Breaking News

ଆଜିଠାରୁ ଏହି ୪ଟି ରାଶି ଉପରେ ବର୍ଷିବ ହନୁମାନଙ୍କ କୃପା ହେବ ଧନର ବର୍ଷା ମିଳିବ ବହୁତ ବଡ ଖୁସିଖବର…

ନମସ୍କାର ଦର୍ଶକବନ୍ଧୁ ବଜରଙ୍ଗବାଲି ବିଷୟରେ ଏମିତି କୁହାଯାଇଛିକି ସେ ଏପରି ଦେବତା ଅଟନ୍ତି ଯିଏକି ସେ ପୃଥିବୀ ଉପରେ ଆମର ଅଛନ୍ତି ମାନାଯାଉଛିକି ଅଂଜନୀପୁତ୍ର ହନୁମାନ ଅଟନ୍ତି | ତାଙ୍କୁ ବହୁତ ଭୋକ ଲାଗିଥାଏ ଏଥିପାଁଇ ସେ ଜନ୍ମ ନେବା ପରେ ସେ ଆକାଶରେ ଥିବା ସୂର୍ଯ୍ୟଙ୍କୁ ଫଳ ଭାବି ଖାଇବାକୁ ଦୌଡ଼ିଥିଲେ | ସେହିଦିନ ରାହୁବି ସୂର୍ଯ୍ୟଙ୍କୁ ନିଜ ଗ୍ରାସ ବନେଇ ପାଁଇ ଆସିଥିଲେ କିନ୍ତୁ ସେ ହନୁମାନଜିଙ୍କୁ ଦେଖି ଦ୍ୱତୀୟ ରହୁ ବୋଲି ଭାବିନେଇଥିଲେ | ତେବେ ଇନ୍ଦ୍ର ପବନ ପୁତ୍ର ହନୁମାନଙ୍କୁ ନିଜ ବଜ୍ରରେ ପ୍ରହାର କରିଥିଲେ ଯେଉଁଥିରେ ତାଙ୍କ ଓଠରେ ଆଘାତ ଲାଗିଥିଲା ସେହି କାରଣରୁ ତାଙ୍କ ଓଠ ହନୁମାନ ହୋଇଗଲା |

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସରେ ସାନି ଏହିସମୟ ଧନୁ ରାଶିରେ ଅଛ ଆଉ ମଙ୍ଗଳ ମକର ରାଶିରେ ଅଛନ୍ତି ଏହି କାରଣରୁ 700 ବର୍ଷ ପରେ ବହୁତହି ଶୁଭ ସଂଯୋଗ ହେଉଛି ଯେଉଁଥିରେ 4ଟି ରାଶିମାନଙ୍କର ଭାଗ୍ୟ ଉଦୟ ହେବ | ତେବେ ଆସନ୍ତୁ ଜାଣିବା କେଉଁ ରାଶିଗୁଡିକ ଉପରେ ଦୟାଳୁ ହେଲେ ପବନ ପୁତ୍ର ହନୁମାନ |

କର୍କଟ ରାଶି
କର୍କଟ ରାଶି ଚିହ୍ନ ଥିବା ଲୋକଙ୍କ ଉପରେ ପବନପୁତ୍ର ହନୁମାନଜୀଙ୍କ ବିଶେଷ ଆଶୀର୍ବାଦ ରହିବ| ଆପଣଙ୍କର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତିର ସମ୍ଭାବନା ଅଛି | କାମକ୍ଷେତ୍ରରେ, ବଡ଼ ଅଧିକାରୀମାନେ ଆପଣଙ୍କୁ ଖୁବ ପ୍ରଶଂସା କରିବେ | ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ | ଆୟର ଭଲ ଉତ୍ସ ହାସଲ କରାଯାଇପାରିବ | ଆପଣଙ୍କ ଖର୍ଚ୍ଚରେ ନିୟନ୍ତ୍ରଣ ରହିବ | ଆପଣଙ୍କ ପରିବାରର ଲୋକମାନେ ଆପଣଙ୍କ ଭଲ ସ୍ୱଭାବରୁ ବହୁତ ଖୁସି ହେବେ | ଜୀବନସାଥୀ ଆପଣଙ୍କୁ ସମର୍ଥନ କରିବେ| ଆପଣଙ୍କ ଯୋଜନା ସମାପ୍ତ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ |

ସିଂହ ରାଶି
ସିଂହ ରାଶି ଥିବା ଲୋକମାନେ ସେମାନଙ୍କ ହାତରେ କୌଣସି ବିପଦପୂର୍ଣ୍ଣ କାମ ନେଇପାରନ୍ତି | ଭାଗ୍ୟର ସାହାଯ୍ୟରେ ଆପଣ ଭଲ ଲାଭ ପାଇବ| ଆପଣଙ୍କୁ ପରିବାରର ଆବଶ୍ୟକତା ଉପରେ ଧ୍ୟାନ ଦେବା ଉଚିତ| ଆପଣଙ୍କର ଯାତ୍ରା ସଫଳ ହେବ | ବ୍ୟବସାୟରେ କରାଯାଇଥିବା ପ୍ରୟାସ ମୂଲ୍ୟବାନ ହେବ| ବିବାହିତ ଜୀବନ ଭଲ ହେବାକୁ ଯାଉଛି | ଆପଣଙ୍କର ପରାମର୍ଶ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଭାବଶାଳୀ ହୋଇପାରେ | ସାଙ୍ଗମାନଙ୍କ ସହିତ ମଜା ସମୟ ବିତାଇବ | ଆପଣ ପିଲାମାନଙ୍କଠାରୁ କୌଣସି ଭଲ ଖବର ପାଇପାରନ୍ତି, ଯାହା ଆପଣଙ୍କ ମନକୁ ଖୁସି କରିବ|

ମକର ରାଶି
ଏହିରାଶିର ଲୋକେ ଯଦି ଦୁଃଖରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ସବୁଠାରୁ ପ୍ରଥମେ ଓଁ ଭାମୟ ମନ୍ତ୍ର ଜପ 108 ଥର କରନ୍ତୁ ଏହି ମନ୍ତ୍ରର ଜପ କରିବା ସମୟରେ କେବେ କେଉଁ ବିଷୟରେ କେବେ ଖରାପ ଭବନ୍ତୁନାହିଁ | କେବଳ ବଜରଙ୍ଗୀବାଲିଙ୍କୁ ସଚ୍ଚା ମନରେ ଧ୍ୟାନକରନ୍ତୁ ଏଥିରେ ବଜରଙ୍ଗୀବାଲିଙ୍କ ଅସୀମ କୃପା ମିଳିବ ସବୁ ଜାଗାରେ ସଫଳତା ମିଳିବ | ବ୍ୟବସାୟରେ ଅତ୍ୟଧିକ ଲାଭ ମିଳିବାର ଯୋଗ ମିଳିଛି ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିବ |

ତୁଲା ରାଶି
ତୁଲା ରାଶିର ଲୋକଙ୍କ ପାଁଇ ଆଜିଠାରୁ ବହୁତ ଭଲ ସଂଯୋଗ ବନୁଛି ଯଦି କେଉଁ ଅସୁବିଧା ଅଛି ଜଲଦିହିଁ ଶେଷ ହୋଇଯିବ | ବ୍ୟବସାୟରେ ଉନତିମିଳିବ ଜଲଦିହିଁ ବିବାହ ଯୋଗ ହେଉଛି | ହନୁମାନ ଜୟନ୍ତୀ ଦିନ ହନୁମାନ ଚାଳିଶୟ ପାଠ କରନ୍ତୁ ଏବଂ ପୁରା ଶ୍ରଦ୍ଧାରେ ବଜରଙ୍ଗୀ ବାଲିଙ୍କୁ ପୂଜା ଅର୍ଚନା କରନ୍ତୁ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.