Breaking News

ଅଜବ ଏ ପ୍ରେମ ଶାଶୂକୁ ନେଇ ଜ୍ୱାଇଁ ଫେରାର, ଯାହାକୁ ଆପଣ ଜାଣିଲେ ଅର୍ଶ୍ଚାଜ୍ୟ ହେବେ ।

ସତରେ ବଡ଼ ଅଜବ ଏ ପ୍ରେମ । କୁହାଯାଏ ପ୍ରେମ ଅନ୍ଧ ଅଟେ । କିନ୍ତୁ ଏତେ ଅଜବ ଯେ ଆପଣ ଜାଣିଲେ ଅର୍ଶ୍ଚାଜ୍ୟ ହେବେ । ଶାଶୂ କୁ ନେଇ ଜ୍ବାଇଁ ଫେରାର । ଝିଅ ପାଖରେ ରହି ଜ୍ବାଇଁଙ୍କ ସହିତ ହୋଇଗଲା ପ୍ରେମ । 50 ବର୍ଷ ଶାଶୂ କୁ ନେଇ ଜ୍ବାଇଁ ଫେରାର ହୋଇଗଲା । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ ବିଷୟରେ ।

ପ୍ରେମ ଜାତି,ଧର୍ମ, ବୟସ ଓ ସମ୍ପର୍କ ଏ ସବୁ କିଛି ଦେଖେ ନାହିଁ । ସେଥିପାଇଁ ବୋଧେ ପ୍ରେମକୁ ଅନ୍ଧ ବୋଲି କୁହାଯାଏ । କିନ୍ତୁ ବେଳେ ବେଳେ ଅନ୍ଧ ପ୍ରେମର ଏଭଳି କିଛି ଅଧୁଭୂତ ଘଟଣା ସାମନାକୁ ଆସିଥାଏ ଯାହାକୁ ଏ ସମାଜ ଓ ପରମ୍ପରା କେବେବି ଗ୍ରହଣ କରିପରିନଥାଏ । ବିହାର ର ମୁଝାବା ପୁର ରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

ଯେଉଁ ଠାରେ 50 ବର୍ଷ ଶାଶୂକୁ ନେଇ 25 ବର୍ଷ ର ଜ୍ବାଇଁ ଫେରାର ହୋଇ ଯାଇଛି ବୋଲି ସ୍ଥାନୀୟ ଅଞ୍ଚଳ ରେ ଉତେଜନା ସୂର୍ଷ୍ଟୀ ହୋଇଛି । ଏହି ଘଟଣା ଟି ଘଟିଛି ମୁଝାବା ପୁର ଜିଲ୍ଲା ର ଭୌରାଗ୍ନାଲ ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଗାଆଁ ରେ । ଖବର ଅନୁସାରେ ମହିଳା ଜଣକ ଏଠାରେ ନିଜ ଝିଅକୁ ବାହା ଦେଇଥିଲେ ।

ପରେ କିନ୍ତୁ ମହିଳାଙ୍କ ର ନିଜ ଜ୍ବାଇଁଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠଥିଲା । ଫଳରେ ଦୁହେଁ 10 ମାସ ତାଳରୁ ଘର ଛାଡ଼ି ଫେରାର ହୋଇଯାଇଥିଲେ । ଏହି ଘଟଣା ବିଷୟରେ ଘର ଲୋକ ସୂଚନା ପାଇଥିଲେ ମଧ୍ୟ କିନ୍ତୁ ସେମାନେ ପୋଲିସ ରେ କୌଣସି ଏଫାୟର ଦେଇ ନଥିଲେ । ତେବେ ପ୍ରାୟ 10 ମାସ ପରେ ଶାଶୂ ଓ ଜ୍ବାଇଁ କୋର୍ଟ ରେ ବାହା ହୋଇ ଘରକୁ ଫେରିଥିଲେ । ଯାହାକୁ ନେଇ ମହିଳାଙ୍କ ଝିଅ ପ୍ରତିବାଦ କରିଥିଲେ ।

ଏହା ଫଳରେ ସେଠାରେ ହଙ୍ଗାମା ସୃଷ୍ଟି ହୋଇଥିଲା ଓ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଏହି ଘଟଣା ପୋଲିସ ପାଖରେ ପହଞ୍ଚିବା ପରେ ପୋଲିସ ଶାଶୂ ଓ ଜ୍ବାଇଁଙ୍କୁ ଥାନାକୁ ନେଇଯାଇ । ସେମାନଙ୍କ ଉପରେ ଘରର ଶାନ୍ତି ଭଙ୍ଗ କରୁଥିବାରୁ ଚାଲାଣ ଆଦାୟ କରିଥିଲା । ତେବେ ଶାଶୂ ଓ ଜ୍ବାଇଁଙ୍କ ପ୍ରେମ କାହାଣୀ କୁ ନେଇ ବ୍ରାତମନ୍ ସମୟରେ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି ।

About odisha news

Check Also

ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !

ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …

Leave a Reply

Your email address will not be published.