ବନ୍ଧୁଗଣ ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ର ହର୍ତିକ ଶୁଭ କାମନା | ବନ୍ଧୁଗଣ ଆଜି ହେଉଛି ମହା ବିଷୁବ ପଣା ସଙ୍କରାନ୍ତି ଓ ଓଡ଼ିଆ ନବବର୍ଷ ଭାବେ ଏହି ଦିନ କୁ ପାଳନ କରାଯାଏ ଆଜି ଆମେ ଆପଣଙ୍କୁ ଜଣାଇବୁ ଜେ ପବିତ୍ର ପଣା ସଂକ୍ରାନ୍ତି ଠାରୁ ଏହି ୫ ଟି ରାଶି ମାନଙ୍କ ଭାଗ୍ୟ ବାଦଳିବକୁ ଯାଉଛି | ଏମାନଙ୍କ ଜିବନ ଏବେ ବଦଳିବା ପାଇଁ ଯାଉଅଛି।ଏମାନଙ୍କୁ ମିଳିବ ବହୁତ ବଡ଼ ଖୁସୀ ଖବର ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୋଟିଏ ରୁ ଅନ୍ୟ ଜାଗା କୁ ସ୍ଥାନାନ୍ତରଣ କୁ ସଙ୍କରାନ୍ତି କୁହା ଯାଇଥାଏ | ୧୨ ଗୋଟି ରାଶି ଅନୁସାରେ ୧୨ ଟି ସଂକ୍ରାନ୍ତି ରହି ଅଛି |
ଏହିଥୀରେ ଗ୍ରହ ର ପରିବର୍ତନ ହେବାକୁ ଯାଉଛି ଗ୍ରହ ର ଏହି ପରିବର୍ତ୍ତନ କାରଣ ରୁ ଏହା ର ପ୍ରଭାବ ରାଶି ଚକ୍ର ରେ ଥିବା ରାଶି ମାନଙ୍କ ଉପରେ ପଡ଼ିବାକୁ ଯାଉଛି କିଛି ରାଶି ଉପରେ ଏହାର ଭଲ ପ୍ରଭାବ ତ କୁଛି ରାଶି ଉପରେ ଏହାର ଖରାପ ପ୍ରଭାବ ପଡ଼ିବାକୁ ଯାଉଅଛି ତେବେ ଆସନ୍ତୁ ଜାଣିବା ଏହି ୫ ଗୋଟି ରାଶି ମାନଙ୍କ ବିଷୟ ରେ |
ବୃଷ ରାଶି – ଏହି ରାଶି ର ଲୋକ ମାନଙ୍କର ପାଇଁ ଧନ ଭଲ ର ଯୋଗ ବନୁଅଛି ବ୍ୟାପାର ମାନଙ୍କର ବ୍ୟାପାର କ୍ଷେତ୍ର ରେ ଧନ ଲାଭ ର ସମ୍ବାବନା ରହିଅଛି | ଆପଣ ବୋହୁତ ଦିନ ରୁ ଅପେକ୍ଷା କରିଥିବା କାର୍ଯ୍ୟ ରେ ସଫଳତା ଲାଭ କରିବେ | ଏହି ଯୋଗ ପରେ ଆପଣଙ୍କର ପଇସା ର କିଛି ବି ଯୋଗ ରହିବ ନାହିଁ |ଭାଗ୍ୟ ର ସମସ୍ତ କାର୍ଯ୍ୟ ପୂରଣ ହେବ ଭାଗ୍ୟ ର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଯେଉଁ କାରଣ ରୁ ଆପଣ ସବୁ କ୍ଷେତ୍ର ରେ ସଫଳତା ପ୍ରାପ୍ତ କରିବେ |
କନ୍ୟା ରାଶି – ଆଗାମୀ ସମୟ ଆପଣମାନଙ୍କ ପାଇଁ ବୋହୁତ ଭଲ ରହିବ ଲମ୍ବା କରିଥିବା କାମ ଏବେ ସୁଫଳ ପ୍ରଦାନ କରିବ ଆପଣଙ୍କୁ ଆପଣଙ୍କ କାର୍ଯ୍ୟ ରେ ସଫଳତା ମିଳିବ ଜେତେ ଅଧିକ ଆପଣ ପରିଶ୍ରମ କରିବେ ସେତେ ଅଧିକ ଫଳ ଲାଭ ହେବ ପ୍ରଭୁ ବଜରଙ୍ଗ ବାଲି ଙ୍କ କୃପା ଲାଭ ହେବା ପ୍ରଭୁ ବଜରଙ୍ଗ ବାଲି ଙ୍କ କୃପା ରୁଆଜିଠାରୁ ସୁନା ଠାରୁ ବି ଅଧିକ ଚମକିବାକୁ ଯାଉଅଛି | ଆପଣଙ୍କର ଭାଗ୍ୟ ର କବାଟ ଖୋଲିବାକୁ ଯାଉଅଛି ଆପଣମାନଙ୍କ ମନସ୍କାମନା ପୂର୍ଣ୍ଣ ହେବାକୁ ଯାଉଅଛି |
ସିଂହ ରାଶି – ସିଂହ ରାଶି ର ଲୋକ ମାନଙ୍କୁ ଖୁବ୍ କାମ ସମୟ ରେ ଅଧିକ ଲାଭ ଦେଖିବାକୁ ମିଳିବ କାନୁନ୍ ମାମଲା ରେ ଫସିଥିବା ଲୋକ ମାନଙ୍କୁ ସଫଳତା ପ୍ରାପ୍ତି ହେବ | ଆଗାମୀ ସମୟ ବୋହୁତ ଖୁସି ପୂର୍ଣ୍ଣ ରହିବ | ତୁଳା ରାଶି – ଏହି ରାଶି ର ଲୋକ ମାନଙ୍କ ପାଇଁ ରାଜ ଯୋଗ ର ରଲସମୟ ଆସୁଅଛି ଲମ୍ବା ସମୟ ଧରି ଯୌନ ସମସ୍ୟା ର ସମ୍ମୁଖୀନ ହୋଇ ଆସୁଥିଲେ ଏବେ ତାହା ଦୂରୀଭୂତ ହେବ ଏବଂ ସମସ୍ୟା ମାନଙ୍କ ଠାରୁ ମୁକ୍ତି ମିଳିବ ଧନ ର ବର୍ଷ ହେବାର ଯୋଗ ବନୁଅଛି |
କୁମ୍ଭ ରାଶି – ଏହି ରାଶି ର ରାଜା ଯୋଗ ଖୁବ୍ ଭଲ ରହିବାର ଅଛି ଆପଣଙ୍କ ଭାଗ୍ୟ ର ଦ୍ଵାର ଖୋଲିଯିବ ଆପଣଙ୍କର କିଛି ଯୋଜନା ହେବାର ଅଛି ଏହା ଥିଲା ସେହି ଭାଗ୍ୟବାନ ରାଶି ଯାହାର ଭାଗ୍ୟ ସୁନା ପରି ଚମକିବାକୁ ଯାଉଛି |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …