କ-ର ଓ ଭ-ୟା-ନ-କ ପାରିସ୍ଥିତି ସୃଷ୍ଟି ହୋଇଥିଲା | ତେବେ ଉକ୍ତ ସମ୍ପର୍କ ସମ୍ବନ୍ଧ ରେ ପୁଲିସ ପାଖରେ ଖବର ପହଞ୍ଚିବାରୁ ପୋଲିସ ଶାଶୁ ଏବଂ ଜ୍ୱାଇଁ ଙ୍କୁ ଥାନା ରେ ଅଟକ ରଖି ପରିବାର ର ଶାନ୍ତି ଭଙ୍ଗ କରିଥିବାରୁ ସେମାନଙ୍କ ଠାରୁ ଚାଲାଣ ଆଦାୟ କରିଥିଲା | ଯାହାକୁ ନେଇ ଉକ୍ତ ସ୍ଥାନରେ ଚର୍ଚା ଜୋର ଧରିଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *