ନମସ୍କାର ବନ୍ଧୁଗଣ ଓଲିଉଡର ବହୁସାରା ସେଲିବ୍ରେଟି ଅଛନ୍ତି ଯେଉଁମାନେ ଆଗାମୀ ଦିନ ମାନଙ୍କରେ ମା ହେବ ପାଇଁ ଯାଉଛନ୍ତି ଆଜିର ଦିନରେ ଆମେ ଏହି ସେଲିବ୍ରେଟି ମାନଙ୍କ ବିଷୟରେ ଜାଣିବା |
1 ନମ୍ବର ରେ ଆସୁଛନ୍ତି ଅଲିଉଡର ଜବରଦସ୍ତ ଅଭିନେତ୍ରୀ ଶୈଳଜା ରାଓ ଶୈଳଜା କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ ସିମ ଘର ଲକ୍ଷ୍ମୀ ସିରିଏଲରେ ଖୁବୁ ସୁନ୍ଦର ଅଭିନୟ କରିଥିଲେ କିନ୍ତୁ ବାହାଘର ପରେ ସେ ଅଲିଉଡ ଇଣ୍ଡଷ୍ଟ୍ରି ଠାରୁ ପୁରା ଦୁରେଇ ଯାଇଛନ୍ତି | ବର୍ତମାନ ସମୟରେ ସେ 8 ମାସର ଗର୍ଭବତୀ ଅଛନ୍ତି ଆଉ ଗତ ଦିନ ମାନଙ୍କରେ ସେ ମା ହେବ ପାଇଁ ଯାଉଛନ୍ତି |
ଏହା ପରେ 2 ନମ୍ବର ରେ ଆସୁଛନ୍ତି ଝିଲିକି ଭାଟାଚାର୍ଯ୍ୟ ତ ଫ୍ରେଣ୍ଡସେ ଆପଣ ମାନେ ଜାଣିଥିବେ 2020 ମସିହାରେ ସୁକିନ୍ଦା ଵିଧାହିକା ପ୍ରିତିରଞ୍ଜନ ଘଡ଼ାଇ କୁ ବିବାହ କରିଥିଲେ ଝିଲିକି ଭାଟାଚାର୍ଯ୍ୟ ଆଉ ବାହାଘର ପର ଟାରୁ ସେ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ପୁରା ଦୁରେଇ ଯାଇଥିଲେ ତ ବର୍ତମାନ ସମୟରେ ଫୁଣି ଥରେ ଅଲିଉଡ ଇଣ୍ଡଷ୍ଟ୍ରି କୁ ଫେରିଛନ୍ତି ହେଲେ ଆଗାମୀ ଦିନ ମାନଙ୍କରେ ସେ ମା ହେବା ପାଇଁ ମଧ୍ୟ ଯାଉଛନ୍ତି |
ଏହା ପରେ 3 ନମ୍ବର ରେ ଆସୁଛନ୍ତି ଜଙ୍କିଲିନି ପରିଡା ଆପଣ ମାନେ ଅଲିଉଡର ଜବରଦସ୍ତ ଅଭିନେତ୍ରୀ ଜଙ୍କିଲିନି ବେଶେ ଭଲ ଭାବରେ ଜାଣିଥିବେ ସେ ଗୋଟେ ରିଆଲିଟି ସୋ ମାଧ୍ୟମରେ ଅଲିଉଡ ଇଣ୍ଡଷ୍ଟ୍ରି ଆସିଥିଲେ ଗତ ବର୍ଷ ଜଙ୍କିଲିନି ଓ ଅରବିନ୍ଦ ଙ୍କୁ ବିବାହ କରିଥିଲେ ହେଲେ ସେ ମା ହେବେ କି ନାହିଁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ |
ଏହା ପରେ 4 ନମ୍ବର ରେ ଆସୁଛନ୍ତି ଅଲିଉଡର ଜବରଦସ୍ତ କମେଡିଆନ ଗୁଡ଼ୁ ଆପଣ ମାନେ ଗୁଡ଼ୁଙ୍କୁ ବେଶେ ଭଲ ଭାବରେ ଜାଣିଥିବେ ସେ ଗତ କିଛି ଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଵାଗ୍ମୀକିଛି ଦିନ ମଧ୍ୟରେ ସେ ବାପା ହେବ ପାଇଁ ଯାଉଛନ୍ତି ଏହି ଭଳି ଏକ ଖୁସି ଖବର ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରଲ ହେବାରେ ଲାଗିଛି ଆପଣ ମାନେ ଗୁଡୁଙ୍କର ବହୁ ସାରା ଓଡ଼ିଆ ସିନେମା ଗୁଡିକ ନିଶ୍ଚୟ ଭବରେ ଦେଖିଥିବେ ତାହାଲେ ଗୁଡୁଙ୍କର କେଉଁ ସିନେମାଟି ଆପଣ ମାନଙ୍କୁ ଅଧିକ ପସନ୍ଦ ଆସେ ଆମକୁ କମେଣ୍ଟ ବକ୍ସରେ କମେଣ୍ଟ କାରି ଜଣାନ୍ତୁ |
Check Also
ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !
ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …