ନମସ୍କାର ଦର୍ଶକବନ୍ଧୁ ବଜରଙ୍ଗବାଲି ବିଷୟରେ ଏମିତି କୁହାଯାଇଛିକି ସେ ଏପରି ଦେବତା ଅଟନ୍ତି ଯିଏକି ସେ ପୃଥିବୀ ଉପରେ ଆମର ଅଛନ୍ତି ମାନାଯାଉଛିକି ଅଂଜନୀପୁତ୍ର ହନୁମାନ ଅଟନ୍ତି | ତାଙ୍କୁ ବହୁତ ଭୋକ ଲାଗିଥାଏ ଏଥିପାଁଇ ସେ ଜନ୍ମ ନେବା ପରେ ସେ ଆକାଶରେ ଥିବା ସୂର୍ଯ୍ୟଙ୍କୁ ଫଳ ଭାବି ଖାଇବାକୁ ଦୌଡ଼ିଥିଲେ | ସେହିଦିନ ରାହୁବି ସୂର୍ଯ୍ୟଙ୍କୁ ନିଜ ଗ୍ରାସ ବନେଇ ପାଁଇ ଆସିଥିଲେ କିନ୍ତୁ ସେ ହନୁମାନଜିଙ୍କୁ ଦେଖି ଦ୍ୱତୀୟ ରହୁ ବୋଲି ଭାବିନେଇଥିଲେ | ତେବେ ଇନ୍ଦ୍ର ପବନ ପୁତ୍ର ହନୁମାନଙ୍କୁ ନିଜ ବଜ୍ରରେ ପ୍ରହାର କରିଥିଲେ ଯେଉଁଥିରେ ତାଙ୍କ ଓଠରେ ଆଘାତ ଲାଗିଥିଲା ସେହି କାରଣରୁ ତାଙ୍କ ଓଠ ହନୁମାନ ହୋଇଗଲା |
ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସରେ ସାନି ଏହିସମୟ ଧନୁ ରାଶିରେ ଅଛ ଆଉ ମଙ୍ଗଳ ମକର ରାଶିରେ ଅଛନ୍ତି ଏହି କାରଣରୁ 700 ବର୍ଷ ପରେ ବହୁତହି ଶୁଭ ସଂଯୋଗ ହେଉଛି ଯେଉଁଥିରେ 4ଟି ରାଶିମାନଙ୍କର ଭାଗ୍ୟ ଉଦୟ ହେବ | ତେବେ ଆସନ୍ତୁ ଜାଣିବା କେଉଁ ରାଶିଗୁଡିକ ଉପରେ ଦୟାଳୁ ହେଲେ ପବନ ପୁତ୍ର ହନୁମାନ |
କର୍କଟ ରାଶି
କର୍କଟ ରାଶି ଚିହ୍ନ ଥିବା ଲୋକଙ୍କ ଉପରେ ପବନପୁତ୍ର ହନୁମାନଜୀଙ୍କ ବିଶେଷ ଆଶୀର୍ବାଦ ରହିବ| ଆପଣଙ୍କର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତିର ସମ୍ଭାବନା ଅଛି | କାମକ୍ଷେତ୍ରରେ, ବଡ଼ ଅଧିକାରୀମାନେ ଆପଣଙ୍କୁ ଖୁବ ପ୍ରଶଂସା କରିବେ | ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ | ଆୟର ଭଲ ଉତ୍ସ ହାସଲ କରାଯାଇପାରିବ | ଆପଣଙ୍କ ଖର୍ଚ୍ଚରେ ନିୟନ୍ତ୍ରଣ ରହିବ | ଆପଣଙ୍କ ପରିବାରର ଲୋକମାନେ ଆପଣଙ୍କ ଭଲ ସ୍ୱଭାବରୁ ବହୁତ ଖୁସି ହେବେ | ଜୀବନସାଥୀ ଆପଣଙ୍କୁ ସମର୍ଥନ କରିବେ| ଆପଣଙ୍କ ଯୋଜନା ସମାପ୍ତ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ |
ସିଂହ ରାଶି
ସିଂହ ରାଶି ଥିବା ଲୋକମାନେ ସେମାନଙ୍କ ହାତରେ କୌଣସି ବିପଦପୂର୍ଣ୍ଣ କାମ ନେଇପାରନ୍ତି | ଭାଗ୍ୟର ସାହାଯ୍ୟରେ ଆପଣ ଭଲ ଲାଭ ପାଇବ| ଆପଣଙ୍କୁ ପରିବାରର ଆବଶ୍ୟକତା ଉପରେ ଧ୍ୟାନ ଦେବା ଉଚିତ| ଆପଣଙ୍କର ଯାତ୍ରା ସଫଳ ହେବ | ବ୍ୟବସାୟରେ କରାଯାଇଥିବା ପ୍ରୟାସ ମୂଲ୍ୟବାନ ହେବ| ବିବାହିତ ଜୀବନ ଭଲ ହେବାକୁ ଯାଉଛି | ଆପଣଙ୍କର ପରାମର୍ଶ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଭାବଶାଳୀ ହୋଇପାରେ | ସାଙ୍ଗମାନଙ୍କ ସହିତ ମଜା ସମୟ ବିତାଇବ | ଆପଣ ପିଲାମାନଙ୍କଠାରୁ କୌଣସି ଭଲ ଖବର ପାଇପାରନ୍ତି, ଯାହା ଆପଣଙ୍କ ମନକୁ ଖୁସି କରିବ|
ମକର ରାଶି
ଏହିରାଶିର ଲୋକେ ଯଦି ଦୁଃଖରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ସବୁଠାରୁ ପ୍ରଥମେ ଓଁ ଭାମୟ ମନ୍ତ୍ର ଜପ 108 ଥର କରନ୍ତୁ ଏହି ମନ୍ତ୍ରର ଜପ କରିବା ସମୟରେ କେବେ କେଉଁ ବିଷୟରେ କେବେ ଖରାପ ଭବନ୍ତୁନାହିଁ | କେବଳ ବଜରଙ୍ଗୀବାଲିଙ୍କୁ ସଚ୍ଚା ମନରେ ଧ୍ୟାନକରନ୍ତୁ ଏଥିରେ ବଜରଙ୍ଗୀବାଲିଙ୍କ ଅସୀମ କୃପା ମିଳିବ ସବୁ ଜାଗାରେ ସଫଳତା ମିଳିବ | ବ୍ୟବସାୟରେ ଅତ୍ୟଧିକ ଲାଭ ମିଳିବାର ଯୋଗ ମିଳିଛି ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିବ |
ତୁଲା ରାଶି
ତୁଲା ରାଶିର ଲୋକଙ୍କ ପାଁଇ ଆଜିଠାରୁ ବହୁତ ଭଲ ସଂଯୋଗ ବନୁଛି ଯଦି କେଉଁ ଅସୁବିଧା ଅଛି ଜଲଦିହିଁ ଶେଷ ହୋଇଯିବ | ବ୍ୟବସାୟରେ ଉନତିମିଳିବ ଜଲଦିହିଁ ବିବାହ ଯୋଗ ହେଉଛି | ହନୁମାନ ଜୟନ୍ତୀ ଦିନ ହନୁମାନ ଚାଳିଶୟ ପାଠ କରନ୍ତୁ ଏବଂ ପୁରା ଶ୍ରଦ୍ଧାରେ ବଜରଙ୍ଗୀ ବାଲିଙ୍କୁ ପୂଜା ଅର୍ଚନା କରନ୍ତୁ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …