ସତରେ ବଡ଼ ଅଜବ ଏ ପ୍ରେମ କୁହାଯାଏ ପ୍ରେମ ଅନ୍ଧ ଅଟେ କିନ୍ତୁ ଏତେ ଅଜବ ଯେ ଆପଣ ଜାଣିଲେ ଅର୍ଶ୍ଚାଜ୍ୟ ହେବେ ଶାଶୂ କୁ ନେଇ ଜ୍ବାଇଁ ଫେରାର ଝିଅ ପାଖରେ ରହି ଜ୍ବାଇଁଙ୍କ ସହିତ ହୋଇଗଲା ପ୍ରେମ 50 ବର୍ଷ ଶାଶୂ କୁ ନେଇ ଜ୍ବାଇଁ ଫେରାର ହୋଇଗଲା ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ ବିଷୟରେ |
ପ୍ରେମ ଜାତି ଧର୍ମ ବୟସ ଓ ସମ୍ପର୍କ ଏ ସବୁ କିଛି ଦେଖେ ନାହିଁ ସେଥିପାଇଁ ବୋଧେ ପ୍ରେମକୁ ଅନ୍ଧ ବୋଲି କୁହାଯାଏ କିନ୍ତୁ ବେଳେ ବେଳେ ଅନ୍ଧ ପ୍ରେମର ଏଭଳି କିଛି ଅଧୁଭୂତ ଘଟଣା ସାମନାକୁ ଆସିଥାଏ ଯାହାକୁ ଏ ସମାଜ ଓ ପରମ୍ପରା କେବେବି ଗ୍ରହଣ କରିପରିନଥାଏ ବିହାର ର ମୁଝାବା ପୁର ରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।
ଯେଉଁ ଠାରେ 50 ବର୍ଷ ଶାଶୂକୁ ନେଇ 25 ବର୍ଷ ର ଜ୍ବାଇଁ ଫେରାର ହୋଇ ଯାଇଛି ବୋଲି ସ୍ଥାନୀୟ ଅଞ୍ଚଳ ରେ ଉତେଜନା ସୂର୍ଷ୍ଟୀ ହୋଇଛି | ଏହି ଘଟଣା ଟି ଘଟିଛି ମୁଝାବା ପୁର ଜିଲ୍ଲା ର ଭୌରାଗ୍ନାଲ ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଗାଆଁ ରେ ଖବର ଅନୁସାରେ ମହିଳା ଜଣକ ଏଠାରେ ନିଜ ଝିଅକୁ ବାହା ଦେଇଥିଲେ |
ପରେ କିନ୍ତୁ ମହିଳାଙ୍କ ର ନିଜ ଜ୍ବାଇଁଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠଥିଲା ଫଳରେ ଦୁହେଁ 10 ମାସ ତାଳରୁ ଘର ଛାଡ଼ି ଫେରାର ହୋଇଯାଇଥିଲେ ଏହି ଘଟଣା ବିଷୟରେ ଘର ଲୋକ ସୂଚନା ପାଇଥିଲେ ମଧ୍ୟ କିନ୍ତୁ ସେମାନେ ପୋଲିସ ରେ କୌଣସି ଏଫାୟର ଦେଇ ନଥିଲେ ତେବେ ପ୍ରାୟ 10 ମାସ ପରେ ଶାଶୂ ଓ ଜ୍ବାଇଁ କୋର୍ଟ ରେ ବାହା ହୋଇ ଘରକୁ ଫେରିଥିଲେ | ଯାହାକୁ ନେଇ ମହିଳାଙ୍କ ଝିଅ ପ୍ରତିବାଦ କରିଥିଲେ |
ଏହା ଫଳରେ ସେଠାରେ ହଙ୍ଗାମା ସୃଷ୍ଟି ହୋଇଥିଲା ଓ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ଏହି ଘଟଣା ପୋଲିସ ପାଖରେ ପହଞ୍ଚିବା ପରେ ପୋଲିସ ଶାଶୂ ଓ ଜ୍ବାଇଁଙ୍କୁ ଥାନାକୁ ନେଇଯାଇ | ସେମାନଙ୍କ ଉପରେ ଘରର ଶାନ୍ତି ଭଙ୍ଗ କରୁଥିବାରୁ ଚାଲାଣ ଆଦାୟ କରିଥିଲା ତେବେ ଶାଶୂ ଓ ଜ୍ବାଇଁଙ୍କ ପ୍ରେମ କାହାଣୀ କୁ ନେଇ ବ୍ରାତମନ୍ ସମୟରେ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି |