Breaking News

ଆଗାମୀ ଦିନରେ ମାନଙ୍କରେ ବିବାହ ବନ୍ଧନରବ ବାନ୍ଧି ହେବାକୁ ଯାଉଥିବା ଏହି ୨ ଲୋକପ୍ରିୟ ଯୋଡ଼ି !

ନମସ୍କାର ବନ୍ଧୁଗଣ ବହୁ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆପଣ ମାନଙ୍କ ପ୍ରିୟ ସିରିଏଲ ହିରୋଇନି ତୁଳସୀ ବା ସ୍ୱର୍ତ୍ୟଲୀନ ଭାଟାଚାର୍ଯ୍ୟ ଓ ପ୍ରେରଣା ପ୍ରତିସଖ୍ୟ ଏହାରି ମଧ୍ୟରେ ଦୁହିଁ ଙ୍କର ନିର୍ବନ୍ଧ ସରିଯାଇଛି ଆଗାମୀ କିଛି ଦିନ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଦୁଇ କଳାକାର |

ପ୍ରଥମରେ ଆସୁଛନ୍ତି ସ୍ୱର୍ତ୍ୟଲିନା |

ଫ୍ରେଣ୍ଡସ ଆପଣ ମାନେ ସ୍ୱର୍ତ୍ୟଲିନା କୁ ବେଶେ ଭଲ ଭାବରେ ଜାଣିଥିବେ ସ୍ୱର୍ତ୍ୟଲିନା ସିବିକୁ ବିବାହ କରିବାକୁ ଯାଉଛନ୍ତି ଦୁହେଁ ପରସ୍ପର କୁ ଗତ 3ବର୍ଷ ହେବ ଭଲ ପାଇଆସିଛନ୍ତି ଆଉ ଭଲ ପାଇଲା ପରେ ବର୍ତମାନ ଦୁହିଁଙ୍କର ନିର୍ବନ୍ଧ ସାରି ଯାଇଛି | ଏହି ପାଟିରେ ଓଲିଉଡର ବହୁସର ସେଲିବ୍ରେଟି ଆସିଥିବାର ନଜର ଆସିଛନ୍ତି | ତେବେ ଆଗାମୀ କିଛି ଦିନ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବେପାଇଁ ଯାଉଛନ୍ତି ସିଦ୍ଧି ଓ ସ୍ୱର୍ତ୍ୟଲିନା |

ଦ୍ୱିତୀୟ ରେ ଆସୁଛନ୍ତି ଅଶ୍ୱନୀ ଓ ପ୍ରେରଣା |

ତାହାଲେ ବହୁ ଶୀଘ୍ର ବିବାହ ବନ୍ଧନରେ ବନ୍ଧୁ ହେବା ପାଇଁ ଯାଉଛନ୍ତି ଓଲିଉଡର ଅନ୍ୟତମ ଯୋଡି ଅଶ୍ୱନୀ ଓ ପ୍ରେରଣା ଏହା ମାଡ଼ରେ ଦୁହିଁଙ୍କର ମୁଦି ପିଣ୍ଡ ସାରି ଯାଇଛି ଆଗାମୀ ଦିନମାନଙ୍କରେ ଓଲିଉଡ ଆକ୍ଟର ମାନଙ୍କର ବାହାଘର ହେବା ପାଇଁ ଯାଉଛି ଅଶ୍ୱନୀ ପ୍ରେରଣା ଙ୍କର ଭଲ ପିଇବା ପ୍ରାୟତ 10 ବର୍ଷ ହେବ ଦୁହେଁ ପର୍ଷପର କଲେଜ ଲାଇଫି ରୁ ଭଲ ପୌଟିଲେ ବର୍ତମାନ ଅଭିନୟ କୟରିଅର ମଧ୍ୟ ଏକାଠି ଆରମ୍ଭ କରିଥିଲେ ଆଉ ଦୁହେଁ ପରସ୍ପର ଙ୍କୁ ସେବେଠାରୁ ହିଁ ଭଲ ପାଉଥିଲେ ଆଉ ଏପର୍ଯ୍ୟନ୍ତ ଏକାଠି ଅଛନ୍ତି |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.