ନମସ୍କାର ବନ୍ଧୁଗଣ ବହୁ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆପଣ ମାନଙ୍କ ପ୍ରିୟ ସିରିଏଲ ହିରୋଇନି ତୁଳସୀ ବା ସ୍ୱର୍ତ୍ୟଲୀନ ଭାଟାଚାର୍ଯ୍ୟ ଓ ପ୍ରେରଣା ପ୍ରତିସଖ୍ୟ ଏହାରି ମଧ୍ୟରେ ଦୁହିଁ ଙ୍କର ନିର୍ବନ୍ଧ ସରିଯାଇଛି ଆଗାମୀ କିଛି ଦିନ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଦୁଇ କଳାକାର |
ପ୍ରଥମରେ ଆସୁଛନ୍ତି ସ୍ୱର୍ତ୍ୟଲିନା |
ଫ୍ରେଣ୍ଡସ ଆପଣ ମାନେ ସ୍ୱର୍ତ୍ୟଲିନା କୁ ବେଶେ ଭଲ ଭାବରେ ଜାଣିଥିବେ ସ୍ୱର୍ତ୍ୟଲିନା ସିବିକୁ ବିବାହ କରିବାକୁ ଯାଉଛନ୍ତି ଦୁହେଁ ପରସ୍ପର କୁ ଗତ 3ବର୍ଷ ହେବ ଭଲ ପାଇଆସିଛନ୍ତି ଆଉ ଭଲ ପାଇଲା ପରେ ବର୍ତମାନ ଦୁହିଁଙ୍କର ନିର୍ବନ୍ଧ ସାରି ଯାଇଛି | ଏହି ପାଟିରେ ଓଲିଉଡର ବହୁସର ସେଲିବ୍ରେଟି ଆସିଥିବାର ନଜର ଆସିଛନ୍ତି | ତେବେ ଆଗାମୀ କିଛି ଦିନ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବେପାଇଁ ଯାଉଛନ୍ତି ସିଦ୍ଧି ଓ ସ୍ୱର୍ତ୍ୟଲିନା |
ଦ୍ୱିତୀୟ ରେ ଆସୁଛନ୍ତି ଅଶ୍ୱନୀ ଓ ପ୍ରେରଣା |
ତାହାଲେ ବହୁ ଶୀଘ୍ର ବିବାହ ବନ୍ଧନରେ ବନ୍ଧୁ ହେବା ପାଇଁ ଯାଉଛନ୍ତି ଓଲିଉଡର ଅନ୍ୟତମ ଯୋଡି ଅଶ୍ୱନୀ ଓ ପ୍ରେରଣା ଏହା ମାଡ଼ରେ ଦୁହିଁଙ୍କର ମୁଦି ପିଣ୍ଡ ସାରି ଯାଇଛି ଆଗାମୀ ଦିନମାନଙ୍କରେ ଓଲିଉଡ ଆକ୍ଟର ମାନଙ୍କର ବାହାଘର ହେବା ପାଇଁ ଯାଉଛି ଅଶ୍ୱନୀ ପ୍ରେରଣା ଙ୍କର ଭଲ ପିଇବା ପ୍ରାୟତ 10 ବର୍ଷ ହେବ ଦୁହେଁ ପର୍ଷପର କଲେଜ ଲାଇଫି ରୁ ଭଲ ପୌଟିଲେ ବର୍ତମାନ ଅଭିନୟ କୟରିଅର ମଧ୍ୟ ଏକାଠି ଆରମ୍ଭ କରିଥିଲେ ଆଉ ଦୁହେଁ ପରସ୍ପର ଙ୍କୁ ସେବେଠାରୁ ହିଁ ଭଲ ପାଉଥିଲେ ଆଉ ଏପର୍ଯ୍ୟନ୍ତ ଏକାଠି ଅଛନ୍ତି |