Breaking News

Airtel ଗ୍ରାହକ ଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର,ଏଣିକି ଆପଣଙ୍କୁ କମ ଟଙ୍କାରେ ମିଳିବ ଭଲ ଫାଇଦା, ଆପଣ ଯଦି airtel ୟୁଜର…. ଦେଖନ୍ତୁ କଣ ସେହି recharge ପ୍ଲାନ !

ଦର୍ଶକବନ୍ଧୁ airtel ବଢିଆ ଶସ୍ତା ପ୍ଲାନ ଲଞ୍ଚ ହୋଇଛି ଯାହା ଆମେ ଆଜି ଆପଣ ମାନଙ୍କୁ ଜଣାଇବୁ | ଅପେକ୍ଷା ବର୍ତମାନେ ରିଚାର୍ଜ ପ୍ଲାନ ବଢିଥିଲା ବି ଏହି ଭଳି କିଛି ଟି ପ୍ୟାକ ଅଛି ଯାହାକି ରଚାର୍ଜ ରେ ବେନିଫିଟି ଦଉଚି ତେବେ airtel ଏଭଳି ଏକ ପ୍ଲାନ ନଉଚି ଯାହା ମଧ୍ୟ 500 ଟଙ୍କା ଠାରୁ କମ ଏଥିରେ ମିଳୁଛି ବଢିଆ ବେନିଫିଟି ଯେଉଁଥିରେ ଆପଣଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳେ ବରଂ ଏହି ପ୍ଲାନରେ ଆପଣଙ୍କୁ 100 ଟଙ୍କା କ୍ୟାସବ୍ୟାକ ମିଳୁଛି |

ତେବେ airtel ପ୍ରଥମ ପ୍ଲାନଟି ହେଉଛି 319 ଟଙ୍କା ଏହି ପ୍ଲାନ ରେ ୟୁଜର ମାନେ ଏକ ମାସ ଭ୍ୟାଲିଡିଟି ମିଳିଥାଏ ଏଥିରେ ଏକ ମାସ ପାଇଁ ଅନଲିମିଟେଡ଼ କଲ ପ୍ରତିଦିନ 2ଜିବି ଡାଟା ଏବଂ 100 ଏସଏମଏସ ମଧ୍ୟ ମିଳିଥାଏ | ବେତିତ ଗ୍ରାହକଙ୍କୁ 100 ଟଙ୍କା କ୍ୟାସବ୍ୟାକ ମିଳିଥାଏ | ଏହା ସହିତ ହ୍ୟାଲୋ ଟିଉନ ମାଗଣା ରଖିବାକୁ ମିଳିଥାଏ |

ଦ୍ୱତୀୟ ପ୍ଲାନ ହେଉଛି 369 ଟଙ୍କା ଏହି ପ୍ଲାନ ରେ ୟୁଜର ମାନଙ୍କୁ 28 ଦିନ ଭାଲିଡିଟି କଲ ମିଳିଥାଏ ଏହି ପ୍ଲାନ ରେ ଅନଲିମିଟେଡ଼ କଲିଂଗି ପ୍ରତିଦିନ 100 ଏସଏମଏସ ଦେଲି ୨ ଜିବି ଡାଟା ମଧ୍ୟ ମିଳିଥାଏ | ଏଥିରେ ୟୁଜରଙ୍କୁ ଆମଜନ ପ୍ରାଇମି ଭିଡ଼ିଓର ମୋବାଇଲି ଏଡିସନ 100 ଟଙ୍କା କ୍ୟାସବ୍ୟାକ ମିଳିଥାଏ |

ତୃତୀୟ ରିଚାର୍ଜ ହେଉଛି 499 ଟଙ୍କା ଏହି ପ୍ଲାନ ରେ ପ୍ରତିଦିନ ୨ ଜିବି ଡେଲି ଡାଟା ଅନଲିମିଟେଡ଼ କଲିଂ 100 ଏସଏମଏସ ମଧ୍ୟ ମିଳିଥାଏ | ତେବେ ଏଥିରେ ଗ୍ରାହକ ଙ୍କୁ 3 ମାସ ପାଇଁ ହ୍ୟାଲୋ ଟିଉନ ମାଗଣା ରଖିବାକୁ ମିଳିଥାଏ | ଏହାର ଭ୍ୟାଲିଡିଟି ହେଉଛି 28 ଦିନ ତେବେ ଯାହାକି airtel ର ଏହି ୩ଟି ପ୍ଲାନ ଆପଣଙ୍କୁ ଡାଟା ଏସଏମଏସ ଫ୍ରି କଲିଂ ସହିତ କ୍ୟାସବ୍ୟାକ ମଧ୍ୟ ମିଳିଛି | ତେବେ ଆପଣ ମାନେ କେତେ ଟଙ୍କା ରିଚାର୍ଜ କରନ୍ତି ଆମକୁ ନିଶ୍ଚୟ ଭାବରେ କମେଣ୍ଟ କରି ଜଣାନ୍ତୁ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.